Maa Tarini - The Sakala
କେନ୍ଦୁଝର: ଆଜି ହେଉଛି ମହାବିଶୁବ ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ଆଜି ମାତାରିଣୀଙ୍କ ୮୮ତମ ଚଇତି ପର୍ବର ୬ଷ୍ଠ ଦିନ । ଚଇତି ପର୍ବର ୭ଦିନ ଧରି ମା ସୁନାବେଶରେ ଦର୍ଶନ ଦେଉଛନ୍ତି । ଆଜି ମା’ଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା, ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦୀପାଲା, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି । ମନ୍ଦିର ପରିସରରେ ଥିବା ସାଂସ୍କୃତିକ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ଘଟଗାଁ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଠାରେ ଆଜି ବ୍ୟାପକ ଆୟୋଜନ କରାଯାଇଛି । ମହିଳା, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା, ଗରମରୁ ରକ୍ଷା ପାଇଁ ପ୍ରବେଶ ଦ୍ୱାରରେ ଏସି କୁଲର ବ୍ୟବସ୍ଥା, ସ୍ୱତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କୁ ପାନୀୟ ଜଳ, ପଣା, ଅନ୍ନ ପ୍ରସାଦ ମାଗଣାରେ ବଣ୍ଟନ କରାଯାଉଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଆଜିଠାରୁ ମା ତାରିଣୀଙ୍କ 86 ତମ ଚଇତି ପର୍ବ ଆରମ୍ଭ
ଘଟଗାଁ/କେନ୍ଦୁଝର : ଚଇତି ପର୍ବ ମା ତାରିଣୀଙ୍କ ଅନ୍ୟତମ ଶ୍ରେଷ୍ଠ ପର୍ବପର୍ବାଣି ମଧ୍ୟରେ ଗୋଟିଏ । ଏହି ପର୍ବ ବଡ ଧୁମଧାମରେ ପାଳିତ ହୋଇଥାଏ। କିନ୍ତୁ କରୋନା କାରଣରୁ ଗତ ଦୁଇବର୍ଷ ହେଲା ଚଇତି ପର୍ବ ରେ ବିନା ଭକ୍ତରେ କେବଳ ମାଙ୍କର ରୀତିନୀତି ପାଳିତ ହେଉଥିଲା। କଟକଣା ହଟିବାରୁ ଏବର୍ଷ ଶନିବାରଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହା ପାଳିତ ହେବାକୁ ଯାଉଛି । ଭକ୍ତ ମାନେ ମଧ୍ୟ ଅତି ଶ୍ରଦ୍ଧାର ସହିତ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁଣ୍ଣ ହୁଏ ବୋଲି ବିଶ୍ବାସ ଅଛି । ତେଣୁ ଏହି ଦିନରେ ମାଙ୍କ ଦର୍ଶନ ଲାଗି ଦୁର ଦୁରାନ୍ତରୁ ଭକ୍ତ ମାନଙ୍କର ସୁଅ ଘଟଗାଁ ମା ତାରିଣୀଙ୍କ ପିଠକୁ ଛୁଟିଥାଏ ।
କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବୀ ମା ତାରିଣୀଙ୍କ ଘଟଗାଁ ପିଠ ରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ପବିତ୍ର ଚଇତି ପର୍ବ ଏବଂ ବିଷୁବ ପଣା ସଂକ୍ରାନ୍ତି ଅବସରରେ ଦିର୍ଘ ୮୬ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି । ଏବର୍ଷ 86 ତମ ଚଇତି ପର୍ବ ପାଳିତ ହେଉଛି। ଏହି ଅବସରରେ ମାଙ୍କ ସୁନା ବେଶ ହେଉଥିବାରୁ ଏହାକୁ ଦେଖିବା ପାଇଁ  ଭକ୍ତଙ୍କ ସମାଗମ ହୋଇଛି । ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଇତି ପର୍ବ ଅବସରରେ ବିଭିନ୍ନ ଅଂଚଳର ଶ୍ରଦ୍ଧାଳୁଙ୍କ ନିମନ୍ତେ ମଗଣାରେ ୭ଦିନ ଧରି ଅନ୍ନ ପ୍ରସାଦ ବଂଟନ କରାଯାଉଥିବା ସ୍ଥାନରେ ଭକ୍ତ ମାନଙ୍କ ଲମ୍ବା ଧାଡି ଥିବା ବେଳେ ପଣା ସଂକ୍ରାନ୍ତି ରେ ମାଙ୍କ ପ୍ରିୟ ପଣା ପାଇବା ପାଇଁ ଭକ୍ତ ମାନଙ୍କ ଭିଡ ଦେଖାଯାଇଥାଏ ।