3rd T20I - The Sakala
ରାଜକୋଟ୍‌: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ତୃତୀୟ ଟି-୨୦ ମ୍ୟାଚ୍‌ ଆୟୋଜନ ହେବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଅଗ୍ରଣୀ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ଆଗୁଆ ସିରିଜ ଜିତିବାକୁ ପ୍ରୟାସ କରିବ। ପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍‌ରେ ୭ ଓ ଦ୍ୱିତୀୟରେ ୨ ୱିକେଟ ବିଜୟୀ ହୋଇଥିଲା। ଅନ୍ୟପଟେ ସିରିଜ ବଞ୍ଚାଇ ରଖିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍‌ ଜିତିବା ଅପରିହାର୍ଯ୍ୟ ହୋଇ ପଡିଛି। ଅର୍ଥାତ ଇଂଲଣ୍ଡ କର ବା ମର ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ ପାଇଁ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ଭାରତ ଶୀର୍ଷ ସ୍ଥାନରେ ରହିଥିବାବେଳେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଏହି ମ୍ୟାଚ୍‌ ଖେଳିବେ ବୋଲି ବ୍ୟାଟିଂ କୋଚ୍‌ ସିତାଂଶୁ କୋଟାକ କହିଛନ୍ତି।
ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବଲ ପେସ୍‌ ଓ ବାଉନ୍ସ ହେବ। କିନ୍ତୁ ପିଚ୍‌ ବ୍ୟାଟରଙ୍କୁ ଅଧିକ ସୁହାଇବ। ଏହାପରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୮୯ ରହିଛି। ରନ୍‌ ଚେଜ୍‌ କରିବା କଷ୍ଟକର ହେବ। ମ୍ୟାଚ୍‌ କିନ୍ତୁ ହାଇସ୍କୋରିଂ ହେବ। ଦୁଇ ଦଳ ଏପର୍ଯ୍ୟନ୍ତ ଟି-୨୦ରେ ପରସ୍ପରକୁ ୨୬ଥର ଭେଟିଛନ୍ତି। ଏଥିରୁ ଭାରତ ୧୫ ଓ ଇଂଲଣ୍ଡ ୧୧ଟିରେ ବିଜୟୀ ହୋଇଛି। ଘରୋଇ ମାଟିରେ ଭାରତ ୮ ଓ ଇଂଲଣ୍ଡ ୫ଟିରେ ବିଜୟୀ ହୋଇଛି। ପୁଣି ଗତବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ହରାଇଥିଲା। ତେଣୁ ରେକର୍ଡ ଓ ଫର୍ମରେ ଭାରତ ଆଗରେ ରହିଛି। ଏହି ମ୍ୟାଚ୍‌ରେ ଆଉ ୨ ୱିକେଟ ନେଇ ଅର୍ଶଦୀପ ସିଂହ ପ୍ରଥମ ଭାରତୀୟ ବୋଲର ଭାବେ ୧୦୦ ୱିକେଟ ନେବାକୁ ପ୍ରୟାସ କରିବେ। ସେ ଏପର୍ଯ୍ୟନ୍ତ ୬୨ ଟି-୨୦ ମ୍ୟାଚ୍‌ ଖେଳି ୯୮ ୱିକେଟ ଅକ୍ତିଆର କରିଛନ୍ତି। ଗତ ୧ ବର୍ଷରେ ଭାରତ ୨୫ ମ୍ୟାଚ୍‌ ଖେଳି ୨୩ ବିଜୟ, ୨ ପରାଜୟ ହାସଲ କରିଛି। ଅପରପକ୍ଷରେ ଇଂଲଣ୍ଡ ୧୯ ମ୍ୟାଚ୍‌ ଖେଳି ୧୦ ବିଜୟ ଓ ୭ ପରାଜୟ ବରଣ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଏହି ମ୍ୟାଚ୍‌ରେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି। କାକର ସମସ୍ୟା ଥିଲେ ମଧ୍ୟ ଟସ୍‌ ଜିତିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିବ। ତିଳକ ବର୍ମା, ଅଭିଷେକ ଶର୍ମା, ଆର୍ଶଦୀପ, ଜୋଶ ବଟଲର, ଜୋଫ୍ରା ଆର୍ଚରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ମ୍ୟାଚ୍‌ ସଂଘର୍ଷ ପୂର୍ଣ୍ଣ ହେବା ସହ ରୋମାଞ୍ଚ୍‌କ ହେବ।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ।
ଇଂଲଣ୍ଡ ଦଳ: ଜୋଶ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍‌ (ଉପ- ଅଧିନାୟକ), ଫିଲ ସଲ୍ଟ, ଜ୍ୟାକବ ବେଥେଲ, ଲିଆମ ଲିଭିଂଷ୍ଟୋନ, ଜୋଫ୍ରା ଆର୍ଚର, ଗସ ଅଟକିନସନ, ବେନ ଡକେଟ, ଜେମି ଓଭରଟନ, ଆଦିଲ ରସିଦ ଓ ମାର୍କ ଉଡ୍‌।
ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦, ସିରିଜ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ
ଦାମ୍ବୁଲା: ଶ୍ରୀଲଙ୍କାକୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ହରାଇ ଭାରତ ସ୍ଥାନୀୟ ପାଲିକଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଆଗୁଆ ବିଜୟୀ ହୋଇଛି। ଏହି ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ ଆସନ୍ତାକାଲି ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ୩-୦ରେ ସିରିଜ୍‌ ଜିତିବା ସହ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳ ନିଶ୍ଚିତ ଭାବେ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଲଙ୍କା ଅପେକ୍ଷା ଭଲ ଖେଳ ପ୍ରଦର୍ଶନ କରିଛି। ଏଣୁ ଦଳ ଶେଷ ମ୍ୟାଚ୍‌ରେ ବିଜୟୀ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌।
ବ୍ୟାଟିଂ ହେଉ ଅବା ବୋଲିଂ ଭାରତର ପ୍ରଦର୍ଶନ ଠିକ୍‌ଠାକ୍‌ ରହିଛି। କିନ୍ତୁ ଶ୍ରୀଲଙ୍କା ଟପ୍‌ ଅର୍ଡର ବ୍ୟାଟରଙ୍କ ବିପକ୍ଷରେ ଭାରତୀୟ ବୋଲର ସଂଘର୍ଷ କରିବା। ଏହି ୩ ଜଣ ଟପ୍‌ ଅର୍ଡର ବ୍ୟାଟରଙ୍କୁ ପାଭିଲିୟନ ପଠାଇଦେଲେ ଶ୍ରୀଲଙ୍କାର ପ୍ରତିରୋଧ ଶେଷ ହୋଇଯାଉଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଜଣାପଡ଼ିଛି। ଭାରତ ବିପକ୍ଷରେ ଲଢେ଼ଇ କରିବାକୁ ହେଲେ ଦଳର ମିଡଲ ଅର୍ଡର ବ୍ୟାଟିଂକୁ ସଜାଡିବାକୁ ହେବ। ନଚେତ ଭାରତକୁ ମୁକାବିଲା କରିବା ସମ୍ଭବ ହେବ ନାହିଁ। ଭାରତୀୟ ଦଳର ବ୍ୟାଟିଂ ବେଶ ଦୃଢ଼ ରହିଛି ଓ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦୃଢ଼ ପ୍ରଦର୍ଶନ କରିଛନ୍ତି। ଏଣୁ ବ୍ୟାଟିଂକୁ ନେଇ ଭାରତ ଚିନ୍ତିତ ନୁହେଁ। ଶୁବମାନ ଗିଲ ଫିଟ୍‌ ହେଲେ ତୃତୀୟ ମ୍ୟାଚ୍‌ ଖେଳିବେ, ନଚେତ ସଞ୍ଜୁ ସାମସନଙ୍କୁ ଶେଷଥର ସୁଯୋଗ ମିଳିବ।
ବୋଲିଂରେ ଭାରତ ପ୍ରଥମେ ପ୍ରଭାବ ପକାଇପାରି ନାହିଁ। କିନ୍ତୁ ସ୍ପିନର ଟପ୍‌ ଅର୍ଡରକୁ ଆଉଟ କରିଦେଲେ ଭାରତୀୟ ପେସ୍‌ର ପ୍ରଭାବୀ ହୋଇପଡ଼ୁଛନ୍ତି। କିନ୍ତୁ ଦଳର ନଂ-୧ ବୋଲର ମହମ୍ମଦ୍‌ ସିରାଜ ୱିକେଟ ନ ପାଇବା ଚିନ୍ତାର କାରଣ ହୋଇଛି। ଅନ୍ୟ ସବୁ ବୋଲର ଭଲ ଫର୍ମରେ ଅଛନ୍ତି ଓ ଶ୍ରୀଲଙ୍କାର ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଶ୍ରୀଲଙ୍କାର ପେସ୍‌ ବୋଲରଙ୍କ ମଧ୍ୟରେ ମାଥୀଶା ପତିରାଣା ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ପେସ୍‌ କିମ୍ବା ସ୍ପିନର ବୋଲର ଭାରତୀୟ ବ୍ୟାଟରଙ୍କ ପ୍ରତି ବିପଦ ସୃଷ୍ଟି କରିନାହାନ୍ତି। ଭାରତକୁ ଅଡ଼ୁଆରେ ପକାଇବାକୁ ହେଲେ ବୋଲିଂରେ ଉନ୍ନତି ଆଣିବା ନିହାତି ଆବଶ୍ୟକ। ନଚେତ ଭାରତର ପ୍ରଭାବକୁ ପ୍ରତିହତ କରିବା ଏତେଟା ସହଜ ହେବ ନାହିଁ।
୨ରୁ ଦିନିକିଆ ସିରିଜ; ରୋହିତ, କୋହଲି ପହଞ୍ଚିଲେ
ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ଅଗଷ୍ଟ ୨ରୁ ଆରମ୍ଭ ହେବ। ଏହି ସିରିଜ୍‌ରେ ଖେଳିବା ଲାଗି ଅଧିନାୟକ ରୋହିତ ଶର୍ମା ଆମେରିକାରୁ ଓ ବରିଷ୍ଠ ଖେଳାଳି ବିରାଟ କୋହଲି ଲଣ୍ଡନରୁ ଆସି ଗତକାଲି ଏଠାରେ ପହଞ୍ଚିଛନ୍ତି। ଏମାନଙ୍କ ବ୍ୟତୀତ କେବଳ ଦିନିକିଆ ସିରିଜ୍‌ ଲାଗି ମନୋନୀତ ହୋଇଥିବା ଖେଳାଳିମାନେ ଯଥା ଲୋକେଶ ରାହୁଲ, ଶ୍ରେୟାସ ଆୟର, କୁଲଦୀପ ଯାଦବ ଓ ହର୍ଷିତ ରାଣା ମଧ୍ୟ ଏଠାରେ ଆସି ପହଞ୍ଚିଛନ୍ତି। ଏମାନେ ସୋମବାର କଲମ୍ବୋରେ ରଣସିଂହେ ପ୍ରେମଦାସା ଷ୍ଟାଡିୟମ୍‌ରେ ଅଭ୍ୟାସ କରିଛନ୍ତି। ଭାରତୀୟ ଦଳ ଶ୍ରୀଲଙ୍କା ସହ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ ଆସନ୍ତାକାଲି ଖେଳିବା ପରେ ଏଠାରେ ଆସି ଅଭ୍ୟାସ କରିବେ। କଲମ୍ବୋରେ ଖେଳାଳିଙ୍କ ସହ ଅଭ୍ୟାସ କରିବା ଲାଗି ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କୁ ପଠାଯାଇଛି। ବୋଲିଂ ପ୍ରଶିକ୍ଷକ ମୋର୍ଣ୍ଣି ମୋର୍କେଲ ମଧ୍ୟ ଦଳ ସହ ଯୋଗଦେବେ ବୋଲି ଆଶା କରାଯାଉଛି। ଦିନିକିଆ ସିରିଜ୍‌ର ସମସ୍ତ ମ୍ୟାଚ୍‌ କଲମ୍ବୋରେ ଖେଳାଯିବ। ଦିନିକିଆ ମ୍ୟାଚ୍‌ ଗୁଡିକ ଅଗଷ୍ଟ ୨, ୪ ଓ ୭ରେ ଖେଳାଯିବ। ଏହା ପରେ ଘରୋଇ ମାଟିରେ ବାଂଲାଦେଶ ସହ ଭାରତ ଟେଷ୍ଟ ଓ ଟି-୨୦ ସିରିଜ୍‌ ଖେଳିବ। ଏହା ମଧ୍ୟରେ ଚେନ୍ନଇରେ ସେପ୍ଟେମ୍ବର ୬ରୁ ୨ଟିକିଆ ଟେଷ୍ଟ ସିରିଜ୍‌ ସେପ୍ଟେମ୍ବର ୧୯ରୁ ଓ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଧର୍ମଶାଳରେ ଅକ୍ଟୋବର ୬ରୁ ଆରମ୍ଭ ହେବ।
ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଲୋକେଶ ରାହୁଲ (ୱିକେଟରକ୍ଷକ), ଋଷଭ ପନ୍ତ୍‌ (ୱିକେଟ ରକ୍ଷକ), ଶ୍ରେୟାସ ଆୟର, ଶିବମ ଦୁବେ, ରିୟାନ ପରାଗ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ମହମ୍ମଦ୍‌ ସିରାଜ, ଅର୍ଶଦୀପ ସିଂ, ଖଲୀଲ ଅହମ୍ମଦ୍‌ ଓ ହର୍ଷିତ ରାଣା।
ଭାରତ-ଜିମ୍ବାୱେ ତୃତୀୟ ଟି-୨୦: ୨୩ ରନରେ ଜିତିଲା ଟିମ୍ ଇଣ୍ଡିଆ
ହରାରେ: ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍‌ରେ ଭାରତ-ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ଆଜି ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ପରାଜିତ କରିଛି। ୧୮୩ ରନ୍‌ର ପିଛା କରି ଜିମ୍ବାୱେ ଦଳ ୨୦ ଓଭରରେ ୬ ୱି‌କେଟ ହରାଇ ୧୫୯ ରନ୍ କରିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  ଟିମ୍ ଇଣ୍ଡିଆ ୪ ୱିକେଟ ହରାଇ ୧୮୨ ରନ୍ କରିଥିଲା। ଫଳରେ ଜିମ୍ବାଓେ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍ ରହିଥିଲା।
ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୧ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୧୩ ରନ୍ କରିଥିଲେ। ସେହିପରି ବ୍ରିୟାନ ବେନଫିଟ୍ ୪ ରନ୍, ଡିଅନ ମାୟର୍ସ ୬୫ ରନ୍, ସିକନ୍ଦର ରଜା ୧୫ ରନ୍ , ଜୋନାଥନ କ୍ୟାମ୍ପବେଲ ୧ ରନ୍ , କ୍ଲିଭ ମାଡାଣ୍ଡେ ୩୭ ରନ୍, ୱେଲିଙ୍ଗଟନ ମାସାକଡା ୧୮ ରନ୍ କରିଥିଲେ।
ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ବୀ ଜୈୟସ୍ବାଲ ୩୬ ରନ୍ କରିଥିବାବେଳେ ଶୁଭମାନ ଗିଲ ରନ୍ ୬୬ କରିଥିଲେ। ସେହିପରି ଅଭିଷେକ ଶର୍ମା ୧୦ , ଋତୁରାଜ ଗାଇକୱାଡ ୪୯ , ସଞ୍ଜୁ ସାମସନ ୧୨ ଏବଂ ରିଙ୍କୁ ସିଂ ୧ ରନ୍ କରିଥିଲେ।
ଟି-୨୦ ସିରିଜ୍: ସୂର୍ଯ୍ୟକୁମାରଙ୍କ ଦମଦାର ଶତକୀୟ ଇଂନିସ, ଦକ୍ଷିଣ ଆଫ୍ରିକାକୁ ୨୦୨ ରନର ଟାର୍ଗେଟ ଦେଲା ଭାରତ
ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗର ନ୍ୟୁ ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯଉଛି। ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌କୁ ଘରୋଇ ଦକ୍ଷିଣ ଆଫ୍ରିକା ଜିତି ନେଇ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍‌କୁ ୧-୧ରେ ବରବାର କରିବାକୁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡନ ମାର୍କରମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଭାରାତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୦୧ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ୨୦୨ ରନର ଆବଶ୍ୟକତା ରହିଛି।
ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ୍‌ ୪୧ ବଲରେ ୬୦ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ୍‌ ୬ ବଲରେ ୧୨ ଓ ତିଳକ ବର୍ମା ଗୋଟିଏ ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ପାରିକୁ ଶେଷ ପର୍ଯ୍ୟନ୍ତ ସମ୍ଭାଳି ରଖିଥିବା ସୂର୍ଯ୍ୟକୁମାର ଯାଦବ ଏକ ଶତକୀୟ ଇଂନିସ ଖେଲଇଥିଲେ। ସୂର୍ଯ୍ୟକୁମାର ୫୬ ବଲରେ ୧୦୦ରନ କରି ଆଉଟ ହୋଇଥିଲେ। ତାଙ୍କର ଏହି ଶତକୀୟ ଇଂନିସରେ ୮ଟି  ଛକା ୭ଟି ଚାରି ସାମିଲ ରହିଛି।  ରିଙ୍କୁ ସିଂହ ୧୦ ବଲରେ୧୪ ରନ କରି ଆଉଟ ହୋଇଥିଲେ । ରବିନ୍ଦ୍ର ଜାଡେଜା ୨ ବଲରେ ୪ ରନ ଓ ଜିତେଶ ଶର୍ମା ୪ବଲରେ ୪ରନ କରି ରନ ଆଉଟ ହୋଇଥିଲେ। ମହମ୍ମଦ ସିରାଜ ୧ ବଲରେ ୨ରନ କରି ଅପରାଜିତ ରହିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଲିଜାର୍ଡ ଓ୍ଵିଲିୟମ୍ସ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ତାବ୍ରେଜ ସାମସି  ଓ ନାନ୍ଦ୍ରେ ବର୍ଗର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ୫ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ
ଗୌହାଟୀ:  ମଧ୍ୟରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ତୃତୀୟ ମ୍ୟାଚ୍‌‌ ସ୍ଥାନୀୟ ବର୍ଷାପଡ଼ା ଷ୍ଟାଡିୟମ୍‌‌ରେ ମଙ୍ଗଳବାର ଖେଳାଯାଇଥିଲା।  ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୨୨୨ ରନ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୨୩ ରନର ଆବଶ୍ୟକତା ରହିଥିଲା। ଅଷ୍ଟ୍ରେଲିଆ ୫ ୱିକେଟରେ ୨୨୫ ରନ କରି ମ୍ୟାଚକୁ ଜିତି ନେଇଛି।
ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍ ହେଡ୍ ୧୮ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ଆରୋନ ହାର୍ଡି ୧୨ ବଲରେ ୧୬ରନ କରି ଆଉଟ ହୋଇଥିଲେ। ଜୋସ ଇଂଲିସ ୬ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଗ୍ଲେନ ମ୍ୟାକ୍ସଓ୍ଵେଲ ସମ୍ଭାଳିଥିଲେ। ମାର୍କସ ଷ୍ଟୋଇନିସ୍‌ ୨୧ ବଲରେ ୧୭ରନ କରି ଆଉଟ ହୋଇଥିଲେ। ଟିମ ଡେଭିଡ୍‌ ୧ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ମ୍ୟାକ୍ସଓ୍ଵେଲଙ୍କ ସାଥ ଦେଇଥିଲେ ମାଥ୍ୟୁ ୱେଡ୍‌ । ମ୍ୟାକ୍ସଓ୍ଵେଲ ୪୮ ବଲରେ ୧୦୮ ରନ କରି ଅପରାଜିତ ରହିଥିବା ବେଲେ ମାଥ୍ୟୁ ୱେଡ୍‌ ୧୬ ବଲରେ ୨୮ ରନ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ରବି ବିଷ୍ଣୋଇ ୨ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ,  ଅକ୍ଷର ପଟେଲ୍‌ ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ଗାଏକୱାଡଙ୍କ ଶତକୀୟ ଇଂନିସ, ଅଷ୍ଟ୍ରେଲିଆକୁ ୨୨୩ ରନର ଟାର୍ଗେଟ ଦେଲା ଭାରତ
ଗୌହାଟୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳାଯାଉଛି। ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍ ଜିତି ଭାରତ ଆଗୁଆ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୨୨୨ ରନ କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୨୩ ରନର ଆବଶ୍ୟକତା ରହିଛି।
ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ୍‌ ୬ ବଲରେ ୬ରନ କରି ଆଉଟ ହୋଇଥିଲେ। ଇଶାନ କିଷନ ୫ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ଋତୁରାଜ ଗାଏକୱାଡ୍‌ ଓ ସୂର୍ଯ୍ୟକୁମାର ଯାଦବ ସମ୍ଭାଳିଥିଲେ। ର୍ଯ୍ୟକୁମାର ୨୯ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିଲେ ତିଳକ ବର୍ମା । ଋତୁରାଜ ଗାଏକୱାଡ୍‌ ଏକ ଶତକୀୟ ଇଂନିସ ଖେଳିଥିଲେ।  ଗାଏକୱାଡଙ୍କ ଏହି ଶତକୀୟ ଇଂନିସରେ ୧୩ଟି ଚୌକା ଓ ୭ଟି ଛକା ସାମିଲ ରହିଛି। ୫୭ ବଲରେ ୧୨୩ ରନ କରି ଅପରାଜିତ ରହିଥିଲେ ଋତୁରାଜ ଗାଏକୱାଡ୍‌ । ତିଳକ ବର୍ମା ୨୪ ବଲରେ ୩୧ ରନ କରି ଅପରାଜିତ ରହିଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ କେନ ରିଚାର୍ଡସନ, ଜାସନ ବେହେରନଡର୍ଫ ଓ ଆରୋନ ହାର୍ଡି ଗୋଟିଏ ଲେଖାଏଁ ୱିକେଟନ ନେଇଥିଲେ।
ଆଜି ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ଟି-୨୦, ସିରିଜ୍‌‌ ସୁଇପ୍‌‌ ଲକ୍ଷ୍ୟରେ ଭାରତ
ଡବଲିନ୍‌‌: ଏଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌କୁ ଭାରତ ଆଗୁଆ ଜିତିନେଇଛି। ସିରିଜ୍‌‌ର ତୃତୀୟ ତଥା ଶେଷ ମ୍ୟାଚ୍‌‌ ବୁଧବାର ଖେଳାଯିବ। ଏହି ମ୍ୟାଚକୁ ଜିତିବା ସହ ଭ୍ରମଣକାରୀ ଭାରତ ୩-୦ରେ ସିରିଜ୍‌‌ ସୁଇପ୍‌‌ କରିବା ଲକ୍ଷ୍ୟରେ ରହିଛି। କିନ୍ତୁ ଏହି ମ୍ୟାଚ୍‌‌ରେ ଭାରତକୁ ଦୁଇଟି ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଗୋଟିଏ ହେଉଛି ଅଧିନାୟକ ଯଶପ୍ରୀତ ବୁମ୍‌‌ରାଙ୍କ ଫିଟ୍‌‌ନେସ ପରୀକ୍ଷା ଓ ଦ୍ୱିତୀୟଟି ହେଉଛି ବେଞ୍ଚ ଷ୍ଟ୍ରେନ୍ଥକୁ ସୁଯୋଗ ଦେବା। ଆୟର୍ଲାଣ୍ଡ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଭାରତକୁ ଅଡୁଆରେ ପକାଇବାରେ ସମର୍ଥ ହୋଇ ନଥିଲେ ମଧ୍ୟ ଶେଷ ମ୍ୟାଚ୍‌‌ ଜିତିବାକୁ ସମସ୍ତ ଚେଷ୍ଟା କରିବ ନିଶ୍ଚୟ।
ଆହତ ସମସ୍ୟାରୁ ମୁକୁଳିବା ପରେ ବୁମ୍‌‌ରା ଓ ଅନ୍ୟତମ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଏହି ସିରିଜ୍‌‌ରେ ସିଧାସଳଖ ଖେଳୁଛନ୍ତି। ଗତ ଦୁଇଟି ମ୍ୟାଚ୍‌‌ରେ ଉଭୟ ଫାଷ୍ଟ ବୋଲର ୪ ଓଭର ଲେଖାଏଁ ବୋଲିଂ କରିଛନ୍ତି। ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌‌ ଦିନିକିଆ କ୍ରିକେଟ। ଏହି କପ୍‌‌ରେ ପାକିସ୍ତାନକୁ ଚେକ୍‌‌ ଦେବାକୁ ହେଲେ ଏହି ଦୁଇ ଖେଳାଳିଙ୍କ ରିଦିମ ଓ ଫିଟନେସ୍‌‌ ଠିକ୍‌‌ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଭଳି ଏକ ସମୟରେ ଅଧିକ ପରୀକ୍ଷା ନୀରିକ୍ଷାର ଆବଶ୍ୟକତା ନାହିଁ। ତେବେ ଆୟର୍ଲାଣ୍ଡ ବିପକ୍ଷରେ ଯିଏ ଖେଳନ୍ତୁ ନା କାହିଁକି ଏହି ମ୍ୟାଚ୍‌‌ ଜିତିବା ନୂଆ ପିଢ଼ିର ଖେଳାଳିଙ୍କ ଲାଗି ଉତ୍ସାହଜନକ ହେବ।
କେବଳ ଏସିଆ କପ୍‌‌ ନୁହେଁ, ନବାଗତ ଖେଳାଳିଙ୍କୁ ନେଇ ଏସିଆନ ଗେମ୍ସ ଲାଗି ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ିବ। ଏସିଆନ ଗେମ୍ସ ଲାଗି ମନୋନୀତ ହୋଇଥିବା ଖେଳାଳିଙ୍କ ମଧ୍ୟରୁ ଏହି ସିରିଜ୍‌‌ରେ ସ୍ଥାନ ପାଇଥିବା ଫାଷ୍ଟ ବୋଲର ଆଭେଷ ଖାନ୍‌‌, ୱିକେଟ ରକ୍ଷକ ଜିତେଶ ଶର୍ମା ଓ ଶାହାବାଜ୍‌‌ ଅହମ୍ମଦ୍‌‌ ଥରେ ହେଲେ ଖେଳିବାର ସୁଯୋଗ ପାଇନାହାନ୍ତି। ଏବେ ମଧ୍ୟ ଭାରତରେ କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ନାହିଁ। ଏଣୁ ଏହି ଖେଳାଳିଙ୍କୁ ମ୍ୟାଚ୍‌‌ ପ୍ରାକ୍ଟିସ ସୁଯୋଗ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏମାନଙ୍କ ମଧ୍ୟରୁ ଆଭେଷ ୱେଷ୍ଟଇଣ୍ଡିଜ୍‌‌ ବିପକ୍ଷ ସିରିଜ୍‌‌ରେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଏବେ ସୁଦ୍ଧା ସେ କ୍ରମାଗତ ୭ଟି ମ୍ୟାଚ୍‌‌ରେ ବସିରହିଛନ୍ତି। ଏଭଳି ବସି ରହିଲେ, ଏସିଆନ ଗେମ୍ସ ତାଙ୍କ ଲାଗି ଆଦୌ ଲାଭଦାୟକ ହେବ ନାହିଁ। ଅଧିନାୟକ ବୁମ୍‌‌ରା ଓ କାମଚଳା ମୁଖ୍ୟ ପ୍ରଶିକ୍ଷକ ସୀତାଂଶୁ କୋଟକ ଏ ସମ୍ପର୍କରେ ବେଶ ଭଲ ଭାବେ ଅବଗତ ଥିବେ।
ଏସିଆ କପ୍‌‌ ଲାଗି ଭାରତୀୟ ଦଳରେ ସ୍ଥାନ ସୁରକ୍ଷିତ ରଖି ନଥିବା ସଞ୍ଜୁ ସାମସନ ଏଠାରେ ଆଉ ଏକ ଭଲ ଇନିଂସ ଖେଳିବାକୁ ଚେଷ୍ଟା କରିବେ। ଦ୍ୱିତୀୟ ମ୍ୟାଚ୍‌‌ରେ ସେ ୨୬ ବଲ୍‌‌ରୁ ୪୦ ରନ୍‌‌ କରି ଭାରତକୁ ବିପଦରୁ ରକ୍ଷା କରିଥିଲେ। ଯୁବ ୱିକେଟରକ୍ଷକ ଜିତେଶଙ୍କୁ ସୁଯୋଗ ଦେବାକୁ ଯଦି ଟିମ୍‌‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନିଏ, ତେବେ ସଞ୍ଜୁ ବାଦ୍‌‌ ପଡ଼ିପାରନ୍ତି। ଅନ୍ୟପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବା ପରେ ୨୧ ବଲରୁ ୩୮ ରନ୍‌‌ କରି ରିଙ୍କୁ ସିଂ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏହି ମ୍ୟାଚରୁ ତାଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ପରେ ଦ୍ୱିତୀୟ ମ୍ୟାଚ୍‌‌ ଫିନିସର ଭାବେ ବିବେଚନା କରାଯାଉଛି। ଫାଷ୍ଟ ବୋଲର ଅର୍ଶଦୀପ ସିଂ ଓ ମୁକେଶ କୁମାର କ୍ରମାଗତ ଖେଳିଆସୁଛନ୍ତି। ଅର୍ଶଦୀପଙ୍କ ୟର୍କର ଓ ମୁକେଶଙ୍କ ମନ୍ଥର ବଲ ନିଶ୍ଚିତଭାବେ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଇବ।
୧୬୮ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଟି-୨୦ ସିରିଜ କବଜା କଲା ଭାରତ
ଅହମ୍ମଦାବାଦ: ବିସ୍ଫୋରକ ବ୍ୟାଟିଂ – ଘାତକ ବୋଲିଂ ବଳରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ଯରେ ଚାଲିଥିବା ଟି-୨୦ ସରିଜ ଭାରତ ଜିତି ନେଇଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଆଜିର ମ୍ୟାଚକୁ ଭାରତ ଜିତି ସିରିଜ କବଜା କରିଛି। ୧-୧ ରେ ବରାବର ସ୍ଥିତରେ ରହିଥିଲା। ଆଜିର ମ୍ୟାଚ ଭାରତ ଜିତି ୨ -୧ରେ ସିରିଜ କବଜା କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪ ୱିକେଟ ହାରାଇ  ୨୩୪ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୨.୧ ବଲ ଖେଳି ୧୦ ୱିକେଟ ହରାଇ ୬୬ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତ ଏହି ମ୍ୟାଚକୁ ୧୬୮ ରନ ଜିତି ନେଇଛି ।
ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିକାଂଶ ଖେଳାଳି ୨ ଅଙ୍କ ଛୁଇଁ ପାରି ନ ଥିଲେ। ମିଚେଲ୍ ସାଣ୍ଟନର ୧୩ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଡାରିଲ ମିଚେଲ୍ ୨୫ ବଲରେ ୩୫ ରନ କରି ଆଉଟ ହୋଇଥିଲେ।
ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪ ୱିକେଟ ନେଇଥିଲେ। ଅର୍ଶଦୀପ ସିଂ, ଉମରାନ ମଲିକ ଓ ଶିବମ ମାଭି ୨ଟି ଲେଖାଏଁ  ୱିକେଟ ନେଇଥିଲେ।
ସେହିପରି ଭାରତ ପକ୍ଷରୁ ବ୍ୟାଟିଂରେ- ଇଶାନ କିଷନ ୩ ବଲରେ ୧ ରନ କରି ଆଉଟ ହୋଇଥିବା ବେଳେ ପରେ ପାରିକୁ ରାହୁଲ ତ୍ରିପାଠୀ ଓ ଶୁଭମନ ଗିଲ୍ ସମ୍ଭାଳିଥିଲେ। ରାହୁଲ ତ୍ରିପାଠୀ  ୨୨ ବଲରେ ୪୪ ରନ କରି ଆଉଟ ହୋଇଥିଲେ। ପରେ ଗିଲଙ୍କ ସାଥ ଦେବା ପାଇଁ ସୂର୍ଯ୍ଯକୁମାର ଯାଦବ ଆସିଥିଲେ । ସୂର୍ଯ୍ଯକୁମାର ଯାଦବ ୧୩ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍ ଅପରାଜାୟ ରହି ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୫୩ ବଲରେ ୧୨୬ ରନ କରି ଅପରାଜୟ ରହିଥିଲେ।
ଭାରତ- ନ୍ୟୁଜିଲାଣ୍ଡ ୩ୟ ଟି- ୨୦: ଗିଲଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲାଣ୍ଡକୁ ୨୩୫ ରନର ଟାର୍ଗେଟ ଦେଲା ଭାରତ
ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ଖେଳାଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବର୍ତ୍ତମାନ ୧-୧ ସମାନ ସ୍ଥିତିରେ ରହିଛି। ଶେଷ ଟି-୨୦ ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪ ୱିକେଟ ହାରାଇ  ୨୩୪ ରନ କରିଛି। ଆଜିର ମ୍ୟାଚ ଜିତି ସିରିଜ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୩୫ ରନର ଆବଶ୍ୟକତା ରହିଛି।
ଭାରତ ପକ୍ଷରୁ ଇଶାନ କିଷନ ୩ ବଲରେ ୧ ରନ କରି ଆଉଟ ହୋଇଥିବା ବେଳେ ପରେ ପାରିକୁ ରାହୁଲ ତ୍ରିପାଠୀ ଓ ଶୁଭମନ ଗିଲ୍ ସମ୍ଭାଳିଥିଲେ। ରାହୁଲ ତ୍ରିପାଠୀ  ୨୨ ବଲରେ ୪୪ ରନ କରି ଆଉଟ ହୋଇଥିଲେ। ପରେ ଗିଲଙ୍କ ସାଥ ଦେବା ପାଇଁ ସୂର୍ଯ୍ଯକୁମାର ଯାଦବ ଆସିଥିଲେ । ସୂର୍ଯ୍ଯକୁମାର ଯାଦବ ୧୩ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍ ଅପରାଜାୟ ରହି ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୫୩ ବଲରେ ୧୨୬ ରନ କରି ଅପରାଜୟ ରହିଥିଲେ।
ନ୍ୟୁଜିଲାଣ୍ଡ ପକ୍ଷରୁ ଇଶ ସୋଢି, ବ୍ଲେୟାର ଟିକନର, ଡାରିଲ ମିଚେଲ୍ ଓ ମାଇକେଲ୍ ବ୍ରେସଓ୍ଵେଲ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ଯରେ ତୃତୀୟ ତଥା ସିରିଜ୍‍ର ନିର୍ଣ୍ଣାୟକ ମୁକାବିଲା
ନାପିଏର: ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂକୁ ନେଇ ଖୁବ୍‍ ଚର୍ଚ୍ଚା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‍ରେ ସୂର୍ଯ୍ୟଙ୍କ ବ୍ୟାଟିଂ ବିସ୍ଫୋରଣରେ ନ୍ୟୁଜିଲାଣ୍ଡ ପରାଭୁତ ହୋଇଯାଇଥିଲା। ସେ ଏକାକୀ ମ୍ୟାଚ୍‍ର ଗତିପଥ ବଦଳାଇଦେଇଥିଲେ। ୫୧ବଲ୍‍ରେ ୧୧ ଚୌକା ଓ ୭ ଛକା ସହ ୧୧୧ ରନର ଅପରାଜିତ ଇନିଂସ ଖେଳିବା ପରେ ଏହି ମ୍ୟାଚ୍‍ ଏକତରଫା ହୋଇଯାଇଥିଲା। ଫଳରେ ଭାରତ ବିଜୟୀ ହେବା ସହ ସିରିଜ୍‍ରେ ୧-୦ରେ ଆଗୁଆ ରହିଥିଲା। ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍‍ ବାତିଲ ହେବା ପରେ ତୃତୀୟ ତଥା ସିରିଜ୍‍ର ନିର୍ଣ୍ଣାୟକ ମୁକାବିଲା ଏଠାରେ ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ୍‍କୁ ଉଭୟ ଦଳ ଜିତିବା ନିଶ୍ଚିତ ଚେଷ୍ଟା କରିବେ। ଘରୋଇ ଦଳର ଅଧିନାୟକ କେନ୍‍ ୱିଲିୟମସନ ଚିକିତ୍ସିତ ହେବାକୁ ଯାଇଥିବାରୁ ଏହି ମ୍ୟାଚ୍‍ରେ ଟିମ୍‍ ସାଉଦୀ ଦଳର ନେତୃତ୍ୱ ନେବେ। ଏଣୁ ଦୁଇ ଅଲରାଉଣ୍ଡରଙ୍କ ନେତୃତ୍ୱରେ ଏହି ମ୍ୟାଚ୍‍ ଖେଳାଯିବ।
ପୂର୍ବମ୍ୟାଚ୍‍ରେ ଭାରତ ଦଳରେ ସ୍ଥାନ ପାଇବାକୁ ଆଶାୟୀ ଥିବା ଯୁବ ଖେଳାଳିମାନେ ସୁଯୋଗ ପାଇ ନଥିଲେ। ଉମ୍ରାନ ମଲ୍ଲିକ, କୁଲଦୀପ ଯାଦବ, ସଞ୍ଜୁ ସାମସନ, ଶୁବମାନ ଗିଲ୍‍ ଆଦି ଖେଳାଳି ସୁଯୋଗ ନପାଇ ନିରାଶ ହୋଇଛନ୍ତି। ଏମାନଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା କହିବା ମୁସ୍କିଲ। କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ପରିବର୍ତ୍ତନ ହେବା ସମ୍ଭାବନା କମ୍‍ ବୋଲି ସୂଚନା ଦେଇଛନ୍ତି। ଉଭୟ ହେଡ୍‍ କୋଚ୍‍ ଭିଭିଏସ୍‍ ଲକ୍ଷ୍ମଣ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କାମଚଳା ଦାୟିତ୍ୱରେ ରହିଛନ୍ତି। ସେମାନେ ପରୀକ୍ଷା ନୀରିକ୍ଷା କରି ନିଜ ରେକର୍ଡ ଆଦୌ ଖରାପ କରିବାକୁ ଚାହିଁବେ ନାହିଁ। ଏଣୁ ପାୱାର ପ୍ଲେ’ରେ ଭାରତ ମନ୍ଥର ଗତିରେ ରନ୍‍ ସଂଗ୍ରହ କରିବା ସତ୍ତ୍ବେ ଦୁଇ ବାମହାତୀ ଓପନର ଋଷଭ ପନ୍ତ୍‍ ଓ ଇଶାନ କିସାନଙ୍କର ବାଦ୍‍ ପଡ଼ିବା ସମ୍ଭାବନା କମ୍‍। ପନ୍ତ୍‍ ଏହି ମ୍ୟାଚ୍‍ରେ ଦ୍ରୁତଗତିରେ ରନ୍‍ କରିବେ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ହୋଇନାହିଁ। ଏଥିଲାଗି ତାଙ୍କୁ ଆଉ ଏକ ସୁଯୋଗ ମିଳିବା ନିଶ୍ଚିତ। ଯେଉଁମାନେ ଖେଳିବାକୁ ସୁଯୋଗ ପାଇ ନାହାନ୍ତି, ସେମାନଙ୍କୁ ଦିନିକିଆ ସିରିଜ୍‍ରେ ସୁଯୋଗ ମିଳିପାରେ। ନାପିଏର ପିଚ୍‍ ବୋଲରଙ୍କୁ ସହାୟତା ଦେବ। ଏଣୁ ବୋଲରଙ୍କ ପ୍ରଭାବ ନିଶ୍ଚିତ ପରିଲକ୍ଷିତ ହେବ। ଅନ୍ୟପକ୍ଷରେ ଅଧିନାୟକ ୱିଲିୟମସନଙ୍କ ଅନୁପସ୍ଥିତିରେ ଫିନ୍‍ ଆଲେନ୍‍, ଗ୍ଲେନ୍‍ ଫିଲିପ୍ସ ଓ ଡାରିଲ ମିଚେଲଙ୍କ ଉପରେ ଦଳ ବ୍ୟାଟିଂ ଲାଗି ନିର୍ଭର କରିବ।
ଭାରତ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ୍‍ (ଉପଅଧିନାୟକ), ଇଶାନ କିସାନ, ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଶଲ ପଟେଲ, ମହମ୍ମଦ୍‍ ସିରାଜ୍‍, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକ।
ନ୍ୟୁଜିଲାଣ୍ଡ: ଟିମ୍‍ ସାଉଦୀ (ଅଧିନାୟକ), ଫିନ୍‍ ଆଲେନ୍‍, ଡେଭନ କନୱେ (ୱିକେଟ କିପର), ମାଇକେଲ ବ୍ରେସ୍‍ୱେଲ, ଡାରିଲ ମିଚେଲ, ଗ୍ଲେନ୍‍ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‍ ସୋଧି, ଜିମ୍ମି ନୀଶାମ, ଲକି ଫର୍ଗୁସନ, ଆଦାମ ମିଲ୍‍ନେ ଓ ବ୍ଲେୟର ଟିକ୍‍ନର।
ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦: ସିରିଜ୍‍ ବଞ୍ଚାଇବା ଲକ୍ଷ୍ୟରେ ଭାରତ
ବିଶାଖାପାଟଣା: ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ଏକ ସପ୍ତାହ ଭାରତରେ ଖେଳି ଦୁଇଟି ଟି-୨୦ ମ୍ୟାଚ୍‍ରେ ବିଜୟୀ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ହାଇ ସ୍କୋରିଂ ଓ କଟକରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରି ପାରି ନଥିଲା। ଏପରି ସ୍ଥଳେ ବିଶାଖାପାଟଣାରେ ମଙ୍ଗଳବାର ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ତୃତୀୟ ମ୍ୟାଚ୍‍ ଖେଳାଯିବ। ଏହି ମ୍ୟାଚ୍‍ ଜିତିଲେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍‍ ବାକିଥାଇ ଆଗୁଆ ସିରିଜ୍‍ କବ୍‍ଜା କରିନେବ। ସିରିଜ୍‍ ଜିତିଲେ ଗତ ୧୨ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତରେ ସୀମିତ ଓଭର ସିରିଜ୍‍ ଅପରାଜେୟ ରହିବାର ରେକର୍ଡ କରିବ। ଅନ୍ୟ ପକ୍ଷରେ ଭାରତକୁ ସିରିଜ୍‍ରେ ତିଷ୍ଠି ରହିବାକୁ ହେଲେ ଏହି ମ୍ୟାଚ୍‍ରେ ବିଜୟୀ ହେବାକୁ ପଡ଼ିବ। ଏହି ମ୍ୟାଚ୍‍ ପୂର୍ବରୁ ବିଶାଖାପାଟଣାରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ମ୍ୟାଚ୍‍ ଦିନ ପରିମାଣ କମ୍‍ ହେବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।
ଏହି ସିରିଜ୍‍ ପୂର୍ବରୁ ଭାରତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା। କିଛି ନିୟମିତ ଖେଳାଳି ରବୀନ୍ଦ୍ର ଜାଡେଜା ଓ ସୂର୍ଯ୍ୟକୁମାର ଯାଦବ ଆହତ ଯୋଗୁଁ ଦଳରେ ସ୍ଥାନ ପାଇ ନଥିଲେ। ସିରିଜ୍‍ର ପ୍ରଥମ ମ୍ୟାଚ୍‍ ପୂର୍ବରୁ ଅଧିନାୟକ ଲୋକେଶ ରାହୁଲ ଓ ସ୍ପିନର କୁଲଦୀପ ଯାଦବ ଆହତ ହୋଇ ଦଳରୁ ବାଦ୍‍ ପଡ଼ିଲେ। ଏହା ସତ୍ତ୍ବେ ଭାରତୀୟ ଟିମ୍‍ ମ୍ୟାନେଜମେଣ୍ଟ କିମ୍ବା ବିସିସିଆଇ ଚିନ୍ତିତ ହୋଇ ନଥିଲା। ଋଷଭ ପନ୍ତ୍‍ଙ୍କୁ ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ଦିଲ୍ଲୀରେ ପ୍ରଥମେ ବ୍ୟାଟିଂ କରି ଦଳ ୨୧୧ ରନ୍‍ କରିବା ପରେ ଆଇପିଏଲ୍‍ରେ ସଫଳତା ପାଇଥିବା ଖେଳାଳିଙ୍କୁ ନେଇ ଭାରତ ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେଇ ପାରିବ ବୋଲି ଯେଉଁ ଆଶା ରଖିଥିଲା ତାହା ସଫଳ ହୋଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଇନିଂସ ପରେ ଭାରତର ସମସ୍ତ ଆଶା ଓ ଦମ୍ଭ ଚୂରମାର ହୋଇ ଯାଇଛି। ଭ୍ରମଣକାରୀ ଦଳ ଚମତ୍କାର ବ୍ୟାଟିଂ କରି ୭ ୱିକେଟରେ ମ୍ୟାଚ୍‍ ଜିତିନେବା ପରେ ସବୁକିଛି ବଦଳି ଯାଇଥିଲା। କଟକରେ ଆହୁରି ଅଧିକ ଦୁଃଖ ଦଳକୁ ଅପେକ୍ଷା କରିଥିଲା। ଏହି ପିଚ୍‍ରେ ବଲ ବାଉନ୍ସ, ଲୋ ହୋଇଥିଲାବେଳେ ଭାରତୀୟ ବ୍ୟାଟର ସଂଘର୍ଷ କରିଥିଲେ। ଦଳର ଦୁଇ ଶୀର୍ଷ ବ୍ୟାଟର ଋତୁରାଜ ଗାଏକ୍ୱାଡ଼ ଓ ଶ୍ରେୟସ ଆୟର ଫାଷ୍ଟ ବୋଲିଂ ବିପକ୍ଷରେ ଆଦୌ ସହଜ ହୋଇ ପାରୁ ନାହାନ୍ତି। ସେମାନଙ୍କୁ ଦଳରେ ରଖାଯିବ କିମ୍ବା ଦୀପକ ହୁଦାଙ୍କ ପରି ଖେଳାଳିଙ୍କୁ ସାମିଲ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଗାଏକ୍ୱାଡଙ୍କ ସ୍ଥାନରେ ଭେଙ୍କଟେଶ ଆୟରଙ୍କୁ ନେବାକୁ ମ୍ୟାନେଜମେଣ୍ଟର ସାହସ ହେଉଛି କି ନାହିଁ ବିଶାଖାପାଟଣାରେ ଜଣାପଡ଼ିବ। ସେହିପରି ଭଲ ବ୍ୟାଟିଂ କରୁଥିବା ଦୀନେଶ କାର୍ତ୍ତିକଙ୍କୁ କେବଳ ଫିନିସର ଭାବେ ବ୍ୟବହାର କରାଯିବ କିମ୍ବା ତାଙ୍କ ବ୍ୟାଟିଂ ଅର୍ଡରରେ ଉନ୍ନତି ଅଣାଯିବ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ବୋଲିଂ କଥା ନକହିବା ଭଲ। ଭୁବନେଶ୍ୱର କୁମାରଙ୍କୁ ବାଦ୍‍ ଦେଲେ ଅନ୍ୟ କେହି ସ୍ଥିର ପ୍ରଦର୍ଶନ କରିପାରୁ ନାହାନ୍ତି। ଦକ୍ଷିଣ ଆଫ୍ରିକା ଦଳ ସ୍ପିନରଙ୍କୁ ଭଲ ଖେଳି ନପାରିବାର ନଜିର ରହିଥିଲେ ମଧ୍ୟ ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ଏଥିରୁ ଫାଇଦା ଉଠାଇପାରୁ ନାହାନ୍ତି। ଏଣୁ ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିବା ଆବଶ୍ୟକ ବୋଲି କେତେକ ମତ ଦେଇଛନ୍ତି।ବିଶାଖାପାଟଣାରେ ଏହା ପୂର୍ବରୁ ଦୁଇଟି ମ୍ୟାଚ୍‍ ଆୟୋଜିତ ହୋଇଛି ଓ ଉଭୟ ମ୍ୟାଚ୍‍ରେ ଭାରତ ପରାଜିତ ହୋଇଛି। ଘରୋଇ ଦଳ ପ୍ରଥମ ମ୍ୟାଚ୍‍ରେ ୮୨ ଓ ଦ୍ୱିତୀୟ ମ୍ୟାଚ୍‍ରେ ୭ ୱିକେଟରେ ୧୨୬ ରନ୍‍ କରିଥିବାରୁ ଦକ୍ଷିଣ ଆଫ୍ରିକା ଭଲ ସ୍ଥିତିରେ ରହିଛି। ଭାରତୀୟ ଅଧିନାୟକ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ହିଁ ଭାରତକୁ ସିରିଜ୍‍ ପରାଜୟରୁ ରକ୍ଷା କରିପାରିବ।
ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ପ୍ରଥମ ଦୁଇଟି ମ୍ୟାଚ୍‍ରେ ଭଲ ଖେଳିଛି। ଦଳର ବୋଲିଂ ଚମତ୍କାର ଥିଲାବେଳେ ବ୍ୟାଟିଂ କ୍ଲିକ୍‍ କରିବାକୁ ତାରକା ଖେଳାଳିଙ୍କର ଆବଶ୍ୟକତା ପଡ଼ି ନାହିଁ। ପ୍ରଥମ ମ୍ୟାଚ୍‍ରେ ରାସି ଭାନ ଡର ଡୁସେନ ଓ ଦ୍ୱିତୀୟ ମ୍ୟାଚ୍‍ରେ ହେନରିକ୍‍ କ୍ଲାସେନ କ୍ଲିକ୍‍ କରିବା ଫଳରେ ଦଳ ସହଜରେ ମ୍ୟାଚ୍‍ ଜିତିଛି। ଡେଭିଡ୍‍ ମିଲର ଯିଏକି ତାଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି ଶେଷ ଭାଗରେ ବ୍ୟାଟିଂ କରୁଥିବାରୁ ଶୀର୍ଷ ବ୍ୟାଟରମାନେ ନିର୍ଭୟରେ ଖେଳୁଛନ୍ତି। ଏବେ ସୁଦ୍ଧା ଦକ୍ଷିଣ ଆଫ୍ରିକାର କୌଣସି ଅସୁବିଧା ହୋଇନାହିଁ। ଦଳ ଦୃଢ଼ ଆତ୍ମବିଶ୍ୱାସ ପାଇଥିବାରୁ ତୃତୀୟ ମ୍ୟାଚ୍‍ରେ ଭଲ ଖେଳିବ ବୋଲି ଆଶା କରିବା ସ୍ୱାଭାବିକ୍‍।
୩ୟ ଟି-୨୦: ସାନକାଙ୍କ ଦମଦାର ବ୍ଯାଟିଂ, ଭାରତକୁ ୧୪୭ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା
ଧରମଶାଳା: ଆଜି ଏଠାରେ ଖେଳାଯାଉଛି ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌। ଭାରତ ୨ଟି ମ୍ଯାଚ ଜିତି ସିରିଜ କବଜା କରିସାରିଥିବା ବେଳେ ଆଜିର ମ୍ଯାଚ ଜିତି ସିରିଜ କ୍ଲିନ ସୁଇପ ଲକ୍ଷ୍ଯରେ ରହିଛି। ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଆଜିର ମ୍ୟାଚରେ ଜିତିବାକୁ ଚେଷ୍ଟା କରିବ। ତେଣୁ ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ଯାଟିଂର କରିବାର ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ଯାଟିଂ କରି ୫ ୱିକେଟ ହରାଇ ୨୦ ଓଭରରେ ୧୪୬ ରନ କରିବାରେ ସକ୍ଷମ ହୋଇଛି । ଭାରତକୁ ଏହି ମ୍ଯାଚ ଜିତିବାକୁ ହେଲେ  ୧୪୭ ରନ କରିବାକୁ ପଡ଼ିବ।
ଶ୍ରୀଲଙ୍କାର ପ୍ରାରମ୍ଭରୁ ବ୍ଯାଟିଂ ବିପର୍ଯ୍ଯୟ ଘଟିିଥିଲା । ହେଲା କ୍ଯାପଟେନ ଦାସୁନ ସାନକା (୭୪)  ଓ ଚାମିକା (୧୨) ରନ କରି ଅପରାଜିତ ରହି ପାରିକୁ ସମ୍ଭାଳିଥିଲେ । ଅନ୍ଯପକ୍ଷରେ  ପାଥୁମ ନିଶାଙ୍କ (୧), ଦନୁସ୍କା ଗୁଣଥିଲକ ( ୦ ), ଚାଣ୍ଡିମଲ (୨୫), ଚରିଥ ଅସଲଙ୍କା ( ୪) , ଜନିଥ (୪) ରନ୍ କରି ଆଉଟ ହୋଇଥିଲେ।
ଭାରତ ପକ୍ଷରୁ ରବି ବିଶ୍ନୋଇ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ। ଆଭେସ ଖାନ ୨ଟି ଓ ହର୍ଷତ ପଟେଲ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।