Jamnakira RI - The Sakala

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ସମ୍ବଲପୁର ଜମନକିରା ଆରଆଇ
ସମ୍ବଲପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ସମ୍ବଲପୁର ଜମନକିରା ଆରଆଇ  । ଫାଇଲ ଭେରିଫିକେସନ ପାଇଁ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ମହାନନ୍ଦଙ୍କୁ ଧରିଲା ଭିଜିଲାନ୍ସ । ଏହାସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଘଟଣାର ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ମନୋଜ ମହାନନ୍ଦା ଜମନକିରା ଆଇଆଇ ଭାବେ କାର୍ଯ୍ୟ କରନ୍ତି । ଫ୍ରି ଭେରିଫିକେସନ କରାଇଦେବା ନାଁ ରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅଧିକାରୀ ଜଣଙ୍କ । ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ସଜାଗ ରହିଥିଲା  । ପୂର୍ବରୁ ଏନେଇ ମଧ୍ୟ ଅନେକ ଥର ଅଭିଯୋଗ ପୋଲିସ ପାଖରେ ପହଁଚିଛି  ।  ଆରଆଇ ଲା଼୍ଚ ନେଉଥିବାବେଳେ ଭିଜିଲାନ୍ସ ରେଡ କରିଥିଲା ଏବଂ ୯ ହଜାର ନଗଦ ଟଙ୍କା ଭିଜିଲାନ୍ସ ଜବତ କରିଛି  ।