Ministry of Culture - The Sakala

ଅନ୍ତର୍ଜାତୀୟ ମହିଳା ଦିବସରେ ଭାରତୀୟ ଏବଂ ବିଦେଶୀ ମହିଳା ପର୍ଯ୍ଯଟକ ମାଗଣାରେ ବୁଲିବେ ସମସ୍ତ ସଂରକ୍ଷିତ ସ୍ମାରକ ସ୍ଥଳୀ
ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ ଅର୍ଥାତ ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହା ପାଳିତ ହେଉଛି। ମହିଳାଙ୍କୁ ସଶକ୍ତ କରିବା ଲାଗି ଏହି ଦିନକୁ ସମର୍ପିତ କରାଯାଇଛି।

On the occasion of #InternationalWomensDay Entry will be FREE for all women visitors at all @ASIGoI ticketed centrally protected monuments & site museums. #internationalwomensday2021 #अंतर्राष्ट्रीय_महिला_दिवस pic.twitter.com/JNirVqqbdf

— Ministry of Culture (@MinOfCultureGoI) March 7, 2021

ତେବେ ଏହି ଅନ୍ତର୍ଜାତୀୟ ମହିଳା ଦିବସରେ ଭାରତ ସରକାର ଦେଶ ବିଦେଶର ମହିଳାମାନଙ୍କୁ ଏକ ଉପହାର ଦେଇଛନ୍ତି। ଆଜିର ଦିନରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ଵାରା ସଂରକ୍ଷିତ ସମସ୍ତ ଐତିହାସିକ ସ୍ମାରକ ସ୍ଥଳୀ ଗୁଡିକରେ ମହିଳାମାନଙ୍କ ପାଇଁ  ବିନା ମୂଲ୍ଯରେ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଏଏସଆଇର ସଂଯୁକ୍ତ ମହାନିର୍ଦ୍ଦେଶକ ଏମ ନମ୍ବିରାଜନ ଏନେଇ ସୂଚନା ଦେଇଛନ୍ତି। ଆଜି ସମସ୍ତ ଭାରତୀୟ ଏବଂ ବିଦେଶୀ ମହିଳା ପର୍ଯ୍ଯଟକଙ୍କୁ ସମସ୍ତ ସଂରକ୍ଷିତ ସ୍ମାରକ ସ୍ଥଳୀରେ ମାଗଣା ପ୍ରବେଶ ପାଇଁ ଅନୁମତି ମିଳିବ।

ଯେପରିକି ତାଜମହଲ, ଲାଲ କିଲ୍ଲା, କୁତବ ମିନ୍ନାର, ହୁମାୟୁଁଙ୍କ ଦରବାର, ସୂର୍ଯ୍ଯ ମନ୍ଦିର, ଅଜନ୍ତା-ଏଲୋରା ଗୁମ୍ଫା ଭଳି ସ୍ମାରକ ସ୍ଥଳୀରେ ଆଜି ବିନା ମୂଲ୍ଯରେ ବୁଲିପାରିବେ। ସଂସ୍କୃତି ମନ୍ତ୍ରାଳୟ ଏନେଇ ଏକ ଟ୍ଵିଟ୍ କରି ସୂଚନା ଦେଇଛି।