Punjab Election - The Sakala

ପଞ୍ଜାବରେ ଝାଡୁ ଝଡ଼, ସରକାର ଗଢ଼ିବ ଆପ୍
ଚଣ୍ଡିଗଡ଼: ପଞ୍ଜାବରେ ସରକାର ଗଢ଼ିବ ଆମ୍ ଆଦମୀ ପାର୍ଟି । ଆଜି ଗଣତି ଆରମ୍ଭରେ ଏହି ଟ୍ରେଣ୍ଡ ସାମ୍ନାକୁ ଆସିଛି । ଗଣତି ଆରମ୍ଭ ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ପଞ୍ଜାବରେ ବହୁମତ ହାସଲ କରିବ ଆମ୍ ଆଦମୀ ପାର୍ଟି । ପଞ୍ଜାବର ମୋଟ ୧୧୭ ଆସନରୁ ବର୍ତ୍ତମାନ ସୁଦ୍ଧା ୧୧୫ ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସି ସାରିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୧୧୫ ଆସନରୁ ଆମ୍ ଆଦମୀ ପାର୍ଟି ୮୪ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଛି । ସେହିପରି ଶିରୋମଣୀ ଅକାଳୀ ଦଳ ୧୦ଟି ଆସନ ଓ ଭାରତୀୟ ଜନତା ପାର୍ଟି ୫ଟି ଆସନରେ ଆଗୁଆ ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ଏକତରଫା ବିଜୟ ଲାଭ କରୁଥିବାରୁ ଦେଖିବାକୁ ମିଳିଛି । ଏଥିସହ ଆଉ ଏକ ବଡ଼ ଖବର ପଞ୍ଜାବରେ ଦେଖିବାକୁ ମିଳୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଲଢ଼ିଥିବା ଦୁଇଟି ଆସନରେ ପଛୁଆ ରହିଛନ୍ତି । ସେହିପରି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଧ୍ୟ ଅମୃତସର ଇଷ୍ଟ ଆସନରେ ପଛୁଆ ରହିଛନ୍ତି । ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକ କଂଗ୍ରେସ ପାର୍ଟି ମୁଖ୍ୟ କ୍ୟାପଟେନ ଅମିରନ୍ଦର ସିଂ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛୁଆ ରହିଛନ୍ତି । ପ୍ରଥମ ରାଉଣ୍ଡରେ ପଟିଆଲା ଆସନରୁ ଅମିରନ୍ଦର ସିଂଙ୍କୁ ୩ ହଜାରୁ ଅଧିକ ଭୋଟରେ ପଛରେ ପକାଇଛନ୍ତି ଆମ୍ ଆଦମୀ ପାର୍ଟିର ଅଜିତ ପାଲ୍ ସିଂ କୋହଲି ।

ପଞ୍ଜାବ ଓ ୟୁପିରେ ଚାଲିଛି ମତଦାନ
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଯାିଛି। ରାଜ୍ୟର ୧୧୭ ବିଧାନସଭା ଆସନ ପାଇଁ ବିଭିନ୍ନ ଦଳର ପ୍ରାୟ ୧୩୦୪ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୨.୧୪ ଭୋଟର ଆଜି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାସକ କଂଗ୍ରେସ ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରଦାର ପ୍ରସ୍ତୁତି କରିଥିବା ବେଳେ କଂଗ୍ରେସକୁ ଟକ୍କର ଦେବାକୁ ଆମ ଆଦମୀ ପାର୍ଟି ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ଏହାବ୍ୟତୀତ ଶିରୋମଣୀ ଅକାଳୀ ଦଳ ଏବଂ ବିଏସପି ମେଣ୍ଟ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛି। ସବୁଠୁ ବଡ଼ କଥା ହେଲା ଏହି ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନୂଆ ପାର୍ଟି ପଞ୍ଜାବ ଲୋକ କଂଗ୍ରେସ ବିଜେପି ସହ ମେଣ୍ଟ କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛି। ଏହାବ୍ୟତୀତ ପଞ୍ଜାବ ଚାଷୀ ନେତାଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ସଂଯୁକ୍ତ ସମାଜ ମୋର୍ଚ୍ଚା ପ୍ରଥମଥର ପାଇଁ ନିର୍ବାଚନ ଲଢୁଛି।

ପଞ୍ଜାବ ବ୍ୟତୀତ ଉତ୍ତର ପ୍ରଦେଶରେ ମଧ୍ଯ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ରାଜ୍ୟର ପଶ୍ଚିମାଞ୍ଚଳର ୫ ଜିଲ୍ଲା ସମେତ ଅବଧ ଅଞ୍ଚଳର ୬ ଏବଂ ବୁନ୍ଦେଲଖଣ୍ଡର ୫ଟି ଜିଲ୍ଲାରେ ମୋଟ ୫୯ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ଚାଲିଛି। ବିଭିନ୍ନ ଦଳର ୬୨୭ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ପ୍ରାୟ ୨.୧୫ କୋଟି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଏଫଆଇଆର ରୁଜୁ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଲେ ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ମାମଲାରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କେଜ୍ରିୱାଲ ଅନ୍ୟ ରାଜନୀତିକ ଦଳଗୁଡ଼ିକ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି। ବିପକ୍ଷ ପାର୍ଟି ଅକାଳୀ ଦଳର ଅଭିଯୋଗ ପରେ ତାଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ କୁହାଯାଇଛି। ଅକାଳୀ ଦଳର ଉପାଧ୍ୟକ୍ଷଙ୍କ ଦ୍ୱାରା ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଭିଡିଓ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଆମ ଆଦମୀ ପାର୍ଟିର ଏକ ଭିଡିଓ ଜାରି କରାଯାଇଥିଲା। ଯେଉଁଥିରେ ବିରୋଧୀ ଦଳର ନେତାଙ୍କ ଉପରେ ଆପତ୍ତିଜନକ ଭାଷଣ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି ।