accident news - The Sakala
ଚା’ ଦୋକାନ ଉପରକୁ ମାଡ଼ିଗଲା ହାଇୱା, ଜଣେ ମହିଳାଙ୍କ ସମେତ ୩ ମୃତ
ବଣାଇଁ : ରାଜାମୁଣ୍ଡା- ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ଜାମୁଡ଼ିହି ନିକଟରେ ମର୍ମନ୍ତୁଦ ସଡ଼କ ଘଟଣା। ଜାମୁଡ଼ିହି ଟୋଲ ପ୍ଲାଜା ନିକଟରେ ରାସ୍ତା କଡରେ ଥିବା ଏକ ଦୋକାନକୁ ଭାରସାମ୍ୟ ହରାଇ ଦୃତ ଗତିରେ ମାଡ଼ିଯାଇଛି ହାଇୱା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ କେ.ବଲାଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀର ପହଞ୍ଚି ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍‌ଟ୍‌ ନିକଟରେ ଏକ ହାଇୱା ଦ୍ରୁତଗତିରେ ଯାଉଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।
ବସ୍- ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ଯୁବକଙ୍କ ମୃତ୍ଯୁ, ବସ୍ ଚାଳକ ଅଟକ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯିବା ରାସ୍ତା ଦଦ୍ରା ଛକ ଠାରେ ଏକ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା ଘଟିଛି। ଏହି ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ବାଇକ ଆରୋହୀଙ୍କର ମୃତ୍ଯୁ ଘଟିଛି। ମୃତ ଯୁବକଙ୍କ ନାଁ ରାଧେଶ୍ଯାମ ପୌଢ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଜ ଖଡିଆଳ ଥାନା ଲାଞ୍ଜି ଗାଁର ରାଧେଶ୍ଯାମ ପୌଢ ନାମକ ଜଣେ ଯୁବକ କୌଣସି କାମ ପାଇଁ ବାଇକ ଯୋଗେ କଣ୍ଟାବାଞ୍ଜି ପଟେ ଆସିଥିଲେ। ହେଲେ ଦଦ୍ରା ଛକ ଠାରେ ଏକ ବସ୍ ସହ ତାଙ୍କ ବାଇକ ଧକ୍କା ହୋଇଥିଲେ। ଗୁରୁତର ଅବସ୍ଥା ସ୍ଥାନୀୟଲୋକେ ଉଦ୍ଧାର କରି ଯୁବକଙ୍କୁ ଚିକିତ୍ସିଆ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ ଆଣିଥିବାବେଳେ ଚିକିତ୍ସିଆଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ଅଧିକ ତଦନ୍ତ କରି ବସ୍ ଓ ବାଇକକୁ ଜବତ କରିବାସହ ବସ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି।
ବରଯାତ୍ରୀ ବସ ଧକ୍କାରେ ଚାଲିଗଲା ବାପାଙ୍କର ଜୀବନ
କଟକ: ପୁଅ ବରଯାତ୍ରୀରେ ବାପାଙ୍କର ମୃତ୍ୟୁ। କଟକ ଜିଲ୍ଲା ନରସିଂହପୁର ଚତରାପଦାରେ ଅଭାବନୀୟ ଘଟଣା। ତଗିଲୋ ଗାଁକୁ ବାହାଘର ପାଇଁ ଯାଉଥିଲା ବେଳେ  ବରଯାତ୍ରୀ ବସ ଧକ୍କାରେ ବର ବାପାଙ୍କର ଜୀବନ ଚାଲିଯାଇଛି। ଚତରାପଦା ଗାଁର ବିମ୍ବାଧର ନାୟକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୁଅ ବବୁଲ ନାୟକଙ୍କର  ବାହାଘର ଥିଲା। ଘରୁ ବାହାଘର ବରଯାତ୍ରୀ ବାହାରି ସାରିଥିଲା।   ବରଯାତ୍ରୀଙ୍କୁ ନେଉଥିବା ଶକ୍ତିମୟୀ ନାମକ ବସ୍ ହଠାତ ୭ ରୁ ୮ ଜଣ ଙ୍କୁ ଚଢାଇ ଦେଇଥିଲା।। ବସ ଧକ୍କାରେ ଗୁରୁତର ଆହତ ହୋଇଥିବା ବରର ବାପାଙ୍କୁ ପ୍ରଥମେ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ପରିବାର ପକ୍ଷରୁ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ନରସିଂହପୁର ପୁଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ।
ବାଇକ୍- ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା: ମାଇଁ ଓ ଭଣଜା ମୃତ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧିନସ୍ଥ ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚନ୍ଦିନିମାଲ ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଏକ ଟାୟାର ବୋଝେଇ ପିକଅପ ଭ୍ୟାନ ସହ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକା ହୋଇଥିଲା । ଫଳରେ ବାଇକ ଚାଳକ ଯୁବକ ଓ ବାଇକରେ ବସିଥିବା ସମ୍ପର୍କୀୟ ମାଇଁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଗାନ୍ଧୀ ଛକ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ମୃତକଙ୍କର ପରିଚୟ ମିଳି ପାରିନାହିଁ।
ବୌଦ୍ଧ: ବୌଦ୍ଧ-କିଆକଟା ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅସୁସ୍ଥ ମାଆକୁ ବାଇକରେ ନେଇ ପୁଅ ମେଡିକାଲ ଆଣିବା ବେଳେ ଏହି ଦୁର୍ଘଟଣା ଘଟିଛି। ବାଇକକୁ ଏକ ଅଜଣା କାର୍ ପଛରୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ମାଆ ଓ ପୁଅଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ମେଡିକାଲରେ ମାଆକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ପୁଅକୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌, ଚାଲିଗଲା ୨ ସାଙ୍ଗଙ୍କ ଜୀବନ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଚିକିଲି ରାସ୍ତା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଏକ ବାଇକ ପିଟି ହୋଇଛି। ଫଳରେ ଘଟଣାସ୍ଥଳରେ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ବାଣିଆ ଗାଁରୁ ବାହାଘର କାର୍ଯ୍ୟକ୍ରମ ସାରି ନିଜ ଗାଁକୁ ବାଇକ୍‌ରେ ତିନି ସାଙ୍ଗ ଫେରୁଥିଲେ । ହେଲେ ବାଣିଆ ଚିକିଲି ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ତେବେ ମୃତକ ହେଲେ ଚିକିଲି ପଞ୍ଚାୟତ କାଳିଞ୍ଜିପାଲ୍ଲି ଗ୍ରାମର ପିଣ୍ଟୁ ପ୍ରଧାନ ଓ ଗଣେଶ ପ୍ରଧାନ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍: ୩ମୃତ, ଜଣେ ଗୁରୁତର
ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର  ଥାନା ଅନ୍ତର୍ଗତ ବରଗାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କ ଉପରେ ଟ୍ରକ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ଜଣେ ଗୁରୁତର ଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ପ୍ରାଚୀ ନାମକ ଏକ ବସ ସୁନ୍ଦରଗଡ଼ରୁ ଭୁବନେଶ୍ୱର ଆସୁଥିବା ସମୟରେ ବାଟରେ ପଙ୍କଚର ହୋଇଯାଇଥିଲା । ତେବେ ବସରେ ଥିବା ଯାତ୍ରୀମାନେ କିଛି ସମୟ ପାଇଁ ତଳକୁ ଓହ୍ଲାଇ ପଡ଼ିଥିଲେ। ତେବେ ସେମାନେ ରାସ୍ତାରେ ଠିଆ ହୋଇଥିବା ସମୟରେ ହଠାତ ଟ୍ରକ ଆସି ୪ ଜଣ ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରେଢ଼ାଖୋଲ ଡାକ୍ତରଖାନାରେ ୨ ଜଣ ଏବଂ କିଶୋରନଗରରେ ଜଣଙ୍କର ମୃତ୍ୟୁ ଘଟିଛି । ବସଟି ସୁନ୍ଦରଗଡ଼ରୁ ଭୁବନେଶ୍ବର ଯିବାବେଳେ ଏହି ଅଘଟଣ ଘଟିଛି।
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରାପଡିଆରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶୋଇଥିବା ବେଳେ ଏକ ଟ୍ରକ ମା’ ଓ ପୁଅଙ୍କ ଉପରେ ମାଡ଼ିଯାଇଛି। ଏହି ସମୟରେ ଅଳ୍ପକେ ୪ଜଣ ବର୍ତ୍ତି ଯାଇଛନ୍ତି। ମା’ ଓ ପୁଉଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପର୍ଜଙ୍ଗ ମେଡିକାଲରେ ମା’ର ମୃତ୍ୟୁ ଘଟିଥିବା ବେଳେ କାମାକ୍ଷାନଗର ମେଡିକାଲରେ ପୁଅ ମୃତ୍ୟୁ ଘଟିଛି। ମୃତକ ହେଲେ ମା’ ରୁନୁ ପଧାନ ଓ ପୁଅ ଲିପୁ ପଧାନ। ଘଟଣା ସ୍ଥଳରେ ପୁଲିସ ପହଞ୍ଛି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ସହ ଡ୍ରାଇଭର ଫେରାର ହୋଇଥିବା ସୂଚନା ।
ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ଜଣଙ୍କ ମୃତ୍ୟୁ
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ମୃତଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଇକ ଉପରେ ମାଡ଼ିଗଲା ହାଇୱା, ୨ ବାଇକ ଆରୋହୀଙ୍କ ମୃତ୍ୟୁ
ପାରାଦୀପ: ଜଗତସିଂହପରୁ ଜିଲ୍ଲା କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଉପରେ ଏକା ହାଇୱା ମାଡ଼ିଯାଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ରଘୁନାଥପୁର ଓ ଅନ୍ୟ ଜଣଙ୍କ ଘର ଛନ୍ଦା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଇକକୁ ପିଟିଲା ବାଇକ୍: ୧ ମୃତ , ୨ ଗୁରୁତର
ବାଣପୁର: ପ୍ରତାପ ଓ ମାଣିକପୁର ରାସ୍ତା ମଝିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବାଇକ୍ ମୁହାଁ ମୁହିଁ ଧକା ହୋଇଛି । ଏହି ଦୁର୍ଘଟଣାରେ ପ୍ରତାପ ଗ୍ରାମର ବାଇକ୍ ଚାଳକ କାହ୍ନୁ ଚରଣ ସ୍ବାଇଁଙ୍କର ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ସେହି ଗ୍ରାମର ଶିବୁନ ବେହେରା ଓ ନିବାସି ବାରିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସାପାଇଁ ଭୁବେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଟ୍ରାକ୍ଟରକୁ ଧକ୍କା ଦେଲା ମିନିଟ୍ରକ, ୧୦ ଗୁରୁତର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଳି ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି। ଟ୍ରାକଟରକୁ ଏକ ମିନିଟ୍ରକ ପଛପଟୁ ଧକ୍କା ଦେଇଛି। ଫଳରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରାଯାଇଛି।