Thuja Tree - The Sakala
ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ଅନେକ ଗଛ ଅଛି, ଯାହାକୁ ଘରେ ଲଗାଇବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହେବା ସହ ଆର୍ଥିକ ସଙ୍କଟ ଦୂର ହୁଏ। ଏମିତି ଏକ ଗଛ ହେଉଛି ଥୁଜା ଗଛ। ଏହା ବଗିଚାକୁ ସୁନ୍ଦର କରିବା ସହ ଘରେ ଥିବା ବାସ୍ତୁଦୋଷକୁ ମଧ୍ୟ ଦୂର କରିଥାଏ। ଏହାକୁ ଅନେକ ‘ବିଦ୍ୟାଦାତ୍ରୀ ଗଛ’ ବୋଲି କହିଥାନ୍ତି, କାରଣ ଏହି ଗଛର ପତ୍ରକୁ ବହିରେ ରଖିବା ଦ୍ବାରା ମନ ଇଆଡେସିଆଡେ ଭଟକେ ନାହିଁ ବୋଲି ବିଶ୍ବାସ ରହିଛି। ଏହି ଗଛ ସମ୍ପର୍କିତ କିଛି ବାସ୍ତୁ ନିୟମ ହେଉଛି –
ବାସ୍ତୁ ଅନୁଯାୟୀ, ଥୁଜା ଗଛକୁ ସବୁବେଳେ ଯୋଡ଼ାରେ ଲଗାଇବା ଉଚିତ।
ଥୁଜା ଗଛ ଶୁଖିଯିବା ଆଦୌ ଶୁଭ ନୁହେଁ। ତେଣୁ ଏହି ଗଛରେ ନିୟମିତ ପାଣି ଦିଅନ୍ତୁ। ଶୁଖିଯାଇଥିବା ଗଛକୁ ବାହାର କରି ନୂତନ ଗଛ ଲଗାନ୍ତୁ।
ପାରିବାରିକ କଳହ ଯୋଗୁଁ ଘରେ ଅଶାନ୍ତି ଲାଗି ରହିଥିଲେ, ଏହି ଗଛ ଲଗାନ୍ତୁ। ହାଲ୍‌କା ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ଏହି ଗଛକୁ ଲଗାନ୍ତୁ।
ଥୁଜା ଗଛକୁ କେବେ ବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। ଏହାକୁ ସବୁବେଳେ ପୂର୍ବ ଦିଗରେ ଲଗାନ୍ତୁ। ଏହାଦ୍ବାରା ପାରିବାରିକ ଖୁସି ବଜାୟ ରହିବା ସହିତ ଭଲ ପରିଣାମ ମିଳିଥାଏ।
ଆର୍ଥିକ ସ୍ଥିତି ମଜଭୁତ୍‌ କରିବା ସହ ଘରେ ସୁଖସମୃଦ୍ଧି ପାଇଁ ଏହି ଗଛକୁ ଘରେ ଲଗାଇବା ଉଚିତ।