Royal Challengers Bangalore vs Rajasthan Royals - The Sakala

ଆଇପିଏଲ ୨୦୨୩: ରାଜସ୍ଥାନକୁ ୭ ରନରେ ହରାଇଲା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ବେଙ୍ଗାଲୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ସୁପର ସନଡେ’ରେ ଆଜି ସୁପର ଫାଇଟ୍ ଦେଖିବାକୁ ମିଳିଛି । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୮୯ ରନ କରିଥିଲା।  ବିଜୟ ଲକ୍ଷ ପିଛା କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନେ ଆଜିର ମୁକାବିଲାକୁ ଜିତିନେଇଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଇସୁଆଲା ୩୭ ବଲରେ ୪୭ ରନ କରି ଆଉଟ ହୋଇଥିବା ବେଳ ବଟଲର କୌଣସି ରନ ନ କରି ଆଉଟ ହୋଇଥିଲେ । ଦେବଦତ୍ତ ପାଡିକଲ ୩୪ ବଲରେ ୫୪ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସଞ୍ଜୁ ସାମସନ ଓ ସିମରନ ହେଟମାୟର ସମ୍ଭାଳିଥିଲେ। ପରେ ସଞ୍ଜୁ ସାମସନ ୧୫ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ସିମରନ ହେଟମାୟରଙ୍କ ସାଥ ଦେବା ପାଇଁ ଧ୍ରୁବ ଜୁରେଲ ପଡିଆକୁ ଆସିଥିଲେ। ପରେ ହେଟମାୟର ୯ ବଲରେ ୩ ରନ କରି ରନ ଆଉଟ ହୋଇଥିଲେ। ପରେ ଆର ଅଶ୍ବିନ ୬ ବଲରେ ୧୨  ରନ କରି ଆଉଟ ହୋଇଥିଲେ। ଧ୍ରୁବ ଜୁରେଲ ୧୬ ବଲରେ ୩୪ ରନ କରି ଅପରାଜିତ ରହିଥିଲେ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ୩ ଟି ୱିକେଟ ନେଇଥିବା ବେଳେ ଡେଭିଡ ୱିଲି, ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆଇପିଏଲ ୨୦୨୨: ବାଙ୍ଗାଲୋରକୁ ୧୪୫ ରନର ଟାର୍ଗେଟ ଦେଲା ରାଜସ୍ଥାନ ରୟାଲ୍ସ
ନୂଆଦିଲ୍ଲୀ : ମଙ୍ଗଳବାର ଆଇପିଏଲର ୩୯ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲାରେ ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ପ୍ରଥମେ ବ୍ଯାଟିଂ କରି ୧୪୪ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୧୪୫ ରନର ଆବଶ୍ଯକତା ରହିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋସ୍ ବଟଲର୍ ( ୮) ରନ୍‌ , ଦେବଦତ୍ତ ପାଡିକଲ ( ୭) ରନ୍ , ସଞ୍ଜୁ ସାମସନ୍ ( ୨୭) ରନ, ରବିଚନ୍ଦ୍ରନ୍ ଅଶ୍ୱିନ (୧୭ ) ରନ , ଡାରିଲ୍ ମିଚେଲ୍ (  ୧୬) ରନ କରି ଆଉଟ ହୋଇଥିଲେ । ସିମରନ ହେଟମାୟର ମଧ୍ଯ ଆଜି ଫେଲ ମିରିଥିଲେ। ୭ ବଲରେ ୩ ରନ କରି ହେଟମାୟର ଆଉଟ ହୋଇଥିଲେ। ପ୍ରସିଦ୍ଧ କୃଷ୍ଣ ୫ ବଲରେ ୨ ରନ କରି ରନଆଉଟ୍ ହୋଇଥିଲେ। ରିୟାନ୍ ପରାଗ ଗୋଟିଏ ପଟେ ଇଂନିସକୁ ଶେଷ ପର୍ଯ୍ଯନ୍ତ ସମ୍ଭାଳିଥିଲେ। ୩୧ ବଲରେ ୫୬ ରନ କରି ରିୟାନ୍ ଅପରାଜିତ ରହିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ୱାନିନ୍ଦୁ ହସରଙ୍ଗା, ଜୋଶ ହେଜଲେଉଡ ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଗୋଟିଏ ୱିକେଟ  ଅକ୍ତିଆର କରିଥିଲେ।