Hanuman Paisa - The Sakala

ହନୁମାନ ପଇସା ପାଇଁ ଅପହରଣ
ଭୁବନେଶ୍ୱର: ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଯୁବକଙ୍କୁ ଅପହରଣ । ଅପହରଣର ଶିକାର ହୋଇଥିବ ବିବେକାନନ୍ଦ ମହାଲିଙ୍କୁ ଉଦ୍ଧାର କରିଛି ତାମାଣ୍ଡୋ ଥାନା ପୋଲିସ । ବିବେକାନନ୍ଦଙ୍କୁ କିଛି ଯୁବକ ଅପହରଣ କରି ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲର ୬ ମହଲା ଉପରେ ରଖିଥିଲେ । ଅପହରଣ କରିବା ପରେ ବିବେକାନନ୍ଦଙ୍କୁ ଉକ୍ତ ଯୁବକମାନେ ତାଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ଘର ଲୋକଙ୍କୁ ଫୋନ୍ କରି ୨୫ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏହି ଅପହରଣ ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଭରତପୁର ଓ ତମାଣ୍ଡୋ ଥାନା ମିଳିତ ଚଢାଉ କରି ହୋଟେଲ ଭିତରୁ ଯୁବକଙ୍କୁ ଉଦ୍ଧାର କରିଛି । ବିବେକାନନ୍ଦ ନିଜ ଘର କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ କଟକ ରାସ୍ତାରେ ତାଙ୍କୁ ଅପହରଣ କରାଯାଇଥିଲା । ତମାଣ୍ଡୋ ପୋଲିସ ବିବେକାନନ୍ଦଙ୍କୁ ଉଦ୍ଧାର କରିବା ସହ ହୋଟେଲ ଭିତରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।