Rajasthan vs Bangalore - The Sakala

ଆଇପିଏଲ ୨୦୨୨: ବାଙ୍ଗାଲୋରକୁ ୧୭୦ ରନର ଟାର୍ଗେଟ ଦେଲା ରାଜସ୍ଥାନ
ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୩ତମ ଲିଗ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ରାଜସ୍ଥାନ ରୟାଲ୍ସ ୧୬୯ ରନ କରିଛି । ଏହି ମ୍ଯାଚକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିବାକୁ ହେଲେ ୧୭୦  ରନର ଆବଶ୍ଯକତା ରହିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ  ଯଶସ୍ୱୀ ଜୈଶ୍ଵାଲ (୨), ଦେବଦତ୍ତ ପାଡ଼ିକଲ ୨୯ ବଲରେ ୩୭ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ସଞ୍ଜୁ ସାମସନ ମାତ୍ର ୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶେଷ ପର୍ଯ୍ଯନ୍ତ ଜୋସ ବଟଲର ଓ ସିମରନ ହେତମେୟର ସମ୍ଭାଳିଥିଲେ। ଜୋସ ବଟଲର ଅପରାଜିତ ରହି ୪୭ ବଲରେ ୭୦ ରନ କରିଥିବା ବେଳେ ସିମରନ ହେତମେୟର ୩୧ ବଲରେ ୪୨ ରନ କରିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ୱାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।