new dellhi - The Sakala

ଟିକା ଅଭାବରୁ ଦିଲ୍ଲୀରେ ବନ୍ଦ ହେଲା ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ
ଟିକା ଅଭାବରୁ ଦିଲ୍ଲୀରେ ବନ୍ଦ ହେଲା ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଟିକା ଅଭାବରୁ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ କରୋନା ଟିକାକରଣ କେନ୍ଦ୍ର ବନ୍ଦ ରହିଛି ଏବଂ ଅଧିକ ଟିକା ପ୍ରଦାନ କରିବାକୁ ସେ କେନ୍ଦ୍ରକୁ ନିବେଦନ କରିଛନ୍ତି।

ଦିଲ୍ଲୀରେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଟିକା ନାହିଁ । ଦିଲ୍ଲୀର ଯୁବବର୍ଗଙ୍କୁ ଟିକା ଦେବା ପାଇଁ ମାସକୁ ୮୦ ଲକ୍ଷ ଡୋଜ ଆବଶ୍ୟକ। କିନ୍ତୁ ମେ ମାସରେ ଏହା କେବଳ ୧୬ ଲକ୍ଷ ଡୋଜ ଥିଲା ବୋଲି କେଜ୍ରିୱାଲ କହିଛନ୍ତି। ତେଣୁ ରବିବାର ଠାରୁ ଦିଲ୍ଲୀର ଯୁବବର୍ଗଙ୍କ ପାଇଁ ସମସ୍ତ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।

ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ :  ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଟିକା । ‘ଆମ ଆଦମୀ କୋଭିଡ’ ଯୋଜନା ମାଧ୍ୟମରେ ଟିକା ଯୋଗାଇ ଦିଆଯିବ । ଏଥିପାଇଁ ଆଜି ବଜେଟରେ ଦିଲ୍ଲୀ ସରକାର ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ ଟିକା ମିଳିବ ।

#COVID19 vaccines will be available free of cost for people of Delhi in government hospitals in the UT, we have allotted Rs 50 crores budget for the same. Soon, per day vaccination will be increased to 60,000 from 45,000: Delhi Deputy CM Manish Sisodia in Assembly pic.twitter.com/6V2GlFYpUT

— ANI (@ANI) March 9, 2021

ଆଜି ଦିଲ୍ଲୀ ବିଧାନସଭାରେ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ ଉପସ୍ଥାପନା କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଏହି ସମୟରେ ମାଗଣାରେ ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇ ଦିଆଯିବା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ଦିଲ୍ଲୀରେ ୪୫ ହଜାର ଟିକାକରଣ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୬୦ ହଜାରକୁ ବୃଦ୍ଧି କରାଯିବ ବୋଲି ମନିଷ ସିସୋଦିଆ କହିଛନ୍ତି ।

ସୂଚନାଯୋଗ୍ୟ, ଦେଶବ୍ୟାପୀ ଜାନୁଆରୀ ୧୬ ତାରିଖରୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଦେଶରେ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ  କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ମାର୍ଚ୍ଚ ୧ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କରାଯାଉଛି । ଯେଉଁଥିରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ୪୫ ବର୍ଷରୁ ଗୁରୁତର ରୋଗୀଙ୍କୁ ଟିକା ଦିଆଯାଉଛି ।