ganja sezied - The Sakala

ଟ୍ରକରୁ ଜବତ ହେଲା ୫୦ଲକ୍ଷ ଟଙ୍କାର ଗଞ୍ଜେଇ, ମାଫିଆ ଫେରାର
ଲମତାପୁଟ: କୋରାପୁଟ ଜିଲ୍ଲା ନୁଆଁପୁଟ ଗ୍ରାମ ନିକଟରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି ପୁଲିସ। ତେବେ ଘଟଣା ସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ନୁଆଁପୁଟ ଗ୍ରାମ ନିକଟରେ ବାହାର ରାଜ୍ୟରୁ ଏକ ଟ୍ରକରେ ଗଞ୍ଜେଇ ଲୋଡ଼ ହେଉଥିବା ଖବର ପାଇଥିଲା ମାଛକୁଣ୍ଡ ପୁଲିସ। ଘଟଣା ସ୍ଥଳକୁ ମାଛକୁଣ୍ଡ, ଯୋଲାପୁଟ, ଲମତାପୁଟ ପୁଲିସ ମିଳିତ ଟିମ ଗଠନ କରି ଚଢାଉ କରିଥିଲେ। ଅନ୍ଧାରର ସୁଯଗ ନେଇ ମାଫିଆ ଫେରାର ହୋଇଯାଇଥିବା ବେଳେ ଟ୍ରକକୁ ଜବତ କରିଛି ପୁଲିସ। ଟ୍ରକକୁ ଯାଞ୍ଚ ବେଳେ ସେଥିରେ ୨୦ଟି ବସ୍ତାରେ ୫କୁଇଣ୍ଟାଲ ୨ କେଜି ଗଞ୍ଜେଇ ବାହାରିଥିଲା । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗାଡିର କାଗଜ ପତ୍ର ଯାଞ୍ଚ କରିବା ପରେ ମାଲିକ ନାମରେ NDPS ରେ ମାମଲା ରୁଜୁ କରିଛି ପୁଲିସ।

୮୩ କିଲୋ ଗଞ୍ଜେଇ ଜବତ, ୨ ଗିରଫ
ଫିରିଙ୍ଗିଆ: ଫିରିଙ୍ଗିଆ ପୁଲିସ ଚଢ଼ଉ କରି ଏକ ବୋଲେରୋରୁ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଏକ ବୋଲେରୋରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଅତିରିକ୍ତ ଥାନାଧିକାରୀ ବିକାଶକୁମାର ଜାଲି, ବରିଷ୍ଠ ଥାନାଧିକାରୀ ପ୍ରଦୀପକୁମାର ରାଉଳଙ୍କ ସହ ପୁଲିସର ଏକ ଟିମ ସହାୟତାରେ ବୁଡ଼ା କାମ୍ୱା, ମାସିରିପଡ଼ା ନିକଟରେ ଚଢ଼ଉ କରିଥିଲେ। ଯାଞ୍ଚ ବେଳେ ବୋଲେରୋ (ଓଡି ୦୨ବିକେ-୦୧୯୩)ରୁ ୮୩ କିଲୋ ଗଞ୍ଜେଇ ମିଳିଥିଲା। ଏଥିରେ ସମ୍ପୃକ୍ତ ଦୁଇ ମାଫିଆ ନୟାଗଡ଼଼ ଜିଲ୍ଲା ଇଟାମାଟିର ରାମଚନ୍ଦ୍ର ବେହେରା(୨୪) ଓ ସାନନ୍ତ ବେହେରାଙ୍କୁ ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଫିରିଙ୍ଗିଆ ପୁଲିସ ୫୨/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।