Jujaru Nagaraju - The Sakala
ଆନ୍ଧ୍ରପ୍ରଦେଶ ଧର୍ମାଭରମ୍‌ର ଜଣେ ବୁଣାକାର ଭଗବାନ ଶ୍ରୀରାମଙ୍କ ପ୍ରତି ଥିବା ତାଙ୍କ ଭକ୍ତି ଭାବକୁ ନିଆରା ଢଙ୍ଗରେ ବ୍ୟକ୍ତ କରିଛନ୍ତି। ଶ୍ରୀ ସତ୍ୟ ସାଇ ଜିଲ୍ଲାର ଧର୍ମାଭାରାମରେ ରହୁଥିବା ଏହି ୪୦ ବର୍ଷୀୟ ବୟସ୍କଙ୍କ ନାଁ ହେଉଛି ଜୁଜାରୁ ନାଗାରାଜୁ । ସେ ୬୦ ମିଟର ଲମ୍ବା ଏକ ଶାଢ଼ୀରେ ୧୩ଟି ଭାରତୀୟ ଭାଷାରେ ‘ଜୟ ଶ୍ରୀରାମ’ ନାରାକୁ ୩୨ ହଜାର ୨୦୦ ଥର ବୁଣିଛନ୍ତି। ଶାଢ଼ିଟିର ଲମ୍ବ ୬୦ ମିଟର ହୋଇଥିବାବେଳେ ଏହାର ଚଉଡ଼ା ୪୪ ଇଞ୍ଚ। ତେବେ ନାଗାରାଜୁ ‘ରାମ କୋଟି ବସ୍ତ୍ରମ୍‌’ ଭାବେ ଶାଢ଼ୀକୁ ପରିଚିତ କରାଇଛନ୍ତି।
ଏହାବାଦ୍‌ ସେ ଶାଢ଼ୀରେ ରାମାୟଣ ସୁନ୍ଦରାକାଣ୍ଡର ଶ୍ରୀରାମଙ୍କ ୧୬୮ଟି ଛବିର ଚିତ୍ରଣ ମଧ୍ୟ କରିଛନ୍ତି। ନାଗାରାଜୁଙ୍କ ଲାଗି ଏହି କାମ ଆଦୌ ସହଜ ନ ଥିଲା। ଏଥିପାଇଁ ତାଙ୍କୁ ଉଭୟ ଶ୍ରମ ଓ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିବା କଥା ସେ କହିଛନ୍ତି। ଶାଢ଼ୀକୁ ଡିଜାଇନ୍‌ କରିବାକୁ ୪ ମାସ ସମୟ ଲାଗିଥିବାବେଳେ ବୁଣିବାକୁ ପଡ଼ିଥିଲା ୧୬ କେଜିର ସିଲକ୍‌ କପଡ଼ା। ଏପରିକି ସେ ଶାଢ଼ୀଟିକୁ ତିଆରି କରିବା ପାଇଁ ନିଜ ହାତରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ଅନ୍ୟ ଚାରି ଜଣ ମଧ୍ୟ ଉକ୍ତ ଶାଢ଼ୀ କାମରେ ତାଙ୍କୁ ସାହାଯ୍ୟ କରିଥିଲେ। ଅନ୍ୟପକ୍ଷରେ ଶାଢ଼ୀକୁ ସେ ଅଯୋଧ୍ୟାସ୍ଥିତ ରାମମନ୍ଦିରକୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।