1000 crore transactions - The Sakala

ଗୋଟିଏ ଦିନରେ ଫୋନ୍‌ ପେ’ରେ ୧୦୦୦ କୋଟିରୁ ଅଧିକ କାରବାର
ନୂଆଦିଲ୍ଲୀ :  ଅଗ୍ରଣୀ ଡିଜିଟାଲ ପେମେଣ୍ଟ ଆପ୍ ଫୋନ୍‌ ପେ’ କେବଳ ଗୋଟିଏ ଦିନରେ ୧୦୦୦ କୋଟିରୁ ଅଧିକ ଟଙ୍କାର କାରବାର କରିଛି। କମ୍ପାନୀ ଏହି ଗୋଟିଏ ଦିନ ମଧ୍ୟରେ ୧୦୦ ନିୟୁତ ବା ହଜାରେ କୋଟି ଟଙ୍କାରୁ ଅଧିକ କାରବାର କରିଥ଄ବା ଘୋଷଣା କରିଛି। ଫୋନ୍‌ ପେ’ ବର୍ତ୍ତମାନ ବାର୍ଷିକ ୭୮୦ ବିଲିୟନ ଡଲାର ର ଏକ ବାର୍ଷିକ ଟିପିଭି ରନ ରେଟ ରେ ମାସକୁ ୨.୫ବିଲିୟନରୁ ଅଧିକ ଆର୍ଥ଄କ କାରବାର ପରିଚାଳନା କରୁଛି। ଫୋନ୍‌ ପେ’ର ଏହି ଅଦ୍ଭୁତ ବିକାଶ ଟିୟର ୨, ଟିୟର ୩ ଏବଂ ବାହାରର ସହରଗୁଡ଼ିକରେ ଦ୍ରୁତ ବୃଦ୍ଧି କାରଣରୁ ହୋଇଛି।

୧୯,୦୦୦ ରୁ ଅଧିକ ପିନକୋଡ଼ ରୁ ଏହି ଆପ୍ ରେ ଡିଜିଟାଲ କାରବାର ହୋଇଥିବା ଦେଖିବାକୁ ମିଳିଛି, ଯାହା ଦେଶର ଜନସଂଖ୍ୟାର ୯୯% ରୁ ଅଧିକ।  ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି ଉନ୍ନତ ଉତ୍ପାଦ ଅଭିଜ୍ଞତା ଦ୍ୱାରା ସମର୍ଥିତ ଏହି ପ୍ଲାଟଫର୍ମ ପାଇଁ ଦୃଢ଼ ଉପଭୋକ୍ତା ପସନ୍ଦର ଏକ ସ୍ପଷ୍ଟ ସୂଚକ। ଏହି ମାଇଲଖୁଣ୍ଟ ଉପରେ ମତ ରଖି ଫୋନ୍‌ ପେ’ର ସିଟିଓ ତଥା କୋ-ଫାଉଣ୍ଡର ରାହୁଲ ଚାରି  କହିଛନ୍ତି ଯେ, ଏହା ଆମ ପାଇଁ ଏକ ବଡ଼ ମାଇଲଖୁଣ୍ଟ ଏବଂ ଏହାକୁ ଉନ୍ନତ ଉତ୍ପାଦ ଅଭିଜ୍ଞତା ଦ୍ୱାରା ସମର୍ଥିତ ଶ୍ରେଷ୍ଠ ବର୍ଗର ପେମେଣ୍ଟ ସଫଳତା ହାର ଏବଂ ଦ୍ରୁତ ବେଗର ଟ୍ରାଞ୍ଜାକ୍ସନ ଦ୍ୱାରା ହାସଲ କରଯାଇଛି।