Pathaan - The Sakala

ରିଲିଜ୍‌ ପୂର୍ବରୁ ‘ପଠାନ୍‌’କୁ ନେଇ ବଢୁଛି ଅସନ୍ତୋଷ; ଫିଲ୍ମକୁ ବ୍ୟାନ କରିବାକୁ ବିଭିନ୍ନ ମହଲରେ ଦାବି
ମୁମ୍ବାଇ: ରିଲିଜ୍‌ ହେବା ପୂର୍ବରୁ ବିବାଦ ଘେରରେ ଛନ୍ଦି ହୋଇଛି ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ । ଫିଲ୍ମକୁ ବହିଷ୍କାର କରିବାକୁ ଅପିଲ କରିଛନ୍ତି ଅଯୋଧ୍ୟାର ମହନ୍ତ ରାଜୁ ଦାସ । ଏହାସହ ଦର୍ଶକଙ୍କୁ ଅପିଲ କରିଛନ୍ତି ଯେଉଁ ଥିଏଟରରେ ପଠାନ ଫିଲ୍ମ ସୋ ପଡୁଛି ସେହି ହଲକୁ ଜାଳି ଦିଆଯାଉ । ଫିଲ୍ମର ଏକ ଗୀତ ସହ ଜଡ଼ିତ ଦୃଶ୍ୟ ଏବଂ ପୋଷାକକୁ ନେଇ ବିବାଦ ଉଠିଛି । ଏପରିକି ‘ପଠାନ’ କୁ ବ୍ୟାନ୍ କରିବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ ଦେଇଛନ୍ତି ।‌

ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ‘ବେସରମ୍‌ ରଂଗ’ ଗୀତ ଏବେ ରିଲିଜ୍‌ ହୋଇ ସାରିଛି। ତେବେ ଏହି ଗୀତ ରିଲିଜ ହେବା ପରେ ସେଥିରେ ଦୀପିକା ପିନ୍ଧିଥିବା ପୋଷାକଙ୍କୁ ନେଇ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯାଇଛି। ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦୀପିକାଙ୍କ ଏହି ବେଶଭୂଷାକୁ ନେଇ ସମାଲୋଚନା କରିବା ପରେ କିଛି ଆନ୍ଦୋଳନକାରୀ ଏବେ ଆନ୍ଦୋଳନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଶାହାରୁଖ୍‌ ଓ ଦୀପିକାଙ୍କ କୁଶପୁତ୍ତଳିକା ଦାହ କରି ‘ପଠାନ୍‌’କୁ ବିରୋଧ କରିଛନ୍ତି।

ବେଶରମ ରଙ୍ଗ ଗୀତରେ ଆପତ୍ତିଜନକ ଦୃଶ୍ୟ ସହ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଫିଲ୍ମର ହିରୋଇନ ଦୀପିକା ପାଦୁକୋନ ହିରୋ ଶାହରୁଖଙ୍କ ସହ ରୋମାନ୍ସ କରୁଛନ୍ତି। ଏହାକୁ ବୟକଟ ପାର୍ଟି ଜୋରଦାର ବିରୋଧ କରିଛନ୍ତି।

ଘୋଷଣା ହେଲା ‘ପଠାନ୍‌’ର ରିଲିଜ୍‌ ତାରିଖ, ଦୀର୍ଘ ଦିନ ପରେ କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ପ୍ରଶଂସକ ଉତ୍ସାହିତ
ମୁମ୍ବଇ: ୪ ବର୍ଷର ଲମ୍ବା ବ୍ୟବଧାନ ପରେ ପରଦାକୁ ଆସିବାକୁ ଯାଉଛି ବଲିଉଡ଼ କିଙ୍ଗ୍‌ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’। ଏହି ଚଳଚ୍ଚିତ୍ରର  ମୁକ୍ତିଲାଭ ତାରିଖ ଶାହରୁଖ୍‌ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଶେୟାର କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍‌’।

I know it’s late… But remember the date… Pathaan time starts now…

See you in cinemas on 25th January, 2023.

Releasing in Hindi, Tamil and Telugu.

Celebrate #Pathaan with #YRF50 only at a big screen near you. @deepikapadukone |@TheJohnAbraham | #SiddharthAnand | @yrf pic.twitter.com/dm30yLDfF7

— Shah Rukh Khan (@iamsrk) March 2, 2022

ସେ ଟ୍ବିଟ କରି ଲେଖିଛନ୍ତି ଯେ, ମୁଁ ଜାଣେ ଏହା ଟିକେ ବିଳମ୍ବ ହୋଇଛି। କିନ୍ତୁ ତାରିଖ ମନେ ରଖନ୍ତୁ। ‘ପଠାନ’ ସମୟ ବର୍ତ୍ତମାନ ଆରମ୍ଭ ହେଉଛି। ୨୦୨୩ ଜାନୁୟାରୀ ୨୫ ତାରିଖରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖାହେବ। ଏହି ଫିଲ୍ମ ‘ପଠାନ୍‌’ ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କୁ ବଡ ପରଦାରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।