Nosebleed - The Sakala

ନାକରୁ ରକ୍ତ ପଡିବା ସମସ୍ୟା ଦୂର କରିବା ପାଇଁ ଜାଣନ୍ତୁ ଉପଚାର
ଗରମଦିନ ଆସିଲେ, ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ସେସବୁ ମଧ୍ୟରୁ ନାକରୁ ରକ୍ତ ପଡ଼ିବା ଏକ ବଡ଼ ସମସ୍ୟା। ଏହା ଉଭୟ ପିଲା ଓ ବଡ଼ମାନଙ୍କଠାରେ ଦେଖାଯାଏ। ଏହାର ଶୀଘ୍ର ଉପଚାର କରିଦେବା ଜରୁରି। ନାକରୁ ରକ୍ତ ପଡ଼ିବା ସମସ୍ୟା ଦୂର କରିବା ପାଇଁ କେତେକ ଘରୋଇ ଉପାୟ ଜାଣି ରଖିବା ଉଚିତ।

–ବାହାରକୁ ଯିବା ସମୟରେ ମୁହଁକୁ ସୂତା କପଡ଼ାରେ ଘୋଡ଼େଇ ରଖନ୍ତୁ।

–ନାକରୁ ରକ୍ତ ବାହାରୁଥିବା ବ୍ୟକ୍ତିକୁ ଶୁଆଇ ଦେଇ ତାଙ୍କ ମୁଣ୍ଡରେ ଥଣ୍ଡା ପାଣି ଢାଳନ୍ତୁ। ଏହା ସହିତ କପଡ଼ାରେ କିଛି ଖଣ୍ଡ ବରଫକୁ ନେଇ ରୋଗୀର ନାକ ଉପରେ ରଖନ୍ତୁ।

–ପିଆଜ ରସର ଦୁଇବୁନ୍ଦା ନେଇ ନାକରେ ପକାନ୍ତୁ।

–ନାକରୁ ରକ୍ତ ପଡ଼ୁଥିବା ସମୟରେ ନାକ ପରିବର୍ତ୍ତେ ପାଟି ଦ୍ବାରା ନିଃଶ୍ବାସ ନେବା ଉଚିତ।

–ନାକର ଦୁଇ ପୁଡ଼ାରେ ଦୁଇଟୋପା ସୋରିଷ ତେଲ ପକାଇବା ଦ୍ବାରା ରୋଗୀକୁ ଆରାମ ମିଳିଥାଏ।