hot weather - The Sakala

ସକାଳୁ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି: ୮ ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଡେଇଁଲା ଭୁବନେଶ୍ବର ତାପମାତ୍ରା
ଭୁବନେଶ୍ୱର: ସକାଳୁ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛି ସାରା ଓଡ଼ିଶା। ଗୋଟିଏ ପରେ ଗୋଟିଏ ସହରରେ ତାପମାତ୍ରା ଲମ୍ବା ଲମ୍ଫ ମାରୁଛି। ରାଜଧାନୀରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୨ ଡିଗ୍ରୀ ପାର କରିଛି। ଭୁବନେଶ୍ୱରର ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଆଦ୍ରତା ୭୪.୨% ରେକର୍ଡ କରାଯାଇଛି।

ଆଜିଠୁ ୩ ଦିନ ତାତିରେ ଜଳିବ ଓଡ଼ିଶା : ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ହିଟୱେଭ ଆଲର୍ଟ
ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଗତକାଲିଠୁ ତାପମାତ୍ରା ୪୦ ଡିଗ୍ରି ଟପିଛି। ଗୁରୁବାର ଝାରସୁଗୁଡାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ଝାରସୁଗୁଡ଼ା ସମେତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ୨୮ରୁ ୩୦ ତାରିଖ ଯାଏଁ ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ। ଏଥିପାଇଁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ହିଟ ୱେଭ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ ଗୁରବାର ସମ୍ୱଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୦.୧, ବଲାଙ୍ଗୀରରେ ୪୦.୮, ଟିଟିଲାଗଡରେ ୪୦ ଡିଗ୍ରୀ, ସୋନପୁରରେ ୪୦.୨, ବୌଦ୍ଧରେ ୪୦.୫, ପାରଳାଖେମୁଣ୍ଡିରେ ୪୦ ଜିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ମାର୍ଚ୍ଚ ୨୮ ତାରିଖ ପାଇଁ ସମ୍ୱଲପୁର ଏବଂ ବୌଦ୍ଧ ଜିଲ୍ଲାରେ ହିଟ ୱେଭ ସ୍ଥିତି ଅନୁଭୂତ ହୋଇପାରେ। ସେଥିପାଇଁ ଉପରୋକ୍ତ ଜିଲ୍ଲା ଦ୍ୱୟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ହିଟ ୱେଭ ସମ୍ଭାବନା ରହିଥିବା ବେଳେ ଉପରୋକ୍ତ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖରେ ତାପମାତ୍ରାର ପ୍ରକୋପ ଆହୁରି ବଢ଼ିବ। ରବିବାର ଝାରସୁଗୁଡ. ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ବରଗଡ ଓ ସୁନ୍ଦରଗଡରେ ହିଟ ୱେଭ ପରିସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଉପରୋକ୍ତ ଜିଲ୍ଲାଗୁଡ଼ିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଏହାପରଠାରୁ ତାପମାତ୍ରା କମିବାକୁ ଥିବାବେଳେ ଏପ୍ରିଲ ୨ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

୧୭ ଯାଏ ତାତିରୁ ନାହିଁ ତ୍ରାହି, ୪୧ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟର ତାପମାତ୍ରା
ଭୁବନେଶ୍ବର : ରାଜ୍ୟରେ ଆରମ୍ଭ ହୋଇଛି ଖରାର ତାଉ। ମାର୍ଚ୍ଚ ମାସର ତାତି ବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବ ଏବେଠୁ ରାଜ୍ୟରେ ଅନୁଭୂତ ହେଲାଣି । ଗତକାଲି ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଜି ମଧ୍ୟ ଦିନ ୨.୩୦ ସୁଦ୍ଧା ସମାନ ସ୍ଥିତି ରହିଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡା ୩୯.୮ ଡ଼ିଗ୍ରୀ,ସମ୍ବଲପୁର ୩୯.୮ ଡ଼ିଗ୍ରୀ, ରାଉରକେଲା ୩୯ ଡ଼ିଗ୍ରୀ, ହୀରାକୁଦ ୩୮.୮ ଡ଼ିଗ୍ରୀ,ଚାନ୍ଦବାଲି ୩୭.୪ ଡ଼ିଗ୍ରୀ,ଭୁବନେଶ୍ୱର ୩୭.୪ ଡ଼ିଗ୍ରୀ,କେନ୍ଦୁଝର ୩୬.୬ ଡ଼ିଗ୍ରୀ,ବାଲେଶ୍ୱର ୩୬ ଡ଼ିଗ୍ରୀ ରହିିଛି।

ସେପଟେ ପଶ୍ଚିମ ଓଡିଶା ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା। ତାତିର ତାଉରେ ଉପକୂଳ ରୁ ଉପାନ୍ତ ଅସମ୍ଭାଳ ତାତି ରହିଥିବା ବେଳେ ରାଜ୍ୟରେ ୪ ଦିନ ହିଟ ୱେଭ ସତର୍କତା ଦେଇଛି ପାଣିପାଗ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ସତର୍କତା ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

କଳାହାଣ୍ଡି,ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ,ବୌଦ୍ଧ, ସମ୍ବଲପୁର, ମୟୁରଭଞ୍ଜ, କେନ୍ଦୁଝର ଓ ସୋନପୁରକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ର ସତର୍କତାକୁ ନେଇ ବାଲେଶ୍ୱର, ଭଦ୍ରକ ଓ ଗଜପତି କୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ। ତେବେ ହୋଲିରେ ବି ଟାଇଁ ଟାଇଁ ଖରା ଅନୁଭବ ହେବାକୁ ଥିବା ବେଳେ ୧୭ ତାରିଖ ପର୍ଯ୍ୟନ୍ତ ହିଟୱେଭ ଜାରି ରହିବ। ଆସନ୍ତାକାଲି କଳାହାଣ୍ଡି ,ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ,ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମୟୁରଭଞ୍ଜ ,କେନ୍ଦୁଝର ଓ ସୋନପୁରକୁ ପ୍ରବଳ ଖରା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ।

ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ର ସତର୍କତାକୁ ନେଇ ବାଲେଶ୍ୱର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ। ଉଷ୍ମ ରାତ୍ରିର ସତର୍କତାକୁ ନେଇ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧରେ ୟେଲୋ ଆଲର୍ଟ ଜାରି। ସେହିପରି ୧୫ ତାରିଖରେ ବଲାଙ୍ଗୀର,ବୌଦ୍ଧ, ସୋନପୁର ,ସମ୍ବଲପୁର, ଝାରସୁଗୁଡା,କଳାହାଣ୍ଡି ଓ ସୁନ୍ଦରଗଡ ଏହି ୭ ଟି ଜିଲ୍ଲାରେ ହିଟ ୱେଭ ପାଇଁ ଅରେଞ୍ଜ ସତର୍କତା ଜାରି କରିଛି ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିର ସତର୍କତାକୁ ନେଇ କନ୍ଧମାଳ ଓ ବରଗଡ଼କୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ। ଉଷ୍ମ ରାତ୍ରିର ସତର୍କତାକୁ ନେଇ ବଲାଙ୍ଗୀର ସମ୍ବଲପୁର ସୁନ୍ଦରଗଡ ଓ ବୌଦ୍ଧରେ ୟେଲୋ ଆଲର୍ଟ ଜାରି। ସେହିପରି ୧୬ ତାରିଖ ରେ ପ୍ରବଳ ଖରା ନେଇ ବୌଦ୍ଧ, ସୋନପୁର ,ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିରେ ଏବଂ ୧୭ ତାରିଖରେ ବଲାଙ୍ଗୀର ନୂଆପଡା ବରଗଡ ଅରେଞ୍ଜ ସତର୍କତା ଜାରି କରିଛି ବିଭାଗ।

ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିସହ ୪-୫ ଦିନ ଭିତରେ ଓଡ଼ିଶାରେ ତାପମାତ୍ରାର କୌଣସି ପରିବର୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥର ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି। ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବା ସହ ୧୭ ତାରିଖ ଯାଏ ତାତିରୁ ତ୍ରାହି ନାହିଁ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ହୁ ହୁ ହୋଇ ବଢୁଛି ତାତି : ମାର୍ଚ୍ଚରୁ ମେ’ ୩ ମାସ କଲବଲ କରିବ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି
ଭୁବନେଶ୍ୱର : ଏବର୍ଷ ପୁଣି ଖରାରେ ଶିଝିବେ ରାଜ୍ୟବାସୀ। ୨୦୨୪ ପରେ କ୍ରମଗାତ ଦ୍ୱିତୀୟ ବର୍ଷରେ ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି। କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାତିର ତାଉ କମିବ ନାହିଁ। ଏହି ସ୍ଥିତି ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ସ୍ୱାଭାବିକ ତୁଳନାରେ ଅଧିକାଂଶ ସମୟରେ ତାପମାତ୍ରା ଅଧିକ ରହିବା ଯୋଗୁଁ ଏଥର ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯିବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ଋତୁ ସମ୍ପର୍କିତ ପୂର୍ବାନୁମାନ ନେଇ ଜାରି ରିପୋର୍ଟରେ ଦର୍ଶାଯାଇଛି ଯେ ଏବର୍ଷ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ରାଜ୍ୟ ସମେତ ସାରା ଦେଶ‌‌‌ରେ ତାତି ଅଧିକ ରହିବ। ଉଭୟ ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ। ଏହା ପ୍ରଭାବରେ ଗ୍ରୀଷ୍ମଲହରୀ ଦିନ ସଂଖ୍ୟା ବୃଦ୍ଧି ହେବ। ଏମିତିକି, ମାର୍ଚ୍ଚରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ୍ନ ହେବ। ଯଦିଓ ରାଜ୍ୟରେ ମାର୍ଚ୍ଚ ମାସରେ କିଛି କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି, ମାତ୍ର ଏହା ଖରାକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହେବ।

ଗତବର୍ଷ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିଲା। ଏପ୍ରିଲ୍‌ରେ ଓଡ଼ିଶାରେ ଅନୁଭୂତ ହୋଇଥିବା ଗ୍ରୀଷ୍ମ ଲହରୀ ସଂଖ୍ୟା ସାରା ଦେଶରେ ଅଧିକ ରହିଥିଲା। ଏପ୍ରିଲ୍‌ରେ ଲଗାତାର ୧୯ ଦିନ ଗ୍ରୀଷ୍ମ ଲହରୀ ସ୍ଥିତି ଅନୁଭୂତ ହେବା ସହ ରାତିରେ ମଧ୍ୟ ଲୋକେ ନାହିଁ ନ ଥିବା ସ୍ଥିତିର ସମ୍ମୁଖୀନ ହୋଇଥିଲେ। ୨୦୨୪ରେ ୮ଟି ରାତି ଏମିତି ଥିଲା, ଯେଉଁ ସମୟରେ ରାତିର ସ୍ୱାଭାବିକ ତାପମାତ୍ରା ୬.୪ ଡିଗ୍ରୀରୁ ଅଧିକ ରହିଥିଲା। ଏହାକୁ ଅସହଜ ରାତି ଭାବେ ବିବେଚନା କରାଯାଇଛି। ବର୍ଷ ୨୦୨୫ରେ ରାଜ୍ୟରେ ପାଣିପାଗ ସ୍ଥିତି ଗତବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଇଥିଲା। ମାତ୍ର ଏବେ ଆଇଏମଡିର ଏହି ଆକଳନ ପରେ ପୁଣିଥରେ ଖରାକୁ ନେଇ ଭୟ ସୃଷ୍ଟି କରିଛି।

ଅନ୍ୟପଟେ ଶୁକ୍ରବାର ରାଜ୍ୟରେ ତାପମାତ୍ରା ୩୭ଡିଗ୍ରୀ ଛୁଇଁଥିବା ବେଳେ ଆଜି ୩୭ଡିଗ୍ରୀ ପାର୍‌ କରିଯାଇଛି। ଗତ କାଲି ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୩୭.୪ ଡିଗ୍ରୀ ରେକର୍ଡ ହୋଇଛି। ସେପଟେ ଆଜି ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୩୬.୮, ରାଉରକେଲାରେ ୩୬.୪, ଚାନ୍ଦବାଲିରେ ୩୪.୮,କେନ୍ଦୁଝରରେ ୩୪.୪ ଓ ଭୁବନେଶ୍ବରେ ୩୪ ଡିଗ୍ରୀ ରେକର୍ଡ ହୋଇଛି।

ରାଜ୍ୟରୁ ଗାଏବ ହେଲା ଶୀତ, ଆରମ୍ଭ ହେଲା ତାତି
ଭୁବନେଶ୍ବର: ରାଜ୍ୟରୁ ଗାଏବ ହେଲା ଶୀତ। ଆରମ୍ଭ ହେଲା ତାତି। ଉପାନ୍ତରୁ ଉପକୂଳ ଉପରମୁହାଁ ପାରଦ।  ଆଜି ୧୩ ସହରର ତାପମାତ୍ରା ୩୩ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।  ପାରଳାଖେମୁଣ୍ଡି ଓ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି।  ଉଭୟ ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।  ଟିଟଲାଗଡ ଏବଂ ମାଲକାନଗିରିରେ ୩୪.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ୩୪.୪ ଡ଼ିଗ୍ରୀ ଏବଂ କଟକରେ ୩୩ ଡ଼ିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି।

ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ ୨ରୁ ୫ ଡିଗ୍ରୀ ବଢିଛି ପାରଦ । ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ତାତି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ଜାରି ରହିଛି ତାତି। ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟ ଙ୍କ ତେଜ କିରଣ ପାଇଁ ତାତି ବଢିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

୪୦ ଡିଗ୍ରୀ ଉପରେ ରାଜ୍ୟର ୩୦ଟି ସହରର ତାପମାତ୍ରା, ୪୪.୫ ଡିଗ୍ରୀ ସହ ବଲାଙ୍ଗୀର ଓ ବରଗଡ଼ ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା।  ଆଜି ରାଜ୍ୟର ୩୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବଲାଙ୍ଗୀର ଓ ବରଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଉଭୟ ସହରର ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୪ .୪  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସେହିପରି, ସୁବର୍ଣ୍ଣପୁର-  ୪୪.୩ ଡିଗ୍ରୀ, ସମ୍ବଲପରୁ- ୪୩.୬ ଡିଗ୍ରୀ, ବୌଦ୍ଧ- ୪୩. ୫ ଡିଗ୍ରୀ , ହୀରାକୁଦ- ୪୩. ୧ ଡିଗ୍ରୀ, ସୁନ୍ଦରଗଡ଼- ୪୩ ଡିଗ୍ରୀ, ଭବାନୀପଟଣା- ୪୩ ଡିଗ୍ରୀ, ଟିଟିଲାଗଡ଼- ୪୩ ଡିଗ୍ରୀ, ଅନୁଗୁଳ- ୪୨.୯ ଡିଗ୍ରୀ, ଦେବଗଡ଼- ୪୨.୮ ଡିଗ୍ରୀ, ଭୁବନେଶ୍ବର- ୪୨.୬ ଡିଗ୍ରୀ, ରାଉରକେଲା- ୪୨.୫ ଡିଗ୍ରୀ, ବ୍ରହ୍ମପୁର- ୪୨.୫ ଡିଗ୍ରୀ, ପାରଳାଖେମୁଣ୍ଡୀ- ୪୨ ଡିଗ୍ରୀ, ଢେଙ୍କାନାଳ- ୪୧.୮ ଡିଗ୍ରୀ, ବାରିପଦା- ୪୧.୬ ଡିଗ୍ରୀ, କଟକ- ୪୧.୬ ଡିଗ୍ରୀ, ନୟାଗଡ଼- ୪୧.୫ ଡିଗ୍ରୀ, ତାଳଚେର- ୪୧.୪ ଡିଗ୍ରୀ, ନୂଆପଡ଼ା- ୪୧.୪ ଡିଗ୍ରୀ, କେନ୍ଦୁଝର- ୪୧ ଡିଗ୍ରୀ, କେନ୍ଦ୍ରାପଡ଼ା- ୪୧ ଡିଗ୍ରୀ, ଫୁଲବାଣୀ- ୪୧ ଡିଗ୍ରୀ, ନବରଙ୍ଗପୁର- ୪୦.୫ ଡିଗ୍ରୀ, ମାଲକାନାଗିରି- ୪୦.୫ ଡିଗ୍ରୀ, ଯାଜପୁର, ଛତ୍ରପୁର ଓ ଚାନ୍ଦବାଲୀରେ ତାପମମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ  କରାଯାଇଛି।

ଫଗୁଣରେ ବୈଶାଖ ତାତି: ୪ ଦିନରେ ବଢ଼ିବ ଆଉ ୪ ଡ଼ିଗ୍ରୀ
ଭୁବନେଶ୍ୱର: ଫଗୁଣ ଯାଇନାହିଁ; ଆରମ୍ଭ ହେଲାଣି ବୈଶାଖ ମାସ ପରି ତାତି। ଏତିକି ବେଳକୁ ପାଣିପାଗ ବିଶେଷଜ୍ଞ ଆଗାମୀ ୪ ଦିନରେ ତାତି ଆଉ ୪ ଡ଼ିଗ୍ରୀ ବଢ଼଼ିବା ଆକଳନ ସାଧାରଣ ଲୋକଙ୍କ ଚିନ୍ତା ବଢ଼଼ାଇଛି। ଏପରିକି ମାର୍ଚ୍ଚମାସରେ ଗ୍ରୀଷ୍ମ ଲହରୀ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଗୁରୁବାରଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି କରିବ। ଫଳରେ ଏ ବର୍ଷ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବ। ମାର୍ଚ୍ଚରୁ ମେ’ ଗରମ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ବୋଲି ଆଇଏମଡି ନିଜ ରିପୋର୍ଟରେ ଦର୍ଶାଇଛି। ଅନ୍ୟପଟେ ଦୀର୍ଘ ଦିନ ହେବ ରାଜ୍ୟରେ ବର୍ଷା ହୋଇ ନ ଥିବାରୁ ତାତି ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି। ଜାନୁଆରୀ ଓ ଫେବ୍ରୁଆରୀରେ ଆଦୌ ବର୍ଷା ହୋଇନାହିଁ। ସେହିପରି ମାର୍ଚ୍ଚ ମାସରେ ମଧ୍ୟ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେଣୁ ପରିସ୍ଥିତି ଜଟିଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟାରେ ମାଲକାନଗିରି ଓ ନୟାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ତାତି ୩୭ ଡିଗ୍ରୀ ଛୁଇଁଛି। ଗୁରୁବାରଠାରୁ ଏହି ତାତି ଆହୁରି ବଢ଼଼ିବାର ଆଶଙ୍କା ରହିଛି।

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ଫେବୃଆରୀର ଗରମ, ଅସହ୍ୟ ହେବ ଚଳିତ ବର୍ଷର ତାତି
ନୂଆଦିଲ୍ଲୀ: ଗତ ୧୨୨ ବର୍ଷରେ ଚଳିତ ବର୍ଷର ଫେବ୍ରୁଆରୀ ସବୁଠୁ ଗରମ ରହିଥିଲା । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏକ ରିପୋର୍ଟ ଜାରି କରିଛି। ଏହି ସମୟରେ ଦିନର ହାରାହାରି ତାପମାତ୍ରା ସାମାନ୍ୟ ଠାରୁ ୧.୭୩ ଡିଗ୍ରୀ ଅଧିକ ରହିଥିଲା । ବିଭାଗ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ୧୯୦୧ ମସିହାରେ ଫେବ୍ରୁଆରୀରେ ହାରାହାରି ତାପମାତ୍ରା ସାମାନ୍ୟଠାରୁ ୦.୮୧ ଡିଗ୍ରୀ ଅଧିକ ରହିଥିଲା ।

ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ଗରମ ଅଧିକ ଅସହ୍ୟ କରାଇବ। ପାଣିପାଗ ବିଭାଗ ଅନୁସାରେ ଉତ୍ତର ପୂର୍ବ, ପୂର୍ବ ଏବଂ ମଧ୍ୟ ଭାରତ ସହ ଉତ୍ତର-ପଶ୍ଚିମ ଭାରତ ବିଭିନ୍ନ ସ୍ଥାନରେ ମାର୍ଚ୍ଚରୁ ମଇ ମାସ ଯାଏ ତାପମାତ୍ରା ହାରାହାରି ଠାରୁ ବହୁ ଅଧିକ ରହିବ । ଏହାସହ ଆସନ୍ତା ତିନି ମାସରେ ମଧ୍ୟ ଭାରତ ବିଭିନ୍ନ ସ୍ଥାନରେ ଏବଂ ଉତ୍ତର ପଶ୍ଚିମ ଭାରତରେ ହିଟ୍ ୱେଭର ପ୍ରକୋପ ଦେଖିବାକୁ ମିଳିବ ।

ଆଜିଠୁ ବଢ଼ିବ ତାତି
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ସୋମବାରଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବ। ଫଳରେ ଗତ ୨-୩ ଦିନ ହେବ ରାତିରେ ଅନୁଭୂତ ହେଉଥିବା ଥଣ୍ଡା ହ୍ରାସ ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରବିବାର ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ପାରଦ ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୁଳ ୩୩.୭, ଭୁବନେଶ୍ୱର ୩୩.୫, ଝାରସୁଗୁଡ଼ା, ମାଲକାନଗିରି ଓ ନୟାଗଡ଼ରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ସବୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାର କରିବାର ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପଟେ ଫେବୃଆରୀ ମାସ ପାଇଁ ଆଇଏମଡି ପକ୍ଷରୁ ଜାରି ଆକଳନରେ କୁହାଯାଇଛି ଯେ ଚଳିତ ମାସ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାକୁ ଥିବା ବେଳେ ଦକ୍ଷିଣରୁ ଉତ୍ତର ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଯଥେଷ୍ଟ ଅଧିକ ରହିବ। ଯାହାଦ୍ୱାରା ଏହି ସ୍ଥାନଗୁଡ଼ିକରେ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରବଳ ଖରାର ପ୍ରକୋପ ଦେଖାଯିବ ନେଇ ଆଶଙ୍କା କରାଯାଉଛି। ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା ଆରମ୍ଭ ହୋଇଥିବାରୁ ତାପମାତ୍ରା ବଢ଼଼ିବା ଆରମ୍ଭ ହୋଇଛି। ଏହାସହିତ ରାଜ୍ୟରେ କୁହୁଡ଼ି ନେଇ ମଧ୍ୟ ଅନୁକୂଳ ପାଗ ସୃଷ୍ଟି ହୋଇଛି।

ସୋମବାର ସକାଳ ସୁଦ୍ଧା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଆଦିରେ କୁହୁଡ଼ି ହେବାକୁ ଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କଟକ ଓ ଯାଜପୁର ଆଦିରେ କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ରାଜ୍ୟକୁ ଗଲା ୪ ଦିନ ହେବ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁର ପ୍ରବେଶ ହେଉଥିଲା। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଶୀତ ଅନୁଭୂତ ହେଉଥିଲା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବା ସହ ଅନେକ ସ୍ଥାନରେ ପାରଦ ୫ ଡିଗ୍ରୀ ତଳକୁ ଖସିଥିଲା। ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି ଓ ତାତି ବଢ଼଼ିବା ନେଇ ପାଗ ଅନୁକୂଳ ହୋଇଛି।

ଖରାରେ ସିଝୁଛି ସାରା ଓଡ଼ିଶା: ଅପରାହ୍ନ ସୁଦ୍ଧା ୪ ଜିଲ୍ଲାର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ
ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଆଜି ଅପରାହ୍ନ ୨ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ଦିନ ତାପମାତ୍ରା ମଧ୍ଯରେ ୪ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଠାରୁ ଅଧିକ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧ ଡିଗ୍ରୀ, କେନ୍ଦୁଝର ୪୦.୪ ଡିଗ୍ରୀ, ହୀରାକୁଦର ତାପମାତ୍ରା ୪୦ ଡିଗ୍ରୀ ରହିଛି।

ଭୁବନେଶ୍ବର ୩୯.୨ ଡିଗ୍ରୀ, ଚାନ୍ଦବାଲି ୩୯ ଡିଗ୍ରୀ, ବାଲେଶ୍ବର ୩୮ ଡିଗ୍ରୀ, ପୁରୀ ୩୧.୬ଡିଗ୍ରୀ, ପାରାଦୀପ ୩୧ ଡିଗ୍ରୀ ଓ ଗୋପାଳପୁରର ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୪ରୁ ୫ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତ ହେବ ନାହିଁ ବୋଲି ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।