Petroleum Minister - The Sakala
ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର। ଗୁରୁବାର ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ। ହେଲେ ଏଥିରେ ଏକ କେଁ ରହିଛି। ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଯଦି ଅଶୋଧିତ ତୈଳ ଦର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାରେଲ୍‌ ପିଛା ୬୫ ଡଲାର ରୁହେ,  ତେବେ ଆଶା କରାଯାଇପାରେ ଯେ, ଆଗାମୀ ୨- ୩ ମାସରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ କମ୍ ହୋଇପାରେ। ଅବଶ୍ୟ ସେ ଏହା ମଧ୍ୟ କହିଛନ୍ତି, ଦର କ୍ରୁଡ୍‌ର ସ୍ଥିର ସ୍ଥିତି ଉପରେ ନିର୍ଭର କରିଥାଏ। କାରଣ ଯଦି ଇରାନ- ଇସ୍ରାଏଲ ଯୁଦ୍ଧ ଭଳି କୌଣସି ବଡ଼ ଭୂ-ରାଜନୈତିକ ଘଟଣା ଘଟେ ତେବେ ସ୍ଥିତି ପୁଣି ବଦଳିଯାଇପାରେ।
ସୂଚନାଥାଉ କି, ନିକଟରେ ବିଶ୍ବ ବଜାରରେ ତେଲ ଦର ବ୍ୟାରେଲ ପିଛା ୬୫ ଡଲାରକୁ ଖସିଆସିଛି। ଏଥିଯୋଗୁ ତୈଳ କମ୍ପାନୀଙ୍କ ଲାଭ ବଢ଼ୁଛି। ଏମିତିରେ ସରକାର ପେଟ୍ରୋଲ ଏବଂ ଡିଜେଲର ଦାମ୍ କମାଇ ଲୋକଙ୍କୁ ଆଶ୍ବସ୍ତି ଦେଇପାରନ୍ତି। ରେଟିଂ ଏଜେନ୍ସି ଅନୁସାରେ ବର୍ତ୍ତମାନ ତେଲ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ୧୨- ୧୫ ଟଙ୍କା ଏବଂ ଡିଜେଲ ଲିଟର ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି। ହେଲେ ଏହା ସତ୍ତ୍ବେ ବି କମ୍ପାନୀ ବିଗତ ଏକ ବର୍ଷରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଖାଉଟିଙ୍କୁ କୌଣସି ରିଆତି ଦେଇନାହାଁନ୍ତି। ପୂର୍ବରୁ ସରକାର ଏପ୍ରିଲରେ ଲିଟର ପିଛା ୨ ଟଙ୍କା ଉତ୍ପାଦ ଶୁଳ୍କ ବଢ଼ାଇଥିଲେ। ଏହାର ଆଢ଼ୁଆଳରେ କମ୍ପାନୀ ଦାମ କମାଇବାରୁ ବର୍ତ୍ତିଯାଇଥିଲେ। ଖାଲି ସେତିକି ନୁହେଁ କମ୍ପାନୀଗୁଡିକ ଦୀର୍ଘ ସମୟରୁ କ୍ଷତିର ଦ୍ବାହି ଦେଇ ଦାମ୍ କମାଉନାହାଁନ୍ତି।
ନୂଆଦିଲ୍ଲୀ : ଗତବର୍ଷ ନଭେମ୍ୱର ମାସଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିନାହିଁ। ଯୁଦ୍ଧ ଯୋଗୁଁ ଯେପରି ଭାବେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟୁଛି, ସେଥିରୁ ଜଣାପଡୁଛି ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରମୁହାଁ ହେବ। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଅପରପକ୍ଷେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ୧୩୯ ଡଲାର ଛୁଇଁଲାଣି। ୨୦୦୮ ପରଠାରୁ ଏହା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଯଦିଓ ଅଶୋଧିତ ତୈଳର ମୂଲ୍ୟରେ ବୃଦ୍ଧି ଘଟିଛି, ତଥାପି ଘରୋଇ ବଜାରରେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଯାହା ଅନୁମାନ କରାଯାଛିଛି ମାର୍ଚ୍ଚ ୧୦ରେ ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦାମ ବଢିପାରେ।
ବିରୋଧୀ ଦଳଗୁଡିକ ମଧ୍ୟ ପେଟ୍ରୋଲ-ଡିଜେଲର ମୂଲ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା ଚଳାଇଛନ୍ତି। ବିଶେଷଜ୍ଞଙ୍କ ଅନୁମାନ ମାର୍ଚ୍ଚରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ପ୍ରତି ଲିଟର ବଢିପାରେ। ଏହାମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ପ୍ରତିକ୍ରିୟା ଆଜି ଆସିଛି। କେନ୍ଦ୍ରମନ୍ତ୍ରୀ ନାମ ନ ନେଇ ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଲକ୍ଷ୍ୟ କରି ମତ ରଖୀଛନ୍ତି ଯେ, ଜଣେ ଯୁବ ନେତା କହିଛନ୍ତି ନିର୍ବାଚନ ଶେଷ ହୋଇଛି ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରିନିଅନ୍ତୁ। କିନ୍ତୁ, ସେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଶ୍ରୀ ସିଂଙ୍କ କହିବାନୁଯାୟୀ, କଂଗ୍ରେସ ପେଟ୍ରୋଲ ଦର ନିୟନ୍ତ୍ରଣମୁକ୍ତ କରିଥିଲା। ବର୍ତ୍ତମାନ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କରୁଛନ୍ତି।
ଲୋକଙ୍କ ଉପରେ ବୋଝକୁ ଦେଖି କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ସ୍ଥିତିକୁ ବୁଝିବାକୁ ପଡିବ। ତାଙ୍କ ମତରେ ନିର୍ବାଚନ ପାଇଁ ତେଲ ଦର ଏହା ବଢି ନ ଥିଲା କହିବା ଆଦୌ ଠିକ୍‌ ନୁହେଁ। ପେଟ୍ରୋଲ ମୂଲ୍ୟ ସରକାରୀ କମ୍ପାନୀ ସ୍ଥିର କରୁଛନ୍ତି। ଦେଶରେ ପେଟ୍ରୋଲ-ଡିଜେଲ ଚାହିଦାର ପୂରଣ କରିବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ଏଥିପାଇଁ କୌଣସି ପ୍ରକାର ବୁଝାମଣା କରାଯିବନାହିଁ ବୋଲି ପେଟ୍ରୋଲିୟମ୍‌ ମନ୍ତ୍ରୀ କହିଛନ୍ତି।