The Kashmir Files - The Sakala
‘ଦ କାଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ଆୱାର୍ଡ, ‘RRR’କୁ ମିଳିଲା ଫିଲ୍ମ ଅଫ୍ ଦି ଇୟର ପୁରସ୍କାର
ମୁମ୍ବାଇ: ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା ହୋଇଛି। ବହୁ ଚର୍ଚ୍ଚିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଦାଦାସାହେବ ଫାଲକେ ସମ୍ମାନ । ପୁରସ୍କାରକୁ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମୀରୀ ହିନ୍ଦୁଙ୍କୁ ଉତ୍ସର୍ଗ କରିଥିବା ବେଳେ ସବୁ ଭାରତୀୟଙ୍କ ଭଲପାଇବା ପାଇଁ ପୁରସ୍କାର ମିଳିଛି ବୋଲି କହିଛନ୍ତି। ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦି ଇୟର ପୁରସ୍କାର । ଫେବ୍ରୁଆରି ୨୦ ତାରିଖ ସୋମବାର ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଆଲିଆ ଭଟ୍ଟଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର । ଫିଲ୍ମ ‘ଗଙ୍ଗୁବାଇ’ ପାଇଁ ଆଲିଆ ଭଟ୍ଟ ଏହି ପୁରସ୍କାର ପାଇଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ସମ୍ନାନିତ ହୋଇଛନ୍ତି ରଣବୀର କପୁର । ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କୁ ଏହି ସମ୍ମାନ ମିଳିଛି। କାର୍ଯ୍ୟକ୍ରମରେ ଅନୁପମ ଖେର, ରଣବୀର କପୁର, ରେଖା, ବରୁଣ ଧୱନ, ଋଷବ ସେଟ୍ଟୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।
ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏବେ ସିନେମା ହଲ୍‌ଗୁଡ଼ିକରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଚର୍ଚ୍ଚାରେ ରହିଥିଲା । ଫିଲ୍ମକୁ ନେଇ ବିବାଦ ଦେଖାଦେବାରୁ ଏହାର କିଛି ଦୃଶ୍ୟକୁ କାଟି ଦିଆଯାଇଥିଲା। କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏହି ଫିଲ୍ମରେ ଅଧିକାଂଶ ଦୃଶ୍ୟ ଦେଖି ଦର୍ଶକେ ଭାବବିହ୍ବଳ ହୋଇଯାଇଛନ୍ତି। ଏଥିରେ ଅଭିନୟ କରିଥିବା ଅଭିନେତା ଦର୍ଶନ କୁମାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ସ୍କ୍ରିନିଂ ସମୟରେ ଅଧିକାଂଶ ଲୋକେ ଭାବବିହ୍ବଳ ହୋଇଯାଇଥିବାର ଲକ୍ଷ୍ୟ କରାଯାଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟିରେ ଦେଖାଯାଇଛି, ସ୍କ୍ରିନିଂ ଦେଖି ସମସ୍ତେ ପଦାକୁ ବାହାରୁଛନ୍ତି, ଏହି ସମୟରେ ଜଣେ ମହିଳା ବିବେକଙ୍କ ପାଦସ୍ପର୍ଶ କରୁଛନ୍ତି। ମହିଳା ଜଣକ ଏତେମାତ୍ରାରେ ଭାବପ୍ରବଣ ହୋଇଯାଇଛନ୍ତି ଯେ, ସେ ଜୋରରେ କାନ୍ଦୁଥିବାର ମଧ୍ୟ ଭିଡିଓରେ ଦେଖାଯାଇଛି । ଏହାସହ ବିବେକଙ୍କୁ ମହିଳା ଜଣକ କହିଛନ୍ତି, ‘ଆପଣଙ୍କ ବିନା ଅନ୍ୟ କେହି ଏହି କାମ କରିପାରି ନଥାନ୍ତା। ଆପଣ ଆସିବାରୁ ମତେ ଲାଗିଲା, ମୁଁ ଆପଣଙ୍କ ପାଦ ଛୁଇଁ ଆଶୀର୍ବାଦ ନେବି। ଆପଣ ଆମମାନଙ୍କ ପାଇଁ ଭଗବାନ। ସେଠାରେ ଉପସ୍ଥିତ ଅନ୍ୟ ଲୋକେ ମଧ୍ୟ ଏଭଳି ଏକ ଫିଲ୍ମ ନିର୍ମାଣ କରିଥିବାରୁ ବିବେକଙ୍କୁ ପ୍ରଶଂସା କରିଥିଲେ। ଏହି ସମୟରେ ଦର୍ଶନ ଆସି ସେଠାରେ ମହିଳାଙ୍କୁ ଆଶ୍ବସନା ଦେଉଥିବାର ଦେଖାଯାଇଛି। ଏହି ଫିଲ୍ମକୁ ହରିୟାଣାରେ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି। ଏଥିରେ ଅନୁପମ ଖେର୍ ଓ ମିଥୁନ୍ ଚକ୍ରବର୍ତୀଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।