Feng Shui Tips - The Sakala
ଫେଙ୍ଗ୍‌ସୁଇରେ ଏମିତି ଅନେକ ଜିନିଷ ଥାଏ, ଯାହାକି ନକାରାତ୍ମକ ଶକ୍ତିକୁ ଦୂରେଇ ଦେବାରେ ସାହାଯ୍ୟ କରିଥାଏ। ସେମିତି ଗୋଟିଏ ଜିନିଷ ହେଉଛି ଫେଙ୍ଗ୍‌ସୁଇ ବେଙ୍ଗ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା।
ଫେଙ୍ଗ୍‌ସୁଇ ବେଙ୍ଗକୁ ମୁଖ୍ୟ କବାଟ ପାଖରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରେନାହିଁ। ଏହା ସହିତ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆସିଥାଏ।
ରୋଷେଇ ଘର କିମ୍ବା ଟଏଲେଟ୍ ପାଖରେ ଫେଙ୍ଗ୍‌ସୁଇ ବେଙ୍ଗକୁ ରଖନ୍ତୁ ନାହିଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ।
ପାଟିରେ କଏନ୍‌ ଧରିଥିବା କିମ୍ବା କଏନ୍‌ ଉପରେ ବସିଥିବା ଫେଙ୍ଗ୍‌ସୁଇ ବେଙ୍ଗ ଘରେ ରଖିବା ଦ୍ବାରା ଘରର ଉତ୍ତରୋତ୍ତର ଉନ୍ନତି ହୋଇଥାଏ।
ଫେଙ୍ଗ୍‌ସୁଇ ବେଙ୍ଗକୁ ସିଧାସଳଖ ଭୂମି ଉପରେ ନ ରଖି ଉଚ୍ଚ ସ୍ଥାନରେ ଲାଲ୍‌ କାଗଜ କିମ୍ବା ଲାଲ୍‌ ରଙ୍ଗର କପଡ଼ା ଉପରେ ରଖିବା ଉଚିତ।
ଭାରତୀୟ ବାସ୍ତୁଶାସ୍ତ୍ର ଭଳି ଚୀନ୍‌ର ଫେଙ୍ଗ୍‌ସୁଇରେ ଅନେକ କିଛି ନୀତିନୀୟମ ଅଛି, ଯାହା ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ସେହିପରି ଭାରତରେ ବିଲେଇକୁ ଅଶୁଭ ବୋଲି ବିବେଚନା କରାଯାଉଥିବା ବେେଳ ଫେଙ୍ଗ୍‌ସୁଇରେ ଏହା ହେଉଛି ସୁଖ, ଶାନ୍ତି ଓ ସମୃଦ୍ଧିର ପ୍ରତୀକ। କୁହାଯାଏ, ଘରେ ‘ଫେଙ୍ଗସୁଇ ଲକି କ୍ୟାଟ୍’ ରଖିଲେ ଆସୁଥିବା ସଙ୍କଟ ଟଳିଯାଏ। ଏହାକୁ ‘ମନି କ୍ୟାଟ୍‌’ ମଧ୍ୟ କୁହାଯାଏ। ତେବେ କେଉଁ ରଙ୍ଗର ଫେଙ୍ଗସୁଇ ବିଲେଇ କେଉଁ ସମସ୍ୟାର ସମାଧାନ କରିଥାଏ, ଆସନ୍ତୁ ଜାଣିବା –
ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସୁନେଲି ରଙ୍ଗର ଫେଙ୍ଗ୍‌ସୁଇ ବିଲେଇକୁ ଘରର ମୁଖ୍ୟ ହଲ୍ କିମ୍ବା ଦୋକାନରେ ରଖନ୍ତୁ।
କ୍ରମାଗତ ଧନପ୍ରାପ୍ତି ପାଇଁ ନୀଳରଙ୍ଗର ଫେଙ୍ଗ୍‌ସୁଇ କ୍ୟାଟ୍‌କୁ କୁବେରଙ୍କ ଦିଗ ଉତ୍ତର-ପୂର୍ବରେ ରଖନ୍ତୁ।
ସୌଭାଗ୍ୟ ପ୍ରାପ୍ତି ପାଇଁ ସବୁଜ ରଙ୍ଗର ବିଲେଇକୁ ଉତ୍ତର-ପୂର୍ବରେ ରଖିବା ଶୁଭଙ୍କର।
ପ୍ରେମ ସମ୍ପର୍କକୁ ମଜଭୁତ୍‌ କରିବା ପାଇଁ ଲାଲ୍‌ ରଙ୍ଗର ବିଲେଇକୁ ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଦରକାର।
ଦୀର୍ଘଦିନ ଧରି ସ୍ବାସ୍ଥ୍ୟ ସମସ୍ୟା ଥିଲେ, ଲକି କ୍ୟାଟ୍‌କୁ ନିଜ କୋଠରୀର ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ବାରା ସ୍ବାସ୍ଥ୍ୟରେ ସୁଧାର ଆସେ।
ପରିବାର ସଦସ୍ୟଙ୍କ ଉପରୁ ଖରାପ ନଜର ହଟାଇବା ପାଇଁ ନୀଳ ରଙ୍ଗର ଲକି କ୍ୟାଟ୍‌କୁ ଉତ୍ତର ଦିଗରେ ରଖନ୍ତୁ।
ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହ ସୁଖସମୃଦ୍ଧି ବୃଦ୍ଧି କରିବା ପାଇଁ ଘରେ ଓ ଅଫିସ୍‌ରେ ରଖନ୍ତୁ କ୍ରିଷ୍ଟାଲ୍‌ ଟ୍ରି
ଫେଙ୍ଗ୍‌ସୁଇରେ ଏମିତି ଅନେକ ଜିନିଷ ଅଛି, ଯାହାକୁ ଘରେ କିମ୍ବା ଅଫିସ୍‌ରେ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଏମିତି ଏକ ଜିନିଷ ହେଉଛି କ୍ରିଷ୍ଟାଲ୍‌ ଟ୍ରି। ଏହା ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ରତ୍ନ ପଥର ଓ ସ୍ପଟିକ ଦ୍ୱାରା ତିଆରି ହୋଇଥାଏ। ଏହି କ୍ରିଷ୍ଟାଲ୍‌ ଟ୍ରିକୁ ଘରେ ଓ ଅଫିସ୍‌ରେ ରଖିବା ଦ୍ୱାରା ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳେ।
ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ କ୍ରିଷ୍ଟାଲ୍‌ ଟ୍ରିକୁ ଡ୍ରଇଁ ରୁମ୍‌ କିମ୍ବା ବେଡ୍‌ରୁମ୍‌ର ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ।
ଫେଙ୍ଗ୍‌ସୁଇ ଅନୁସାରେ, ଘର କିମ୍ବା ଅଫିସ୍‌ର ଉତ୍ତର-ପଶ୍ଚିମ ଦିଗରେ କ୍ରିଷ୍ଟାଲ୍‌ ଟ୍ରି ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। କ୍ୟାରିୟର୍‌ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଦେଖାଯାଇଥାଏ।
ଘରର ପୂର୍ବ ଦିଗରେ କ୍ରିଷ୍ଟାଲ୍‌ ଟ୍ରି ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରୁହେ।
ପାଠପଢ଼ାରେ ଉନ୍ନତି ଆଣିବା ପାଇଁ ପଢ଼ାଘରେ କିମ୍ବା ଷ୍ଟଡି ଟେବୁଲ୍‌ ଉପରେ କ୍ରିଷ୍ଟାଲ୍‌ ଟ୍ରିକୁ ଉତ୍ତର-ପୂର୍ବ କୋଣରେ ରଖିପାରିବେ।
ରଙ୍ଗବେରଙ୍ଗର କ୍ରିଷ୍ଟାଲ୍‌ ଟ୍ରି ରଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ସହିତ ଶାରୀରିକ ଓ ମାନସିକ ସମସ୍ୟା ଦୂର ହୋଇଥାଏ।
ଘର ନିର୍ମାଣ ସମୟରେ ଅଧିକାଂଶ ଲୋକ ବାସ୍ତୁ ଓ ଫେଙ୍ଗ୍‌ସୁଇ ନିୟମ ଅନୁସରଣ କରିଥାନ୍ତି। କିନ୍ତୁ ଘର ନିର୍ମାଣ ସରିବା ପରେ ଫର୍ଣ୍ଣିଚର୍ ବା ଆସବାବପତ୍ର ପାଇଁ ପ୍ରାୟତଃ କୌଣସି ନିୟମ ଉପରେ ଦୃଷ୍ଟି ଦିଅନ୍ତି ନାହିଁ। ଫେଙ୍ଗ୍‌ସୁଇରେ ଫର୍ଣ୍ଣିଚର୍‌କୁ ନେଇ ଅନେକ କିଛି ନିୟମ ରହିଛି। ଏହି ସବୁ ନିୟମ ପାଳନ କରିବା ଦ୍ବାରା ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଉନ୍ନତି ହୋଇଥାଏ।
ଫେଙ୍ଗ୍‌ସୁଇ ଅନୁସାରେ, ଘର କିମ୍ବା ଅଫିସ୍‌ରେ ଥିବା ଫର୍ଣ୍ଣିଚର୍‌ ରଙ୍ଗ ହାଲ୍‌କା ହେବା ଉଚିତ। ହାଲ୍‌କା ରଙ୍ଗରୁ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।
ସେହିଭଳି ଗୋଲାକାର କିମ୍ବା ମୁନିଆ ଫର୍ଣ୍ଣିଚର ଘରେ କିମ୍ବା ଅଫିସ୍‌ରେ ରଖିବା ଉଚିତ ନୁହେଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଫର୍ଣ୍ଣିଚର୍‌ର ଆକାର ସବୁବେଳେ ସାଧାରଣ ରହିବା ଆବଶ୍ୟକ।
ଫେଙ୍ଗ୍‌ସୁଇ ଅନୁଯାୟୀ ,ହାଲ୍‌କା ଫର୍ଣ୍ଣିଚର୍‌ଗୁଡ଼ିକୁ ଉତ୍ତର ବା ପୂର୍ବ ଦିଗରେ ଏବଂ ଓଜନିଆ ବା ଭାରୀ ଫର୍ଣ୍ଣିଚର୍‌କୁ ପଶ୍ଚିମ ବା ଦକ୍ଷିଣ ଦିଗରେ ରଖିବା ଉଚିତ। ଏଭଳି କରିବା ଦ୍ବାରା ନକାରାତ୍ମକ ଶକ୍ତିର ପ୍ରବାହ କମ୍ ହୋଇଥାଏ।
ଫେଙ୍ଗ୍‌ସୁଇ ଟିପ୍ସ: ଘରେ କାହିଁକି ରଖିବେ ଲାଫିଙ୍ଗ୍‌ ବୁଦ୍ଧ
ଫେଙ୍ଗ୍‌ସୁଇ ଅନୁସାରେ, ଲାଫିଙ୍ଗ୍‌ ବୁଦ୍ଧ ହେଉଛନ୍ତି ସୁଖସମୃଦ୍ଧିର ପ୍ରତୀକ। ଏହି ପ୍ରତିମା ଘରେ ରଖିବା ଯୋଗୁଁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଲାଫିଙ୍ଗ୍‌ ବୁଦ୍ଧଙ୍କର ବିଭିନ୍ନ ରୂପର ମହତ୍ତ୍ବ ଭିନ୍ନ ଭିନ୍ନ। ତେବେ ଆସନ୍ତୁ ଜାଣିବା କେଉଁ ଆକାରର ଲାଫିଙ୍ଗ୍‌ ବୁଦ୍ଧ ପ୍ରତିମା କେଉଁ ସବୁ ସମସ୍ୟାର ସମାଧାନ କରିଥାଏ।
-ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ଦୋକାନରେ ରଖିବା ଦ୍ବାରା ବ୍ୟବସାୟ ଭଲ ହେବା ସହ ଅର୍ଥାଭାବ ରୁହେ ନାହିଁ।
-ବ୍ୟବସାୟରେ କ୍ଷତି ନ ହେବା ପାଇଁ ଶୟନରତ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।
-ଧନର ଅଭାବ ଦୂର କରିବା ପାଇଁ ଟଙ୍କା ଗଣ୍ଠିଲି ଧରିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖିବା ଉଚିତ।
-ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ତଥା ସନ୍ତାନ ପ୍ରାପ୍ତି ପାଇଁ ଶିଶୁଙ୍କ ସହିତ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।
– ବ୍ୟବସାୟରେ ଉନ୍ନତି ଓ କୁଦୃଷ୍ଟିକୁ ଦୂରେଇ ଦେବା ପାଇଁ ଦୋକାନ କିମ୍ବା ଅଫିସ୍‌ରେ ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।
-ଡ୍ରାଗନ୍‌ ଉପରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘର କିମ୍ବା ଅଫିସ୍‌ରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହେବା ସହ କୌଣସି ଗୁଣିଗାରେଡ଼ିର ପ୍ରଭାବ ପଡ଼ି ନଥାଏ।
-ଘରର ମୁଖ୍ୟ କୋଠରିରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ବାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
-କାର୍ଯ୍ୟକ୍ଷମତା ବଢ଼ାଇବା ପାଇଁ ଧାତୁରେ ତିଆରି ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।
-ଅବସାଦ ଦୂର କରିବା ସହ ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନମୁଦ୍ରାରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।
-ଡଙ୍ଗା ଉପରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ବାରା ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିଥାଏ। ଏହାକୁ ଘରର ମୁଖ୍ୟ କୋଠରିରେ ରଖିବା ଆବଶ୍ୟକ।
ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ବାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ ହେଉଛି –
♦ ପେଙ୍ଗସୁଇ ଅନୁଯାୟୀ, ଶୟନକକ୍ଷରେ ବିଦ୍ୟୁତ୍ ଉପକରଣ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହାକି ଅନିଦ୍ରାର ଏକ ପ୍ରମୁଖ କାରଣ
♦ ସକାରାତ୍ମକ ଶକ୍ତି ଓ ସୁଖନିଦ୍ରା ପାଇଁ ଶୟନକକ୍ଷରେ ଲାଫିଙ୍ଗ୍ ବୁଦ୍ଧଙ୍କ ଏକ ମୂର୍ତ୍ତି ରଖନ୍ତୁ । ଏହା ମନକୁ ଶାନ୍ତ ରଖିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ ।
♦ ଶୟନ କକ୍ଷର ରଙ୍ଗ ମଧ୍ୟ ନିଦକୁ ପ୍ରଭାବିତ କରିଥାଏ । ଶୟନ କକ୍ଷର କାନ୍ଥର ରଙ୍ଗ ହାଲ୍‌କା ରହିବା ସହ ବେଡ଼ସିଟ୍‌ର ରଙ୍ଗ ଗାଢ଼ ହେବା ଉଚିତ | ଲାଲ୍ ଓ ଗୋଲାପି ରଙ୍ଗର ବେଡସିଟ୍ ସୁନିଦ୍ରା ପାଇଁ ଭଲ ହୋଇଥାଏ।
♦ ଅତ୍ୟଧିକ ଉଜ୍ଜ୍ୱଳ ଆଲୋକରେ ଶୋଇବା ଦ୍ବାରା ନିଦରେ ବାଧା ଆସିଥାଏ। ତେଣୁ ଶୟନ କନ୍ଧରେ ଜିରୋ ପାୱାର ଲାଇଟ୍‌ର ପ୍ରୟୋଗ କରନ୍ତୁ।