Russia-Ukraine crisis - The Sakala

୫୦୦ ଦିନରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ, ୯ ହଜାର ୟୁକ୍ରେନ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଗତ ବର୍ଷ ଫେବୃଆରୀ ୨୪ରେ ରୁଷ୍‌ ଅଚାନକ ୟୁକ୍ରେନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା। ଏହି ଯୁଦ୍ଧରେ କେବଳ ୟୁକ୍ରେନ୍‌ ନୁହେଁ, ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। ଶନିବାର ଏହି ଯୁଦ୍ଧ ୫୦୦ ଦିନରେ ପହଞ୍ଚି ଯାଇଛି। କିନ୍ତୁ ସଂଘର୍ଷ ଥମିବାର ନା ଧରୁନି। ରୁଷ୍‌ ୟୁକ୍ରେନର ବିଭିନ୍ନ ସ୍ଥାନକୁ ନିଶାଣ କରି କ୍ଷେପଣାସ୍ତ୍ର ଏବଂ ରକେଟ ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ରୁଷ୍‌ ଶନିବାର ରକେଟ ମାଡ଼ କରିଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ରୁଷ୍‌ର ଘନ ଘନ ଆକ୍ରମଣରେ ପର୍ଯ୍ୟଟନର କେନ୍ଦ୍ର ପାଲଟି ଥିବା ୟୁକ୍ରେନ ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଛି। ଚାରିଆଡ଼େ ଯୁଦ୍ଧର ବିଭୀଷିକା ଦେଖିବାକୁ ମିଳିଛି। ଯୁଦ୍ଧ ୫୦୦ ଦିନରେ ପହଞ୍ଚିବା ଅବସରରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଜାତିସଂଘ (ୟୁଏନ) ପ୍ରଶ୍ନ ଉଠାଇଛି। ଏହି ୫୦୦ ଦିନରେ ୟୁକ୍ରେନର ୯ ହଜାର ନାଗରିକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ଏମାନଙ୍କ ମଧ୍ୟରେ ୫୦୦ ଶିଶୁ ସାମିଲ ଅଛନ୍ତି। ୧୫ ହଜାରରୁ ଊର୍ଦ୍ଧ୍ବ ଲୋକ ମଧ୍ୟ ଆହତ ହୋଇଛନ୍ତି। ଯୁଦ୍ଧ ଯୋଗୁଁ ୬୦ ଲକ୍ଷ ଲୋକ ଦେଶ ଛାଡ଼ିଛନ୍ତି। ୧୨, ୭୫, ୩୧୫ ଲୋକ ରୁଷ୍‌ ପଳାଇଛନ୍ତି।

କିଭ୍‌ ସ୍କୁଲ ଅଫ୍‌ ଇକୋନମିକ୍ସର ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ କୋଠା ଏବଂ ଭିତ୍ତିଭୂମି ବାବଦକୁ ୟୁକ୍ରେନର ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା କ୍ଷତି ହେଲାଣି। ଯୁଦ୍ଧ ପ୍ରଭାବରୁ ବାହାରିବା ପାଇଁ ଦେଶକୁ ୧୦ ବର୍ଷ ଲାଗିବ ଏବଂ ଏଥିପାଇଁ ୩୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କି କୃଷ୍ଣ ସାଗରରେ ଥିବା ‘ସ୍ନେକ ଆଇଲାଣ୍ଡ’କୁ ଯାଇଛନ୍ତି। ସମଗ୍ର ୟୁକ୍ରେନ ଭଳି ଏହାକୁ କେହି କବ୍‌ଜା କରିପାରିବେନି। କାରଣ ଏହା ସାହସୀଙ୍କ ଦେଶ ବୋଲି ଜେଲେଁସ୍କି କହିଛନ୍ତି। ସେ ସମସ୍ତ ସୈନିକଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୟୁକ୍ରେନ ଆକ୍ରମଣ ପରେ କିଛି ସମୟ ପାଇଁ ଏହି ଦ୍ବୀପକୁ ରୁଷ୍‌କୁ କବ୍‌ଜା କରି ନେଇ ଯାଇଥିଲା। ୟୁକ୍ରେନ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ଏହାକୁ ମୁକ୍ତି କରି ପଛଘୁଞ୍ଚା ଦେଇଥିଲା। ଏହି ଯୁଦ୍ଧ ପୁଣି ବିଶ୍ବକୁ ତିନି ଭାଗରେ ବିଭକ୍ତ କରିଦେଇଛି।

ବେଲାରୁଷ, ଉତ୍ତର କୋରିଆ ଭଳି କିଛି ରାଷ୍ଟ୍ର ରୁଷ୍‌ ଏବଂ ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା ଆଦି ଦେଶ ୟୁକ୍ରେନକୁ ସମର୍ଥନ କରୁଛନ୍ତି। ଭାରତ ପରି ଆଉ କିଛି ରାଷ୍ଟ୍ର ନିରପେକ୍ଷ ରହିଛନ୍ତି। ନାଟୋ ଦେଶଗୁଡିକ ଯୁଦ୍ଧରେ ୟୁକ୍ରେନକୁ ସହାୟତା କରି ବିପୁଳ ଅସ୍ତ୍ରଶସ୍ତ୍ର ଦେଉଛନ୍ତି। ଏହା ମଧ୍ୟରେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବ ବୋଲି ଘୋଷଣା କରିଛି। ଏହାକୁ ଅନେକ ଦେଶ ନିଷିଦ୍ଧି କରି ଦେଇଛନ୍ତି। ଏହି ବୋମା ୟୁକ୍ରେନ ଦେବାକୁ ନେଇ କାନାଡା ସହିତ କିଛି ମାନବାଧିକାର ସଂଗଠନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଗିରଫ ହେବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ! ଆରେଷ୍ଟ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ
ନୂଆଦିଲ୍ଲୀ(ଏଜେନ୍ସି): ଗିରଫ ହୋଇପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ୟୁକ୍ରେନରେ ଶିଶୁଙ୍କ ଅପହରଣ ଏବଂ ବେଆଇନ ଚାଲାଣ ପାଇଁ ପୁଟିନ୍ ଦାୟୀ ବୋଲି କୋର୍ଟ କହିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ବଡ଼ ଅପରାଧ କରିଛନ୍ତି ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ହଜାର ହଜାର ଶିଶୁ, ମହିଳା ଓ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିପାଇଁ ଦାୟୀ ପୁଟିନ୍। ତାଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି ବୋଲି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ କହିଛନ୍ତି । ମାନବାଧିକାର ସଂଗଠନଗୁଡିକ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଆଇସିଜେର ପ୍ରି-ଟ୍ରାଏଲ ଚ୍ୟାମ୍ବରରେ ପୁଟିନଙ୍କ ସମେତ ରୁଷିଆର ଶିଶୁ ଅଧିକାର କମିଶନର ମାରିୟା ଆଲେକ୍ସୟେଭନା ଲଭୋଭା-ବେଲୋଭାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।

ରୁଷ୍‌ ଓ ୟୁକ୍ରେନ୍ ମଧ୍ୟରେ ବିବାଦକୁ ନେଇ ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଅକ୍ତିଆର କରିଥିବା ୟୁକ୍ରେନ ଅଞ୍ଚଳରୁ ରୁଷକୁ ବେଆଇନ ଭାବେ ଲୋକଙ୍କ ସ୍ଥାନାନ୍ତରଣର ଯୁଦ୍ଧ ଅପରାଧ ପାଇଁ କଥିତ ରୂପେ ଦାୟୀ ଅଟନ୍ତି । ଅନ୍ୟପଟେ ୟୁକ୍ରେନ ବିରୋଧରେ ଆକ୍ରମଣକୁ ଯୁଦ୍ଧ ବୋଲି କହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ରୁଷ୍‌ । ଏହା ଏକ ଯୁଦ୍ଧ ନୁହେଁ ବରଂ ୟୁକ୍ରେନ ରୁଷ୍‌ ବିରୋଧରେ ନେଇଥିବା ବିଭିନ୍ନ ପଦକ୍ଷେପର ଜବାବ ଦିଆଯାଇଛି ବୋଲି କହିଛନ୍ତି । ରୁଷ୍‌ ଆକ୍ରମଣ କରିବା ପରେ ଲକ୍ଷାଧିକ ଲୋକଙ୍କ ଘର ଉଜୁଡି ଯାଇଛି । ଏହାକୁ ଓ୍ବାର କ୍ରାଇମ ବୋଲି କହିଛନ୍ତି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ।

ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ ! ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ପୁଟିନ ଦେଲେ ସଙ୍କେତ
ମସ୍କୋ: ଦୀର୍ଘ ୧୦ ମାସ ପରେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ସଙ୍କେତ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି ଓ ପୁଟିନ କହିଛନ୍ତି ଯେ ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ ।

ପୁଟିନ ଆହୁରି ମଧ୍ୟ କହିଛନ୍ତି କି, ଆଲୋଚନା ମାଧ୍ୟମରେ ସମସ୍ତ ବିବାଦ ଶେଷ ହୁଏ … ଆମର ବିରୋଧୀମାନେ (ୟୁକ୍ରେନରେ) ଯେତେ ଶୀଘ୍ର ଏହା ହୃଦୟଙ୍ଗମ କରିବେ ସେତେ ଭଲ … ”

ଏହି ସମୟରେ, ଋଷର ସେନା ମୁଖ୍ୟ କହିଛନ୍ତି ଯେ ସେମାନଙ୍କ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କ ଅଞ୍ଚଳ ନିୟନ୍ତ୍ରଣକୁ ଫେରାଇ ଆଣିବା ଉପରେ ଧ୍ୟାନ ଦେଉଛି ଯେଉଁଠାରେ ବାଖମୁଟ ସହର ଯୁଦ୍ଧର କେନ୍ଦ୍ର ପାଲଟିଛି।

ପୁଟିନଙ୍କ ଏହି ପ୍ରିତିକ୍ରିୟା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀଙ୍କ ସହ ହ୍ବାଇଟ୍ ହାଉସରେ ବୈଠକ ପରେ ଆସିଛି। ଏହି ବୈଠକରେ ବାଇଡେନ୍ ୟୁକ୍ରେନକୁ ଆମେରିକା ସମର୍ଥନ ବଜାୟ ରଖିବ ବୋଲି କହିଥିଲେ। ସେପଟେ ବୈଠକ ପରେ ଜେଲେସ୍କୀ କହିଥିଲେ ଯେ ସବୁ ବାଧା ସତ୍ୱେ ୟୁକ୍ରେନ ସାହସ ହରାଇନାହିଁ। ୟୁକ୍ରେନ ଦୃଢ଼ ଭାବରେ ଛିଡ଼ା ହୋଇଛି। ଜେଲେସ୍କୀ ଆମେରିକାକୁ ସୈନ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି।

ରୁଷର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ; ୧୧ ସୈନିକ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ
ମସ୍କୋ: ରୁଷର ବେଲଗୋରଡ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୧ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୁରୁତରଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, କିଛି ସଶସ୍ତ୍ର ଆକ୍ରମଣକାରୀ ୟୁକ୍ରେନ ସୀମା ନିକଟ ବେଲଗୋରୋଡ ସ୍ଥିତ ରୁଷୀୟ ସେନା କ୍ୟାମ୍ପ ଉପରେ ହଠାତ୍ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ୧୧ ରୁଷୀୟ ସେନାଙ୍କ ମୃତ୍ୟୁ ହୋଇଛି । ରୁଷ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆକ୍ରମଣକାରୀ ମଧ୍ୟ ନିହତ ହୋଇଥିବା କୁହାଯାଇଛି ।

ସୂଚନା ମୁତାବକ, ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ଏମାନେ ରୁଷ ସେନାରେ ଭଲିଣ୍ଟିଅର ଭାବେ କାମ କରୁଥିଲେ। ବନ୍ଧୁକ ଚାଳନ ପାଇଁ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଦ୍ୱୟ ସ୍ୱେଚ୍ଛାକୃତ ଭାବେ ଟ୍ରେନିଂ ସେଣ୍ଟରକୁ ଆସିଥିଲେ। ୟୁକ୍ରେନ ବିରୋଧୀ ସ୍ୱତନ୍ତ୍ର ସେନା ଅପରେସନରେ ମିଶିବାକୁ ଇଚ୍ଛା ପ୍ରକାଶ କରି ସେ ଟ୍ରେନିଂ ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଏକ ବନ୍ଧୁକରେ ଟ୍ରେନିଂ ନେଉଥିବା ରୁଷ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ।

ସୂଚନାଯୋଗ୍ୟ, ବେଲଗୋରୋଦ ଅଂଚଳ ୟୁକ୍ରେନ ସହିତ ସଂଯୁକ୍ତ ଥିବା ରୁଷର ପଶ୍ଚିମ ସୀମାରେ ଅବସ୍ଥିତ । ପୂର୍ବରୁ ଭ୍ଲାଦିମିର ପୁଟିନ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହା ଅଧୀନରେ ୩ ଲକ୍ଷ ରିଜର୍ଭ ଫୋର୍ସ ଯଥା ସାମରିକ ତାଲିମପ୍ରାପ୍ତ ସାଧାରଣ ନାଗରିକଙ୍କୁ ସେନାରେ ନିୟୋଜିତ କରାଯିବ ।

ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ରୁଷର ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ, ଧୂଆଁମୟ ସାରା ସହର
କିଭ୍: କ୍ରିମଆ ବ୍ରିଜ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ରକ୍ତମୁଖା ହୋଇଛି ରୁଷ । ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଅନ୍ୟ ସହର ଉପରେ ମିଶାଇଲ ମାଡ କରିଛି ଋଷ ସେନା । କ୍ରିମିଆ ଆଟାକ ପରେ କିଭ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଜିଆ ଉପରେ ମିସାଇଲ ଆଟାକ୍ କରିଛନ୍ତି । ଏହି ଆଟାକ୍ ଆପାର୍ଟମେଣ୍ଟ ବ୍ଲକ ଏବଂ ଆବାସିକ ଅଞ୍ଚଳରେ କରାଯାଇଛି । ଫଳରେ ସାରା ୟୁକ୍ରେନରେ ଏୟାର ଆଲର୍ଟ ଜାରି କରାଯାଇଛି ।

କିଭ୍‌ରେ ମିଶାଇଲ ମାଡରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ​‌ହୋଇଛନ୍ତି। ୟୁକ୍ରେନ୍ ଉପରେ ଏକକାଳୀନ ୭୫ଟି ମିସାଇଲ ମାଡ କରିସାରିଛି ରୁଷ। ଲଗାତାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଧୂଆଁ ଧୂଆଁ ହୋଇଥିଲା ପୁରା ସହର । ସେହିପରି ଗତକାଲି ରାତିରେ ଜେପୋରଜିଆରେ ଋଷର ହମଲା ଯୋଗୁ ଅନେକ ବିଲ୍ଡିଂ ଧ୍ବଂସ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା ସ୍ଥାନୀୟ ୟୁକ୍ରେନ ପକ୍ଷରୁ କୁହାଯାଇଛି । ସେପଟେ କେର୍ଚ୍ଚ ବ୍ରିଜ ବ୍ଲାଷ୍ଟ ଓ ୟୁକ୍ରେନ ଯୁଦ୍ଧରେ କ୍ଷୟକ୍ଷତି ନେଇ ଆଜି ସମୀକ୍ଷା କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ବୈଠକରେ ଆଲୋଚନା ହୋଇପାରେ ।

ୟୁକ୍ରେନର ୪ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିବା ପରେ ପାଶ୍ଚାତ୍ୟ ଦେଶକୁ ଟାର୍ଗେଟ କଲେ ପୁତିନ
ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିଛି। ରାଷ୍ଟ୍ରପତି ପୁତିନ ପୂର୍ବରୁ ଏଥିନେଇ ସଙ୍କେତ ଦେଇ ସାରିଥିଲା ବେଳେ ଶୁକ୍ରବାର କ୍ରେମଲିନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ୟୁକ୍ରେନର ଡୋନେସ୍କ, ଲୁହାଂସ୍କ, ଖେରସନ ଏବଂ ଜାପୋରିଝିଆ ଅଞ୍ଚଳକୁ ରୁଷିଆ ସହିତ ସାମିଲ କରାଯାଇଛି ବୋଲି ପୁତିନ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ଲକ୍ଷ ଲକ୍ଷ ନାଗରିକଙ୍କ ଇଛା ଏବେ ପୂରଣ ହୋଇଛି ବୋଲି ପୁତିନ ନିଜ ବକ୍ତବ୍ୟରେ କହିଛନ୍ତି। ୟୁକ୍ରେନର ଏହି ୪ଟି ଅଞ୍ଚଳକୁ ରୁଷ ସେନା ଅକ୍ତିଆର କରିଥିଲା ବେଳେ କିଛି ଦିନ ତଳେ ଏସବୁକୁ ରୁଷରେ ମିଶ୍ରଣ କରିବା ନେଇ ରୁଷ ପକ୍ଷରୁ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ୯୦ ପ୍ରତିଶତରୁ ଅଧିକ ଲୋକ ରୁଷ ସହ ସାମିଲ ହେବାକୁ ମତ ଦେଇଥିଲେ ବୋଲି ରୁଷ ପକ୍ଷରୁ ଘୋଷଣା କରାଯାଇଥିଲା। ସେହି ଅନୁସାରେ ଶୁକ୍ରବାର ଏହି ସବୁ ଅଞ୍ଚଳକୁ ରୁଷ ନିଜ ଦଖଲକୁ ନେଲା ବୋଲି ପୁତିନ କହିଛନ୍ତି। ପୁତିନଙ୍କ ଏହି ଘୋଷଣା ଦ୍ବାରା ୟୁକ୍ରେନର କେତେ ଅଞ୍ଚଳ ରୁଷରେ ସାମିଲ ହୋଇଛି ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ୟୁକ୍ରେନର ମୋଟ ଅଞ୍ଚଳର ୧୮ ପ୍ରତିଶତ ଭାବେ ପ୍ରାୟ ୪୨ ହଜାର ବର୍ଗ ମାଇଲ ସାମିଲ ହୋଇଥିବା କୁହାଯାଇଛି।

ୟୁକ୍ରେନ ଅଞ୍ଚଳକୁ ରୁଷରେ ମିଶ୍ରଣ କରିବା ଘୋଷଣାକୁ ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧ କରିଥିଲା ବେଳେ ପୁତିନ ଏହାର କଡ଼ା ଜବାବ ଦେଇଛନ୍ତି। ଏହିକ୍ରମରେ ସେ ଭାରତର ଇତିହାସକୁ ଦୋହରାଇବା ସହିତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଭାରତକୁ ଦୀର୍ଘ ସମୟ ଧରି ଲୁଟିଛନ୍ତି ବୋଲି କହିଛନ୍ତି। କିନ୍ତୁ ଆମେ ଆମ ଦେଶକୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ପାଇଁ ଉପନିବେଶ କରିବାକୁ ଦେବୁ ନାହିଁ ବୋଲି କହିଛନ୍ତି। ପୁତିନ କହିଛନ୍ତି , ଆମେ ପୁଣିଥରେ ସୋଭିଏତ ସଂଘ ପ୍ରତିଷ୍ଠା କରିବାକୁ ଚାହୁଁନାହୁଁ। କିନ୍ତୁ ରୁଷିଆର ସାମର୍ଥ୍ୟ,ଐତିହ୍ୟ ଏବଂ ପରମ୍ପରା ସହ ସାଲିସ କରାଯାଇପାରିବନି ବୋଲି ପୁତିନ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ୟୁକ୍ରେନ୍ ସଙ୍କଟର ପ୍ରଭାବ: ଅନାହାରରେ ରହିବେ ୧୬୦ କୋଟି
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧକୁ ନେଇ ବର୍ତ୍ତମାନ ବିଶ୍ବରେ ନୂଆ ସମସ୍ୟା ଉପୁଜିଛି। ଏବେ ବିଶ୍ବକୁ ମାନ୍ଦାବସ୍ଥାର ଭୟ ଘାରିବାରେ ଲାଗିଥିବା ନେଇ ବିଶ୍ବ ବ୍ୟାଙ୍କ ଚେତାବନୀ ଦେବାର ଦିନକ ପରେ ଆଗାମୀ ଦିନରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବା ନେଇ ଆଜି ମିଳିତ ଜାତିସଂଘ (ୟୁଏନ୍‌) ରିପୋର୍ଟରେ ପ୍ରକାଶ ପାଇଛି। ଖାଦ୍ୟ ସଙ୍କଟ ଯୋଗୁୂ ସାରା ବିଶ୍ବରେ ପ୍ରାୟ ୧୬୦ କୋଟି ଲୋକ ଅନାହାର ମଧ୍ୟକୁ ଠେଲି ହୋଇଯିବେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏବେ ଏଭଳି ପରିସ୍ଥିତିକୁ ପରିଚାଳନା କରିବା ଲାଗି ୨୦୨୩ରେ ହାତରେ ସମୟ ବହୁତ କମ୍ ରହିଥିବା ଜାତିସଂଘ ଚେତାଇ ଦେଇଛି। ବୁଧବାର ପ୍ରକାଶ ପାଇଥିବା ବିଶ୍ବ ବ୍ୟାଙ୍କ ରିପୋର୍ଟରେ ଚଳିଥର ମାନ୍ଦାବସ୍ଥା ୧୯୭୬-୧୯୭୯ର ସ୍ଥିତି ତୁଳନାରେ ଦୁଇଗୁଣ ଅଧÒକ ସାଂଘାତିକ ହେବ ବୋଲି କୁହାଯାଇଥିଲା।

ଆଗକୁ ବିଶ୍ବରେ ଘୋର ଖାଦ୍ୟଳ ସଙ୍କଟ ଦେଖାଦେବ। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ସାରା ଦୁନିଆରେ ଏଭଳି ପରିସ୍ଥିତି ଦେଖାଦେବାକୁ ଯାଉଛି। ପରିସ୍ଥିତି ଏମିତି ହେବ ଯେ, ଏହିପରି ଖାଦ୍ୟ ସଙ୍କଟକୁ ରୋକିବା ପାଇଁ ରାଷ୍ଟ୍ରଗୁଡ଼ିକ ନିକଟରେ ଖୁବ୍‌ କମ୍‌ ସମୟ ରହିଛି। ଏହାର ପ୍ରଭାବରେ ସାରା ବିଶ୍ବର ୯୪ଟି ଦେଶର ୧.୬ ବିଲିୟନ ବା ୧୬୦ କୋଟି ଲୋକ ଅନାହାର ଭଳି ସଙ୍କଟର ସମ୍ମୁଖୀନ ହେବେ ବୋଲି ମିଳିତ ଜାତିସଂଘ ତା’ର ରିପୋର୍ଟରେ ଦର୍ଶାଇଛି। ବିଶ୍ବ ସଙ୍କଟ ପରିଚାଳନା ଗୋଷ୍ଠୀ (ଜିସିଆରଜି) ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ଏହି ୧୬୦ କୋଟି ଲୋକ ବର୍ତ୍ତମାନ ଆର୍ଥିକ, ଖାଦ୍ୟ କିମ୍ବା ଶକ୍ତି ସଙ୍କଟ ଦେଇ ଗତି କରୁଛନ୍ତି। ଏଥିମଧ୍ୟରୁ ପ୍ରାୟ ୧୨୦ କୋଟି ଲୋକ ସର୍ବାଧିକ ପ୍ରଭାବିତ ଦେଶରେ ବାସ କରୁଛନ୍ତି, ଯେଉଁମାନେ ଏହି ତିନିଟି ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଜୁନ୍ ୮ ରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଖାଦ୍ୟ ଏବଂ ଇନ୍ଧନ ମୂଲ୍ୟ ସ୍ଥିର କରିବା, ସାମାଜିକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଏବଂ ବିକାଶଶୀଳ ଦେଶମାନଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି ପାଇଁ କାର୍ଯ୍ୟ କରିବା ଆବଶ୍ୟକ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଯୁଦ୍ଧ ଜାରି ରହେ ଏବଂ ପରବର୍ତ୍ତୀ ଫସଲ ଋୁତୁରେ ଖାଦ୍ୟ ଶସ୍ୟ ଏବଂ ସାରର ବଜାର ଦର ଅତ୍ୟଧିକ ରୁହେ, ତେବେ ଏଭଳି ସମୟରେ ଖାଦ୍ୟର ଉପଲବ୍ଧତା ହ୍ରାସ ପାଇବ। କେବଳ ଏତିକି ନୁହେଁ; ମକା, ଗହମ, ପନିପରିବା ଏବଂ ତେଲ ଭଳି ସାଂପ୍ରତିକ ସଙ୍କଟ ବୃଦ୍ଧି ପାଇବ, ଯାହା କୋଟି କୋଟି ଲୋକଙ୍କୁ ଅଧିକ ପ୍ରଭାବିତ କରିବ।

ଏଥିଯୋଗୁ ଖାଦ୍ୟ ନିରାପତ୍ତା ମଧ୍ୟରେ ଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ସଙ୍କଟ ପରେ ବିଶ୍ବରେ ଖାଦ୍ୟ ନିରାପତ୍ତା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ୨୭ କୋଟିରୁ ଅଧÒକକୁ ବୃଦ୍ଧି ପାଇଛି, ଯାହା ପୂର୍ବରୁ ସାଢ଼େ ୧୩ କୋଟି ରହିଥିଲା।

ରିପୋର୍ଟ ଉପରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧର ପ୍ରଭାବ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିରୁ କୌଣସି ଦେଶ କିମ୍ବା ସମ୍ପ୍ରଦାୟ ରକ୍ଷା ପାଇପାରିବେ ନାହିଁ। ଜୀବନ ଏବଂ ଜୀବିକା ରକ୍ଷା ପାଇଁ ବର୍ତ୍ତମାନ ବିଶ୍ବର ଦେଶମାନଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ। ସମଗ୍ର ବିଶ୍ୱରେ ବର୍ତ୍ତମାନ କ୍ଷୁଧା ସଙ୍କଟ ବଢ଼ୁଛି। ଯଦି ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ଏହା ଆହୁରି ଜଟିଳ ପାଇପାରେ।

ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ପ୍ରସ୍ତୁତି ! ନ୍ୟୁକ୍ଲିଅର୍ ଯୁଦ୍ଧ ଡ୍ରିଲ ପାଇଁ ଆଦେଶ ଦେଲେ ପୁଟିନ୍
ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ହେଲାଣି ୨୫ ଦିନ ହେଲେ କିଛି ସମାଧାନର ସୂତ୍ର ବାହାରିବା ବଦଳରେ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନର ଅନେକ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି । ଋଷ ୟୁକ୍ରେନ ସହର ମାରିୟୁପୋଲକୁ ଚାରିପଟୁ ଘେରିବା ସହ ଘନ ଘନ ମିଶାଇଲ ଓ ବୋମା ମାଡ଼ କରୁଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରିପୋର୍ଟ ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସଙ୍କେତ ଦେଲେଣି । ପୁଟିନ ପରମାଣୁ ଯୁଦ୍ଧ ପାଇଁ ଅଭ୍ୟାସ କରୁଛନ୍ତି । ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି ।

ଉଭୟ ଯୁଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍‌ ଉପରେ ଅତ୍ୟାଧୁନିକ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍‌ ଦାବି କରିଛି । ପୁଟିନ୍‌ କ୍ରମଶଃ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ପାଇ କ୍ରେମ୍‌ଲିନ୍‌ ସରକାରୀ ଅଧିକାରୀମାନେ ବିସ୍ମିତ ତଥା ବିବ୍ରତ ହୋଇପଡ଼ିଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି ।

ସୂଚନା ଅନୁସାରେ, ଆଣବିକ ଯୁଦ୍ଧରେ ଲୋକାମାନଙ୍କୁ କିଭଳି ସ୍ଥାନାନ୍ତରଣ କରାଯାଇପାରିବ ସେନେଇ ଅଭ୍ୟାସ କରାଯଆଉଥିବା ନିଜେ ପୁଟିନ୍‌ କ୍ରେମ୍‌ଲିନ୍‌ର ବରିଷ୍ଠ ରାଜନୀତିଜ୍ଞମାନଙ୍କୁ କହିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଆକ୍ରମଣରୁ ସୁରକ୍ଷା ଦେବାକୁ ପୁଟିନ୍ ନିଜ ପରିବାରକୁ ସାଇବେରିଆର ଏକ ଗୁପ୍ତ ବଙ୍କରକୁ ପଠାଇଦେଇଛନ୍ତି । ଏହି ବଙ୍କର ଏକ ପାହାଡଆ ଇଲାକରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା କୁହାଯାଉଛି ।

ୟୁକ୍ରେନ ଉପରେ ଆକ୍ରମଣ ଜାରି: କିଭ୍ ଦ୍ବାରଦେଶରେ ଋଷ ସେନା
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି। ଉଭୟ ଦେଶ ମଧ୍ଯକୁ କେହି ହେଲେ ମୁଣ୍ଡନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି। କିବ୍କୁ ଧ୍ୱଂସ କରିବା ପାଇଁ ଋଷର ଶେଷ ପର୍ଯ୍ଯାୟ ପ୍ରସ୍ତୁତି କରିଛି। ରୁଷ ସେନା ୟୁକ୍ରେନ ରାଜଧାନୀ କିଭର ନିକଟତର ହେବା ସହିତ ମାରିଓପୋଲ, ନିପ୍ରୋ ଆଦି ସହରରେ ଘନଘନ ବୋମାମାଡ଼ କରିଛନ୍ତି । ନିପ୍ରୋ ସହରର ଏକ ହସ୍ପିଟାଲ ସମ୍ପୂର୍ଣ ଧ୍ବଂସ ପାଇବା ସହିତ ବହୁ ଅଟ୍ଟାଳିକାରେ ନିଆଁ ଲାଗିଯାଇଛି। ୟୁକ୍ରେନର ଜୈବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତିକୁ ନେଇ ରୁଷିଆ ଆଣିଥିବା ଅଭିଯୋଗ ସମ୍ପର୍କରେ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦରେ ଆଲୋଚନା କରାଯାଇଛି | ଆଜି ରୁଷିଆ ପକ୍ଷରୁ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯିବା ସହିତ ଆମେରିକା ସହାୟତାରେ ୟୁକ୍ରେନ ଏଭଳି ଜୈବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିବାରୁ ଏନେଇ ଆମେରିକା ତୁରନ୍ତ ଜବାବ ରଖିବାକୁ ରୁଷ ଦାବି କରିଥିଲା। ହେଲେ ରୁଷର ଏଭଳି ଦାବିକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି। ରୁଷିଆର ଅଭିଯୋଗର କୌଣସି ସତ୍ୟତା ନାହିଁ ବରଂ ଆଗକୁ କିଭ୍ ଉପରେ ରୁଷିଆ ରାସାୟନିକ ଏବଂ ଜୈବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରିଥିବାରୁ ଏଭଳି ବୃଥା ଅଭିଯୋଗ ଆଣିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରୁଷ ଯଦି ଏଭଳି ଆଭିମୁଖ୍ୟ ଗ୍ରହଣ କରେ ତେବେ ପରିଣାମ ଭୟଙ୍କର ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଚେତାବନୀ ଦେଇଛନ୍ତି।

ଭାରତକୁ ରିହାତି ମୂଲ୍ୟରେ ତେଲ ଦେବାକୁ ରୁଷିଆର ପ୍ରସ୍ତାବ !
ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ପ୍ରଭାବରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ୨୦୦୮ ପରର ରେକର୍ଡ ସ୍ତରରେ ପହଞ୍ଚିଥିବାରୁ ଏବେ ଭାରତ ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ସାଜିଛି । ଏଭଳି ସମୟରେ ରୁଷିଆ ଭାରତକୁ ରିହାତି ମୂଲ୍ୟରେ ତେଲ ଦେବାକୁ ପ୍ରସ୍ତାବ ଦେଇଛି। ଏହାକୁ ନେଇ ଭାରତ ଏବେ ବେଶ ଅଡୁଆରେ ପଡିଛି। ଏହା ଉପରେ ଭାରତ ସରକାର ବିଚାର କରୁଥିବା ଜଣାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କହିଛନ୍ତି ଯେ, ଭାରତକୁ ରୁଷିଆରୁ ତୈଳ ଆମଦାନୀ କରିବାକୁ ହେଲେ ଆମକୁ ଅନେକଗୁଡିଏ କାରକ ଉପରେ ବିଚାର କରିବାକୁ ପଡିବ। ଯଦି ରୁଷରୁ ତେଲ ଆମଦାନୀ କରାଯାଏ ତେବେ ତାହାର ବୀମା ଖର୍ଚ୍ଚ ଦୃଷ୍ଟିରୁ ଦେଖୁଲେ ଏହା ଭାରତ ପାଇଁ ଲାଭଦାୟକ ହେବ।

ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ଆର୍ଥିକ କଟକଣା କ୍ରମରେ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ସିଷ୍ଟମରୁ ଋଷକୁ ବାଦ୍ ଦିଆଯାଇଛି । ଫଳରେ ଅନ୍ୟ ଦେଶ ମାନଙ୍କ ସହ ଋଷର ବାଣିଜ୍ୟିକ ସମ୍ପର୍କ ତୁଟିଯାଇଛି । ଏଭଳି ସ୍ଥଳେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଯୋଜନା କରୁଛନ୍ତି ରାଷ୍ଟ୍ରପତି ପୁଟିନ୍ । ଏଥିପାଇଁ ଭାରତ ସହ ବ୍ୟାପାରକୁ ମଜବୁତ୍ କରିବା ସହ ତୈଳ ରପ୍ତାନୀ କରିବାକୁ ଋଷ ଚାହୁଁଥିବା ଖବର ରହିଛି । ତେବେ ଭାରତ ଋଷର ଏହି ପ୍ରସ୍ତାବକୁ କିପରି ଗ୍ରହଣ କରୁଛି ଏହା ଉପରେ ଏବେ ଦେଶବାସୀଙ୍କ ନଜର ।

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ଭବିଷ୍ୟତ ନେଇ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ
ଭୁବନେଶ୍ବର: ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ୟାରିଅର ଅଧାରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ବ୍ୟବସ୍ଥା ପ୍ରସ୍ତାବ, ନ୍ୟାସନାଲ ମେଡିକାଲ କମିଶନ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ହସ୍ତକ୍ଷେପ କରନ୍ତୁ । ଫେରିଥିବା ଡାକ୍ତରୀ ଛାତ୍ରଙ୍କ ପାଇଁ ଭାରତରେ ପାଠପଢ଼ା ବ୍ୟବସ୍ଥା ହେଉ, ସମସ୍ତ ପ୍ରକାର ସହଯୋଗ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ବୋଲି ମୁଖ୍ଯମନ୍ତ୍ରୀ ଚିଠି ଉଲ୍ଲେଖ କରିଛନ୍ତି।

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେବାରୁ ବିରତ ରହିଲା ଭାରତ
ନ୍ୟୁୟର୍କ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି। ଘମାଘୋଟ ଯୁଦ୍ଧ ମଧ୍ୟରେ କିନ୍ତୁ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ।ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଋଷର ଏହି ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିପକ୍ଷରେ ଆସିଥିବା ପ୍ରସ୍ତାବର ସମର୍ଥନ କରି ୧୫ଟି ଦେଶ ମଧ୍ୟରୁ ୧୧ ଦେଶ ଭୋଟ ଦେଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଋଷ ଭିଟୋ ପ୍ରୟୋଗ କରିଥିଲା । ଏହା ପୂର୍ବରୁ ସମସ୍ତେ ଜାଣିଥିଲେ ଯେ ଋଷ ପାଖରେ ସ୍ଥାୟୀ ସଦସ୍ୟତାର ମାନ୍ୟତା ଥିବାରୁ ସେ ଭିଟୋ ପ୍ରୟୋଗ କରିବ। ତେବେ ଏହି ପ୍ରସ୍ତାବ ଉପରେ ଭାରତ ସମେତ ଚୀନ ଓ ୟୁଏଇ ମଧ୍ୟ ଭୋଟ ଦେବାରୁ ଦୂରେଇ ରହିଛନ୍ତି ।

ଏହି ପ୍ରସ୍ତାବ ବିଫଳ ହୋଇଥିଲେ ମଧ୍ୟ ପରିଷଦରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧଖୋର ଆଚରଣକୁ ସଦସ୍ୟ ରାଷ୍ଟ୍ରମାନେ ନିନ୍ଦା କରି ନିଜର ପକ୍ଷ ରଖିଛନ୍ତି। ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଭୋଟ ପରେ କହିଛନ୍ତି, “ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି, ଋଷ ସଂକଳ୍ପ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ଦେଇପାରେ । କିନ୍ତୁ ଆମ ସ୍ୱର ଉପରେ କେବେ ହେଲେ ଭିଟୋ ପ୍ରୟୋଗ କରିପାରିବ ନାହିଁ । ଋଷ କେବେ ହେଲେ ସତ୍ୟ ଉପରେ ଭିଟୋ କରି ପାରିବ ନାହିଁ । ଆମ ନୀତି ଓ ୟୁକ୍ରେନ ଲୋକଙ୍କ ଉପରେ ଭିଟୋ ପ୍ରୟୋଗ କରିପାରିବ ନାହିଁ ।