Aadhaar-PAN linking - The Sakala

ଆଜିଠୁ ବଦଳିବ ଏଲ୍‌ପିଜିଠାରୁ ପାନ୍‌-ଆଧାର ସଂଯୋଗ ଯାଏ ସବୁ ନିୟମ
ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସବୁ ନିୟମଗୁଡିକ ଆପଣଙ୍କର ଆର୍ଥିକ କାରବାର ସହ ଜଡିତ। ଏହା କାର୍ଯ୍ୟକାରୀ ହେବା ପରେ ଏହାର ପ୍ରଭାବ ଆପଣଙ୍କ ପକେଟ୍‌ ଉପରେ ପଡିପାରେ। ଏଥିରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ, ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ, ବ୍ୟାଙ୍କିଙ୍ଗ୍, କ୍ରିପ୍ଟୋରେ ନିବେଶ,କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାର, ନୂତନ ଶ୍ରମ ସଂହିତା ଏବଂ ପାନ୍ ଆଧାର ସଂଯୋଗ ସହ ଜଡିତ ବହୁତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଜୁଲାଇ ପହିଲାରୁ ଦେଶରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ବଦଳିପାରେ। ଏହାବାଦ୍‌ ଜୁନ୍ ସୁଦ୍ଧା ଆଧାର ପାନ୍‌ ସଂଯୋଗ କରି ନ ଥିଲେ ଆପଣଙ୍କୁ ଦୁଇଗୁଣ ଜରିମାନା ଦେବାକୁ ପଡିବ। ଯଦି ଆପଣ ୧ ଜୁଲାଇ ପରେ ଏହି ସଂଯୋଗ କରନ୍ତି ତେବେ ଏଥିପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।

ନୂଆ ଆର୍ଥିକ ବର୍ଷରୁ ନୂଆ ନିୟମ: ଏଣିକି ପାନ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବାକୁ ହେଲେ ଦେବାକୁ ପଡ଼ିବ ଜରିମାନା
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ନୂତନ ଆର୍ଥିକବର୍ଷ ୨୦୨୨-୨୩। ଏହି ଦିନଠାରୁ ବଦଳିବାକୁ ଯାଉଛି ଅନେକ କିଛି ନିୟମ। ଆୟକରଠାରୁ ଆରମ୍ଭ କରି ଗୃହଋଣ, ପିଏଫ୍‌ ଓ ବ୍ୟାଙ୍କ ସମ୍ବନ୍ଧୀୟ ଅନେକ ନିୟମ ମଧ୍ୟ ବଦଳିବାକୁ ଯାଉଛି। ଯାହାର ପ୍ରଭାବ ଆପଣଙ୍କ ରୋଜଗାର, ଖର୍ଚ୍ଚ ଓ ସଞ୍ଚୟ ଉପରେ ପଡିବ।

ଇ-ଇନଭଏସିଂ କାଟାଗୋରୀକୁ ଆସିବେ ବ୍ୟବସାୟୀ

୨୦ କୋଟି ଟଙ୍କା ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀ ଇ-ଇନଭଏସିଂ କାଟାଗୋରୀକୁ ଆସିବେ । ସବୁ ବିଜନେସ ଟୁ ବିଜନେସ ପାଇଁ ଇ-ଇନଭଏସିଂ ଲାଗୁ ହେବ । ଯଦି ଇ-ଇନଭଏସିଂ କରାନଯାଏ ତେବେ ଟ୍ରାନ୍ସପୋର୍ଟ ସମୟରେ ମାଲ ଜବତ କରାଯାଇପାରେ । ଏହାସହ ମାଲ କିଣୁଥିବା ବ୍ୟବସାୟୀଙ୍କୁ ମିଳୁଥିବା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପରେ ସମସ୍ୟା ଆସିପାରେ ।

ପାନ୍-ଆଧାର ସଂଯୋଗରେ ପେନାଲ୍ଟି

ଏଣିକି ପାନ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବାକୁ ହେଲେ ଜରିମାନା ଦେବାକୁ ପଡିବ । ୨୦୨୨ ଜୁନ ମାସ ପର୍ଯ୍ୟନ୍ତ ଜରିମାନା ୫୦୦ ଟଙ୍କା ରହିବ। ଏହାପରେ ଏହି ଜରିମାନା ପରିମାଣ ବଢି ୧୦୦୦ ଟଙ୍କା ହୋଇଯିବ। ୨୦୨୩ ମାର୍ଚ୍ଚ ୧ ମଧ୍ୟରେ ପାନ୍-ଆଧାର ସଂଯୋଗ ନ କରାଇଲେ ପାନ୍ କାର୍ଡ ଅଚଳ ହୋଇଯିବ ।

ଗୃହଋଣରେ ମିଳିବନି ରିଆତି

ଏଣିକି ଗୃହଋଣ ଉପରେ ରିଆତି ବା ସବ୍‌ସିଡି ମିଳିବ ନାହିଁ। ପ୍ରଥମ ଥର ଘର କିଣୁଥିଲେ ଧାରା ୮୦-ଇଇଏ ଅନୁସାରେ ସୁଧ ଉପରେ ମିଳୁଥିବା ୧.୫ ଲକ୍ଷ ଟଙ୍କାର ରିଆତି ଆଉ ମିଳିବନାହିଁ। ଘରର ଦାମ ୪୫ ଲକ୍ଷ ଟଙ୍କାରୁ କମ ହୋଇଥିଲେ, ସୁଧ ସୁଝିବାରେ ଦେଢ ଲକ୍ଷ ପର୍ଯ୍ୟନ୍ତ ରିଆତି ଅର୍ଥ ମିଳୁଥିଲା । ଏହି ରିହାତି, ଧାରା ୨୪-ବି ଅନୁସାରେ ୨ ଲକ୍ଷ ଟଙ୍କା ରିହାତି ବାଦ ମିଳୁଥିଲା । ଯାହା ଏବେ ଆଉ ମିଳିବ ନାହିଁ । ଯେଉଁମାନେ ଘର କିଣିବାକୁ ୨୦୧୯ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ଋଣ କରିଥିଲେ ସେମାନେ ଏହି ଲାଭ ପାଉଥିଲେ।