Vastu Tips For Windows and Doors - The Sakala
ଘରେ ସକାରାତ୍ମକ ଶକ୍ତି ସୃଷ୍ଟି କରିବା କ୍ଷେତ୍ରରେ କବାଟ ଓ ଝରକାର ଗୁରୁତ୍ବ ଅଧିକ। ତେଣୁ ବାସ୍ତୁ ଶାସ୍ତ୍ରରେ ଝରକା ଓ କବାଟ ସମ୍ପର୍କିତ କିଛି ବାସ୍ତୁ ନିୟମ ରହିଛି। ସେହିସବୁ ନିୟମଗୁଡ଼ିକ ହେଉଛି –
ପଶ୍ଚିମ ଓ ଦକ୍ଷିଣ ଦିଗରେ ଝରକା ନିର୍ମାଣ କରିବାକୁ ଚାହୁଁଥିଲେ, ଝରକାର ଆକାର ଛୋଟ ରଖନ୍ତୁ।
ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧିକ ଚଉଡ଼ା ଓ ଖୋଲାସ୍ଥାନ ଥିଲେ, ସେଠାରେ ଝରକା ନିର୍ମାଣ କରିବା ଉଚିତ ନୁହେଁ।
ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ବଡ଼ ଝରକା ନିର୍ମାଣ କରନ୍ତୁ। ପୂର୍ବ ଦିଗରୁ ସୂର୍ଯ୍ୟରଶ୍ମି ଓ ତାଜା ପବନ ଘର ଭିତରକୁ ଆସିବା ଦ୍ବାରା ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ।
ବାସ୍ତୁ ନିୟମ ଅନୁଯାୟୀ, ଘରର ଝରକା ସଂଖ୍ୟା ୪,୬, ୮ ଓ ୧୦ ଭଳି ସମ ସଂଖ୍ୟାରେ ନିର୍ମାଣ କରନ୍ତୁ। ବିସମ ସଂଖ୍ୟାରେ ଝରକା ରହିବା ଶୁଭ ହୋଇ ନଥାଏ।
ଝରକା ଘର ଭିତରକୁ ଖୋଲିବା ଉଚିତ ଏବଂ ଝରକାରେ ଥିବା ଆବରଣ ଦୁଇ ଭାଗରେ ବିଭକ୍ତ ହେବା ଆବଶ୍ୟକ।
ଦକ୍ଷିଣ ପଶ୍ଚିମ ଦିଗରେ ଝରକା ରହିବା ଶୁଭ ନୁହେଁ। ଏଭଳି କରିବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ।