Sonia-Gandhi - The Sakala

ମହିଳା ସଂରକ୍ଷଣ ବିଲକୁ ନେଇ ଲୋକସଭାରେ ବିତର୍କ, ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସୋନିଆଙ୍କ ଦାବି
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ବିତର୍କ ଆରମ୍ଭ ହୋଇଛି ।  । ଗତକାଲି ନୂତନ ସଂସଦ ଗୃହରେ ଲୋକସଭାର ପ୍ରକ୍ରିୟାର ପ୍ରଥମ ଦିନରେ ସମ୍ବିଧାନ (୧୨୮ ତମ) ସଂଶୋଧନ ବିଲ୍ -୨୦୧୩ ଆଗତ କରାଯାଇଥିଲା। ପ୍ରସ୍ତାବିତ ଆଇନକୁ ନାରୀ ଶକ୍ତି ବନ୍ଦନା ଆକ୍ଟ କୁହାଯିବ। କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ଆଜି ନିଜ ଦଳର ଅଭିବ୍ୟକ୍ତି ଉପସ୍ଥାପନ କରିଛନ୍ତି ।

ସୋନିଆ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ଦଳ ଏହି ବିଲକୁ ସମର୍ଥନ କରୁଛନ୍ତି। ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ବ୍ୟାପକ ଭୂମିକା ନିର୍ବାହ କରିଥିଲେ। ମୋର ସ୍ବାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରଥମେ ଏହି ବିଲ୍‌ ଉପସ୍ଥାପନ ଥିଲେ। ଯଦି ଗୃହରେ ଏହି ବିଲ୍‌ ପାରିତ ହୋଇଯାଏ ତେବେ ରାଜୀବ ଗାନ୍ଧୀଙ୍କ ପରିକଳ୍ପନା ସାକାର ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବିଲ୍ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଛି ଭାରତୀୟ ମହିଳାଙ୍କ ପ୍ରତି ଅନ୍ୟାୟ।

ସେ କହିଛନ୍ତି, ‘ମୁଁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ ଯେ ଭାରତୀୟ ମହିଳାମାନେ କିଛି ସମୟ ଧରି ସେମାନଙ୍କର ରାଜନୈତିକ ଦାୟିତ୍ୱବୋଧକୁ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ସେମାନଙ୍କୁ ଆଉ କିଛି ବର୍ଷ ଅପେକ୍ଷା କରିବାକୁ କୁହାଯାଉଛି। କେତେ ବର୍ଷ ? ଦୁଇ, ତିନି କିମ୍ବା ଆଠ … କେତେ ବର୍ଷ ଆଉ ଅପେକ୍ଷା କରିବେ ବୋଲି ପ୍ରଶ୍ନ କରିଛନ୍ତି। ଭାରତୀୟ ମହିଳାଙ୍କ ପ୍ରତି ଏପରି ବ୍ୟବହାର ଉପଯୁକ୍ତ କି ବୋଲି ପ୍ରଶ୍ନ କରିଛନ୍ତି ସୋନିଆ। ସେ କହିଛନ୍ତି ଯେ ତୁରନ୍ତ ଏହି ବିଲ୍ କାର୍ଯ୍ୟକାରୀ ହେଉ।  ଏହି ବିଲ୍‌ ଉତ୍ତମ ରୂପେ ଲାଗୁ କରାଯିବାରେ ଜାତିଭିତ୍ତିକ ଜନଗଣନା ଆବଶ୍ୟକ ଏବଂ ଏଥିରେ ‘ଏସ୍‌ସି’ ଏବଂ ‘ଓବିସି’କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ସେ କହିଛନ୍ତି। ସୋନିଆ ଗାନ୍ଧୀ ଜାତିଭିତ୍ତିକ ଜନଗଣନା କଥା କହିବାରୁ ସଂସଦରେ ହଟ୍ଟଗୋଳର ଦେଖାଦେଇଥିଲା।

‘ଭାରତ ଯୋଡ଼ୋ ଯାତ୍ରା’ ସହ ମୋ ଇନିଙ୍ଗ୍‌ସ୍‌ର ଅବସାନ ଘଟିପାରେ: ସୋନିଆ ଗାନ୍ଧୀ
ରାୟପୁର : ଛତିଶଗଡର ନୟା ରାୟପୁରରେ ଚାଲିଥିବା ୮୫ ତମ କଂଗ୍ରେସ ଅଧିବେଶନରେ ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି। ସୋନିଆ ଗାନ୍ଧୀ ମଧ୍ୟ ତାଙ୍କ ଭାଷଣରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ। ରାହୁଲଙ୍କ  ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ବହୁତ ଭଲ ପ୍ରଦର୍ଶନ କରିଛି। ରାହୁଲ ଯେଉଁ ଉପାୟରେ ଲୋକଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଏହି ଯାତ୍ରାରେ ସେମାନଙ୍କ ସମସ୍ୟା ଶୁଣିଥିଲେ ତାହା ପ୍ରଶଂସନୀୟ। ସେ ରାଜନୀତିରୁ ନିଜ ଅବସର ଆଡକୁ ସୂଚାଇ କହିଛନ୍ତି ଯେ ମୋର ଇନିଂସ ଭାରତ ଯୋଡୋ ଯାତ୍ରା ଭଳି ମୋର ଯାତ୍ରାର ଶେଷ ଭଲ ସମାପ୍ତି ଆଉ କିଛି ହୋଇ ନ ପାରିଥାନ୍ତା।

ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସମ୍ମିଳନୀର ଦ୍ୱିତୀୟ ଦିନରେ ସେ କେନ୍ଦ୍ର ସରକାର ଏବଂ ଆରଏସଏସ ସମସ୍ତ ସ୍ବୟଂଶାସିତ ଏଜେନ୍ସିଗୁଡ଼ିକୁ ନିୟନ୍ତ୍ରଣ କରିଥିବା ଅଭିଯୋଗ କରିଛନ୍ତି।ନ୍‌ ଦେଶ ପାଇଁ ନୁହେଁ ପିଏମ ମୋଦି ତାଙ୍କ ସାଙ୍ଗମାନଙ୍କ ପାଇଁ କ୍ଷମତା ଚଳାଉଛନ୍ତି। ଆମକୁ ଭାଜପାର ନିୟମର ଦୃଢ଼ ଭାବରେ ମୁକାବିଲା କରିବାକୁ ହେବ ଏବଂ ଲୋକଙ୍କ ନିକଟରେ ଆମକୁ ପହଞ୍ଚିବାକୁ ପଡିବ ଯାହା ଦ୍ୱାରା ଆମେ ଆମର ବାର୍ତ୍ତା ସ୍ପଷ୍ଟ ଭାବରେ ଜଣାଇ ପାରିବା। ଭାଜପା ଘୃଣାର ନିଆଁରେ ଘିଅ ଢାଳୁଛି। ସଂଖ୍ୟାଲଘୁ, ମହିଳା, ଦଳିତ, ଆଦିବାସୀଙ୍କୁ ଟାର୍ଗେଟ କରାଯାଇଛି।

କଂଗ୍ରେସ ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ମାଧ୍ୟମ ଯାହା ଦ୍ୱାରା ଲୋକମାନେ ସମାନତା, ସ୍ବାଧୀନତା ଏବଂ ନ୍ୟାୟ ପାଇଁ ଲଢ଼ି ପାରୁଛନ୍ତି। ଆମେ ଲୋକଙ୍କ ସ୍ବରକୁ ଆଗକୁ ନେଇ ସେମାନଙ୍କ ସ୍ବପ୍ନକୁ ପୂରଣ କରିଥାଉ। ଆମର ରାସ୍ତା ସହଜ ନୁହେଁ କିନ୍ତୁ ଆମେ ନିଶ୍ଚିତ ଭାବେ ଜିତିବା। ଗଣତନ୍ତ୍ରକୁ ମଜବୁତ କରିବା ପାଇଁ କଂଗ୍ରେସ ସର୍ବଦା କାର୍ଯ୍ୟ କରିଛି ବୋଲି ସୋନିଆ କହିଛନ୍ତି।

ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ସାର୍‌ ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ ଡା. ଅଜୟ ସ୍ବରୂପ ସୂଚନା ଦେଇଛନ୍ତି। ଶ୍ୱାସକ୍ରିୟା ସମସ୍ୟା ଦେଖାଯିବା କାରଣରୁ ସୋନିଆ ଗତ ୪ ତାରିଖରେ ଦିଲ୍ଲୀର ସାର୍‌ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ହସ୍ପିଟାଲରେ ରହିଥିଲେ । ହସ୍ପିଟାଲରେ ଡାକ୍ତର ବାସୁ ଏବଂ ତାଙ୍କ ଟିମ୍‌ ସୋନିଆ ଗାନ୍ଧିଙ୍କର ଚିକିତ୍ସା କରୁଥିଲେ ।

ଡାକ୍ତରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୋନିଆ ଗାନ୍ଧି ଧିରେ ଧିରେ ସୁସ୍ଥ ହେଉଛନ୍ତି । ଏହାପୂର୍ବରୁ ଗତ ବର୍ଷ ଜୁନ ମାସରେ ସୋନିଆ ଗାନ୍ଧୀଙ୍କୁ କୋଭିଡ ସମ୍ବନ୍ଧୀୟ ସମସ୍ୟା ହେତୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ଯେଉଁ ଭଲପାଇବା ମା’ଙ୍କ ଠାରୁ ମିଳିଛି, ତାହାକୁ ପୂରା ଦେଶ ସହ ବାଣ୍ଟୁଛି: ମା’ ସୋନିଆଙ୍କ ସହ ଫଟୋ ପୋଷ୍ଟ କରି ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବେଶ କରିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବା ପରେ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ ଟ୍ଵିଟ୍‌ କରି ଇମୋସନାଲ ପୋଷ୍ଟ ଲେଖିଛନ୍ତି। ରାହୁଲଙ୍କ ନେତୃତ୍ୱରେ ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି।

ପୁଅ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଆଗକୁ ବଢିଥିଲେ ମା’ ସୋନିଆ । କେବଳ ମା’ ସୋନିଆ ନୁହଁନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିଲ୍ଲୀରେ କଂଗ୍ରେସର ଏହି ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି । ଆଉ ଏହି ଯାତ୍ରାରେ ସାମିଲ ହେବା ପରେ ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କ ସହ ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଯେଉଁ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ପୋଷ୍ଟ କରିବା ସହ ରାହୁଲ ଗାନ୍ଧୀ ଏକ ଭାବପ୍ରବଣ କଲା ଭଳି କ୍ୟାପସନ ମଧ୍ୟ ଲେଖିଛନ୍ତି । ରାହୁଲ କ୍ୟାପସନରେ ଲେଖିଛନ୍ତି, ଯେଉଁ ଭଲପାଇବା ମୋ ମା’ଙ୍କ ଠାରୁ ମିଳିଛି, ସେହି ଭଲପାଇବା ମୁଁ ପୂରା ଦେଶକୁ ବାଣ୍ଟୁଛି ।

ରାହୁଲଙ୍କର ଆଉ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସୋନିଆ ଗାନ୍ଧୀଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି। କେରଳର ଭାୟନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀ ମା’ଙ୍କ ସହ ଆହୁରି ବି ଅନେକ ଫଟୋ ସେୟାର କରିଛନ୍ତି। କିଛି ଫଟୋରେ ମା’ ଓ ପୁଅ କୌଣସି ଚର୍ଚ୍ଚା କରୁଥିବାର ନଜର ଆସୁଛନ୍ତି। ସୋନିଆ ଗାନ୍ଧୀ, ରାହୁଲଙ୍କ ସହ ଦିଲ୍ଲୀ ରାସ୍ତାରେ କିଛି ଦୂର ପର୍ଯ୍ୟନ୍ତ ଚାଲିଥିଲେ। ସୋନିଆ ଗାନ୍ଧୀ ପହଞ୍ଚିବା ପରେ କଂଗ୍ରେସ କର୍ମକର୍ତ୍ତାମାନେ ଉତ୍ସାହିତ ହୋଇ ନାରା ଲଗାଇଥିଲେ।

ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ଶନିବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ଦିଲ୍ଲୀ ପହଁଞ୍ଚିବା ମାତ୍ରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ରବର୍ଟ ଭ୍ରଦା ମଧ୍ୟ ଏହି ଯାତ୍ରାରେ ସାମିଲ ହେବାକୁ ପହଞ୍ଚିଥିଲେ।

‘ଭାରତ ଯୋଡ଼’ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେଲେ ମା’ ସୋନିଆ; ରାସ୍ତା ମଝିରେ ମା’ଙ୍କ ଜୋତାର ଫିତା ବାନ୍ଧିଦେଲେ ରାହୁଲ
କର୍ଣ୍ଣାଟକ: ୨୦୨୪ ଇଲେକ୍ସନ ବାଜି ଜିତିବା ପାଇଁ ଜୋରଦାର ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବାବେଳେ ଆଜି ସୋନିଆ ପୁଅ ରାହୁଲଙ୍କ ସହ ରାଲିରେ ଯୋଗଦେଇଛନ୍ତି । ଭାରତ ଯୋଡୋ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ରାହୁଲ ଗାନ୍ଧୀ ମଝି ରାସ୍ତାରେ ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ଜୋତାର ଫିତା ବାନ୍ଧୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ କଂଗ୍ରେସ ତା’ର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଅପଲୋଡ଼ କରିଛି। ଏହି ଫଟୋ ଅପଲୋଡ ହେବା ପରଠାରୁ ତାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର, ଏହି ଭାବବିହ୍ବଳ କଲା ଭଳି ଫଟୋଟିକୁ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ଦିନ ପରେ ପଦଯାତ୍ରାରେ ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । କାରଣ ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘଦିନ ହେବ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ ସୋନିଆ ଗାନ୍ଧୀ । ତେବେ ବିଦେଶରୁ ଚିକିତ୍ସିତ ହୋଇ ଫେରିବା ପରେ ପ୍ରଥମ ଥର ପାଇଁ ପଦଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ ଗାନ୍ଧୀ ।

ପୁଣି କରୋନା ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା । ଦ୍ବିତୀୟ ଥର ପାଇଁ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ଚଳିତବର୍ଷ ଜୁନ୍‌ ମାସରେ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୁଣି ଥରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ଏକ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି କଂଗ୍ରେସର ସାଂସଦ ଜୟରାମ ରମେଶ। ସେ କହିଛନ୍ତି, ସୋନିଆ ଗାନ୍ଧି କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏବେ ଆଇସୋଲେସନରେ ଅଛନ୍ତି। ଏଥିସହ ସରକାରଙ୍କ ତରଫରୁ ଜାରି ସବୁ ପ୍ରୋଟକଲ ପାଳନ କରୁଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ କୋଭିଡ୍ ଟେଷ୍ଟ୍ କରାଇବାକୁ ରମେଶ କହିଛନ୍ତି ।

Congress President Smt.Sonia Gandhi has tested positive for Covid-19 today. She will remain in isolation as per Govt. protocol.

आज कांग्रेस अध्यक्ष श्रीमती सोनिया गांधी का कोविड-19 टेस्ट रिपोर्ट पॉजिटिव आया है। वह सरकार द्वारा जारी प्रोटोकॉल का पालन करते हुए आइसोलेशन में रहेंगी।

— Jairam Ramesh (@Jairam_Ramesh) August 13, 2022

ଏହାପୂର୍ବରୁ ଜୁନ୍ ମାସରେ ସୋନିଆ କରୋନା ପଜିଟିଭ୍ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା । ସୋନିଆଙ୍କ ଝିଅ ତଥା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ । ପ୍ରିୟଙ୍କା ମଧ୍ୟ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍ ହୋଇଥିଲେ।

ପୁଣି ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ
ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ଆଜି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) । ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କୁ ଦ୍ବିତୀୟ ଥର ପାଇଁ ଜେରା କରାଯିବ । ସୋନିଆଙ୍କୁ ପୂର୍ବରୁ ଜୁଲାଇ ୨୫ରେ ହାଜର ହେବା ଲାଗି ଇଡି ସମନ କରିଥିଲା । କିନ୍ତୁ ପରେ ଏହାକୁ ୨୬ ତାରିଖକୁ ଘୁଞ୍ଚା ଯାଇଥିଲା । ଜୁଲାଇ ୨୧ରେ ୭୫ ବର୍ଷିୟ ସୋନିଆଙ୍କୁ ଇଡିର ତଦନ୍ତକାରୀ ଅଧିକାରୀ ମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ ।

ତେବେ ୭୫ ବର୍ଷୀୟା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପୂର୍ବଥର ଜେରା ବେଳେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ଏହାବ୍ୟତୀତ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଇଡି କାର୍ଯ୍ୟାଳୟରେ ରହିବାକୁ ଅନୁମତି ଦିଆଯାଇଥିଲା। ଆବଶ୍ୟକସ୍ଥଳେ ସୋନିଆ ବିଶ୍ରାମ ନେବାକୁ ଚାହିଁଲେ ତାଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ସୋନିଆ ନିକଟରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇଥିଲା ବେଳେ କିଛି ଦିନ ପୂର୍ବରୁ ସୁସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମାମଲାରେ କଥିତ ବିତ୍ତୀୟ ଅନିୟମିତତା ସଂପର୍କିତ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି। ଏହି ମାମଲାରେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଇଡି ଅନେକ ଦିନ ଧରି ପଚରା ଉଚୁରା କରି ସାରିଛି।

ଇଡିରେ ହାଜର ହେଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଏହି ମାମଲାରେ ଇଡି ରାହୁଲ ଗାନ୍ଧୀଙ୍କୁ ୫୦ ଘଣ୍ଟାରୁ ଅଧିକ ସମୟ ପଚରା ଉଚରା କରିସାରିଥିଲା ବେଳେ ଏବେ ସୋନିଆ ଜେରାର ସମ୍ମୁଖୀନ ହେବାକୁ ଯାଉଛନ୍ତି। କିନ୍ତୁ କଂଗ୍ରେସ ଏହାକୁ ବଡ ପ୍ରସଙ୍ଗ କରି ସାରା ଦେଶରେ ନିଜର ଶକ୍ତି ପ୍ରଦର୍ଶନ କରୁଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ଆର୍ଥିକ ଅନିୟମିତତାକୁ ନେଇ ଇଡି ସୋନିଆ ଏବଂ ରାହୁଲ ଗାନ୍ଧୀ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମନି ଲଣ୍ଡରିଂ ଆଇନ ଆଧାରରେ ମାମଲା ରୁଜୁ କରିଛି। କିନ୍ତୁ କଂଗ୍ରେସ ଏହାକୁ ବିରୋଧ କରି ସାରା ଦେଶରେ ଇଡି କାର୍ଯ୍ୟାଳୟ ଘେରାଉ କରିବା ସହିତ ଚକାଜାମ ଏବଂ ବିକ୍ଷୋଭ ଆରମ୍ଭ କରିଛି।

ସୋନିଆଙ୍କୁ ପୁଣି ଇଡି ସମନ, ୨୧ ରେ ହାଜର ହେବା ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ଇଡି ସମନ କରିଛି। ନେସନାଲ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଜୁଲାଇ ୨୧ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡି ଡକାଇଛି। ଏହାପୂର୍ବରୁ ସୋନିଆ ଗାନ୍ଧୀ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ଆଉ କିଛି ଦିନ ସମୟ ମାଗିଥିଲେ।

କୁହାଯାଇଥିଲା ଯେ, କରୋନା ସଂକ୍ରମିତ ହୋଇଥିବା ସୋନିଆଙ୍କୁ ଡାକ୍ତରମାନେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି, ଯେଉଁଥିପାଇଁ ସେ କିଛି ସପ୍ତାହ ପର୍ୟ୍ୟନ୍ତ ଇଡିରେ ହାଜର ହୋଇପାରିବେ ନାହିଁ। ଇଡି ମଧ୍ୟ ତାଙ୍କ ଅନୁରୋଧ ଗ୍ରହଣ କରିଥିଲା। ଇଡି ସୋନିଆଙ୍କୁ କହିଥିଲା ଯେ, ସେ ଅର୍ଥ ହେରଫେର ମାମଲାରେ ଜୁଲାଇ ଶେଷ ଆଡ଼କୁ କୌଣସି ଦିନ ଯାଞ୍ଚ ଏଜେନ୍ସି ସମ୍ମୁଖରେ ହାଜର ହୋଇ ନିଜ ବୟାନ ରେକର୍ଡ଼ କରାଇବେ।

ସୂଚନା ଅନୁଯାୟୀ, ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପାଞ୍ଚ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରାଯାଇଛି। ଏହି ସମୟରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA)) ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । କିଛି ଦିନ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ସୋନିଆ। କରୋନା ଜନିତ ସମସ୍ଯା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ବର୍ତ୍ତମା ସେ ସୁସ୍ଥ ହୋଇ ସାରିଛନ୍ତି। ତାଙ୍କୁ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି । ସୋନିଆ ଗାନ୍ଧୀ ସୁସ୍ଥ ହେବା ଖବର ଜୟରାମ ରମେଶ ଟ୍ବିଟ କରି ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ଜୁନ ୨୩ରେ ହାଜର ହେବାକୁ କହିଛି । ତେବେ ସେ ଇଡି ନିକଟକୁ ଯିବେ କି ନାହିଁ ତାହା ସ୍ପଷ୍ଟ ନାହିଁ । ଏବେ ଇଡି ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମାରାଥନ ଜେରା କରିବାରେ ଲାଗିଛି। ଗତ ସପ୍ତାହରେ ତିନି ଦିନ ପଚରା ଉଚୁରା ପରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣି ଥରେ ପଚରାଉଚୁରା କରିଛି । ମଙ୍ଗଳବାର ପୁଣି ଥରେ ପଚରାଉଚୁରା ପାଇଁ କାର୍ଯ୍ଯାଳୟରେ ହାଜର ହେବାକୁ କହିଛନ୍ତି ଅଧିକାରୀ । ଲମ୍ବା ପଚରାଉଚୁରା ପରେ ବି ରାହୁଲଙ୍କୁ ଆଶ୍ୱସ୍ତି ମିଳୁ ନ ଥିବା ବେଳେ ପୁଣି ମଙ୍ଗଳବାର ଆସିବାକୁ କହିଛନ୍ତି ଇଡି ଅଧିକାରୀ ।

ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ନାକରୁ ରକ୍ତସ୍ରାବ ପରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି
ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସଦ୍ୟତମ ସୂଚନା ଜାରି କରିଛନ୍ତି ଦଳର ମିଡିଆ ମୁଖ୍ୟ ଜୟରାମ ରମେଶ । ସୋନିଆଙ୍କ ନାକରୁ ରକ୍ତସ୍ରାବ ହେବା ପରେ ଜୁନ୍ ୧୨ରେ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗୁରୁବାର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କ ଶ୍ୱାସନଳୀରେ ଫଙ୍ଗଲ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ତେବେ ସୋନିଆଙ୍କ ଚିକିତ୍ସା ବର୍ତ୍ତମାନ ଚାଲିଛି । ତାଙ୍କର କୋଭିଡ ପରବର୍ତ୍ତୀ ଜଟିଳତା ରହିଛି । ଡାକ୍ତରମାନେ ତାଙ୍କ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଜୟରାମ ରମେଶ ।

ସୂଚନା ଅନୁଯାୟୀ, ନ୍ୟାସନାଲ ହେରଲ୍ଡ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଯାଞ୍ଚ ଏବେ ଜାରି ରହିଛି। ମାମଲାରେ ପଚରା ଉଚରା ଲାଗି ଇଡି ସୋନିଆଙ୍କ ସହ ରାହୁଲ ଗାନ୍ଧିଙ୍କୁ ମଧ୍ୟ ସମନ କରିଥିଲେ। ତେବେ କୋଭିଡ ଯୋଗୁ ସୋନିଆ ଇଡିରେ ହାଜର ହୋଇ ପାରିନଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଇଡି ଏବେ ଜେରା କରୁଛି। ସୋନିଆଙ୍କୁ ଜୁନ ୨୩ ତାରିଖ ଦିନ ହାଜର ହେବା ପାଇଁ ଇଡି ସମନ କରିଛନ୍ତି। ତେବେ ସ୍ୱାସ୍ଥ୍ୟଗତ କାରଣରୁ ସୋନିଆ ସେଦିନ ହାଜର ହୋଇ ପାରିବେ କି ନା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ସୋନିଆ।ରବିବାର ସକାଳେ ତାଙ୍କୁ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସୁର୍ଜେୱାଲା କହିଛନ୍ତି, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରୀ ଟିମଙ୍କ ନିରୀକ୍ଷଣରେ ତାଙ୍କୁ ହସ୍ପିଟାଲରେ ରଖାଯାଇଛି।

Congress President, Smt. Sonia Gandhi was admitted to Ganga Ram Hospital today owing to Covid related issues. She is stable and will be kept at the hospital for observation.

We thank all the Congress men & women as also all well wishers for their concern and good wishes.

— Randeep Singh Surjewala (@rssurjewala) June 12, 2022