12 crore gold seized - The Sakala

ରାଜଧାନୀରୁ ୧୨ କୋଟିର ସୁନା ଜବତ, ୪ ଅଟକ
ଭୁବନେଶ୍ୱର: ରାଜଧାନୀରେ ଜବତ ହେଲା ସୁନା । ରାଜଧାନୀରୁ ୧୨ କୋଟିର ସୁନାକୁ ଜବତ କରିଛି ଜିଆରପି । ମୁମ୍ବାଇ-କୋଣାର୍କ ଏକ୍ସପ୍ରେସରେ ୩୨ କେଜିରୁ ଅଧିକ ସୁନା ଆସିଥିବା ସୂଚନା ମିଳିଛି । ଜିଆରପି ୩୨ କେଜିର ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଜିଆରପି । ଏହି ସୁନା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା । କୋଣାର୍କ ଏକ୍ସପ୍ରେସରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ବର ଆସିଥିଲେ । ଅଟକ ଥିବା ୪ ଜଣ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ଲେଖାଏଁ ସୁନା ପ୍ୟାକ୍ ହୋଇଥିଲା । ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ଜିଆରପି । ତେବେ ଏହି ଘଟଣାରେ ଇନକମ୍ ଟ୍ୟାକ୍ସ ଓ ଜିଏସଟିର ମିଳିତ ଭାବରେ ଛାନଭିନ ଜାରି ରଖିଛି ।