Journalist Attack - The Sakala

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ: ଜାତି ପଚାରି ୫୦୦ ଲୋକ ଘେରିଗଲେ, ଦୁଷ୍କର୍ମ ଧମକ ଦିଆଯାଇଥିବା ଅଭିଯୋଗ
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ୟୁଜିସି ସମର୍ଥନରେ ଚାଲିଥିବା ଏକ ପ୍ରତିବାଦ ସମୟରେ ଜଣେ ମହିଳା ସାମ୍ବାଦିକଙ୍କୁ ଭୟଙ୍କର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ସାମ୍ବାଦିକ ରୁଚି ତିୱାରୀଙ୍କ କହିବା ଅନୁଯାୟୀ, ତାଙ୍କୁ ଜାତି ପଚାରିବା ପରେ ପ୍ରାୟ ୫୦୦ ଲୋକଙ୍କ ଏକ ଭିଡ଼ ତାଙ୍କୁ ଘେରି ଯାଇଥିଲେ ଏବଂ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

देखिए किस तरह तथाकथित शोषित वंचित लोग ब्राह्मण होने के कारण रुचि तिवारी के साथ दुर्व्यवहार कर रहे हैं।
क्या मोदी जी सवर्ण समाज की बहन बेटियों की इज्जत को तार तार करने के लिए इक्विटी रेगुलेशन एक्ट 2026 लाए थे..?#Justice_For_रूचि_तिवारी pic.twitter.com/1kJtYH4GEH

— Sarvesh Pandey (@SawarnArmychief) February 14, 2026

ଜାତି ପଚାରିଲେ, ତା’ପରେ ଆକ୍ରମଣ କଲେ

ରୁଚି ତିୱାରୀ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ସେ ସେଠାରେ ପ୍ରତିବାଦର ରିପୋର୍ଟିଂ କରିବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କର ପୁରା ନାମ ଏବଂ ଜାତି ପଚାରିଥିଲେ। ଯେତେବେଳେ ସେ ନିଜର ପରିଚୟ ଦେଇଥିଲେ, ହଠାତ୍ କିଛି ଲୋକ ଇସାରା କରିବା ପରେ ଏକ ବିରାଟ ଭିଡ଼ ତାଙ୍କୁ ଆକ୍ରମଣ କରିଥିଲେ। ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା ବୋଲି ସେ ଦାବି କରିଛନ୍ତି।

ମହିଳାଙ୍କ ପକ୍ଷରୁ ମିଳିଲା ଦୁଷ୍କର୍ମ ଧମକ

ସାମ୍ବାଦିକା ଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେ ବ୍ରାହ୍ମଣ ହୋଇଥିବାରୁ ସେଠାରେ ଥିବା କିଛି ଯୁବତୀ ତାଙ୍କ କାନରେ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ। ପୁରୁଷମାନେ ତାଙ୍କୁ ଶିକ୍ଷା ଦେବାକୁ କହୁଥିବା ବେଳେ ଯୁବତୀମାନେ ତାଙ୍କ ହାତ ଓ ବେକକୁ ଜାବୁଡ଼ି ଧରିଥିଲେ। ଏହା ଏକ ପ୍ରକାର ମବ୍ ଲିଞ୍ଚିଂ ବୋଲି ସେ କହିଛନ୍ତି। ସେଠାରେ ଉପସ୍ଥିତ ଥିବା କିଛି ଲ’ ଫ୍ୟାକଲ୍ଟି ଏବଂ ମହିଳା ପୋଲିସଙ୍କ ସହାୟତାରେ ସେ କୌଣସି ମତେ ନିଜ ଜୀବନ ବଞ୍ଚାଇ ବାହାରକୁ ଆସିଥିଲେ।

#WATCH दिल्ली: दिल्ली यूनिवर्सिटी में कल UGC के सपोर्ट में हुए प्रोटेस्ट के दौरान हमला झेलने वाली महिला जर्नलिस्ट रुचि तिवारी ने कहा, "... वीडियो हर जगह है, लोग खुद ही अंदाज़ा लगा सकते हैं कि किसने किसे भड़काया... मैं एक जर्नलिस्ट हूं, जो प्रोटेस्ट कवर करने वहां गई थी। मीडिया… pic.twitter.com/Qyjb80boW5

— ANI_HindiNews (@AHindinews) February 14, 2026

ଏମାନେ ଛାତ୍ର ନୁହନ୍ତି, ଗୁଣ୍ଡା: ପ୍ରତ୍ୟକ୍ଷଦର୍ଶୀ

ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ ତଥା ଛାତ୍ର ଆକାଶ ପାଠକ କହିଛନ୍ତି ଯେ, ଯେଉଁମାନେ ଏପରି କାଣ୍ଡ ଘଟାଇଛନ୍ତି ସେମାନଙ୍କୁ ଛାତ୍ର କହିବା ଭୁଲ ହେବ। ସେମାନେ ଜାତି ଆଧାରରେ ଗାଳିଗୁଲଜ କରିବା ସହ ବ୍ରାହ୍ମଣବାଦ ବିରୋଧରେ ସ୍ଲୋଗାନ ଦେଉଥିଲେ। ପୋଲିସ ଏହି ମାମଲାରେ ଏଫ୍‌ଆଇଆର୍ ରୁଜୁ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ରୁଚି ତିୱାରୀ ଏବେ ବିଚାର ପାଇଁ ଆଇନ ଉପରେ ଭରସା ରଖିଛନ୍ତି।

ରଥଯାତ୍ରାରେ ସାମ୍ୱାଦିକଙ୍କୁ ପୁଲିସ୍‌ର ମାଡ ଘଟଣାରେ ବିଜେଡିର ଦୃଢ଼ ନିନ୍ଦା
ଭୁବନେଶ୍ୱର: ପବିତ୍ର ରଥଯାତ୍ରାରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପୁରୀ ନିମନ୍ତ୍ରଣ କରି ପୁଲିସ ଦ୍ୱାରା ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍‌ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ, କାର୍ଯ୍ୟରତ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକମାନଙ୍କୁ ଭୁବନେଶ୍ୱରର ଜୟଦେବ ଭବନ ନିକଟରୁ ଏକ ସ୍ୱତନ୍ତ୍ର ବସ୍‌ରେ ପୁରୀ ନେଇଥିଲେ। ସେଠାରେ ପହଞ୍ଚିଲା ପରେ କର୍ଡନ ପାସ୍‌ ଓ ପରିଚୟପତ୍ର ଦେଖାଇଲେ ମଧ୍ୟ ପୁଲିସ ସେମାନଙ୍କୁ ଖବର ସଂଗ୍ରହ କରିବାକୁ ଦେଇନଥିଲା। ଓଲଟି ପୋଲିସର ଦୃର୍ବ୍ୟବହାର ଓ ମାଡରେ ଅନେକ ବରିଷ୍ଠ ସାମ୍ୱାଦିକ ଗୁରୁତର ଆହତ ହୋଇଥିଲେ। ବରିଷ୍ଠ ସାମ୍ୱାଦିକ ରମେଶ ମହାନ୍ତି ଗୁରୁତର ଆହତ ହୋଇଥିଲା ବେଳେ, ପ୍ରଭୁ କଲ୍ୟାଣ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହରପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା। ମହିଳା ସାମ୍ୱାଦିକା ବିଜୟିତା ତ୍ରିପାଠୀଙ୍କ ହାତରେ ବଡ କ୍ଷତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ଛଡା ବହୁ ସାମ୍ୱାଦିକ ମଧ୍ୟ ପୋଲିସ ମାଡରେ ଆହତ ହୋଇ ନିଜ ଦାୟିତ୍ୱ ସମ୍ପାଦନ କରିପାରିନାହାଁନ୍ତି।

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପବିତ୍ର ରଥଯାତ୍ରାର ଖବର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଏ। କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅପାରଗତା ଲାଗି ଶ୍ରୀକ୍ଷେତ୍ରରେ ସାମ୍ୱାଦିକମାନେ ପୁଲିସ ଠାରୁ ମାଡ ଖାଇଲେ। ଗଣତନ୍ତ୍ରର ୪ର୍ଥ ସ୍ତମ୍ବ ଉପରେ ଏଭଳି ପୁଲିସର ଅମାନବୀୟ ଆଚରଣକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପବିତ୍ର ରଥଯାତ୍ରାରେ ବିଭ୍ରାଟ ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ସାମ୍ବାଦିକଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯିବା ଘଟଣା, ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ସାମ୍ବାଦିକ ବିଜୟ ପ୍ରଧାନଙ୍କୁ କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେବା ଘଟଣା । ଜଣେ ନାବାଳକ ସହ ୪ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇ ଏବେ ବି ଫେରାର ଅଛି । ଗିରଫ ଅଭିଯୁକ୍ତମାନେ ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା ଓ ଗୁମର ନାଏକ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ.  ।

ଗତ ୨୩ ତାରିଖ ଦିନ ପୁଇଁତଳା ବ୍ଳକ କୁଲୁଥିପାଲି ଗାଁକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଠିକାଦାର ଓ ଗୁଣ୍ଡାମାନେ କଙ୍ଗାରୁକୋର୍ଟ କରି ନିର୍ଯାତନା ଦେଇଥିଲେ । ଦୁର୍ନୀତିର ଗନ୍ଧ ବାରିବା ପରେ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ ବିଜୟ ପ୍ରଧାନ । ଏହି ସମୟରେ ବିଜୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ହାତ ବାନ୍ଧି ରାସ୍ତା କଡରେ ଫିଙ୍ଗି ଦେଇଥିଲେ ଠିକାଦାର  । ପାଖାପାଖି ୨ରୁ ୩ ଘଣ୍ଟା ଧରି ଆତଙ୍କ ସୃଷ୍ଟି କରିବା ସହ କଙ୍ଗାରୁ କୋର୍ଟ କରି ଦଣ୍ଡ ଦେଇଥିଲେ । ଆଉ ଖବର ସଂଗ୍ରହ ନକରିବା ସହ ଆକ୍ରମଣ ବିଷୟରେ ଏତଲା ନଦେବାକୁ ନେଇ ଗାଁ ମନ୍ଦିରକୁ ନେଇ ଶପଥ କରାଇଥିଲେ  ।

ଜୀବନ ରକ୍ଷା ପାଇଁ ସେମାନେ ଯାହା ଶପଥ କରିବାକୁ କହିଲେ ଭୟରେ ତାହା କରିଥିଲେ ବିଜୟ  । ତାପରେ ମନ୍ଦିରରୁ ଟେକି ନେଇ ଗାଁ ବାହାରେ ରାସ୍ତା କଡରେ ତାଙ୍କୁ ଫୋଫାଡି ଚାଲିଯାଇଥିଲେ  । ସେଠାରେ ସେ ୨ ଘଣ୍ଟା ଧରି ଗୁରୁତର ଆହତ ଅବସ୍ଥାରେ ହାତ ବନ୍ଧା ହୋଇ ପଡ଼ିରହିଥିଲେ  । ଅପରାଧୀଙ୍କ ଭୟରେ ଲୋକେ ପାଖକୁ ଯାଇନଥିଲେ  । ପରିବାର ଲୋକେ ଖବର ପାଇ ପୁଇଁତଳା ପୋଲିସକୁ ଖବର ଦେଇଥିଲେ  । ପୋଲିସ ସହ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରି ବିଜୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ  । ଖବର ବ୍ୟାପିବାପରେ ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା  ।

ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେଣି ୬ ପୁରୁଷ ଓ ୫ ମହିଳା
ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ବାଚ୍ଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ମଲ୍ଲିକକୁ ଗିରଫ କରାଯାଇଛି। ଏହାଛଡ଼ା ୫ ପୁରୁଷ ଓ ୫ ମହିଳାଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଅଟକ ରଖାଯିବା ସହ ପଚରାଉଚରା ଚାଲିଛି। ଏନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନମ୍ବର ବୁଥ୍‌ ରିଗିଂ ଉଦ୍ୟମ ହେଉଥିବା ଖବର ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ। ତେବେ ସେଠାରେ ସେମାନଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ପିଟି ଥିଲେ। ଏମିତିକି ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହା ପରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ ସାମ୍ବାଦିକ ପ୍ରତିନିଧି ମଣ୍ଡଳୀ। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ନିର୍ବାଚନ କର୍ମଚାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲାଗୁଛି ସେହି ଦଫା ଲାଗୁ ବୋଲି ଦାବି ମଧ୍ୟ କରାଯାଇଥିଲା। ସାମ୍ବାଦିକମାନଙ୍କର ଏହି ଦଳ ରାଜ୍ୟ ନିର୍ବାଚନ ଆୟୋଗକୁ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଗିରଫ ଦାବି କରିଥିଲେ।

ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ପରେ ତୁରନ୍ତ ଆକ୍ସନ ନେବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ।ଡିଜିପିଙ୍କ ନିର୍ଦେଶ ପରେ ବିଞ୍ଝାରପୁର ବାଛୋଳ ଗାଁରେ ୫ଟି ଥାନାର ଥାନାଧିକାରୀଙ୍କ ନେତୃତ୍ବରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢାଉ ବେଳେ  କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩୨ ଜଣଙ୍କୁ ଅଟକ ରଖିଥିଲା ବିଞ୍ଝାରପୁର ପୁଲିସ।

ସାମ୍ବାଦିକଙ୍କୁ ମାଡ ମରା ଘଟଣା , ୮ ଜଣଙ୍କୁ ଗିରଫ କଲା ପୁରୀ ପୋଲିସ
ପୁରୀ: ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ କରିବା । ରାତି ତମାମ ଚଢ଼ାଉ ପରେ ୮ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଆକ୍ରମଣକାରୀ ହେଲେ ସତ୍ୟପ୍ରୀୟ ମହାରଣା, ବିଜୟ ସ୍ୱାଇଁ, ସୁବାସ ମାଝି, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୁଜବଳ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଘଟଣାରେ ସମ୍ପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ପୋଲିସ । ସେହିପରି ସାମ୍ବାଦିକଙ୍କ ନିକଟରୁ ଛଡାଇ ନେଇଥିବା ଲାଇଭ ୟୁ, ବୁମ୍‌, ଅନ୍ୟାନ୍ୟ ସାମଗ୍ରୀ ଓ ମୋବାଇଲକୁ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ଭୋଟିଂ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ପିପିଲି ନିର୍ବାଚନ ମଣ୍ଡଳୀର କଣାସ ବ୍ଲକ ବଢ଼ାଳ ପଞ୍ଚାୟତର ଅଢାଲ ଗାଁ’ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିଲା । ଦୁଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସଂଘବଦ୍ଧ ଆକ୍ରମଣର କରାଯାଇଥିଲା । କ୍ୟାମେରା, ଟିଭିୟୁ ଓ ବୁମ୍ ଛଡ଼ାଇ ନେବା ସହ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା ।