da hike central employees - The Sakala

ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା: ଉପକୃତ ହେବେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ
ନୂଆଦିଲ୍ଲୀ: ନୂଆ ବର୍ଷରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ଼ ଲାଭ ଦେବାକୁ ଯାଉଛନ୍ତି। କାରଣ ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି କରିପାରନ୍ତି। ସବୁବର୍ଷ ଭଳି କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଆକାରରେ ବଡ଼ ଉପହାର ଦେଇଥାନ୍ତି। ତେଣୁ ଚଳିତବର୍ଷ ମଧ୍ୟ ସରକାର ଡିଏରେ ୩% ବୃଦ୍ଧି ଘଟାଇପାରନ୍ତି। ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ ଉପକୃତ ହୋଇପାରନ୍ତି।

ତେବେ ସୂଚନା ମୁତାବକ, ୨୦୨୪ ବର୍ଷ ଜାନୁଆରୀ-ଜୁନ୍‌ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ଏହି ବୃଦ୍ଧି କରିପାରନ୍ତି। ଆସନ୍ତା ବର୍ଷ ଏପ୍ରିଲ- ମେ’ ମାସ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏପରି ସ୍ଥିତିରେ କେନ୍ଦ୍ର ସରକାର ଡିଏ ବୃଦ୍ଧିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ସେହିପରି ଗତ ୨୦୨୦ ମସିହା ଜୁନ୍‌ମାସଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ କର୍ମଚାରୀଙ୍କ ବକେୟା ଡିଏକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବକେୟା ଡିଏକୁ ନେଇ କର୍ମଚାରୀମାନେ ଦୀର୍ଘଦିନ ହେଲା ଦାବି କରିଆସୁଥିବା ବେଳେ ତା’ ଉପରେ ଏବେ ବିଚାର କରାଯିବ ବୋଲି କୁହାଯାଉଛି।

ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରନ୍ତି। ଗତବର୍ଷ କେନ୍ଦ୍ର ସରକାର ମାର୍ଚ୍ଚ ୩୦ରେ ଡିଏ ବୃଦ୍ଧି ଘୋଷଣା କରିଥିବାବେଳେ ଚଳିତବର୍ଷ ମାର୍ଚ୍ଚ ୨୪ରେ ଉକ୍ତ ଘୋଷଣା କରିଥିଲେ। ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଦେଶରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯିବ। ଏହାପରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିପାରିବେ ନାହିଁ। ତେଣୁ ମୋଦୀ ସରକାର କର୍ମଚାରୀଙ୍କୁ ଆକର୍ଷିତ କିରବା ପାଇଁ ଡିଏ ବୃଦ୍ଧି ନିଷ୍ପତ୍ତି ନେଇପାରନ୍ତି। ନୂଆବର୍ଷରେ ମୋଦୀ ସରକାର ଦୁଇଟି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି।

କେନ୍ଦ୍ର କର୍ମଚାରୀଙ୍କୁ ପାର୍ବଣ ଭେଟି, ବଢ଼ିଲା ୪ ପ୍ରତିଶତ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ରର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ଭେଟି । ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ପୂର୍ବରୁ ମିଳୁଥିବା ୪୨ ପ୍ରତିଶତ ଡିଏ ଏବେ ୪୬ ପ୍ରତିଶତ ହେବ । କିଛି ଦିନ ଧରି ଏହି ୪ ପ୍ରତିଶତ ବୃଦ୍ଧି ନେଇ ଆଲୋଚନା ଚାଲିଥିଲା । ଏବେ ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଦ୍ୱାରା ଦେଶର ଲକ୍ଷାଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀ ଉପକୃତ ହେବ । ସେମାନଙ୍କ ଦରମାରେ ବୃଦ୍ଧି ପରିଲକ୍ଷିତ ହେବ । ଗତ ଜୁଲାଇ ୧ ତାରିଖରୁ ଏହା ଲାଗୁ ହେବା ନେଇ ସୂଚନା ମିଲିଛି ।

ତେବେ ପୂର୍ବରୁ ମାର୍ଚ୍ଚ ୨୪ରେ ସରକାର ଡିଏ ବୃଦ୍ଧି ଘୋଷଣା କରିଥିଲେ । ଏହା ଦ୍ୱାରା ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ବଢ଼ି ୪୨ ପ୍ରତିଶତ ହୋଇଥିଲା ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢିଲା ମହଙ୍ଗାଭତ୍ତା
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଆଜି ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଛନ୍ତି। ଏହି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ଆଜି ମୋହର ମଧ୍ୟ ମାରିଛି। ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଲାଭ ବାନ ହେବ। କେନ୍ଦ୍ର ପ୍ରିୟତା ଭତ୍ତା ବୃଦ୍ଧି ପରେ ୪୭ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୯ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ। କେନ୍ଦ୍ରୀୟ କର୍ମଚାରୀମାନେ ୩୮% ମହଙ୍ଗା ଭତ୍ତା ପାଉଥିଲେ। ଏବେ ବର୍ଦ୍ଧିତ ନିଷ୍ପତ୍ତି ପରେ ଏହା ୪୨% ଛୁଇଁବ।

ସରକାରଙ୍କ କହିବାନୁସାରେ, ଜାନୁଆରୀ ୧, ୨୦୨୩ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରିୟତା ଭତ୍ତା ଏବଂ ପେନସନଭୋଗୀମାନଙ୍କୁ ଅତିରିକ୍ତ କିସ୍ତି ପିଛିଲା ଭାବେ ପ୍ରଦାନ କରିବାକୁ କ୍ୟାବିନେଟ୍ ଶୁକ୍ରବାର ଅନୁମୋଦନ କରିଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହଙ୍ଗା ଭତ୍ତାର ପରିମାଣକୁ ୪% ବୃଦ୍ଧି କରାଯାଇଛି। ଏହାଦ୍ୱାରା ସରକାରଙ୍କ ଉପରେ ୧୨,୮୧୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ହୋଲିରେ ବଢ଼ିପାରେ ଚାକିରିଆ ଓ ପେନ୍‌ସନ୍‌ଧାରୀଙ୍କ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି। ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ଚାକିରିଆ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି ଘଟାଇବାର ସମ୍ଭାବନା ରହିଛି। ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତାରେ ୪% ବୃଦ୍ଧି ଘଟାଇପାରନ୍ତି। ଯଦି ଏହାହୁଏ ତେବେ ୪୭ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀ ଉପକୃତ ହେବେ। ଏହାଫଳରେ କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ ପହଞ୍ଚିଯିବ।

କେନ୍ଦ୍ର କର୍ମଚାରୀ ସଂଗଠନ ଅଧିକାରୀଙ୍କ ମୁତାବକ, ଏଥର ସରକାର ଡିଏ ଓ ଡିଅରନେସ ରିଲିଫ୍ (ଡିଆର) ବୃଦ୍ଧିରେ ବିଳମ୍ବ କରିବେ ନାହିଁ। କିଛି କାରଣକୁ ନେଇ ସରକାର ଏବେ ଚାପରେ ରହିଛନ୍ତି। ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର କରୋନା ସମୟରୁ ଅଟକି ରହିଥିବା କେନ୍ଦ୍ର କର୍ମଚାରୀଙ୍କ ୧୮ ମାସର ବକେୟା ଡିଏ ପ୍ରଦାନ କରିନାହାନ୍ତି। ପୁରୁଣା ପେନସନ ଲାଗୁ କରିବା ପାଇଁ କେନ୍ଦ୍ର କର୍ମଚାରୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏପରି ସ୍ଥଳେ କେନ୍ଦ୍ର ସରକାର ଡିଏ ବୃଦ୍ଧି ଘୋଷଣା କରିବାର ସମ୍ଭାବନା ରହିଛି । ବର୍ଷର ଜାନୁଆରୀ ଓ ଜୁଲାଇ ଦୁଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିବାର ନିୟମ ରହିଛି। ଗତବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ ବୈଠକରେ କମର୍୍୰ଚାରୀଙ୍କ ଡିଏ ୩୪ରୁ ୩୮ ପ୍ରତିଶତକୁ ବୃଦ୍ଧି ଘୋଷଣା କରିଥିଲେ। ସେହିପରି ସେପ୍ଟେମ୍ବର ମାସ ଶେଷରେ ଡିଏ ବଢ଼ିଥିଲା। ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚୀ ତଥ୍ୟ, ମହଙ୍ଗା ଭତ୍ତାକୁ ଦୃଷ୍ଟିରେ ରଖି ଡିଏ ୫ ପ୍ରତିଶତ ବୃଦ୍ଧି ଆଶା କରାଯାଉଥିଲା। ମାତ୍ର କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ  ଖୁସି ଖବର। ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ବା ଡିଏ ୩ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହି ବୃଦ୍ଧିରେ ୪୭ ଲକ୍ଷ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

ସୂଚନା ଅନୁଯାୟୀ,  କେନ୍ଦ୍ରୀୟ କର୍ମଚାରୀଙ୍କ ୩% ଊଇ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପେନସନଭୋଗୀଙ୍କ DR ମଧ୍ୟ ୩% ବୃଦ୍ଧି କରିଛନ୍ତି ସରକାର। ବର୍ଦ୍ଧିତ ୩% DA ଅତିରିକ୍ତ ଇନଷ୍ଟଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ ହୋଇଛି। ୨୦୨୨ ଜାନୁଆରୀ ୧ରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କୁ ଏବେ ୩୧% ବଦଳରେ ୩୪% ମହଙ୍ଗା ଭତ୍ତା ମିଳିବ।