PCC President - The Sakala

ଏସସିବି ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧିନ ଆହତଙ୍କୁ ଭେଟିଲେ ପିସିସି ସଭାପତି, କହିଲେ କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରିଛନ୍ତି
କଟକ: କଟକ ଏସସିବି ଅଗ୍ନିକାଣ୍ଡ ଘଟଣା ଅନୁଧ୍ୟାନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଚିକିତ୍ସାଧିନ ଆହତଙ୍କୁ ଭେଟିଲେ। ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ଭକ୍ତ । ସରକାରଙ୍କ ଉପରେ ଜୋରରେ ବର୍ଷିଛନ୍ତି ପିସିସି ସଭାପତି । ତେବେ ଏତେ ବଡ଼ ଚରମ ଅବହେଳା ପାଇଁ କିଏ ଦାୟି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ସେ ପ୍ରତିକ୍ରିୟା ରଖି କହିଛନ୍ତି କି, ଆଇ.ସି.ୟୁ ଟି ଦେଖିଲା ଭଳି ପରିସ୍ଥିତିରେ ନାହିଁ। ତତ୍ତ୍ୱାବଧାନ ଅଭାବରୁ ଏଭଳି ଘଟଣା ଘଟିଲା। ଆଇସିୟୁ ରେ ଯେଉଁ ସବୁ ଯନ୍ତ୍ରାଂଶ ଲାଗି ଥିଲା ତାହାର ତର୍ଜମା ହେବା ଆବଶ୍ୟକ। ଏଗୁଡ଼ିକ ପ୍ରତି ତିନି ମାସରେ ଥରେ ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ଥିଲା। ଯାହା ଜଣାପଡୁଛି ବୈଷୟିକ ଯାଞ୍ଚ କରାଯାଉ ନ ଥିଲା। କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରିଛନ୍ତି।୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା ଉପରେ ନଜର ରଖିବା  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାମ । ଅଧିକ୍ଷକ ମୁଖ୍ୟମନ୍ତ୍ରୀଙ୍କ ଲୋକ ବୋଲି ମୁଁ ଶୁଣୁଛି। ସିଏ ଫୋନ ଉଠାଉ ନାହାଁନ୍ତି। ଆମେ ତାଙ୍କ ଦେଖା ପାଉ ନାହୁଁ। କାହାର ଜୀବନର ମୂଲ୍ୟ ପାଞ୍ଚ ଲକ୍ଷ ଦଶ ଲକ୍ଷ ଟଙ୍କା ନୁହେଁ। ଏକ କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଉ। ଏପରି ବୃହତ୍ତର ଅଘଟଣ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବା ଉଚିତ୍।

ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଏହି ୩ ବିଧାୟକ କ୍ରସ୍ ଭୋଟିଂ କରିଥିବା ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ...
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଭୋଟ ଦେଉଛନ୍ତି ବିଧାୟକ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଏହାରି ମଧ୍ୟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି କି,  କଂଗ୍ରେସର ୩ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷ କ୍ରସ ଭୋଟିଂ କରିଥିବା ନେଇ ଭକ୍ତ ଦାସ ସୂଚନା ଦେଇଛନ୍ତି । ଏହି ୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ପିସିସି ସଭାପତି କହିଛନ୍ତି । ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ । ବାଚସ୍ପତିଙ୍କୁ ଚିଠି ଲେଖି ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିବୁ ବୋଲି କହିଛନ୍ତି ଭକ୍ତ ଦାସ । ତାଙ୍କ ନିର୍ବାଚନମଣ୍ଡଳ ଯାଇ ଲୋକଙ୍କୁ ସବୁ କହିବୁ । ଦରକାର ପଡ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ ଯିବୁ ।  ଦଳ ବିରୋଧୀ କାମ କରିଛନ୍ତି, ନିଜ ସମ୍ମାନ କ୍ଷୁଣ୍ଣ କରିଥିବା କହିଛନ୍ତି ଭକ୍ତ ।

ପୁଣି ରାଜ୍ୟ କଂଗ୍ରେସରେ କନ୍ଦଳ ! ଭକ୍ତ ଦାସଙ୍କ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଲେ ମୋକିମ, ସୋନିଆଙ୍କୁ ଲେଖିଲେ ଚିଠି
ଭୁବନେଶ୍ୱର: ପୁଣି ରାଜ୍ୟ କଂଗ୍ରେସରେ ଉପୁଜିଲାଣି କି କନ୍ଦଳ ! ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ । ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ମୋକିମ । ମୋକିମ କହିଛନ୍ତି କି, ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ ପାଇଥିଲା। ପରେ ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ବ ଦିଆଗଲା । ଏବେ ଦଳ ଆହୁରି ଦୁର୍ବଳ ହେବାରେ ଲାଗିଛି । ଭକ୍ତ ଦାସ କଂଗ୍ରେସର ସଭାପତି ରହିଲେ, ଦଳ ଓଡ଼ିଶାରେ ଉଧାଇ ପାରିବନି ବୋଲି କହିଛନ୍ତି ମୋକିମ । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଛନ୍ତି ।

ବଦଳିବେ ପିସିସି ପ୍ରଭାରୀ ! ଡଃ ଏ ଚେଲ୍ଲା କୁମାରଙ୍କ ପ୍ରଦର୍ଶନକୁ ନେଇ ଖୁସି ନାହାଁନ୍ତି କଂଗ୍ରେସ ହାଇକମାଣ୍ଡ
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପ୍ରଭାରୀ ଖୁବ୍‌‌ ଶୀଘ୍ର ବଦଳି ହେବେ। ଡଃ ଏ ଚେଲ୍ଲା କୁମାରଙ୍କ ପ୍ରଦର୍ଶନକୁ ନେଇ କଂଗ୍ରେସ ହାଇକମାଣ୍ଡ ଖୁସି ନାହାଁନ୍ତି। ପ୍ରଦେଶ କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ସନ୍ତୋଷଜନକ ନ ଥିବା ହାଇକମାଣ୍ଡ ମନେ କରୁଛନ୍ତି। ଏଣୁ ଏଆଇସିସି ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏ ଚେଲ୍ଲାକୁମାରଙ୍କ ବଦଳି କରି ଅନ୍ୟ ରାଜ୍ୟର ଦାୟିତ୍ୱ ଦିଆଯିବ ଅଥବା ପ୍ରଭାରୀ ଦାୟିତ୍ୱରୁ ମୁକ୍ତ କରାଯିବ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ କେବଳ ଚେଲ୍ଲା ନୁହନ୍ତି, ରଘୁ ଶର୍ମା, ଦେବେନ୍ଦ୍ର ଯାଦବ, ଏଚ୍‌‌ କେ ପାଟିଲ୍‌‌, ଭକ୍ତଚରଣ ଦାସ, ହରୀଶ ଚୌଧୁରୀ, ଓମାନ ଚାଣ୍ଡି, ମୁକୁଲ ବାସନିକ୍‌‌ ଓ ଅବିନାଶ ପାଣ୍ଡେଙ୍କୁ ମଧ୍ୟ ଭିନ୍ନ ଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ୱରୁ ମୁକ୍ତ କରାଯିବ।

ପ୍ରଦେଶ କଂଗ୍ରେସରେ ଥିବା ଆଭ୍ୟନ୍ତରୀଣ ମତଭେଦ ଓ ବିଦ୍ରୋହକୁ ତୁଟାଇବାରେ ଚେଲ୍ଲା କୁମାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ଏଆଇସିସି ହୃଦବୋଧ କରୁଛି। ଏପରିକି ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ଭାରତ ଯୋଡ଼ ଯାତ୍ରା ମଧ୍ୟ ଆଶାନୁଯାୟୀ ସଫଳତା ପାଇପାରିଲା ନାହିଁ। ଯାହା ଫଳରେ କଂଗ୍ରେସ ଯେଉଁ ଧରଣର ଜନ ସମର୍ଥନ ଭାରତ ଯୋଡ଼ ଯାତ୍ରାରୁ ପାଇବାକୁ ଚାହୁଁଥିଲା ତାହା ମିଳି ପାରିନାହିଁ। ରାଜ୍ୟରେ ଆଗାମୀ ଦିନରେ ରାଜ୍ୟରେ ହାତକୁ ହାତ ଯୋଡ଼ ଯାତ୍ରା ଆରମ୍ଭ ହେବାକୁ ଯାଉଛି। କଂଗ୍ରେସ ନିଜ ଜିଲ୍ଲା ସଙ୍ଗଠନଗୁଡ଼ିକ ମାଧ୍ୟମରେ ରାଜ୍ୟ ବ୍ୟାପୀ ଦ୍ୱାରଦ୍ୱାର ବୁଲି ଜନସାଧାରଣଙ୍କୁ କଂଗ୍ରେସ ସପକ୍ଷରେ ବୁଝାଇବାକୁ ଲକ୍ଷ୍ୟ ରଖିଛି। ଏଥି ପାଇଁ ପର୍ଯ୍ୟବେକ୍ଷକ ଚୟନ ସରିଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଭାରୀଙ୍କ ଦାୟିତ୍ୱ ପ୍ରମୁଖ ରହିବ।

ପ୍ରଭାରୀ ଦଳର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମାନଭଞ୍ଜନ କରିବା ସହ କଂଗ୍ରେସର ଗୋଷ୍ଠୀ ରାଜନୀତିରେ ପୂର୍ଣ୍ଣଛେଦ ପକାଇବେ। ପିସିସି ସଭାପତିଙ୍କ ସହ ଅନେକ ଯୁବ ନେତୃବୃନ୍ଦଙ୍କର ତୀବ୍ର ମତଭେଦ ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ କଂଗ୍ରେସ ସଙ୍ଗଠନକୁ ସଜାଡ଼ିବାକୁ ହେଲେ ହାଇକମାଣ୍ଡଙ୍କ ପ୍ରତିନିଧି ଭାବେ ଜଣେ ଦକ୍ଷ ପ୍ରଭାରୀ ଓଡ଼ିଶା ଦାୟିତ୍ୱ ନେବା ଦରକାର। ସେହିଭଳି କଂଗ୍ରେସ ଓଡ଼ିଶାରେ ସମଭାବପୂର୍ଣ୍ଣ ଦଳଗୁଡ଼ିକ ସହ ମେଣ୍ଟ କରିବାକୁ ଯୋଜନା କରୁଛି। ନିକଟ ଅତୀତରେ ସମାପ୍ତ ହୋଇଥିବା କଂଗ୍ରେସର ରାୟପୁର ଅଧିବେଶନରେ ମଧ୍ୟ ଏ ନେଇ ଆଲୋଚନା ହୋଇଛି।

ଓଡ଼ିଶା ଭଳି ରାଜ୍ୟ ଯେଉଁଠାରେ କଂଗ୍ରେସ ଏକାକି ସରକାର କରିପାରିବ ନାହିଁ, ସେଠାରେ ବିଜେପି ବିରୋଧୀ ଦଳଗୁଡ଼ିକ ସହ କଂଗ୍ରେସର ରାଜନୈତିକ ସମ୍ପର୍କକୁ ଦୃଢ଼ କରିବାକୁ ପଡ଼ିବ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଧିବେଶନରେ ବିଭିନ୍ନ ରାଜ୍ୟ ପାଇଁ ନୂଆ ପ୍ରଭାରୀ ଚୟନ ହେବା ସମ୍ପର୍କରେ ସୂଚନା ମଧ୍ୟ ଦେଇଛନ୍ତି। ଏଥିପାଇଁ ଏଆଇସିସି ପ୍ରଦେଶ କଂଗ୍ରେସ କମିଟିକ ଗଠନ ପ୍ରକ୍ରିୟାକୁ ଅଟକାଇ ରଖିଥିବା ଚର୍ଚ୍ଚା ହେଉଛି। ତେବେ ଏସମ୍ପର୍କରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଶରତଙ୍କର ଯୋଗ୍ୟତା ଓ ଅଭିଜ୍ଞତା ଅଛି, ସେ ଦଳକୁ ମଜବୁତ କରିବା ସହ ଆଗେଇ ନେବେ : ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ ଶରତ ପଟ୍ଟନାୟକଙ୍କୁ ନବ ନିଯୁକ୍ତ ପିସିସି ସଭାପତି ବୋଲି ଘୋଷଣା କରାଯାଇଛି। ଏଥି ସହିତ ଦୀର୍ଘ ଦିନ ଧରି ପିସିସି ସଭାପତି କିଏ ହେବ ଏ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାର ଅନ୍ତ ଘଟିଛି। ଏଆଇସିସି ଆଜି ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ ଦେଇଥିବା ଇସ୍ତଫା ପତ୍ରକୁ ଗ୍ରହଣ କରିବା ସହ ଶରତ ପଟ୍ଟନାୟକଙ୍କ ନାଁ ନୂତନ ପିପିସି ସଭାପତି ଭାବେ ଘୋଷଣା କରିବା ପରେ ବିଦାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ କରିଛନ୍ତି ।

ପ୍ରେସମିଟ୍ କରି ବିଦାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୋନିଆ ଓ ରାହୁଲଙ୍କୁ ଧନ୍ୟବାଦ ଦେବା ସହ କାମକରିବା ପାଇଁ ସୁଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶା କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। ସେ କହିଛନ୍ତି, ମୋ ଦେହ ଖରାପ ଥିବାରୁ ମୁଁ ଇସ୍ତଫା ଦେଇଥିଲି, ଏଆଇସିସି  ଆଜି ଏହାକୁ ଗ୍ରହଣ କରିଛି । ଏହାସହ ସେ  ଆଶାପ୍ରକାଶ କରିଛନ୍ତି ଯେ  ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ନିଶ୍ଚିତ ଭଲ ପ୍ରଦର୍ଶନ କରିବ । ଶରତ ପଟ୍ଟନାୟକଙ୍କୁ ସେ ସବୁବେଳେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପିସିସି ସଭାପତି ଦାୟିତ୍ବ ନେବା ତାଙ୍କ ପାଇଁ ଏକ ଗୌରବର କଥା ଥିଲା । ତାଙ୍କ ଉପରେ ବିଶ୍ୱାସ ରଖି ଦାୟିତ୍ୱ ଦେଇଥିବାରୁ ସେ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ସହଯୋଗ ହାତ ବଢାଇଥିବା ଓଡ଼ିଶା ପ୍ରଭାରୀ ଚେଲା କୁମାର ଓ କେସି ବେଣି ଗୋପାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବରିଷ୍ଟ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ସମୟ ଆଜିଛି କଂଗ୍ରେସର କର୍ମୀଙ୍କୁ ଏକାଠି ହେବାକୁ ପଡିବ। ବର୍ତ୍ତମାନ କଂଗ୍ରେସର ଭାଇମାନଙ୍କୁ ଏକାଠି କରିବାର ସମୟ ଆସିଛି। କେନ୍ଦ୍ର ସରକାରଙ୍କ ଜନମାରଣା ନୀତି ବିରୋଧରେ ସ୍ୱର ଉଠାଇବା ଦରକାର । କଂଗ୍ରେସର ବିଚାରଧାରାକୁ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଁଚାଇବାର ଆବଶ୍ୟତା ରହିଛି, ତେବେ ଯାଇଁ ଦଳ ଆଗକୁ ବଢିବ ବୋଲି କହିଛନ୍ତି ନିରଞ୍ଜନ । ଏଥି ସହିତ ନୂଅ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ କହିଛନ୍ତି, ସେ ବୟସରେ ସାନ ହୋଇଥିଲେ ବି ଆଗରୁ କାମ କରିବାର ଅଭିଜ୍ଞତା ରହିଛି ।ମୋର ବିଶ୍ୱାସ ଶରତ କଂଗ୍ରେସ ଦଳକୁ ମଜବୁତ କରିବେ ଓ ଆଗେଇ ନେବେ। କିନ୍ତୁ ମୋର ଗୋଟେ ଅବଶୋଷ ରହିଗଲା ଯେପରି ଭାବେ କଂଗ୍ରେସକୁ ସୁଦୃଢ କରି କାମ କରିବା କଥା କରିହେଲାନି । ବର୍ତ୍ତମାନ ଦଳରେ ଶୃଙ୍ଖଳାର ଆବଶ୍ୟକତା ରହିଛି । କିଛିଦିନ ଧରି କଂଗ୍ରେସ ଭିତରେ ଯେଉଁ ଏକତା ଓ ଶୃଙ୍ଖଳା ଯେପରି ରହିବ କଥା ସେଟା ରହିଲା ନାହିଁ। ବର୍ତ୍ତମାନ ଏକଜୁଟ୍‌, ଏକମନ ହୋଇ କାମ କରିବାର ଆବଶ୍ୟକତା ଅଛି । ମୁଁ ଚାହୁଁଥିଲି ଅବ୍ୟାହତି ନେବାକୁ, ଏବେ ଖୁସି ଅଛି ମୋତେ ସେହି ଦାୟିତ୍ୱରୁ ମୁକ୍ତି ମିଳିଛି । ଅବ୍ୟାହତି ନେଲେ ବି ରାଜ୍ୟର ସ୍ୱାର୍ଥ ପାଇଁ ନିଶ୍ଚୟ ଲଢିବି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

କିଏ ହେବ ପିସିସି ସଭାପତି ? ଖୁବ୍‍ଶୀଘ୍ର ନିଷ୍ପତ୍ତି ନେବେ ରାହୁଲ ଗାନ୍ଧୀ
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି କିଏ ହେବ, ସେ ନିଷ୍ପତ୍ତି ରାହୁଲ ଗାନ୍ଧୀ ହିଁ ନେବେ। ରାହୁଲ ଯାହା ନାଁରେ ସମ୍ମତି ଦେବେ; ସେହି ନାଁରେ ସୋନିଆ କେବଳ ମୋହର ମାରିବେ। ଆଗାମୀ ଦିନରେ ସୋନିଆ ଗାନ୍ଧୀ ପୁନର୍ବାର ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି ପଦରେ ଅଭିଷିକ୍ତ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ କୌଣସି ପରିସ୍ଥିତିରେ ରାହୁଲଙ୍କ ପ୍ରତି ଗଭୀର ଆନୁଗତ୍ୟ ରଖିଥିବା ବ୍ୟକ୍ତିଙ୍କୁ ପିସିସି ନେତୃତ୍ୱ ଦିଆଯିବା ଆପାତତଃ ଦଳୀୟସ୍ତରରେ ନିଷ୍ପତ୍ତି ହୋଇଛି। ଗତ କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ପିସିସି ସଭାପତି ମନୋନୟନ କ୍ଷେତ୍ରରେ ଏହା ପ୍ରତିଫଳିତ ହୋଇଛି ଓ ଓଡ଼ିଶାରେ ମଧ୍ୟ ଏହାର ପୁନରାବୃତ୍ତି ହୋଇପାରେ ବୋଲି କୁହାଯାଉଛି। ତେବେ ରାହୁଲ ଏବେ ବିଦେଶରେ ଥିବାରୁ ପିସିସି ସଭାପତି ମନୋନୟନ ବିଳମ୍ବିତ ହେଉଥିବା ମନେ କରାଯାଉଛି। ହାଇକମାଣ୍ଡ ଚାହିଁଲେ ଏ ସଂକ୍ରାନ୍ତରେ ତାଙ୍କ ମତାମତ ନେଇ ନୂଆ ସଭାପତିଙ୍କ ନାମ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।

ଓଡ଼ିଶା ପ୍ରସଙ୍ଗରେ ଗତ କିଛି ବର୍ଷ ହେଲା ଏଆଇସିସି ଆଗ୍ରହ ଦେଖାଉଥିବା ମନେ ହେଉନାହିଁ। ସୋନିଆ, ରାହୁଳଙ୍କ ଅପେକ୍ଷା ରାଜ୍ୟ ନେତୃତ୍ୱ ତାଙ୍କର ଘନିଷ୍ଠ କୁହାଯାଉଥିବା ନେତାଙ୍କ ସହ ଯୋଗସୂତ୍ରରେ ରହୁଛନ୍ତି। ରାଜ୍ୟରେ ସଙ୍ଗଠନ ସମସ୍ୟା ତିନିସ୍ତର ଅତିକ୍ରମ କରି ସୋନିଆ ଓ ରାହୁଳଙ୍କ ନିକଟରେ ପହଞ୍ଚୁଛି। ଯାହା ଫଳରେ ଏଥିରେ ବାସ୍ତବିକତା ଅପେକ୍ଷା ଅନ୍ୟ ପ୍ରସଙ୍ଗ ଅଧିକ ଗୁରୁତ୍ୱ ବହନ କରୁଛି। ରାଜ୍ୟର ନେତୃବୃନ୍ଦ ସୋନିଆ ଗାନ୍ଧୀଙ୍କୁ ସମସ୍ତ ବିଷୟ ଅବଗତ କରିବା ପରିବର୍ତ୍ତେ କେ.ସି ବେଣୁଗୋପାଳ, ଜନାର୍ଦ୍ଦନ ଦ୍ୱିବେଦୀଙ୍କ ସାନ୍ନିଧ୍ୟରେ ଉତ୍‍ଫୁଲିତ ହୋଇ ପଡ଼ିଛନ୍ତି। ଚିନ୍ତନ ଶିବିର ହାଲୁକା ସମୟ ଗୁଡ଼ିକରେ ପିସିସି ସଭାପତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓ ଗାନ୍ଧୀ ପରିବାରର ନିକଟତମ ଶୀର୍ଷ କଂଗ୍ରେସ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ତେବେି ଚିନ୍ତନ ଶିବିର ବା ଏହା ପରେ ରାହୁଲ ଓଡ଼ିଆ କଂଗ୍ରେସ ନେତାଙ୍କ ସହ ଏତେଟା ଆଲୋଚନା କରିନାହାନ୍ତି ବୋଲି ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ସୂଚନା ମିଳିଛି।

ଜଣେ ପୂର୍ବତନ ବିଧାୟକଙ୍କ ସୂଚନା ଅନୁଯାୟୀ ଜଣେ ପୁରୁଖା ନେତାଙ୍କୁ ପିସିସି ସଭାପତି କରାଯିବା ଆପାତତଃ ଚୂଡ଼ାନ୍ତ ହୋଇଛି। ଖୁବ୍‍ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯାଇପାରେ। ତେବେ ଚିନ୍ତନ ଶିବିର ପରେ ସୁନୀଲ ଜାକର, ହାର୍ଦ୍ଦିକ ପଟେଲଙ୍କ ଭଳି ନେତା କଂଗ୍ରେସ ଛାଡିବା ଦଳକୁ ଚିନ୍ତିତ କରିଛି। ଓଡ଼ିଶାରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା କେବଳ ବରିଷ୍ଠ ନେତାମାନଙ୍କୁ ନେଇ କରାଯାଉଛି। ଯୁବ ବର୍ଗଙ୍କୁ କେଉଁ ଦାୟିତ୍ୱ ମିଳିବ, ସେ କଥା ଆଲୋଚନା ହେଉନାହିଁ। ତେଣୁ ସଙ୍ଗଠନରେ ବ୍ୟକ୍ତିବିଶେଷଙ୍କ ପରିବର୍ତ୍ତନ କ’ଣ ଉତ୍ସାହ ଆଣିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାହୁଳ ଗାନ୍ଧୀଙ୍କ ସହ ଓଡ଼ିଶା କଂଗ୍ରେସ ନେତାଙ୍କ ଆଲୋଚନା: ନିଜ ଲାଗି ଲବି କଲେ ୪ ନେତା
ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ରାଜନୀତି ନାଟକ ଏବେ ଦିଲ୍ଲୀକୁ ସ୍ଥାନାନ୍ତରିତ। ଦଳର ସଭାପତି, ଅନେକ ପୂର୍ବତନ ସଭାପତି, ଛାମୁଆ ସଙ୍ଗଠନର ନେତା ଓ ବିଧାୟକମାନେ ଏବେ ଦିଲ୍ଲୀରେ। ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀଙ୍କ ସହ ଏହି ନେତାମାନେ ଗତକାଲି ସନ୍ଧ୍ୟାରେ ବ୍ୟକ୍ତିଗତ ଭାବରେ ଆଲୋଚନା କରିଛନ୍ତି। ଶ୍ରୀ ଗାନ୍ଧୀ ପ୍ରତ୍ୟେକ ନେତାଙ୍କ ସହ ନୂଆ ସଭାପତି କାହାକୁ କଲେ ଠିକ୍‍ ହେବ ଏବଂ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ୨ରୁ ୩ ମିନିଟ୍‍ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାହୁଳଙ୍କ ସହ ଆଲୋଚନା ସମୟରେ ୪ ଜଣ ନେତା ସଭାପତି ପଦ ଲାଗି ନିଜ ପାଇଁ ଲବି କରିଛନ୍ତି। ସେହିପରି କିଛି ବରିଷ୍ଠ ନେତା ନିର୍ଦ୍ଦିଷ୍ଟ ବିଧାୟକଙ୍କୁ ସଭାପତି କରାଯିବା ସପକ୍ଷରେ ଯୁକ୍ତି ଉପସ୍ଥାପିତ କରିଛନ୍ତି। ତେବେ ଏ ସମ୍ପର୍କରେ ରାହୁଳ କୌଣସି ମନ୍ତବ୍ୟ ନ ଦେଇ ଦଳୀୟ ନେତାମାନଙ୍କୁ ଏକ ହୋଇ ଶୃଙ୍ଖଳିତ ଭାବରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ପିସିସି ସଭାପତି ମନୋନୟନ ପ୍ରସଙ୍ଗରେ ପ୍ରଭାରୀମାନଙ୍କ ସହ ଆଲୋଚନା ହୋଇଛି, ଆପଣମାନଙ୍କ ମତାମତ ଉପରେ ଖୁବ୍‍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ କଂଗ୍ରେସ ନେତାଙ୍କୁ ଆଶ୍ୱାସନା ଦେଇଛନ୍ତି ରାହୁଳ।

ଏଆଇସିସି ସିଡବ୍ଲ୍ୟୁସି ବୈଠକ ପରେ ରାହୁଲ ଗାନ୍ଧୀ ଓଡ଼ିଶାର କଂଗ୍ରେସ ବିଧାୟକ, ପୂର୍ବତନ ପିସିସି ସଭାପତି ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। କେଉଁ କାର୍ଯ୍ୟ ପନ୍ଥା ବା ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କଲେ ଓଡ଼ିଶାରେ ଦଳର ସ୍ଥିତି ସୁଧାରିବ। ବର୍ତ୍ତମାନ ପରିସ୍ଥିତିରେ କାହାକୁ ପିସିସି ଦାୟିତ୍ୱ ଦିଆଯିବା ଉଚିତ। ଏହି ୨ଟି ପ୍ରଶ୍ନ ରାହୁଲ ସବୁ କଂଗ୍ରେସ ନେତାଙ୍କୁ ପଚାରିଥିଲେ। ଏଆଇସିସି ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ କରିବା ଆପାତତଃ ଚୂଡ଼ାନ୍ତ ହୋଇଥିବା ବେଳେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ ରାହୁଲ ଗାନ୍ଧୀ ପ୍ରାୟ ୮ଜଣ ନେତାଙ୍କୁ ପିସିସି ସଭାପତି ହେବାକୁ ଆଗ୍ରହୀ କି ବୋଲି ପଚାରିଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ପାଖାପାଖି ୫ ଜଣ ନେତା ସଭାପତି ହେବା ନିମନ୍ତେ ନିଜର ଆଗ୍ରହ ବ୍ୟକ୍ତ କରିଛନ୍ତି। ଦୁଇଜଣ ବରିଷ୍ଠ ବିଧାୟକ କୌଣସି ପରିସ୍ଥିତିରେ ଶରତ ପଟ୍ଟନାୟକଙ୍କୁ ନ କରିବା ପାଇଁ ରାହୁଳଙ୍କ ନିକଟରେ ମତ ରଖିଛନ୍ତି। ଅନ୍ୟପକ୍ଷରେ ଉପକୂଳ ଅଞ୍ଚଳର ଜଣେ ବିଧାୟକଙ୍କ ସପକ୍ଷରେ କେତେକ ନେତା ମତ ରଖିଥିବା ଆଲୋଚନା ହେଉଛି। ମାତ୍ର ଏନେଇ କୌଣସି ନେତା ସ୍ପଷ୍ଟ ଭାବରେ କିଛି କହିବାକୁ ଚାହିଁ ନାହାନ୍ତି। ଆଲୋଚନା ପରେ ରାହୁଲ ଗାନ୍ଧୀ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଏକ ଫଟୋ ଉଠାଇଥିଲେ। ଏହି ଫଟୋ ଉଠାଇବା ସମୟରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସ ଅନୁପସ୍ଥିତ ରହିବା ଭିନ୍ନ ବାର୍ତ୍ତା ଦେଉଛି।

ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ବିହାର ଦାୟିତ୍ୱରୁ ଭକ୍ତଙ୍କୁ ଅପସାରିତ କରି ଓଡ଼ିଶାର ସାଙ୍ଗଠନିକ ଦାୟିତ୍ୱ ଦେବା ନେଇ ବିଚାର କରିପାରନ୍ତି। ପୁନଶ୍ଚ ମହମ୍ମଦ ମୋକ୍କିମ ପ୍ରଥମ ଥର ବିଧାୟକ ଏବଂ ସପ୍ତଗିରି ଉଲ୍ଲାକା ୧ମ ଥର ସାଂସଦ ହୋଇଥିବାରୁ ତାଙ୍କୁ ଶୀର୍ଷ ସାଙ୍ଗଠନିକ ଦାୟିତ୍ୱ ଦେବା ନେଇ ଏଆଇସିସିସ୍ତରରେ ମତୈକ ଆସିପାରୁ ନାହିଁ। ବରିଷ୍ଠ ନେତାମାନଙ୍କ ମତାମତ ବିଧାୟକମାନଙ୍କ ମତାମତ ଠାରୁ ଭିନ୍ନ ରହୁଥିବାରୁ ସର୍ବସମ୍ମତ ପିସିସି ସଭାପତି ନିଯୁକ୍ତି ନେଇ କୌଣସି ନିର୍ଯ୍ୟାସ ବାହାରି ନାହିଁ। ଏହାବ୍ୟତୀତ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେବା ପ୍ରସଙ୍ଗରେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯାଇଥିବାରୁ ଏହି ଦୁଇ ପଦରେ କାହାକୁ ଅବସ୍ଥାପିତ କରାଯିବ ତାହା ଏଯାଏ ନିର୍ଣ୍ଣୟ ହୋଇନାହିଁ। ତେବେ ଏ ନେଇ ଖୁବ୍‍ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ବୋଲି ଦଳର ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପ୍ରଭାରୀ ଚେଲ୍ଲା କୁମାର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ରମେଶ ଜେନା, ଦାସରଥି ଗମାଙ୍ଗୋ, ସିଏସ୍‍ ରାଜନ୍‍ ଏକ୍କା,ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକ୍କିମ, ଏମପି ସପ୍ତଗିରୀ ଉଲ୍ଲାକା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ ବିଧାୟକ ଶରତ ରାଉତ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଏବଂ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଗତକାଲି ରାହୁଳଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିବା ଜଣାପଡ଼ିଛି।