Ajay-Alia - The Sakala

‘ଗଙ୍ଗୁବାଈ କାଠିଆୱାଡ଼ି’ ପାଇଁ ମୋଟା ଅଙ୍କର ଅର୍ଥ ନେଇଛନ୍ତି, ଅଜୟ-ଆଲିଆ
‘ଗଙ୍ଗୁବାଈ କାଠିଆୱାଡ଼ି’ ରେ ଆଲିଆ ଭଟ୍ଟ, ଅଜୟ ଦେବଗନ୍‌ଙ୍କ ବ୍ୟତୀତ ହ୍ୟୁମା କ୍ୟୁରୋସି, ଶାନ୍ତନୁ ମାହେଶ୍ବରୀ, ବିଜୟ ରାଜ୍‌ ଆଦି ଅଭିନୟ କରିଛନ୍ତି। ଫିଲ୍ମଟିକୁ ତିଆରି କରିବା ପାଇଁ ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନ୍‌ସାଲି କୋଟି କୋଟି ଟଙ୍କା ପାଣି ଭଳି ବୁହାଇ ଦେଇଛନ୍ତି। ଫିଲ୍ମକୁ ସୁପର୍‌ହିଟ୍‌ କରିବା ପାଇଁ ଏହାର କଳାକାରମାନେ ମଧ୍ୟ ବେଶ୍‌ ମୋଟା ଅଙ୍କର ପାରିଶ୍ରମିକ ପାଇଛନ୍ତି। ପ୍ରଥମ ଥର ପାଇଁ ଏହି ଫିଲ୍ମ ମାଧ୍ୟମରେ ଆଲିଆ, ସଞ୍ଜୟଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। କୁହାଯାଇଛି, ଆଲିଆ ‘ଗଙ୍ଗୁବାଈ କାଠିଆୱାଡ଼ି’ ପାଇଁ ୨୦ କୋଟି ଟଙ୍କା ନେଇଛନ୍ତି।

ସେହିଭଳି ଆଲିଆଙ୍କ ପରେ ଅଜୟ ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଅଜୟ ଏହି ଫିଲ୍ମ ପାଇଁ ୧୧ କୋଟି ନେଇଛନ୍ତି। ବିଜୟ ରାଜ୍‌ ଏଥିରେ ଜଣେ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି। ଏହି ଚରିତ୍ର ପାଇଁ ସେ ଦେଢ଼ କୋଟି ଟଙ୍କା ନେଇଛନ୍ତି। ହ୍ୟୁମା କ୍ୟୁରୋସି ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ସେ ତାଙ୍କ ଭୂମିକା ପାଇଁ ଦୁଇ କୋଟି ଟଙ୍କା ନେଇଛନ୍ତି। ସେହିଭଳି ଟେଲିଭିଜନ ଦୁନିଆରେ ନିଜ ନୃତ୍ୟକଳା ଦେଖାଇ ଲୋକପ୍ରିୟ ହୋଇଥିବା ଶାନ୍ତନୁ ମାହେଶ୍ବରୀ ଏହି ଫିଲ୍ମ ପାଇଁ ୫୦ ଲକ୍ଷ ଟଙ୍କା ନେଇଛନ୍ତି।  ଭେଟେରାନ୍‌ ଅଭିନେତ୍ରୀ  ସୀମା ପାହୱା ଫିଲ୍ମ ପାଇଁ ୨୦ ଲକ୍ଷ ଟଙ୍କା ନେଇଛନ୍ତି।