Punjab Kings vs Chennai Super Kings - The Sakala

ଆଇପିଏଲ ୨୦୨୨: ଚେନ୍ନାଇ ସୁପରକିଙ୍ଗ୍ସକୁ ୧୮୮ ରନର ଟାର୍ଗେଟ ଦେଲା ପଞ୍ଜାବ କିଙ୍ଗ୍ସ
ମୁମ୍ବାଇ: ଚଳିତ ଆଇପିଏଲ୍‌ର ୩୮ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚରେ ଟସ୍ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ଯଟିଂ କରି ୧୮୭ ରନ କରିଛି। ଏହି ମ୍ଯାଚକୁ ଚେନ୍ନାଇ ସୁପରକିଙ୍ଗ୍ସ ଜିତିବାକୁ ହେଲେ ୧୮୮ ରନର ଆବଶ୍ଯକତା ରହିଛି।

ପଞ୍ଜାବ ପକ୍ଷକୁ ମୟଙ୍କ୍‌ ଅଗ୍ରୱାଲ ୨୧ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶିଖର ଧାୱନ ଓ ଭାନୁକା ରାଜପକ୍ଷେ ସମ୍ଭାଳିଥିଲେ। ଭାନୁକା ରାଜପକ୍ଷେ ୩୨ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ଏହାପରେ ପାରିକୁ ସମ୍ଭାଳିବା ପାଇଁ ଲାଏମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌ ଅସିଥିଲେ। ଲାଏମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌ ୬ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଶିଖର ଧାୱନ ୮୮ ରନ କରି ଅପରାଜିତ ରହିଥିବା ବେଳ ଜନି ବେୟାରଷ୍ଟୋ  ୬ରନ କରି ୨୦ ଓଭରର ଶେଷ ବଲରେ ରନ ଆଉଟ ହୋଇଥିଲେ।

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ  ବ୍ରାଭୋ ୨ଟି ୱିକେଟ ନେଇଥିବା ବେଳେ ମିଚେଲ୍ ସାଣ୍ଟନର୍ ଗୋଟିଏ ୱିକେଟ ନେଇଥିଲେ।