DCP - The Sakala

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଘଟଣାସ୍ଥଳରେ ପୋଲିସ୍‌ ଡିଜି ଓ ଡିସିପିଙ୍କ ତଦନ୍ତ
ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା । ଘଟଣାସ୍ଥଳରେ ଡିଜିପି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନାଙ୍କ ତଦନ୍ତ ଜାରି । ବାଲିଅନ୍ତା ଥାନା ପୁଲିସଙ୍କ ସହ ସକାଳୁ ସକାଳୁ ଘଟଣା ସ୍ଥଳରେ ଡିଜିପି ଓ ଡିସିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇଛନ୍ତି ।

ଘଟଣାସ୍ଥଳରେ ପହଞ୍ଚି କେଉଁ ଭଳି ଭାବେ ଘଟଣା ଘଟିଥିଲା ସେହି ବିଷୟରେ ଡିଜିଙ୍କୁ ଅବଗତ କରୁଛନ୍ତି ଡିସିପି । ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଅନ୍ୟ ଯେଉଁମାନେ ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ସେପଟେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ପୀଡିତାଙ୍କୁ ଭେଟିବା ସହ ସୋମ୍ୟଙ୍କ ଘରକୁ ମଧ୍ୟ ଯିବେ ବୋଲି ଜଣାପଡିଛି ।

ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବା ବେଳେ ବାଲିଅନ୍ତା ଥାନାରେ ଫୋର୍ସ ମୁତୟନ ହୋଇଛନ୍ତି। ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି । ଘଟଣା ନେଇ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଡିସିପିଙ୍କୁ ଭେଟିଲେ ପୂର୍ବତନ ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ
ଭୁବନେଶ୍ୱର: ଡିସିପିଙ୍କୁ ଭେଟିଲେ ପୂର୍ବତନ ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ। ଭୁବନେଶ୍ୱର ଡିସିପି ଅଫିସକୁ ଆସି ତାଙ୍କ ବିରୋଧରେ ଆସିଥିବା ଅର୍ଥ ହେରଫେର ଅଭିଯୋଗ ସହ କିଭଳି ମାନସିକ ଚାପରେ ଅଛନ୍ତି କହିଛନ୍ତି ସୁନୀତି ମୁଣ୍ଡ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତ ୪ ତାରିଖରେ ତାଙ୍କ ସହ ଯେଭଳି ବ୍ୟବହାର କରାଗଲା ତାକୁ ନେଇ ସେ ମାନସିକ ଭାବେ ଆଘାତ ପାଇଛନ୍ତି ବୋଲି କହିଛନ୍ତି। ଏପରିକି ସାମାଜିକ ସ୍ତରରେ ମଧ୍ୟ ତାଙ୍କର ମାନହାନି ହୋଇଛି। ଅନ୍ୟପଟେ ସେ ଦଳର କୌଣସି କ୍ଷତି କରିନାହାନ୍ତି ବୋଲି କହିଛନ୍ତି। ସୁଧାଂଶୁ ନାୟକ ଯିଏ ଭଣ୍ଡାରିପୋଖରୀରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ ତାଙ୍କ ପାଇଁ ସୁନୀତିଙ୍କର ଥିବା ଏକ ମିଡ଼ିଆ ଫାର୍ମ ନିର୍ବାଚନ କାମ କରିଥିଲା। ଯେଉଁଥି ପାଇଁ ସେ ଆକାଉଣ୍ଟ ଜରିଆରେ ଟଙ୍କା ଆଣିଥିଲେ। ହେଲେ ସେ ଏଥିପାଇଁ ଧମକ ଦେବା ସହ ତାଙ୍କ ରାଜନୈତିକ କ୍ୟାରିଅର ଶେଷ କରିଦେବେ ବୋଲି ଧମକ ଦେଇଥିଲେ। ଆଉ ସେଥିରେ ସେ ସଫଳ ହୋଇଛନ୍ତି। କିଛି କୁଚକ୍ରୀଙ୍କୁ ଧରି ତାଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି ବୋଲି ଅଭିଯୋଗ କହିଛନ୍ତି। ତେଣୁ ଦଳର ବରିଷ୍ଠ ଅଧିକାରୀମାନେ ଏହାକୁ ନେଇ ବିଚାର କରିବେ। ହେଲେ ଏବେ ମାନସିକ ଭାବେ ଆଘାତପ୍ରାପ୍ତ ଥିବାରୁ ଡିସିପି ଅଫିସ୍ ଆସି ଆଲୋଚନା କରିଥିବା କହିଛନ୍ତି ସୁନିତୀ।

ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରତୀକ ସିଂ: ଅପରାଧ ଦମନ ପାଇଁ ହେବ ସ୍ୱତନ୍ତ୍ର ପ୍ଲାନ୍, ସାଧାରଣ ଲୋକଙ୍କ ନିକଟତର ହେବ ପୁଲିସ
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ ପ୍ରତୀକ ସିଂ । ୨୦୧୪ ବ୍ୟାଚର ଆଇପିଏସ୍ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ୱାଗତ କରିଥିଲେ । ଭୁବନେଶ୍ୱରରେ କାମ କରିବା ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପ୍ରତୀକ ସିଂ । କିନ୍ତୁ କଟକରେ ଡିସିପି ଭାବେ ଯେଉଁ ଅଭିଜ୍ଞତା ଅଛି ତାହା କାମ କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ । ଭୁବନେଶ୍ୱରରେ ଅପରାଧ ଓ ଅପରାଧୀ ଦମନ, ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଉପରେ ମୁଖ୍ୟତଃ ଫୋକସ୍‌ ରହିବ । ୫ଟି ଅନୁସାରେ ଲୋକମାନଙ୍କୁ ସେବା ଯୋଗାଇ ଦିଆଯିବ । ପୁଲିସ କିଭଳି ସାଧାରଣ ଲୋକଙ୍କ ନିକଟତର ହୋଇପାରିବ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ । ଥାନାକୁ ଆସୁଥିବା ଲୋକେ ଯେପରି ନିରାଶ ନହେବେ ସେ ଦିଗରେ ପୋଲିସ କାର୍ଯ୍ଯ କରିବ । ଥାନାର ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ । ଅପରାଧ ଦମନ ପାଇଁ ସ୍ୱତନ୍ତ୍ର ପ୍ଲାନ୍ ହୋଇଛି ବୋଲି ନୂଆ ଡିସିପି କହିଛନ୍ତି ।