OperationGanga - The Sakala

ଆଜି ୮ଟି ବିମାନରେ ଫେରିବେ ୩୭୨୬ ଭାରତୀୟ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ଏହି ଯୁଦ୍ଧଗ୍ରସ୍ତ ସମୟରେ ସଠାରେ ଫସିଥିବା ଭାରତୀୟଙ୍କୁ ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ନିରାପଦ ଭାବରେ ଫେରାଇ ଅଣାଯାଉଛି। ଆଜି ୮ଟି ବିମାନରେ ୟୁକ୍ରେନ୍ ସୀମାନ୍ତ ବିଭିନ୍ନ ଦେଶରୁ ୩ହଜାର ୭୨୬ ଭାରତୀୟ ଆସିବେ । ଏନେଇ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।ରୋମାନିଆର ବୁଖାରେଷ୍ଟର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କୁ ଅପରେସନ୍ ଗଙ୍ଗାରେ ସ୍ୱଦେଶ ଅଣାଯାଉଛି । ୟୁକ୍ରେନର ପଶ୍ଚିମ ସୀମାରେ ଥିବା ପଡ଼ୋଶୀ ଦେଶର ସୀମା ଦେଇ ସେମାନଙ୍କୁ ଅଣାଯାଉଛି । ଏହି ଅଭିଯାନରେ ସାମିଲ ହୋଇଛି ବାୟୁସେନା ବିମାନ ।

With all hands on deck & the direction of PM @narendramodi Ji, we will get 3726 of our people back home today. Jai Hind! #OperationGanga https://t.co/83Rg0c9lAk

— Jyotiraditya M. Scindia (@JM_Scindia) March 3, 2022

An update on#OperationGanga– No.of flights scheduled for the day:

Bucharest- 8 by @IAF_MCC @airindiain @IndiGo6E

Suceava- 2 by Indigo

Kosice- 1 by @flyspicejet

Budapest- 5 by @IAF_MCC Indigo, @GoFirstairways& Air India

Rzeszow- 3 by Indigo

— Jyotiraditya M. Scindia (@JM_Scindia) March 3, 2022

ସୂଚନା ଅନୁଯାୟୀ, ଗତକାଲି ବାୟୁସେନା C-୧୭ ଏୟାରକ୍ରାଫ୍ଟରେ ସ୍ୱଦେଶ ଫେରିଛନ୍ତି ଭାରତୀୟ । ଆଜି ସୁଦ୍ଧା ୩ଟି ପର୍ଯ୍ଯାୟରେ ୬୨୮ ଜଣ ଭାରତୀୟ ଫେରିଛନ୍ତି ।