Lucknow Super Giants vs Royal Challengers Bangalore - The Sakala

ଆଇପିଏଲ ୨୦୨୨: ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ୧୮୨ ରନର ଟାର୍ଗେଟ ଦେଲା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ମୁମ୍ବାଇ: ଚଳିତ ଆଇପିଏଲ୍‌ର ୩୧ତମ ଲିଗ୍‌ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍‌ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ଯାଟିଂ କରି ୧୮୧  ରନ କରିଥିବା ବେଳେ ଏହି ମ୍ଯାଚକୁ ଜିତିବାକୁ ହେଲେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ୧୮୨ ରନର ଆବଶ୍ଯକତା ରହିଛି।

ସୁପରଜାଏଣ୍ଟ୍‌ସ ପକ୍ଷରୁ ଅନୁଜ ରାୱତ ୪ ରନ କରି ଆଉଟ ହୋଇଥିଲେ।  ଗ୍ଲେନ୍ ମ୍ୟାକ୍ସୱେଲ ୨୩ , ସୁୟାଶ ପ୍ରଭୁଦେଶାଇ ୧୦, ଶାହବାଜ ଅହମ୍ମଦ ୨୬ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଓ ଦିନେଶ କାର୍ତ୍ତିକ ପାରିକୁ ଶେଷ ପର୍ଯ୍ଯନ୍ତ ସମ୍ଭାଳିଥିଲ। ଫାଫ୍ ଡୁ ପ୍ଲେସିସ୍  ୬୪ ବଲରେ ୯୬ ରନ କରି ଆଉଟ ହୋଇଥିଲେ।  ଦିନେଶ କାର୍ତ୍ତିକ ୮ ବଲରେ ୧୩ ରନ କରି ଅପରାଜିତ ରହିଥିଲେ।

ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଦୁଷ୍ମାନ୍ଥା ଚାମିରା ଓ ଜାସନ ହୋଲ୍ଡର ୨ଟି ୱିକେଟ ନେଇଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ଗୋଟିଏ  ୱିକେଟ ନେଇଥିଲେ।