1 May to 7 May - The Sakala
ମେଷ: ରବିବାରରେ ଚଳଚଞ୍ଚଳ, ଅତିଥିଙ୍କ ଆଗମନ ହୋଇପାରେ। ସୋମ, ମଙ୍ଗଳ, ବୁଧବାରରେ ଅର୍ଥପ୍ରାପ୍ତି ପଡ଼ୋଶୀଙ୍କ ସହଯୋଗ ମିଳିବ। ଗୁରୁ, ଶୁକ୍ରବାରରେ କାର୍ଯ୍ୟଦକ୍ଷ,ଭ୍ରାତୃଭଗ୍ନୀଙ୍କ ସହ ସମୟ କଟିପାରେ। ଶନିବାରରେ ଖର୍ଚ୍ଚାନ୍ତ, ବ୍ୟବସାୟିକ ମନ୍ଥର ରହିବ । ଭାଗ୍ୟାଙ୍କ-୩, ବିଧେୟ- ଅଶ୍ବତ୍‌ଥ ବୃକ୍ଷକୁ ପୂଜା କରନ୍ତୁ ।
ବୃଷ: ରବିବାରରେ ବ୍ୟୟ ବହୁଳତା,କାର୍ଯ୍ୟବିଳମ୍ବ ହେବ। ସୋମ, ମଙ୍ଗଳ,ବୁଧବାରରେ ସ୍ବାଦିଷ୍ଟ ଭୋଜନ, ସୁଖଶାନ୍ତି ପ୍ରାପ୍ତି ହେବ। ଗୁରୁ, ଶୁକ୍ରବାରରେ ଚଳଚଞ୍ଚଳ, ଦିନଚର୍ଯ୍ୟା ସୁଖମୟ ରହିବ। ଶନିବାରରେ ଉଚ୍ଚସମ୍ମାନ ପ୍ରାପ୍ତି ବ୍ୟବସାୟିକ ଲାଭ ମିଳିବ । ଭାଗ୍ୟାଙ୍କ-୮, ବିଧେୟ-ବେଲ ଗଛକୁ ପୂଜା କରନ୍ତୁ।
ମିଥୁନ: ରବିବାରରେ ସ୍ବପ୍ନସାକାର, ସମାଜରେ ପ୍ରତିଷ୍ଠିତ ହେବ ସୋମ, ମଙ୍ଗଳ, ବୁଧବାରରେ ଅଭାବ, ଅସୁବିଧା, କାର୍ଯ୍ୟରେ ବାଧା ରହିବ । ଗୁରୁ, ଶୁକ୍ରବାରରେ ପ୍ରସନ୍ନତା, ସହଯୋଗ ପାଇବେ। ଶନିବାରରେ ଅର୍ଥପ୍ରାପ୍ତି ଓ ବ୍ୟବସାୟିକ ସୁଫଳ ମିଳିବ। ଭାଗ୍ୟାଙ୍କ-୧,ବିଧେୟ- ଗରିବ ବିଦ୍ୟାର୍ଥୀଙ୍କୁ କିଛି ଦିଅନ୍ତୁ ।
କର୍କଟ: ରବିବାରରେ କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବେ । ସୋମ, ମଙ୍ଗଳ ବୁଧବାରରେ ସୁଖସମୃଦ୍ଧି,ରାଜନୀତିରେ ପ୍ରଭାବଶାଳୀ ରହିବେ। ଗୁରୁ ଶୁକ୍ରବାରରେ କାର୍ଯ୍ୟମନ୍ଥର, ବ୍ୟୟବୃଦ୍ଧି ଦେଖାଦେବ । ଶନିବାରରେ ସୁଖମୟ ବ୍ୟବସାୟିକ ପ୍ରସାର ହେବ । ଭାଗ୍ୟଙ୍କ – ୯,ବିଧେୟ- ଗୋଶାଳାରେ କିଛି ଦାନ ଦିଅନ୍ତୁ ।
ସିଂହ: ରବିବାରରେ ଧର୍ମାଦି କାର୍ଯ୍ୟରେ ଯୋଗଦାନ । ସୋମ ମଙ୍ଗଳ, ବୁଧବାରରେ କାର୍ଯ୍ୟସଫଳ, ଦୂରଯାତ୍ରା କରିପାରନ୍ତି । ଗୁରୁ, ଶୁକ୍ରବାରରେ ପ୍ରତିଷ୍ଠା ବୃଦ୍ଧି, ସୁଖମୟ ସମୃଦ୍ଧି ପ୍ରାପ୍ତି ହେବ। ଶନିବାରରେ ଖର୍ଚ୍ଚାନ୍ତ, କାର୍ଯ୍ୟ ବିଳମ୍ବ, ବ୍ୟବସାୟିକ ମାନ୍ଦା ରହିବ । ଭାଗ୍ୟାଙ୍କ-୩, ବିଧେୟ-ପ୍ରଭୁ ହନୁମାନଙ୍କୁ ଲଡ଼ ଲଗାନ୍ତୁ ।
କନ୍ୟା: ରବିବାରରେ ଶତ୍ରୁବୃଦ୍ଧି, ଅର୍ଥାଭାବ ଦେଖାଦେବ। ସୋମ, ମଙ୍ଗଳ, ବୁଧବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି, ଯଶ ବିମଣ୍ଡିତ ହେବ। ଗୁରୁ, ଶୁକ୍ରବାରରେ କାର୍ଯ୍ୟସିଦ୍ଧି, ଉଚ୍ଚ ସମ୍ମାନ ପାଇବେ । ଶନିବାରରେ ଉଚ୍ଚଆଶା ପୂରଣ, ବ୍ୟବସାୟିକ ସମୃଦ୍ଧି ପ୍ରାପ୍ତି ହେବ । ଭାଗ୍ୟଙ୍କ-୫,ବିଧେୟ- ଶାଳଗ୍ରାମଙ୍କୁ ପୂଜାର୍ଚ୍ଚନା କରନ୍ତୁ।
ତୁଳା: ରବିବାରରେ ସୁଖଶାନ୍ତି, ଦାମ୍ପତ୍ୟରେ ମଧୁର ସମ୍ପର୍କ ରହିବ। ସୋମ, ମଙ୍ଗଳ, ବୁଧବାରରେ ଅସହଯୋଗ, ସମସ୍ୟାବହୁଳ ରହିବ। ଗୁରୁ, ଶୁକ୍ର ବାରରେ ଶୁଭକାର୍ଯ୍ୟ ସମ୍ପାଦନ, ସଫଳ ହେବେ । ଶନିବାରରେ କାର୍ଯ୍ୟ ସଫଳ ଓ ବ୍ୟବସାୟିକ ଲାଭ ମିଳିବ।ଭାଗ୍ୟଙ୍କ- ୨, ବିଧେୟ- ଅନାଥଙ୍କୁ କିଛି ଦାନ କରନ୍ତୁ।
ବିଛା: ରବିବାରରେ ଆର୍ଥିକ ଉନ୍ନତି, କର୍ମତପୁର ରହିବେ । ସୋମ, ମଙ୍ଗଳ,ବୁଧବାରରେ ଉତ୍ସାହିତ, ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ । ଗୁରୁ, ଶୁକ୍ରବାରରେ ଅଶାନ୍ତି, ଦ୍ରବ୍ୟାଦି ହାନି ହୋଇପାରେ ଶନିବାରରେ ସଂସ୍କାରପ୍ରିୟ,ବ୍ୟବସାୟିକ ଲାଭାନ୍ବିତ ହୋଇପାରେ। ଭାଗ୍ୟାଙ୍କ-୯, ବିଧେୟ ପିମ୍ପୁଡ଼ି ମାନଙ୍କୁ ମିଠା ଚାଉଳ ଦିଅନ୍ତୁ।
ଧନୁ: ରବିବାରରେ ଯୋଜନା ଫଳପ୍ରସୂ ହେବ। ସୋମ,ମଙ୍ଗଳ, ବୁଧବାରରେ ଦୃଢ଼ମନା, କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି ହେବ । ଗୁରୁ, ଶୁକ୍ରବାରରେ ସନ୍ତୋଷଜନକ ବାତାବରଣ ରହିବ । ଶନିବାରରେ ହତୋତ୍ସାହ,ବ୍ୟବସାୟିକ କ୍ଷତି ହୋଇପାରେ। ଭାଗ୍ୟଙ୍କ-୩, ବିଧେୟ- ଗୁରୁଜନଙ୍କର ସେବା କରନ୍ତୁ।
ମକର: ରବିବାରରେ ଅଯଥା ଝାମେଲା ଦେଖାଦେଇପାରେ । ସୋମ,ମଙ୍ଗଳ,ବୁଧବାରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ଗୁରୁ, ଶୁକ୍ରବାରରେ ସମସ୍ୟାରୁ ମୁକ୍ତି ପାଇବେ । ଶନିବାରରେ ଦିନଚର୍ଯ୍ୟା ବିଳାସପୂର୍ଣ,ବ୍ୟବସାୟିକ ମନମୁତାବକ ଫଳ ମିଳିବ। ଭାଗ୍ୟାଙ୍କ-୮, ବିଧେୟ—ଗ୍ରାମ ଦେବାଦେବୀଙ୍କୁ ଉପାସନା କରନ୍ତୁ।
କୁମ୍ଭ: ରବିବାରରେ କର୍ମକ୍ଷେତ୍ରରେ ସ୍ବାଧୀନତା, ସୁଖ ସମ୍ମାନ ପାଇବେ। ସୋମ, ମଙ୍ଗଳ, ବୁଧବାରରେ ଠକାମିରେ ଶିକାର। ଗୁରୁ, ଶୁକ୍ରବାରରେ ସନ୍ତାନସନ୍ତତିମାନଙ୍କ ଉନ୍ନତି, ଗୁରୁଜନଙ୍କ ସହଯୋଗ ପାଇବେ। ଶନିବାରରେ ଅର୍ଥପ୍ରାପ୍ତି ବ୍ୟବସାୟିକ ସୁଫଳ ମିଳିବ। ଭାଗ୍ୟଙ୍କ-୬, ବିଧେୟ- କୁକୁରଙ୍କୁ ଖାଦ୍ୟ ଦିଅନ୍ତୁ ।
ମୀନ: ରବିବାରରେ ଚଳଚଞ୍ଚଳ, ପଡ଼ୋଶୀଙ୍କ ସହଯୋଗ ମିଳିବ । ସୋମ ମଙ୍ଗଳ ବୁଧବାରରେ ନେତୃତ୍ବ ନେଇ ସଫଳ ହେବେ ଗୁରୁ, ଶୁକ୍ରବାରରେ ଦୁଶ୍ଚିନ୍ତା, ବ୍ୟୟବହୁଳତା ରହିବ । ଶନିବାରରେ ପରିଶ୍ରମର ଫଳ, ବ୍ୟବ ସାୟିକ ସଫଳତା ପାଇବେ । ଭାଗ୍ୟାଙ୍କ-୯, ବିଧେୟ- ଲକ୍ଷ୍ମୀ ନାରାୟଣଙ୍କୁ ଉପାସନା କରନ୍ତୁ।