Electoral Violence - The Sakala

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନବେଳେ ହିଂସାକାଣ୍ଡ; ଗୁଳିମାଡ଼ରେ ପୋଲିଂ ଏଜେଣ୍ଟ ମୃତ
କୋଲ୍‌କାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୨୨ ଜିଲ୍ଲାର ୬୪ ହଜାର ୮୭୪ ଆସନରେ ଭୋଟିଂ ଚାଲିଛି । କିନ୍ତୁ ନିର୍ବାଚନ ସମୟରେ ହିଂସାକାଣ୍ଡ ଲାଗିରହିଥିବାବେଳେ ଫୁଟିଛି ଗୁଳି । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ ।

ସେହିପରି ମୁଶିଦାବାଦ ଜିଲ୍ଲା ଡୋମକଳର ୮ ନମ୍ବର ବୁଥରେ ଦୁଇ ଜଣ ଟିଏମସି କର୍ମୀ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ କେନ୍ଦ୍ରୀୟ ବାହିନୀ ଯବାନ । ସେପଟେ ସିତାଇ ବିଧାନସଭାର ଦିନହାଟରେ ବାଲଟ ବାକ୍ସ ପୋଡ଼ିଦେଲେ ଦୁର୍ବୃତ୍ତ । ଏଯାବତ ପଞ୍ଚାୟତ ନିର୍ବାଚନ ପାଇଁ ହିଂସା ବେଳେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଯବାନ ମୁତୟନ ହୋଇଛନ୍ତି ।

କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ଗାଁରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ ପୁଣି ୬ ଜଣ ଗିରଫ
ପୁରୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଜିଲ୍ଲାର ଏକାଧିକ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା  । ଏହି ନିର୍ବାଚନୀ ହିଂସାକୁ ପୁଲିସ ଗୁରୁତର ସହ ନେଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି  । କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଗୁରୁବାର ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଶୁକ୍ରବାର ତିଛିଣୀ ଗାଁର ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି  । ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ବାରିକ, ଅନନ୍ତ ବାରିକ, କେଦାର ତରାଇ, ସୁରେନ୍ଦ୍ରନାଥ ଜେନା, ମେଘନାଥ ସାହୁ ଓ ଭଗବାନ ସାହୁ  । ସେମାନଙ୍କ ବିରୋଧରେ କୃଷ୍ଣପ୍ରସାଦ ଥାନାରେ ମାମଲା (ନଂ.୩୬/୨୨) ରୁଜୁ ହୋଇଛି  । ଅନ୍ୟପକ୍ଷରେ ଏହି ହିଂସାକାଣ୍ଡର ତଦନ୍ତ ଚାଲିଛି  । ଆଗକୁ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣାପଡିବ ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି  ।