Chennai Super Kings vs Royal Challengers - The Sakala

ଆଇପିଏଲ ୨୦୨୨: ଶିବମ ଦୁବେ ଓ ରବିନ ଉଥାପ୍ପାଙ୍କ ବିସ୍ଫୋରକ ବ୍ଯାଟିଂ, ବାଙ୍ଗାଲୋରକୁ ୨୧୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୨୨ତମ ଲିଗ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି। ମ୍ୟାଚରେ ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ଯାଟିଂ କରି ୨୧୬ ରନ କରିଛି। ବାଙ୍ଗାଲୋରକୁ ଏହି ମ୍ଯାଚ ଜିତିବାକୁ ହେଲେ ୨୧୭ ରନର ଆବଶ୍ଯକତା ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଋତୁରାଜ ଗାଏକଓ୍ଵାଡ ୧୭ ରନ କରି ଆଉଟ ହୋଇଥିବା ବେଳେ ମୋଇନ ଅଲ୍ଲୀ ୩ ରନ କରି ଆଉଟ ହୋଇଥିଲେ। ପାରିକୁ ରବିନ ଉଥାପ୍ପା ଓ ଶିବମ ଦୁବେ ସମ୍ଭାଳିଥିଲେ। ଉଭୟ ବିସ୍ଫୋରକ ବ୍ଯାଟିଂ କରିଥିଲେ। ରବିନ ଉଥାପ୍ପା  ୫୦ ବଲରେ ୮୮ ରନ କରି ଆଉଟ ହୋଇଥିଲେ । ପରେ ରବିନ୍ଦ୍ର ଜାଡେଜା ପ୍ରଥମ ବଲରେ ହିଁ ଆଉଟ ହୋଇଥିଲେ। ଗୋଟିଏ ପଟେ ଶିବମ ଦୁବେ ବିସ୍ଫୋରକ ବ୍ଯାଟିଂ କରି ୯୫ ରନ କରି ଅପରାଜିତ ରହିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷର , ଓ୍ଵାନିନ୍ଦୁ ହସରଙ୍ଗା ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଜୋସ ହେଜେଲଉଡ ଗୋଟିଏ ୱିକେଟ ନେଇଥିଲେ।