Crystal Turtles - The Sakala

ବାସ୍ତୁଶାସ୍ତ୍ରରେ କ୍ରିଷ୍ଟାଲ୍‌ କଇଁଛର ମହତ୍ତ୍ବ
ବାସ୍ତୁଶାସ୍ତ୍ରରେ କଇଁଛକୁ ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ। ଏହାବାଦ୍‌ କଇଁଛ ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥିବାରୁ ଏହି ମୂର୍ତ୍ତି ରଖୀବା ଦ୍ବାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ  ବୋଲି ବିଶ୍ବାସ କରାଯାଏ। ବାସ୍ତୁ ଅନୁଯାୟୀ, କାଚରେ ପ୍ରସ୍ତୁତ କଇଁଛ ଦ୍ବାରା ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ଯଥା –

ବାସ୍ତୁ ଶାସ୍ତ୍ର ଅନୁସାରେ, କ୍ରିଷ୍ଟାଲ କଇଁଛକୁ ଘରର ଉତ୍ତର ଦିଗରେ ରଖୀଲେ ଧନଲାଭ ସହ ଶତ୍ରୁନାଶ ହୋଇଥାଏ।

କ୍ରିଷ୍ଟାଲ କଇଁଛ ଘର ଓ ଅଫିସ୍ ପାଇଁ ଲାଭଦାୟକ। ଘର କିମ୍ବା ଅଫିସ୍‌ର ଉତ୍ତର ଦିଗରେ କ୍ରିଷ୍ଟାଲ୍‌ କଇଁଛ ରଖିବା ଦ୍ବାରା ଶାନ୍ତି ବଜାୟ ରୁହେ।

ପୂଜା ଘରେ  ହଳଦିଆ ବସ୍ତ୍ର ଉପରେ କ୍ରିଷ୍ଟାଲ୍‌ କଇଁଛ ରଖୀବା ଶୁଭ ହୋଇଥାଏ।

ଧନ ଲାଭ ପାଇଁ କ୍ରିଷ୍ଟାଲ କଇଁଛକୁ ଆଲମାରି ଭିତରେ ରଖନ୍ତୁ।

ଘରର ମୁଖ୍ୟ କୋଠରିରେ ଏହାକୁ ରଖୀବା ଦ୍ବାରା ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ଉତ୍ତର ଦିଗରେ କ୍ରିଷ୍ଟାଲ୍‌ କଇଁଛ ରଖୀବା ଦ୍ବାରା ଧନ ବୃଦ୍ଧି ହେବା ସହ ଶତ୍ରୁନାଶ ହୋଇଥାଏ।

କେବେ ବେଡରୁମ୍‌ରେ କ୍ରିଷ୍ଟାଲ୍ କଇଁଛ ରଖନ୍ତୁ ନାହିଁ, ଯେତେସମ୍ଭବ ଡ୍ରଇଂ ରୁମ୍‌ରେ ଏହାକୁ ରଖନ୍ତୁ।

ଅଫିସ୍‌ ଟେବୁଲ୍‌ ଉପରେ କାଚର କଇଁଛ ରଖୀବା ଦ୍ବାରା ଆର୍ଥିକ ଉନ୍ନତି ସହିତ ଅଧୁରା କାମ ଶେଷ ହୋଇଥାଏ।