Junior Engineer - The Sakala

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ
ବୋରିଗୁମ୍ମା : ବୋରିଗୁମ୍ମା ଭିଜିଲାନ୍ସ ଫାସରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ । ବିଦ୍ୟୁତ ବିଭାଗରେ ଆଉଟସୋର୍ସିଂ ଆଧାରରେ ନିୟୋଜିତ ହେଲପରଙ୍କ ଠାରୁ 10,000 ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଅନ୍ୟଥା ଚୁକ୍ତିନାମା ବନ୍ଦ କରିବାକୁ ଧମକ ଦେଇଥିଲେ। ଲାଞ୍ଚ ନେଉଥିବା ବେଳେ TPSODL ବୋରିଗୁମ୍ମା  ଆସିଷ୍ଟାଣ୍ଟ ଇଲେକ୍ଟ୍ରିକାଲ ଇଂଜିନିୟର ପ୍ରବୀଣ ହୋତା ଙ୍କୁ  ଭିଜିଲାନ୍ସ ଗିରଫ କରିଛି।  ବୋରିଗୁମା ଅଫିସ ସମେତ ସେମିଳିଗୁଡା ଭଡାଘର, ଓ ପୈତୃକ ଗାଁ କୋଦଳା ଥାନାରଦଗା ପଡାଗାଁ ରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ କେସ୍ ନମ୍ବର ୦୩/୨୦୨୨ ରେ ମାମଲା ରୁଜୁ କରାଯାଇଛି । ମିଟର ଟାମ୍ପରିଂ, ଛୋଟ ଏବଂ ମଧ୍ୟମ କମାରସିଆଲ ଗ୍ରାହକଙ୍କୁ ବେଆଇନ ସଂଯୋଗ ଯୋଗାଇବା ଅଭିଯୋଗ ପରେ ସେ ଭିଜିଲାନ୍ସର ସ୍କାନରରେ ରହିଥିଲେ।