3rd T20 - The Sakala

ଭାରତ- ଶ୍ରୀଲଙ୍କା ଶେଷ ଟି-୨୦: ଟସ ଜିତି ଶ୍ରୀଲଙ୍କାର ବ୍ଯାଟିଂ ନିଷ୍ପତ୍ତି
ଧରମଶାଳା: ଆଜି ଏଠାରେ ଖେଳାଯାଉଛି ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌। ଭାରତ ୨ଟି ମ୍ଯାଚ ଜିତି ସିରିଜ କବଜା କରିସାରିଥିବା ବେଳେ ଆଜିର ମ୍ଯାଚ ଜିତି ସିରିଜ କ୍ଲିନ ସୁଇପ ଲକ୍ଷ୍ଯରେ ରହିଛି। ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ଯାଟିଂର କରିବାର ନିଷ୍ପତ୍ତି ନେଇଛି। ଫଳରେ ଭାରତକୁ ପ୍ରଥମେ ବୋଲିଂ କରିବାକୁ ପଡ଼ିବ। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ ଆଜିର ମ୍ଯାଚରୁ ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ଈଶାନ୍ ଆଜିର ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ବିସିସିଆଇ ସୂଚନା ଦେଇଛି। ଧର୍ମଶାଳାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବେଳେ ଈଶାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଈଶାନ୍ କିଶନଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିଛି।

ସେହିପରି, ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଆଜିର ମ୍ୟାଚରେ ଜିତିବାକୁ ଚେଷ୍ଟା କରିବ । ତେଣୁ ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।