Kantilo Nilamadhaba - The Sakala

କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ
ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା କଣ୍ଟିଲୋ ନୀଳମାଧବଙ୍କ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍। ମନ୍ଦିର ବୁଲି ଦେଖିବା ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ। ଏହାସହ କଣ୍ଟିଲୋ ନୀଳମାଧବ ପୀଠର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ଭି. କେ ପାଣ୍ଡିୟାନ । ଗସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ପୁମା ଟୁଡୁ ଏବଂ ଖଣ୍ଡପଡା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ମନ୍ଦିରରେ ପୂଜକ ମାନେ 5T ସଚିବଙ୍କୁ ସ୍ୱାଗତ କରିବା ସହ ମନ୍ଦିର ଭିତରେ ଦର୍ଶନ କରାଇଥିଲେ । ଭି.କେ ପାଣ୍ଡିଆନଙ୍କ ଗସ୍ତ ମନ୍ଦିରର ଉନ୍ନତି କରଣ ଦିଗରେ ଅନେକ ଗୁରୁତ୍ୱ ରଖୁଛି । ଏଥି ସହିତ ଜିଲ୍ଲାର ବିଭିନ୍ନ୍ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ଅନେକ ନିର୍ମାଣଧିନ କାର୍ଯ୍ୟକୁ ତ୍ୱରାନିତ କରିବାକୁ ମଧ୍ୟ ସରକାରୀ ଅଧିକାରୀଙ୍କୁ କହିଥିଲେ 5T ସଚିବ ।