forest fire - The Sakala

ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ଓଡ୍ରାଫ ଟିମକୁ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ଭୁବନେଶ୍ବର : ଜଙ୍ଗଲ ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ ଟିମ । ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହେବ ଓଡ୍ରାଫ ଟିମ। ନିଆଁ ଲିଭାରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଏ ନେଇ ଆଜି ରାଜ୍ୟ ସରକାର ପକ୍ଷରୁ ଗଠିତ ଟାସ୍କଫୋର୍ସ କମିଟିର ଅଧ୍ୟକ୍ଷ ପୂର୍ବତନ ପିସିସିଏଫ୍ ଡକ୍ଟର ସନ୍ଦୀପ ତ୍ରିପାଠୀ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଓଡିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଚିନ୍ତାଜନକ । ଏଥିପାଇଁ ପ୍ରଶାସନ ତରଫରୁ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବ ଓଡ୍ରାଫ ଟିମ । ଏହା ସହ ଗ୍ରୀଷ୍ମ ଋତୁର ଆରମ୍ଭ ପୂର୍ବରୁ ଅଗ୍ନିବଣ ପଦାର୍ଥ ଗୁଡିକୁ ତତ୍ତ୍ୱାବଧାନରେ ଜାଳିବା ସହ ବନାଗ୍ନିର ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ ପ୍ରାୟ ୪୫୦୦ ଲମ୍ବର ଅଗ୍ନିନିରୋଧକ ରେଖା ସୃଷ୍ଟି କରାଯାଇଛି । ୧୩୫୦୦ ଗୋଟି ସକ୍ରିୟ ବନ ସଂରକ୍ଷଣ ସମିତି ଓ ଯୁଗ୍ଧ ବନ ପରିଚାଳନା କମିଟି ଏବଂ EDC ମାଧ୍ୟମରେ ସଭା ସମିତି ଜରିଆରେ ସାଧାରଣ ଜନତା ନିମନ୍ତେ ସଚେତନତା ଅଭିଯାନ କରାଯାଉଛି ବୋଲି ଟାସ୍କଫୋର୍ସ କମିଟିର ଅଧ୍ୟକ୍ଷ ପୂର୍ବତନ ପିସିସିଏଫ୍ ଡକ୍ଟର ସନ୍ଦୀପ ତ୍ରିପାଠୀ କହିଛନ୍ତି।

ସେପଟେ ବାରିପଦା ବନଖଣ୍ଡର ସବୁ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍ ପାଇଁ ନିର୍ଦ୍ଦେଶ ରହିଛି। ଅନିର୍ଦ୍ଦିଷ୍ଟ କାଳ ଲାଗି ଛୁଟି ବାତିଲ୍ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା ଡିଏଫଓ। ଏଥିସହିତ ନିଆଁଲିଭା କାର୍ଯ୍ୟରେ  ୧୦୦ ଜଣ ଅସ୍ଥାୟୀ କର୍ମଚାରୀ ନିୟୋଜିତ ହୋଇଛନ୍ତି।