DGP Sunil Bansal - The Sakala

ନିର୍ବାଚନୀ ହିଂସାକୁ ନେଇ ଉଚ୍ଚସ୍ତରୀୟ ବୈଠକ: ଡିଜିପି କହିଲେ, କୌଣସି ଗଣ୍ଡଗୋଳକୁ ବରଦାସ୍ତ କରାଯିବନି
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ସୁନୀଲ୍‌ ବଂଶଲ୍‌ । ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ, ହିଂସାକୁ ବରଦାସ୍ତ କରାଯିବନାହିଁ । ଡିଜିପି କହିଛନ୍ତି କି, ଏ ଘଟଣାରେ ପୋଲିସ କୋହଳ ମନୋଭାବ ନ ଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଚାଲିଥିଲା ଏହି ଜରୁରୀ ବୈଠକ ।

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କିଛି ସ୍ଥାନରେ ହିଂସା ହିଂସାତ୍ମକ କାର୍ରଯ୍ୟକଳାପ ନଜରକୁ ଆସିଥିବା ସେ କହିଛନ୍ତି । ଏହି ହିଂସାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଜିପି । ଗଣ୍ଡଗୋଳକୁ ବରଦାସ୍ତ କରାଯିବ ନାହିଁ । ବାକି ଥିବା ୪ ପର୍ଯ୍ୟାୟ ନିର୍ବାଚନରେ ହିଂସାକୁ ରୋକିବାକୁ ପଦକ୍ଷେପ ନିଆଯାଉଛି । ଭୋଟ ହେବାକୁ ଥିବା ସ୍ଥାନରେ ପୋଲିସ୍‌ ମୁତୟନ କଡ଼ାକଡ଼ି କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ; ମାଓ ସ୍ଥିତିର ସମୀକ୍ଷା ସହ କୋଟିଆରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ କଲେ ଆଲୋଚନା
କୋରାପୁଟ: କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିବା ସହ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଛି । ଏଥିପାଇଁ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ ସମ୍ପାଦନ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି । କୋରାପୁଟ ଡିଆଇଜି ଓ ଏସପିଙ୍କ ସହ କୋବ୍ରା ଓ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ସୁନୀଲ ବଂଶଲ । ନିର୍ବାଚନ ସୁପରିଚାଳନା ସହ ଆଇନଶୃଙ୍ଖଳା ପରିସ୍ଥିତି ଓ ମାଓ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା କାର୍ଯ୍ୟକ୍ରମରେ ରାୟଗଡା ଏସପି, ନବରଙ୍ଗପୁର ଏସପି ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ସୁନାବେଡାରୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ଗସ୍ତ କରିବେ ଡିଜିପି ।