smart tips - The Sakala

ଅନଲାଇନ ବ୍ଯାକିଙ୍ଗ ସେବା ବ୍ଯବହାର କରୁଥିବା ବେଳେ ଆପଣାନ୍ତୁ ଏହି ସବୁ ଉପାୟ
ବିଲ୍‌ ପେମେଣ୍ଟ, ଟଙ୍କା ନେଣଦେଣ ଏସବୁ କାମ ଏବେ ଇଣ୍ଟରନେଟ୍ ବ୍ୟାକିଂ ଜରିଆରେ ସମ୍ଭବ ହୋଇପାରୁଛି। ହେଲେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ପ୍ରତି ସାମାନ୍ୟ ଅବହେଳା ଦେଖାଇବା ଦ୍ୱାରା ଜଣେ ବ୍ୟକ୍ତି ସର୍ବସ୍ବ ହରାଇଥାଏ। ତେଣୁ ଏହାକୁ ସୁରକ୍ଷା ଦେବାକୁ ଆପଣାନ୍ତୁ ଏହି ସ୍ମାର୍ଟ ଟିପ୍‌ସକୁ…

–  ଆକାଉଣ୍ଟକୁ ସୁରକ୍ଷିତ ରଖିବାକୁ ବାରମ୍ବାର ପାସୱାର୍ଡ ବଦଳାନ୍ତୁ। ଆଉ ବଦଳାଉଥିବା ପାସୱାର୍ଡ କିପରି ସହଜରେ ମନେ ରହିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

-ସାଇବର କେଫ ହେଉ କିମ୍ବା ଲାଇବ୍ରେରୀ, ସର୍ବସାଧାରଣ କମ୍ପ୍ୟୁଟରରେ ନିଜର ବ୍ୟାଙ୍କ ଆକାଉଣ୍ଟ ଲଗ୍‌ଇନ୍ କରିବାଠୁ ଦୂରେଇ ରୁହନ୍ତୁ । ଏହାଦ୍ବାରା ଅନ୍ୟମାନେ ସହଜରେ ଆପଣଙ୍କର ପାସୱାର୍ଡ ଟ୍ରାକ୍ କରିପାରନ୍ତି । ଯଦି ଅତି ଆବଶ୍ୟକରେ ଲଗ୍‌ଇନ୍ କରୁଛନ୍ତି ତେବେ କ୍ୟାସ୍ ଏବଂ ବ୍ରାଉଙ୍ଗି ହିଷ୍ଟ୍ରିକୁ କ୍ଲିଅର କରନ୍ତୁ । କମ୍ପ୍ୟୁଟରରୁ ସମସ୍ତ ଟେମ୍ପୋରାରି ଫାଇଲକୁ ଡିଲିଟ୍ କରନ୍ତୁ। ବ୍ରାଉଜରରେ ଆଇଡି ଏବଂ ପାସୱାର୍ଡ ସେଭ କରନ୍ତୁନି।

-ବ୍ୟାଙ୍କର ଅଫିସିଆଲ ଲଗ୍‌ଇନ୍ ପେଜ୍‌ରେ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରିବା ଉଚିତ। ଏହାଦ୍ବାରା ଆକାଉଣ୍ଟ ସୁରକ୍ଷିତ ରୁହେ । ଏଥିପାଇଁ ୟୁଆର୍‌ଏଲ୍‌ର ଆରମ୍ଭରୁ ‘ଏଚ୍‌ଟିଟିପିଏସ୍ //’ ରହିଛି କି ନାହିଁ ସୁନିଶ୍ଚିତ ହୁଅନ୍ତୁ।

– ଅନ୍‌ଲାଇନ୍ ଟ୍ରାଞ୍ଜାକସନ୍ ପରେ ନିଜ ଆକାଉଣ୍ଟକୁ ଚେକ୍ କରନ୍ତୁ । ଯଦି ଏଥିରେ କିଛି ବ୍ୟତିକ୍ରମ ରହୁଛି ଯଥାସମ୍ଭବ ବ୍ୟାଙ୍କକୁ ଜଣାନ୍ତୁ। ଲାଇସେନ୍ସ ପ୍ରାପ୍ତ ଆଣ୍ଟି ଭାଇରସ ସଫ୍ଟର୍‌ରେ କମ୍ପ୍ୟୁଟର ଅପଡେଟ୍ କରନ୍ତୁ ।