Married Life - The Sakala
ବିବାହ ପରେ ସମସ୍ତେ ଜାଣିବାକୁ ଚାହିଥାନ୍ତି, ଜୀବନସାଥୀ ସହିତ ତାଙ୍କ ସମୟ କିଭଳି ଅତିବାହିତ ହେବ। ତେବେ ଏହି ପ୍ରଶ୍ନର ଉତ୍ତର ଅଙ୍କ ଜ୍ୟୋତିଷରେ ଥିବା ବିଶ୍ବାସ କରାଯାଏ। ଅଙ୍କ ଜ୍ୟୋତିଷ ଅନୁସାରେ, କୌଣସି ଜାତକର ବୈବାହିକ ଜୀବନର ସିଧା ସମ୍ବନ୍ଧ ସେମାନଙ୍କ ବିବାହ ତିଥି ସହିତ ଥାଏ। ଏଣୁ ବିବାହ ତାରିଖରୁ ବୈବାହିତ ଜୀବନ ଜାଣି ହେବ।
ମୂଳାଙ୍କ ୧: ବାହାଘର କୌଣସି ମାସର ୧, ୧୦, ୧୯ ଏବଂ ୨୮ ତାରିଖରେ ହୋଇଥିଲେ ଅଙ୍କ ଜ୍ୟୋତିଷରେ ଏହାକୁ ମୂଳାଙ୍କ ୧ ବୋଲି କୁହାଯାଏ। ଏହି ତାରିଖରେ ବିବାହ ହୋଇଥିଲେ ଜୀବନସାଥୀଙ୍କ ସହିତ ସମୟେ ସମୟେ ସାମାନ୍ୟ କଳି ଝଗଡ଼ା ଏବଂ ମତ-ମନାନ୍ତର ଲାଗି ରହେ।
ମୂଳାଙ୍କ ୨: ୨,୧୧,୨୦,୨୯ ତାରିଖରେ ବିବାହ କରିଥିବା ଲୋକଙ୍କ ମୂଳାଙ୍କ ୨। ଏହି ତାରିଖରେ ବିବାହ କରିଥିବା ଲୋକଙ୍କ ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ତଥା ଶାନ୍ତିପ୍ରଦ ହୋଇଥାଏ।
ମୂଳାଙ୍କ ୩: ବାହାଘର ୩, ୧୨, ୨୧ ଏବଂ ୩୦ ତାରିଖରେ ହୋଇଥିଲେ ଏହାର ମୂଳାଙ୍କ ୩ ହୋଇଥାଏ। ଅଙ୍କ ଜ୍ୟୋତିଷ ଅନୁସାରେ, ବୈବାହିକ ଜୀବନ ଖୁସିରେ ଭରପୂର ହୋଇଥାଏ।
ମୂଳାଙ୍କ ୪: ୪,୧୩, ୨୨, ୩୧ ତାରିଖରେ ବିବାହ କରିଥିବା ଲୋକଙ୍କର ମୂଳାଙ୍କ ୪। ଜୀବନସାଥୀଙ୍କ କଥା ଶୁଣନ୍ତି ଓ ମାନନ୍ତି। ପାରସ୍ପରିକ ବୁଝାମଣା ଥିବାରୁ ଏଭଳି ଲୋକଙ୍କ ଦାମ୍ପତ୍ୟ ସୁଖମୟ ହୋଇଥାଏ।
ମୂଳାଙ୍କ୫: କୌଣସି ମାସରେ ୫, ୧୪, ୨୩ ତାରିଖରେ ବିବାହ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ୫। ଏଭଳି ଲୋକଙ୍କ ଦାମ୍ପତ୍ୟ ଜୀବନରେ କାଁ ଭାଁ ମନୋମାଳିନ୍ୟ ଦେଖା ଦିଏ।
ମୂଳାଙ୍କ ୬: ୬,୧୫, ୨୪ ତାରିଖରେ ବିବାହ ଲୋକଙ୍କ ମୂଳାଙ୍କ ୬। ଅଙ୍କ ଜ୍ୟୋତିଷ ଅନୁସାରେ, ଜୀବନସାଥୀ ସହିତ ଭଲ ସମୟ ଅତିବାହିତ ହୋଇଥାଏ। କେବେ କେବେ ମନୋମାଳିନ୍ୟ ସୃଷ୍ଟି ହୁଏ।
ମୂଳାଙ୍କ ୭: ୭,୧୬, ୨୫ ତାରିଖରେ ବିବାହ କରିଥିବା ଲୋକଙ୍କ ମୂଳାଙ୍କ ୭। ସେମାନଙ୍କ ବୈବାହିକ ଜୀବନ ସଫଳ ଓ ସୁଖମୟ ହୋଇଥାଏ।
ମୂଳାଙ୍କ ୮: କୌଣସି ମାସର ୮,୧୭, ୨୬ ତାରିଖରେ ବିବାହ କରିଥିଲେ, ମୂଳାଙ୍କ ୮ ହୋଇଥାଏ। ଜୀବନସାଥୀ ପ୍ରତ୍ୟେକ ସମୟରେ ସବୁ କାର୍ଯ୍ୟରେ ସାଥ୍ ଦେଇଥାନ୍ତି।
ମୂଳାଙ୍କ ୯: ୯,୧୮, ୨୭ ତାରିଖରେ ବିବାହ କରିଥିବା ଲୋକଙ୍କ ମୂଳାଙ୍କ ୯ ହୋଇଥାଏ। ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥିଲେ ହେଁ ବେଳେବେଳେ ମତଭେଦ ଦେଖା ଦିଏ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୩ ଅକ୍ଟୋବର ୧୯୯୨ ମସିହାରେ ମିସେଲ୍‌ଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ବାରାକ୍‌ ଓ ମିସେଲ୍‌ଙ୍କ ଯୋଡ଼ିକୁ ବିଶ୍ବର ଏକ ଆଦର୍ଶ ଦମ୍ପତି ଭାବେ ବିବେଚନା କରାଯାଏ। ଏକଦା ଏକ ସାକ୍ଷାତକାରରେ ଓବାମାଙ୍କ ପ୍ରଶଂସା କରି ମିସେଲ୍‌ କହିଥିଲେ ଯେ, ସେ ଜଣେ ଭଲ ସ୍ବାମୀ ଓ ବନ୍ଧୁ। ସେ ଏପରି ଜଣେ ବ୍ୟକ୍ତି ଯାହାଙ୍କ ସହିତ ଜୀବନର ପଥ ସୁଗମ ହୋଇଉଠିଛି। ଯେଉଁ ଯୁବକମାନେ ବିବାହ କରିବାକୁ ଯାଉଛନ୍ତି ନିକଟରେ ସେମାନଙ୍କ ପାଇଁ ଓବାମା କିଛି ଉପଦେଶ ଦେଇଛନ୍ତି। ସେ କହିଛନ୍ତି ଯେ-
ବିବାହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କାରଣ ଆପଣଙ୍କୁ ସେହି ଲୋକ ସହ ସାରା ଜୀବନ କାଟିବାକୁ ହୋଇଥାଏ। ତେଣୁ ଏଭଳି ଏକ ନିଷ୍ପତ୍ତି ଭାବିଚିନ୍ତି ନେବା ଆବଶ୍ୟକ। ଆପଣଙ୍କର ଏକ ଭୁଲ୍ ନିଷ୍ପତ୍ତି ପୂରା ଜୀବନକୁ ନଷ୍ଟ କରିଦେବ।
ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ନିଜକୁ ଏହି ପ୍ରଶ୍ନ ପଚାରିବାକୁ ହେବ ଯେ, ଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ଆପଣଙ୍କୁ କେତେ ଭଲ ଲାଗନ୍ତି। ତାଙ୍କ କଥାବାର୍ତ୍ତା, ବ୍ୟବହାର ଆପଣଙ୍କୁ ବିରକ୍ତ କରୁନାହିଁ ତ?
ଯାହାକୁ ଆପଣ ବିବାହ କରିବାକୁ ଚାହୁଁଛନ୍ତି, ତାଙ୍କର ସ୍ବଭାବ କିପରି ଓ ସେ ଆପଣଙ୍କୁ ହସାଇ ବା ଖୁସିରେ ରଖି ପାରିବେ ତ ?
ଆପଣଙ୍କ ଜୀବନସାଥୀ ଦାୟିତ୍ବ ନେବାକୁ ସମର୍ଥ କି ନାହିଁ, ତାହା ଜାଣିବା ମଧ୍ୟ ଆବଶ୍ୟକ। ଆପଣଙ୍କ ପିଲାର ସେ ଜଣେ ଭଲ ମା’ ହୋଇପାରିବେ ତ, ତାହା ମଧ୍ୟ ଜାଣି ରଖନ୍ତୁ।