Prasant Kishor - The Sakala
ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ସୋମବାର ତାଙ୍କର ନୂତନ ‘ଜନ ସୁରଜ’ ଅଭିଯାନର ଉଦଘାଟନ କରିଛନ୍ତି। ସେ ଏହା ବିହାରରୁ ଆରମ୍ଭ କରିବେ ବୋଲି ଟ୍ବିଟ କରି କହିଛନ୍ତି। ତେବେ ପ୍ରଶାନ୍ତ କିଶୋର  ସେ ନିଜର କୌଣସି ଦଳ ଗଠନ କରିବାକୁ ଯାଉଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି। କଂଗ୍ରେସରେ ଯୋଗ ନ ଦେବା ତଥା ପୁରାତନ ଦଳର ମିଶନ ଅଧାରୁ ଛାଡିବା କାରଣରୁ ସେ ଏକ ନୂତନ ରାଜନୈତିକ ଅଭିଯାନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।
ପ୍ରଶାନ୍ତ କିଶୋର ଟ୍ୱିଟ୍ କରି ନିଜର ନୂତନ ଅଭିଯାନ ଘୋଷଣା କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି ଯେ,  ଗଣତନ୍ତ୍ରରେ ଏକ ସକ୍ରିୟ ଭାବେ ଅଂଶଗ୍ରହଣକାରୀ ହେବା ଏବଂ ଲୋକସମର୍ଥକ ନୀତି ଗଠନ କରିବାର ୧୦ ବର୍ଷ ମଧ୍ଯରେ ଉତଥାନ ଓ ପତନ ଉଭୟ ଦେଖିଛନ୍ତି। ବର୍ତ୍ତମାନ ମୁଁ ଏକ ନୂତନ ପୃଷ୍ଠା ଯୋଡିବାକୁ ଯାଉଛି। ବର୍ତ୍ତମାନ ସମୟ ଆସିଛି ‘ରିଅଲ୍ ମାଷ୍ଟର୍ସ’ ଅର୍ଥାତ୍ ଲୋକମାନଙ୍କ ପାଖକୁ ଯିବା, ତାଙ୍କ ସମସ୍ଯା ଗୁଡ଼ିକ ଭଲଭାବରେ ବୁଝି ତାଙ୍କୁ ଉତ୍ତମ ସେବା ଯୋଗାଇ ଦେବା। ଏହା ବିହାରରୁ ଆରମ୍ଭ ହେବ। ‘
ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ପ୍ରଶାନ୍ତ କିଶୋର କଂଗ୍ରେସକୁ ଯିବାର ଆଲୋଚନା ହୋଇଥିଲା। ନିକଟରେ, ସେ ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସର ଉନ୍ନତ ପ୍ରଦର୍ଶନକୁ ନେଇ ଦଳର ନବୀକରଣର ଏକ ଉପସ୍ଥାପନା ମଧ୍ୟ କରିଥିଲେ। ଯଦିଓ କଂଗ୍ରେସ ଏବଂ ତାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ନ ଥିଲା ଏବଂ ଶେଷ ରାଉଣ୍ଡରେ ସେ କଂଗ୍ରେସ ଛାଡିଥିଲେ। କଂଗ୍ରେସ ସହ ଆଲୋଚନା ଖରାପ ହେବା ପରେ ପ୍ରଶାନ୍ତ କିଶୋର କ୍ରମାଗତ ଭାବରେ ହେଡଲାଇନରେ ରହିଆସିଛନ୍ତି।
ସୋମବାର ସକାଳେ ପୁଣି ଏକ  ଟ୍ବିଟ କରି ଗଣତନ୍ତ୍ରର ଏକ ଅର୍ଥପୂର୍ଣ୍ଣ ଅଂଶ ଗ୍ରହଣ କରିବା ଏବଂ ଜନସାଧାରଣଙ୍କ ବନ୍ଧୁତ୍ୱପୂର୍ଣ୍ଣ ନୀତି ଗଠନ ପାଇଁ ସେ ତାଙ୍କର ନୂତନ ପ୍ରୟାସର ସ୍ପଷ୍ଟ ସୂଚନା ଦେଇଛନ୍ତି।  ପି.କେ ନିଜର ଏକ ଦଳ ଗଠନ କରିବେ, ଯାହାର ନାମ ‘ଜନ ସୁରଜ’ ରଖାଯିବ।ବିହାରରୁ ଆରମ୍ଭ ପାଇଁ ପି.କେ ପାଟନାରେ ପହଞ୍ଚି ସାରିଛନ୍ତି। ସେ ଏଠାରୁ କିଛି ବଡ଼ ଘୋଷଣା କରିପାରନ୍ତି।
କଂଗ୍ରେସରେ ମିଶିବେ କି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ! ସୋନିଆଙ୍କୁ ଭେଟିବାପରେ ଜୋର ଧରିଲା ଚର୍ଚ୍ଚା
ନୂଆଦିଲ୍ଲୀ: କଂଗ୍ରେସରେ ମିଶିବେ କି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ! ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଓ ବରିଷ୍ଠ ନେତା କେ. ବେଣୁଗୋପାଳଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ପରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଏହି ବୈଠକରେ ଦଳର ଅନ୍ତରୀଣ କନ୍ଦଳ ଓ ଆଗାମୀ ରଣନୀତି ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି ।
୨୦୨୪ ସାଧାରଣ ନିର୍ବାଚନ ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ନେତୃବୃନ୍ଦଙ୍କ ସହ ନିକଟରେ ଆଲୋଚନା ଆରମ୍ଭ କରିଥିଲେ ପ୍ରଶାନ୍ତ କିଶୋର । ପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର ଓ କଂଗ୍ରେସ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଏହା ବିଫଳ ହୋଇଥିଲା । ଏ ବର୍ଷ ଶେଷ ଆଡ଼କୁ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ପ୍ରଥମେ ଫୋକସ କରିବା ଦରକାର ବୋଲି କଂଗ୍ରେସ ଚାହୁଁଥିବା ଜଣାପଡ଼ିଛି ।
ଗୁଜୁରାଟ ନିର୍ବାଚନରେ ​​ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଏକ ବଡ଼ ଭୂମିକା ଦେଇପାରେ ବୋଲି ଗତ କିଛି ଦିନ ହେବ କଳ୍ପନାଜଳ୍ପନା ଚାଲିଛି। ଏହାପୂର୍ବରୁ ଏକ ସାକ୍ଷାତକାରରେ ପ୍ରଶାନ୍ତ ନିଜେ ନିଜର ରାଜନୈତିକ ଭବିଷ୍ୟତ ବିଷୟରେ ଏକ ବଡ଼ ଘୋଷଣା କରିବା ବିଷୟରେ କହିଥିଲେ।