Soro - The Sakala

ଏକ ତରଫା ପ୍ରେମ ହେଲା କାଳ, ଯୁବକକୁ ପିଟି ପିଟି ମାରିଦେଲେ ଝିଅର ପରିବାର ଲୋକେ !
ସୋର: ମହଙ୍ଗା ପଡ଼ିଲା ପ୍ରେମ ନିବେଦନ । ଏକ ତରଫା ପ୍ରେମ ବ୍ୟାପାରକୁ ନେଇ ଯୁବକକୁ ପିଟି ପିଟି ମାରିଦେଲେ ଝିଅର ପରିବାର ଲୋକେ l ମୃତ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମ ଗାଁର ସୁଦର୍ଶନ ସୁତାରଙ୍କ ପୁଅ ସୁବାସ ସୁତାର । ସୂଚନା ଅନୁସାରେ, ସୁବାସ ଜଣେ ଯୁବତୀଙ୍କୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ । ପରବର୍ତ୍ତୀ ସମୟରେ ଝିଅର ପରିବାର ଲୋକେ ଏହା ଜାଣି ସୁବାଷଙ୍କୁ ଟେକି ନେଇ ବିରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡ଼ିର ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ପିଟିଥିଲେ । ପରେ ସୁବାଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ପରେ ସିମୁଳିଆ ପୋଲିସ ଝିଅର ଭଣଜାକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ଭିଜିଲାନ୍ସ ଜାଲରେ ସୋରର ଭାରପ୍ରାପ୍ତ ତହସିଲଦାର, ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ବିଭାଗ
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ତହସିଲଦାର । ଭିଜିଲାନ୍ସ ପଞ୍ଝାରେ ସୋରର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ । ପଥର ଗାଡ଼ି ଛାଡ଼ିବାକୁ ନେଇ ଅଫିସ୍‌ ଭିତରେ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ, ସୋର ପୌରପାଳିକା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖରେ ଥିବା ୫ଟି ଟ୍ରକକୁ ଖଣି ବିଭାଗରୁ ଫାଇନରୁ ବର୍ତ୍ତିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ୪୦ ହଜାର ଟଙ୍କା କଥା ଫାଇନାଲ ହୋଇଥିଲା । ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଓ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସ ହାତରେ ଧରା ପଡିଥିଲେ l

ଶୋଇଥିବାବେଳେ ହୋଟେଲ୍‌ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଜାରି
ସୋର: ହୋଟେଲ୍‌ ମାଲିକଙ୍କୁ ନିର୍ମମ ହତ୍ୟା । ହୋଟେଲ୍‌ ଭିତରୁ ମାଲିକଙ୍କ ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ୍ । ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ କଡରେ ଥିବା ହୋଟେଲ ଜୟ ମା' ଦୁର୍ଗା ହୋଟେଲ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ହୋଟେଲ ମାଲିକ ଗଜେନ୍ଦ୍ର ପଣ୍ଡା ହୋଟେଲରେ ଶୋଇଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ସ୍କୁଟି ନେଇ ପଳାଇ ଯାଇଥିବା ଜଣାପଡିଛି। ଆଜି ସକାଳ 10 ଘଟିକା ସମୟରେ ହୋଟେଲର ମାଲିକ ଶୋଇଥିବାର ଦେଖି ରୋଷେୟା ରମେଶ ଡାକିଥିଲେ । ମାଲିକ ଗଜେନ୍ଦ୍ର ନ ଉଠିବାରୁ ସ୍ଥାନୀୟ ଲୋକ ଏବଂ ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ମାଲିକଙ୍କ ମୁହଁ ଓ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଥିବା ଦେଖିବାକୁ ମିଳିଛି । ତେବେ ହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବ୍ରିଜ ଉପରକୁ ଚଢିଗଲା ବସ୍, ଡ୍ରାଇଭର ମୃତ
ସୋର: ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା । ଆଜି ଭୋର ସମୟରେ ପଶ୍ଚିମବଙ୍ଗ ରୁ ଆନ୍ଧ୍ରକୁ ଏକ ତୀର୍ଥ ଯାତ୍ରୀ ବସ ଯାଉଥିଲା । ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବ୍ରିଜ ଉପରକୁ ଚଢିଯାଇଥିଲା । ତେଣୁ ଡ୍ରାଇଭର ଜଣକ ବ୍ରିଜରୁ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଯାଇଥିଲା । ବସରେ 50 ଜଣ ଯାତ୍ରୀ ଥିବା ବେଳେ 14 ଜଣ ଗୁରୁତର ଆହତ ହୋଇ ଏବେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଏବେ ବସଟି ପୋଲ ଉପରେ ଝୁଲି ରହିଛି ।

ସୂଚନା ମୁତାବକ, ଆଜି ସକାଳ ୫ଟା ୧୫ରେ କଲିକତାରୁ ଶ୍ରୀ ଭେଙ୍କେଟଲକ୍ଷ୍ମୀ ନାମକ ଏକ ତୀର୍ଥଯାତ୍ରୀ ବସ ପୁରୀ ଅଭିମୁଖେ ଯାଉଥିଲା ।  ସେହି ସମୟରେ ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଡ଼ିଯାଇଥିଲା ବସ।ଫଳରେ ବସରେ ଥିବା ଡ୍ରାଇଭର ପୋଲକୁ ବାଡେଇ ହୋଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବସରେ ୫୦ ଜଣ ଯାତ୍ରୀ ଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇ ଏବେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ,ବାହାନଗା ଅଗ୍ନିଶମ ବିଭାଗ,ଜାତୀୟ ରାଜପଥ ପୁଲିସ ମିଳିତ ଭାବେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି।

କାନ୍ଥ ତାଡି ଜୁଏଲାରି ଦୋକାନରୁ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ସୋର: କାନ୍ଥ ତାଡି ଜୁଏଲାରି ଦୋକାନରୁ ଲୁଟ । ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ସୋର ଥାନା ଅନ୍ତର୍ଗତ କେଶରୀପୁର ଫଟାଅର୍ଜୁନ ଛକ ସ୍ଥିତ ନୀଳମଣି ଜୁଏଲାରି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । ଜୁଏଲାରି ଦୋକାନର କାନ୍ଥକୁ କଟର ସାହାଯ୍ୟରେ ତାଡି ୫୦୦ଗ୍ରାମ ସୁନା ଅଳଙ୍କାର ଓ ୫kg ରୁପା ଅଳଙ୍କାର ଏବଂ ନଗଦ ୧୦ହଜାର ଟଙ୍କା ଲୁଟ ହୋଇଥିବା ନେଇ ମାଲିକ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଅବଧି ଥିବା ଔଷଧକୁ ରାସ୍ତାକଡ଼ରେ ଫୋପାଡ଼ିବା ଘଟଣାରେ ୨ ANM ସସ୍‌ପେଣ୍ଡ
ବାଲେଶ୍ଵର: ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣାରେ ୨ ANM ସସ୍‌ପେଣ୍ଡ ହୋଇଛନ୍ତି । ୨ ANM କୁ ନିଲମ୍ବନ କଲେ ବାଲେଶ୍ୱର CDMO । ରୋଗୀଙ୍କୁ ନଦେଇ ଅବଧି ଥିବା ଔଷଧକୁ ରାସ୍ତାପାର୍ଶ୍ୱରେ ଅଳିଆ ଗଦାରେ ଫିବିଜିଆ ଯାଇଥିବା ନେଇ ଗତ କିଛି ଦିନ ତଳେ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା । ଏହି ଘଟଣାରେ ଆଜି ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଦୁଇ ଜଣ ଏ.ଏନ.ଏମ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ କଲେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ଼ଃ ପ୍ରଭାତ କୁମାର ବେହେରା। ନିଲମ୍ବିତ ଏ.ଏନ.ଏମ ମଧ୍ୟରୁ ଜଣେ କୁଳିଗାଁ ସବ୍ ସେଣ୍ଟରର ତନୁସ୍ମିତା ନାୟକ ଏବଂ ଇଞ୍ଚୁଡ଼ି ସବ୍ ସେଣ୍ଟର ର କବିତା ବେହେରା ବୋଲି ବାଲେଶ୍ଵର ସିଡିଏମଓ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଥିଲା। ଏହା ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସତ୍ୟତା ନେଇ ତଲବ କରାଯାଇଥିଲା। ତେବେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ - ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ଔଷଧ ପଡିଥିବାର ଦେଖିବାକୁ ମିଳିଥିଲା। ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଔଷଧ ଗୁଡ଼ିକର ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହଁ ବୋଲି ଲେଖା ଥିବା ବେଳେ ସେହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଏବଂ ଏକ୍ସପାଇରି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଥିବା ଦେଖିବାକୁ ମିଳିଥିଲା। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଭାତ କୁମାର ବେହେରାଙ୍କ ନିର୍ଦ୍ଦେଶରେ ଶ୍ରୀଜଙ୍ଗ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୁପରିଟେନଡେଣ୍ଟଙ୍କ ନେତୃତ୍ୱରେ ଯାଞ୍ଚ କମିଟି ଘଟଣା ସ୍ଥଳରେ ପହଞ୍ଚି ରିପୋର୍ଟ୍ ଦେଇଥିଲା। ଏହାକୁ ଭିତ୍ତି କରି ଦୁଇ ଏ.ଏନ.ଏମ ନିଲମ୍ବିତ ହୋଇଛନ୍ତି।

ବନ୍ଧୁକ ଧରି ଆହାର କେନ୍ଦ୍ରକୁ ଆସିଥିଲା ଯୁବକ, ଦୌଡ଼ ପଳାଇବାବେଳେ କାବୁ କଲେ ସ୍ଥାନୀୟ ଲୋକେ
ସୋର: ସୋରରେ ବନ୍ଧୁକ ଆତଙ୍କ । ଆହାର କେନ୍ଦ୍ରରେ ବନ୍ଧୁକ ଧରି ବୁଲିଲା ଯୁବକ । ସୋର ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଜଣେ ଯୁବକ ବନ୍ଧୁକ ଧରି ବୁଲୁଥିଲେ । ଆହାର କର୍ମଚାରୀ ମେଡିକାଲରେ ଥିବା ସୁରକ୍ଷାକର୍ମୀକୁ ଖବର ଦେଇଥିଲେ, ସୁରକ୍ଷାକର୍ମୀଙ୍କୁ ଦେଖିବା ପରେ ଯୁବକ ଜଣକ ଭୟଭୀତ ହୋଇ ପାଚେରୀ ଡେଇଁ ଦୌଡ଼ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ କାବୁ କରିନେଇଥିଲେ । ପରେ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକ ଜଣକୁ ଥାନାକୁ ନେଇଛି । ତେବେ ଯୁବକ ଜଣକ କିଏ ଏବଂ ବନ୍ଧୁକ କେଉଁଠାରୁ ଆଣିଲା ସେ ନେଇ ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୋର ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ୱାର୍ଡର ନିଲମ୍ବିତ
ସୋର: ସୋର ଜେଲରୁ କଏଦୀ ଫେରାର ଘଟଣା। ଦୁଇ ୱାର୍ଡର ସସପେଣ୍ଡ। ସୂଚନା ଦେଲେ ଜେଲ ଡିଜି ସୁଶାନ୍ତ ନାଥ । ଜେଲ ଡିଜି କହିଛନ୍ତି କି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି । ଏଡିଜି ପ୍ରିଜନ ଅମିତାଭ ଠାକୁର ଘଟଣାସ୍ଥଳକୁ ଯାଉଛନ୍ତି । ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ତଦନ୍ତ ହେବ । ସିସିଟିଭି କିଭଳି ଭାଇରାଲ ହେଲା, ସେ ନେଇ ଅଧିକ ଖୋଳତାଡ଼ ହେବ । ଗତ କିଛିଦିନ ହେଲା ଜେଲ ବିଭାଗରେ ଏଭଳି ଅନେକ ବ୍ୟତିକ୍ରମ ଦେଖାଆଯାଇଛି । ଯେଉଁମାନେ ବିଭିନ୍ନ ଅବହେଳା ପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ବାଲେଶ୍ଵର ଜିଲ୍ଲା ସୋର ସବ୍‌ ଜେଲରୁ ବିଚାରଧୀନ କଏଦୀ ଚମ୍ପଟ ମାରିବା ଘଟଣାର ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଫେରାର କଏଦୀ ଧରାପଡ଼ି ନାହିଁ। ସିମୁଳିଆ ଥାନା ଅଞ୍ଚଳରୁ ଏକ କାର୍ ଚୋରି ଉଦ୍ୟମ, ହତ୍ୟା ଧମକ ଅଭିଯୋଗରେ ଝାରଖଣ୍ଡ ବୋକାରୁ ଅଞ୍ଚଳର ଗିରଫ ହୋଇଥିବା ବିଚାରାଧୀନ ଅଭିଯୁକ୍ତ ଦୀପକ କୁମାର ରାଏ ଫେରାର୍ ହୋଇଯାଇଥିଲା। ଫେରାର ହେବାର ୧୨ ଘଣ୍ଟାରେ ଫେରାର ଅଭିଯୁକ୍ତ ଧରା ପଡି ନାହିଁ। ଦୀପକକୁ ସିମୁଳିଆ ପୋଲିସ ୧୯ ଗତ ତାରିଖରେ ଗିରଫ କରି ସୋର ଜେଲକୁ ପଠାଇଥିଲା। ପୋଲିସ ବିଭିନ୍ନ ସ୍ଥାନ ଖୋଜାଖୋଜି ଜାରି ରଖିଛି।

ଖୁବ୍ ଶୀଘ୍ର ଫେରାର କଏଦୀକୁ ଧରିବାପାଇଁ ପୋଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଥିବା ବାଲେଶ୍ଵର ଏସପି ପ୍ରତ୍ୟୁଷ ଦିବାକର ସୁଚନା ଦେଇଛନ୍ତି । ଜେଲ ଓ ଷ୍ଟାପ ସମସ୍ୟା ସହିତ କିପରି ପରିସ୍ଥିତିରେ କଏଦୀ ଫେରାର ହେଲା ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଜେଲର ବିଭିନ୍ନ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ।

ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ, ଟଙ୍କା ନେଇ ନପାରି ହାର୍ଡ ଡିସ୍କ ଭାଙ୍ଗି ନେଇଗଲେ ଦୁର୍ବୁତ୍ତ
ସୋର: ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଉଦ୍ୟମ ପଣ୍ଡ। ସୋର ଥାନା ଅନ୍ତର୍ଗତ ଅନନ୍ତପୁର ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି। ଲୁଟେରାମାନେ ବ୍ୟାଙ୍କର ପଛପଟ ଝରକା ଏବଂ ଗ୍ରିଲ ଭାଙ୍ଗି ବ୍ୟାଙ୍କ ଭିତରେ ପଶି କିଛି ଦୁର୍ବୁତ୍ତ ସିସି କେମେରାର ହାର୍ଡଡିସ୍କକୁ ଭାଙ୍ଗି ନେଇଯାଇଛନ୍ତି । କ୍ୟାସ ଟ୍ରେଜେରୀ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହେବାପରେ ଷ୍ଟ୍ରଙ୍ଗ ରୁମରେ ଥିବା ବାକ୍ସ ଗୁଡିକୁ ଭାଙ୍ଗି ଦେଇଛନ୍ତି। ଶାଖା ପରିଚାଳକଙ୍କ ଲିଖିତ ଅଭିଯୋଗ ପରେ ଅନନ୍ତପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି ।

ପାରିବାରିକ କଳହ: ଦେହରେ ନିଆଁ ଲଗାଇ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର
ସୋର: ପାରିବାରିକ କଳହର କରୁଣ ପରିଣତି । ଆତ୍ମହତ୍ୟା କରିବାକୁ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ସ୍ତ୍ରୀ । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡ଼ି ହୋଇ ସ୍ବାମୀ ବି ଗୁରୁତର । ଉଭୟ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ସୋର ଥାନା ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁର ଅଘଟଣ ।

ସୂଚନା ଅନୁସାରେ, ସୋର ଥାନା ଆଡ଼ିଆ ଗ୍ରାମର ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତି ମହାରଣାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଲାଗିଥିଲା। ଏଥିରେ ଭାରସାମ୍ୟ ହରାଇ ସ୍ତ୍ରୀ ଭାନୁମତି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ତ୍ରୀ ଜଳିଯାଉଥିବା ବେଳେ ଶଶିକାନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଶସିକାନ୍ତଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମଧ୍ୟାହ୍ନ ଭୋଜନ ଖାଇ ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ, ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିବା ଅଭିଯୋଗ
ବାଲେଶ୍ବର: ମଧ୍ୟାହ୍ନ ଭୋଜନ ଖାଇ ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ । ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଶିରାପୁର ଉଦୟ ନାରାୟଣ ବିଦ୍ୟାପୀଠରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ୩ ଶହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା । ଭାତ ସହ ତରକାରୀ ହୋଇଥିଲା । କିଛି ସମୟ ପରେ ଖାଦ୍ୟରେ ଝିଟିପିଟି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ବନ୍ଦ କରାଯାଇଥିଲା । ମଧ୍ୟାହ୍ନଭୋଜନ ଖାଇବା ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇପଡିଥିଲେ। ଏହାପରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ବନ୍ଦ କରାଯାଇଥିଲା । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବର ମାନେ ୫ଟି ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଇଥିଲେ ।

କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରୁ ଡ଼ଙ୍ଗା ଆଣିବା ହେଲା କାଳ, ପାଣିରେ ବୁଡ଼ି ନାବାଳିକା ମୃତ
ସୋର: ପୋଖରୀରେ ବୁଡ଼ି ନାବାଳିକା ମୃତ । କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ନାବାଳିକା ମୃତ୍ୟୁବରଣ କରିଛି । ପୋଖରୀରେ ଭସାଯାଇଥିବା ଡଙ୍ଗା ଆଣିବା ବେଳେ ବୁଡ଼ିଯାଇଥିଲା ନାବାଳିକାଜଣକ । ଭଦ୍ରକ ବାସୁଦେବପୁର ପଣୁଆ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ସୂଚନା ଅନୁସାରେ, ଆଜି ସକାଳେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଡଙ୍ଗା ଭସା ପର୍ବ ସରିଥିଲା । ଲୋକମାନେ ପୋଖରୀରେ ଡଙ୍ଗା ଭସାଇ ଫେରିଆସିଥିଲେ । ହେଲେ ନାବାଳିକା ଜଣଙ୍କ ପୋଖରୀ ଭିତରେ ଭାସୁଥିବା ଡଙ୍ଗା ଆଣିବାକୁ ପାଣି ଭିତରେ ପଶି ଯାଇଥିଲେ । ହେଲେ ଡଙ୍ଗା ପାଖରେ ପହଂଚିବା ପୂର୍ବରୁ ନାବାଳିକା ଜଣଙ୍କ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ନାବାଳିକା ଜଣଙ୍କୁ ପାଣିରୁ ଉଦ୍ଧାର କରି ସୋରୋ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଙ୍କ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳିକାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।