healt wave - The Sakala

ଅସହ୍ଯ ତାତି: ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କଲା ପାରା
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ଆଜି ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କରିଛି ଝାରସୁଗୁଡ଼ାର ତାପାମାତ୍ରା। ୪୦.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ଦିନ ୧୧ଟା ୩୦ ସୁଦ୍ଧା ଉତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ଜାରି ରହିଛି।

ସେହିପରି, ଭୁବନେଶ୍ବର- ୩୯ ଡିଗ୍ରୀ

ବାଲେଶ୍ବର- ୩୪.୪ ଡିଗ୍ରୀ

ଗୋପାଳପୁର- ୩୦ ଡିଗ୍ରୀ

ସମ୍ବଲପୁର- ୩୯.୨ ଡିଗ୍ରୀ

ପାରାଦୀପ- ୩୧.୪ ଡିଗ୍ରୀ

ପୁରୀ- ୩୩.୨ ଡିଗ୍ରୀ

ଚାନ୍ଦବାଲି- ୩୭.୨ ଡିଗ୍ରୀ

କେନ୍ଦୁଝର- ୩୯.୬ ଡିଗ୍ରୀ

ହୀରାକୁଦ- ୩୮.୮ ଡିଗ୍ରୀ

ରାଜଧାନୀରେ ଅଗ୍ନି ବର୍ଷା: ୪୩ ଡିଗ୍ରୀ ପାର କଲା ପାରା
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବର ପୁଣି ଉତପ୍ତ ସହର ପାଲଟିଛି। ଭୁବନେଶ୍ବରରେ ଆଜି ଦିନ ୨ଟା ୩୦ ସୁଦ୍ଧା ୪୩ ଡିଗ୍ରୀ ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ଜାରି ରହିଛି। ଝାରସୁଗୁଡାରେ ୪୧.୪ ଡ଼ିଗ୍ରୀ, ସମ୍ବଲପୁରରେ ୪୦.୮ ଡ଼ିଗ୍ର। ଚାନ୍ଦବାଲିରେ ୪୦.୮ ଡ଼ିଗ୍ରୀ, ହୀରାକୁଦରେ ୪୦ ଡ଼ିଗ୍ରୀ, କେନ୍ଦୁଝରରେ ୪୦ ଡ଼ିଗ୍ରୀ ବାଲେଶ୍ୱରରେ ୩୮ ଡ଼ିଗ୍ରୀ, ପୁରୀରେ ୩୨.୪ ଡ଼ିଗ୍ରୀ, ପାରାଦୀପରେ ୩୧.୮ ଡ଼ିଗ୍ରୀ ରହିଥିବା ବେଳଏ ଗୋପାଳପୁରର ତାପମାତ୍ରା ୩୧.୨ଡ଼ିଗ୍ରୀ ରହିଛି।