New Mutant Strain XE - The Sakala

ନୂଆ ଆକ୍ରାନ୍ତଙ୍କ ଉପରେ ନଜର ରଖ- କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କୋଭିଡର ନୂତନ ପ୍ରଜାତି XEକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟେ ଅଧ୍ୟକ୍ଷତାରେ ବିଶେଷଜ୍ଞ ଓ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ ପ୍ରଜାତି ଓ ମାମଲା ଗୁଡିକ ଉପରେ ନଜର ରଖିବା ସହ ବର୍ତ୍ତମାନର ତଦାରଖ ପ୍ରକ୍ରିୟା ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁଡିକ ସମୀକ୍ଷା କରି ଡକ୍ଟର ମାଣ୍ଡଭିୟା ଅଧିକାରୀଙ୍କୁ କୋଭିଡ ଉପଚାର ପାଇଁ ଆବଶ୍ୟକୀୟ ଓଷଧ ପତ୍ରର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଚାଲିଥିବା ଟିକାକରଣ ଅଭିଯାନକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କୁ ଟିକା ଦେବା ଉଚିତ ବୋଲି କହିଥିଲେ।

ଆଜିର ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍। ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ,ଏନଟିଏଜିଆଇ ଡକ୍ଟର ଏକେ ଆରୋରା ଓ ସ୍ୱାସ୍ଥ୍ୟମନ୍ତ୍ରାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଚିନ୍ତା ବଢାଇଲା କରୋନାର ନୂଆ ଭାରିଆଣ୍ଟ XE, ଓମିକ୍ରନ ଠାରୁ ୧୦ଗୁଣ ଭୟଙ୍କର
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ପାଉଥିବାବେଳେ ପୁଣି ଏକ ନୂଆ ଭାରିଆଣ୍ଟା ଚିନ୍ତା ବଢାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କରୋନା ଭାଇରସ୍‌ର ନୂଆ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ ଏକ୍ସଇ (XE) ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ର ସବ୍‌ ଭ୍ୟାରିଏଣ୍ଟ ବିଏ.୨ ତୁଳନାରେ ପାଖାପାଖି ୧୦ ଗୁଣ ଅଧିକ ସଂକ୍ରାମକ ହୋଇପାରେ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏ ନେଇ ଚିନ୍ତା ବ୍ୟକ୍ତ କରିଛି। XE ଓମିକ୍ରନ୍‌ର ଦୁଇଟି ସବ୍‌ ଲିନେଜ୍‌ ବିଏ.୧ ଓ ବିଏ.୨ର ସବ ଭାରିଆଣ୍ଟ ମ୍ୟୁଟେସନ୍ ଦ୍ୱାରା ଗଠିତ |। ଡବ୍ଲ୍ୟୁଏଚ୍‌ଓର ରିପୋର୍ଟ ମୁତାବକ, ଯେବେ ଯାଏଁ ଏହାର ଟ୍ରାନ୍ସମିଶନ ରେଟ୍‌ ଓ ରୋଗର ଲକ୍ଷଣରେ ଆଖିଦୃଶିଆ ପରିବର୍ତ୍ତନ ନଜର ଆସିନାହିଁ, ସେତେବେଳ ପର୍ଯ୍ଯନ୍ତ ଓମିକ୍ରନ୍‌ ଭ୍ୟାରିଏଣ୍ଟ ସହ ହିଁ ଏହାକୁ ଯୋଡ଼ାଯିବ।

ସୂଚନା ଅନୁଯାୟୀ,  ୟୁକେରେ ୬୦୦ରୁ ଊର୍ଦ୍ଧ୍ୱ XE ମାମଲା ସାମ୍ନାକୁ ଆସିସାରିଲାଣି। ଏଣୁ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।