PanchyatElection - The Sakala

ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ
ଭୁବନେଶ୍ବର: ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ। ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଥିବା ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ । ଆସନ୍ତା ଜୁନ୍ ୨୩ ତାରିଖରେ ହୋଇଥାଆନ୍ତା ପଞ୍ଚାୟତ ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିସନ ତରଫରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦ ଜିଲ୍ଲାର ୪୩ ସରପଞ୍ଚ, ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ଓ ୨୨ ଜିଲ୍ଲାର ୨୭୨ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହୋଇଥାଆନ୍ତା ।ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି କରାଯାଇଥାଆନ୍ତା । ତେବେ ଜାରି ହୋଇଥିବା ବିଜ୍ଞପ୍ତି ରଦ୍ଦ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ଆଉ ଥରେ ତାରିଖ ଘୋଷଣା କରାଯିବ । ଏନେଇ ରାଜ୍ୟ ନିର୍ବାଚନ କମିସନ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ।

ଭୋଟ ଦେବାକୁ ଆସି ବୁଥରେ ଟଳି ପଡ଼ିଲେ ବୃଦ୍ଧା
ନୀଳଗିରି: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ଯାୟ ମତଦାନ । ଏହି ମତଦାନ ସମୟରେ ଏକ ଦୁଃଖଦ ଖବର ଆସିଛି। ଏଭଳି ଦୁଃଖଦ ଖଟଣା ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ବରହମପୁର ଗାଁରୁ ଆସିଛି। ଭୋଟ ଦେବାକୁ ଆସି ଜଣେ ବୃଦ୍ଧାଙ୍କ ମୃତ୍ଯୁ ଘଟିଛି। ମୃତ ବୃଦ୍ଧାଜଣଙ୍କ ସେହି ଗ୍ରାମର ସତ୍ୟଭାମା ବାରିକ ( ୭୦) । ସେ ଆଜି ସକାଳେ ୭ ନଂ ବୁଥରେ ଭୋଟ ଦେବା ଲାଇନ ଛିଡ଼ା ହୋଇଥିବା ସମୟରେ ଟଳି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବରହମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୮.୬% ମତଦାନ, ସର୍ବାଧିକ ମତଦାନ ଜିଲ୍ଲାରେ ସୁବର୍ଣ୍ଣପୁର ଆଗରେ
ଭୁବନେଶ୍ବର: ରାଜ୍ଯରେ ତୃତୀୟ ପର୍ଯ୍ଯାୟ ମତଦାନ ଶେଷ ହୋଇଛି। ଏହି ତୃତୀୟ ପର୍ଯ୍ଯାୟରେ  ୭୮.୬ % ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଛି।ସେହିଭଳି କୋରାପୁଟରେ ୮୪.୭୮, ଅନୁଗୁଳରେ ୮୪.୨୪, ଗଜପତିରେ ୮୨. ୭୨, ବରଗଡରେ ୮୨.୬୩ ଓ ନବରଙ୍ଗପୁରରେ ୮୬.୩୩, ପ୍ରତିଶତ ମତଦାନ ହୋଇଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ: ସକାଳ ୯ ଟା ସୁଦ୍ଧା ୨୧.୭୩% ମତଦାନ
ବରଗଡ଼/ବିଜେପୁର: ଆଜି ତୃତୀୟ ପର୍ୟ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଭିମୁଖେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବିଜେପୁର ବ୍ଲକ ଓ ବରପାଲି ବ୍ଲକରେ ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇଯାଇଛି। ଏହି ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀରେ ବିଜେପୁର ବ୍ଲକର ୨୨ ଗୋଟି ପଞ୍ଚାୟତ ପାଇଁ ୨୬୬ ବୁଥରେ ୭୪ ହଜାର ୩୦୧ ଜଣ ମତଦାତା ୪୩୨ ଜଣ ୱାର୍ଡ ସଭ୍ୟ,୭୯ ଜଣ ସମିତି ସଭ୍ୟ,୬୭ ଜଣ ସରପଞ୍ଚ ତଥା ୧୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।ସେହିପରି ବରପାଲି ବ୍ଲକର ୨୩ ଗୋଟି ପଞ୍ଚାୟତ ପାଇଁ ୨୯୨ ବୁଥରେ ୮୬ ହଜାର ୪୪୬ ଜଣ ମତଦାତା ୩୯୧ ଜଣ ୱାର୍ଡ ସଭ୍ୟ,୯୫ ଜଣ ସମିତି ସଭ୍ୟ,୬୨ ଜଣ ସରପଞ୍ଚ ତଥା ୧୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ଉଭୟ ପଞ୍ଚାୟତ ସମିତିରେ ୮୪ଟି ସମ୍ବେଦନଶୀଳ ବୁଥ ଚିନ୍ହଟ ହୋଇଥିବା ବେଳେ ୨ ଟି ଲେଖାଏଁ ପିଙ୍କ ବୁଥ ଓ ଗୋଟିଏ ଲେଖାଏଁ ଆଦର୍ଶ ବୁଥ କରାଯାଇଛି।ହସ୍ତଗତ ସୂଚନା ଅନୁଯାୟୀ ଦିନ ୯ ଟା ସୁଦ୍ଧା ୨୧.୭୩% ମତଦାନ ରେକର୍ଡ କରାଯାଇଛି।

ପଞ୍ଚାୟତ ନିର୍ବାଚନ: ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ
ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଏବଂ ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକ ଅନ୍ତର୍ଗତ ୧୭୧ଟି ଜିଲ୍ଲା ପରିଷଦ ଜୋନ୍‍, ୧୩୮୨ ଗ୍ରାମ ପଞ୍ଚାୟତର ୧୮୪୯୫ଟି ବୁଥ୍‍ରେ ଭୋଟ ଗ୍ରହଣ ହେଉଛି। ତନ୍ମଧ୍ୟରୁ ୨୭୭୩ଟି ବୁଥ୍‍ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି। ୧୭୧ଟି ଜୋନ୍‍ରେ ୬୭୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ପ୍ରଥମ ୨ଟି ପର୍ଯ୍ୟାୟ ମତଦାନ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ପୂର୍ବାପେକ୍ଷା ତୃତୀୟ ପର୍ଯ୍ୟାୟରେ ଯେପରି ହିଂସା ହ୍ରାସ ପାଇବ, ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ୨୪୦ ପ୍ଲାଟୁନ୍‍ ଫୋର୍ସ, ୧୬୨୫ ମୋବାଇଲ ପାଟ୍ରୋଲିଂ ଗାଡ଼ି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ବିଭିନ୍ନ ହିଂସାକାଣ୍ଡ କରିଥିବା ବହୁ ବ୍ୟକ୍ତିଙ୍କୁ ସ୍ଥାନୀୟ ପୁଲିସ୍‍ ଦ୍ୱାରା ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଯାଜପୁରରୁ ୨୮, ଢେଙ୍କାନାଳରୁ ୬, ଜଗତସିଂହପୁରରୁ ୫ ଏବଂ ୨୩ ଜଣ ପୁରୀରୁ ରହିଛନ୍ତି। ସେହିପରି ଏଯାବତ୍‍ ୩୮୮୩୮୦ ଲିଟର ମଦ, ୩୮ଟି ମାରଣାସ୍ତ୍ର, ୨୩୧୧ ଗ୍ରାମ ନାର୍କୋଟିକ୍‍ ଡ୍ରଗ୍‍ ଜବତ କରାଯାଇଛି। ସାରା ରାଜ୍ୟରେ ଏଯାବତ୍‍ ୫୦୫୮ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୧୯୦୬ ଜଣଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି।

ଏହି ପର୍ଯ୍ୟାୟରେ ରାଜ୍ୟର ବହୁ ହାଇପ୍ରୋଫାଇଲ ବ୍ଲକରେ ନିର୍ବାଚନ ହେବାକୁ ଯାଉଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ଓ ଖୋର୍ଦ୍ଧା ବ୍ଲକ, ପୁରୀ ଜିଲ୍ଲାର ପୁରୀ ସଦର ଏବଂ ସତ୍ୟବାଦୀ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, ଅନୁଗୁଳର ଆଠମଲ୍ଲିକ, ବାଲେଶ୍ୱର ଜିଲ୍ଲାର ସୋର, ବରଗଡ଼଼ର ବିଜେପୁର, ଭଦ୍ରକ ଜିଲ୍ଲାର ତିହିଡି, କଟକର ସାଲେପୁର ଓ ତିଗିରିଆ, ଢେଙ୍କାନାଳର ପରଜଙ୍ଗ, ଗଞ୍ଜାମର ଧରାକୋଟ, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର ଏବଂ ରାୟଗଡ଼଼଼ା ଜିଲ୍ଲାର କାଶୀପୁର ବ୍ଲକରେ ମତଦାନ ହେବାକୁ ରହିଛି।

ଫେଲ୍‌ ମାରିଲା ଆନ୍ଧ୍ରର ଷଡ଼ଯନ୍ତ୍ର: ପଞ୍ଚାୟତ ନିର୍ବାଚନରେ ଉତ୍ସାହର ସହିତ ସାମିଲ ହେଲେ କୋଟିଆବାସୀ
ପଟ୍ଟାଙ୍ଗି: ଓଡ଼ିଶା ପଞ୍ଚାୟତ ନିର୍ବାଚନରେ କୋଟିଆବାସୀ ଉତ୍ସାହର ସହିତ ସାମିଲ ହୋଇଛନ୍ତି। ଫଳରେ ଆଜି ଏଠାରେ ୬୫ ପ୍ରତିଶତ ମତଦାନ ‌ହୋଇଛି। ଓଡ଼ିଶା ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ଯାୟରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମେତ କୋଟିଆରେ ମଧ୍ୟ ଆଜି ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ହୋଇଥିଲା। କୋଟିଆବାସୀ ବଡ଼ ଉତ୍ସାହର ସହିତ ମତଦାନ କେନ୍ଦ୍ରକୁ ଆସି ମତଦାନ କରିଥିଲେ। ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ଅତିିରିକ୍ତ ଏସପି ଉତ୍କଳ ଦାସ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କୋଟିଆରେ ଆଜି ୧୩ଟି ବୁଥରେ ମତଦାନ ହୋଇଥିଲା। ସବୁ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା ୪ଟି ସମ୍ବେଦନଶୀଳ ବୁଥରେ ଇଣ୍ଡିଆନ୍‌ ରିଜର୍ଭ ବାଟାଲିଅନ୍‌ (ଆଇଆରବି)ର ୪ ପ୍ଲାଟୁନ ପୁଲିସ ମୁତୟନ ଥିଲେ।

ବରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଚୁଡ଼ାନ୍ତ ମତଦାନ ୭୯.୩୭%
ବରଗଡ଼: ଆଜି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲାର ଭଟଲି, ଅମ୍ବାଭନା, ପାଇକମାଲ ଓ ଝାରବନ୍ଧ ବ୍ଳକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହସ୍ତଗତ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲାରେ ୭୯.୩୭% ମତଦାନ ହୋଇଛି । ଭଟଲି ବ୍ଳକରେ ୭୯.୫୫% , ଅମ୍ବାଭନା ବ୍ଳକରେ ୮୧.୬୨%, ପାଇକମାଲ ବ୍ଳକରେ ୭୭.୪୧% ଓ ଝାରବନ୍ଧ ବ୍ଳକରେ ୮୦.୧୪% ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟରେ ୨ ଲକ୍ଷ ୭୨ ହଜାର ୧୩୨ ଜଣ ଭୋଟରଙ୍କ ମଧ୍ୟରୁ ୨ ଲକ୍ଷ ୧୫ ହଜାର ୯୮୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ତନ୍ମଧ୍ୟରୁ ୧ ଲକ୍ଷ ୧୦ ହଜାର ୭୦ ଜଣ ପୁରୁଷ ଓ ୧ ଲକ୍ଷ ୫ ହଜାର ୯୧୨ ଜଣ ମହିଳା ମତାଧିକାର ସାବ୍ୟସ୍ତ କରିଥିବା ସମୟରେ କୌଣସି ତୃତୀୟ ଲିଙ୍ଗି ଭୋଟର ଭୋଟ ଦେଇ ନଥିବା ଜଣାପଡ଼ିଛି।

ଭଟଲି ବ୍ଳକରେ ୩୬୪୪୮ ପୁରୁଷ ଓ ୩୪୫୫୫ ଜଣ ମହିଳା ଭୋଟର ଓ ୨ ଜଣ ତୃତୀୟ ଲିଙ୍ଗି ଭୋଟରଙ୍କ ମଧ୍ୟରୁ ୨୮୯୭୩ ପୁରୁଷ ଭୋଟର ଓ ୨୭୫୦୯ ଜଣ ମହିଳା ଭୋଟର ଭୋଟ ଦେଇଥିଲେ । ଭଟଲି ବ୍ଳକରେ ନିର୍ବାଚନ ପରିଚାଳନା ପାଇଁ ୬୯୦ ଜଣ ପୁରୁଷ ଓ ୯ ଜଣ ମହିଳା କର୍ମଚାରୀ ୨୧୯ ଜଣ ପୁଲିସ କର୍ମଚାରୀ ଓ ୧୭୧ଟି ଗାଡ଼ି ନିୟୋଜିତ ହୋଇଥିଲା ।

ସେହିପରି ଅମ୍ବାଭନା ବ୍ଳକରେ ୨୬୨୫୬ପୁରୁଷ ଓ ୨୪୯୨୯ ଜଣ ମହିଳା ଭୋଟର ଓ ୨ ଜଣ ତୃତୀୟ ଲିଙ୍ଗି ଭୋଟରଙ୍କ ମଧ୍ୟରୁ ୨୧୬୧୧ ପୁରୁଷ ଭୋଟର ଓ ୨୦୧୬୬ ଜଣ ମହିଳା ଭୋଟର ଭୋଟ ଦେଇଥିଲେ । ଅମ୍ବାଭନା ବ୍ଳକରେ ନିର୍ବାଚନ ପରିଚାଳନା ପାଇଁ ୫୬୭ ଜଣ ପୁରୁଷ ଓ ୬ ଜଣ ମହିଳା କର୍ମଚାରୀ ୧୯୧ ଜଣ ପୁଲିସ କର୍ମଚାରୀ ଓ ୧୧୩ ଟି ଗାଡ଼ି ନିୟୋଜିତ ହୋଇଥିଲା ।

ପାଇକମାଲ ବ୍ଳକରେ ୪୪୬୯୧ ପୁରୁଷ ଓ ୪୪୪୫୯ ଜଣ ମହିଳା ଭୋଟରଙ୍କ ମଧ୍ୟରୁ ୩୪୯୦୧ ପୁରୁଷ ଭୋଟର ଓ ୩୪୧୦୭ ଜଣ ମହିଳା ଭୋଟର ଭୋଟ ଦେଇଥିଲେ । ପାଇକମାଲ ବ୍ଳକରେ ନିର୍ବାଚନ ପରିଚାଳନା ପାଇଁ ୯୦୦ ଜଣ ପୁରୁଷ ଓ ୬ ଜଣ ମହିଳା କର୍ମଚାରୀ ୧୮୫ ଜଣ ପୁଲିସ କର୍ମଚାରୀ ଓ ୧୦୩ ଟି ଗାଡ଼ି ନିୟୋଜିତ ହୋଇଥିଲା ।

ଝାରବନ୍ଧ ବ୍ଳକରେ ୩୦୫୭୧ ପୁରୁଷ ଓ ୩୦୨୧୧ ଜଣ ମହିଳା ଭୋଟର ଓ ୮ ଜଣ ତୃତୀୟ ଲିଙ୍ଗି ଭୋଟରଙ୍କ ମଧ୍ୟରୁ ୨୪୫୮୫ ପୁରୁଷ ଭୋଟର ଓ ୨୪୧୩୦ ଜଣ ମହିଳା ଭୋଟର ଭୋଟ ଦେଇଥିଲେ । ଝାରବନ୍ଧ ବ୍ଳକରେ ନିର୍ବାଚନ ପରିଚାଳନା ପାଇଁ ୫୪୯ ଜଣ ପୁରୁଷ ଓ ୬ ଜଣ ମହିଳା କର୍ମଚାରୀ ୧୮୫ ଜଣ ପୁଲିସ କର୍ମଚାରୀ ଓ ୧୦୩ଟି ଗାଡ଼ି ନିୟୋଜିତ ହୋଇଥିଲା ।

ସରିଲା ପ୍ରଥମ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍: ପ୍ରାରମ୍ଭିକ ସୂଚନା ଅନୁସାରେ ୭୦% ମତଦାନ, ସଂଖ୍ୟା ବଢ଼ିପାରେ- ରାଜ୍ଯ ନିର୍ବାଚନ କମିଶନର
ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍ । ପ୍ରଥମ ପର୍ୟ୍ୟାୟରେ ମୋଟ ୭୧ଟି ବ୍ଲକର ୧୬୬୯ଟି ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମତଦାନ ହୋଇଥିଲା । ୨୨ ହଜାର ୩୭୯ ବୁଥରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ଜୁନାଗଡ଼ ବ୍ଲକ କୁଣ୍ଡାମେଲା ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ବିଶେଷ କାରଣ ପାଇଁ ନିର୍ବାଚନ ହୋଇନାହିଁ ।

ଆଉ କିଛି ସ୍ଥାନରେ ଆଇନ୍ ଶୃଙ୍ଖଳା ପାଇଁ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ୍, ଯାଜପୁର ଜିଲ୍ଲାର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ପ୍ରଥମ ପର୍ଯ୍ଯାୟ ଭଳି ଆଗାମୀ ପର୍ଯ୍ଯାୟ ମତଦାନରେ ସମସ୍ତ ଅଧିକାରୀ, ପୁଲିସ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।