Biju Patnaik International Airport - The Sakala

ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ଦୁଇ ବର୍ଷରେ ନିର୍ମାଣ ଯୋଜନା ସହ ଶୀଘ୍ର ହେବ ରନୱେ କ୍ୟାଟ୍ ଟୁ ଲାଇଟ୍ । ବର୍ତ୍ତମାନ ଭୁବନେଶ୍ବର ବିମାନବନ୍ଦରରୁ ବାର୍ଷିକ ୪୦ରୁ ୫୦ ଲକ୍ଷ୍ୟ ଯାତ୍ରୀ ଯାତାୟାତ କରୁଥିବା ବେଳେ ନୂଆ ଟର୍ମିନାଲ ପରେ ଏହାକୁ ୮୦ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ବର ବିମାନ ବନ୍ଦରରେ ସମୀକ୍ଷା ପରେ ସେ ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ।

ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଭୁବନେଶ୍ବରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ ଲକ୍ଷ କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ। ଭୁବନେଶ୍ବର ବିମାନ ବନ୍ଦର ରିଭ୍ୟୁ କରିବା ପରେ ସେ କହିଛନ୍ତି- ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ।

ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି। ରନୱେ କ୍ୟାଟ ଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ଅନ୍ୟ ଯେଉଁ ଛୋଟ ଛୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଶେଷ ହେବ। ଆଗାମୀ ୧୦ ରୁ ୨୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନୂଆ ଟର୍ମିନାଲ ବନାଇବା ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଓଡ଼ିଶାର ଝାରସୁଗୁଡ଼ାରେ ଏୟାରପୋର୍ଟ ଅଛି।

ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରୁ ସୁରଟ, ଡେରାଡୁନ, ଚଣ୍ଡିଗଡ ଓ ଜାମ୍ମୁକୁ ଉଡିବ ବିମାନ
ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରୁ ସୁରଟ, ଡେରାଡୁନ, ଚଣ୍ଡିଗଡ, ଜମ୍ମୁକୁ ଉଡିବ ନୂଆ ବିମାନ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସୁରଟ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ବର ବିମାନ ବନ୍ଦର ସଂଯୋଗ କରିଛି ବୋଲି ସୂଚନା ଦେଇଛନ୍ତି ମିନା ବନ୍ଦର କର୍ତ୍ତୃପକ୍ଷ ।

ଅନ୍ୟପଟେ ନୂଆ ରୂପ ନେଇଛି ବିଜୁ ପଟ୍ଟନାୟକ ଅନ୍ତର୍ଜତୀୟ ବିମାନ ବନ୍ଦର । ନୂଆବର୍ଷ ପୂର୍ବରୁ କାର୍ଯ୍ଯକରିବ ନୂଆ ଟର୍ମିନାଲ ଲିଙ୍କ ବିଲଡିଂ । ସିକ୍ୟୁରିଟି କ୍ଲିୟରାନ୍ସ ପାଇଁ ଆବେଦନ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । କ୍ଲିୟରାନ୍ସ ମିଳିବା ପରେ ପ୍ରସ୍ତୁତ ହେବ ଏସଓପି । ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ । ସିଆଇଏସଏଫ, କଷ୍ଟମ, ଏୟାରଲାଇନ୍ସ, ଇମିଗ୍ରେସନ ସହ କରାଯିବ ବୈଠକ । ବର୍ତ୍ତମାନ ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇଛି ।

ବୃହତ ବିମାନବନ୍ଦରର ମାନ୍ୟତା ଅଭିମୁଖେ ଅଗ୍ରସର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଗତବର୍ଷ ତୁଳନାରେ ବଢିଛି ଯାତ୍ରୀ ଓ ବିମାନ ସଂଖ୍ୟା
ଭୁବନେଶ୍ୱର: କୌଣସି ବିମାନବନ୍ଦରର ଭବିଷ୍ୟତ କାର୍ଯ୍ୟପନ୍ଥା, ଭିତ୍ତିଭୂମି ନିର୍ମାଣ ତାହାର ଯାତ୍ରୀ ସଂଖ୍ୟା ନିର୍ଦ୍ଧାରଣ କରିଥାଏ। ଯାତ୍ରୀ କ୍ଷମତା ଅନୁସାରେ ବିମାନବନ୍ଦରର ଗୁରୁତ୍ୱ ମୂଲ୍ୟାୟନ କରାଯାଇଥାଏ। ତେବେ ବୃହତ ବିମାନବନ୍ଦରର ମାନ୍ୟତା ଅଭିମୁଖେ ଅଗ୍ରସର ହେଉଛି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। କୋଭିଡ୍‌‌ ପରେ କ୍ରମାଗତ ଭାବେ ଏହି ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ବଢ଼଼ିବାରେ ଲାଗିଛି। ଏପରିକି ପ୍ରାକ୍‌‌ କୋଭିଡ୍‌‌ ସ୍ଥିତିକୁ ଅତିକ୍ରମ କରିବାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସଫଳ ହୋଇଛି। ଜୁଲାଇ ୨୦୨୨ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାତ୍ରୀ ଅଭିବୃଦ୍ଧି ହାର ୪୮.୩%ରେ ପହଞ୍ଚିଛି। ସେହିପରି ବିମାନ ଚଳାଚଳରେ ଅଭିବୃଦ୍ଧି ହାର ୩୧.୯% ରହିଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗତବର୍ଷ ଜୁଲାଇରେ ଏହି ବିମାନବନ୍ଦର ଦେଇ ସମୁଦାୟ ୨୧୮୭ଟି ବିମାନ ଚଳାଚଳ କରିଥିଲା। ଚଳିତବର୍ଷ ଜୁଲାଇରେ ବିମାନ ସଂଖ୍ୟା ୨୮୮୫ ରହିଥିଲା। ୨୦୨୨ ଜୁଲାଇ ମାସରେ ସମୁଦାୟ ଯାତ୍ରୀ ସଂଖ୍ୟା ୨୪୫୨୩୨ ଥିଲା ଏବଂ ଚଳିତ ବର୍ଷ ଜୁଲାଇରେ ମୋଟ ୩୬୩୫୭୬ ଯାତ୍ରୀ ଏହି ବିମାନବନ୍ଦର ଦେଇ ଯା ଆସ କରିଥିଲେ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଦୈନିକ ହାରାହାରି ୪୭ଟି ବିମାନ ଯିବା ଆସିବା କରୁଛି। ବିଭିନ୍ନ ମହାନଗର ଏବଂ ସହରକୁ ଘରୋଇ ବିମାନ ସହିତ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‌‌କୁ ଅନ୍ତଜାତୀୟ ଉଡ଼ାଣ ହେଉଛି। ଏହି ବିମାନବନ୍ଦରରେ ଦୈନିକ ଯାତ୍ରୀ ସଂଖ୍ୟା ପାଖାପାଖି ୧୨ ହଜାର ରହୁଛି। ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ସର୍ବାଧିକ ଯାତ୍ରୀ ଯା’ ଆସ କରୁଥିବା ବେଳେ ଏହା ପଛକୁ ବେଙ୍ଗାଲୁରୁ, ମୁମ୍ବଇ, କୋଲକାତାକୁ ସର୍ବାଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି। ଦିଲ୍ଲୀରୁ ମାସରେ ୧ ଲକ୍ଷରୁ ଅଧିକ ଯାତ୍ରୀ ଯା’ଆସ କରୁଥିବା ବେଳେ ଅନ୍ୟ ମହାନଗରକୁ ଯାତ୍ରୀ ସଂଖ୍ୟା ୫୦ ହଜାରରୁ ୭୦ ହଜାର ମଧ୍ୟରେ ରହୁଛି। ସେହିପରି ହାଇଦ୍ରାବାଦ, ଚେନ୍ନାଇ, ପୁଣେ, ପାଟନା, ଅହମଦାବାଦ, ରାୟପୁର ଆଦି ସ୍ଥାନକୁ ଯାତ୍ରୀଙ୍କ ଯିବା ଅସିବା ବୃଦ୍ଧି ପାଉଛି। ଭୁବନେଶ୍ୱର-ସୁରତ ମଧ୍ୟରେ ଯାତ୍ରୀ ସଂଖ୍ୟା ଭଲ ରହୁଥିଲେ ସୁଦ୍ଧା କିଛି ମାସ ହେଲା ଏହି ରୁଟ୍‌‌ରେ ବିମାନ ଚଳାଚଳ ବନ୍ଦ ହୋଇଯାଇଛି। ଘରୋଇ ବିମାନ ରୁଟ୍‌‌ରେ ଭାୟା ଅନ୍ୟ ବିମାନବନ୍ଦର ଦେଇ ମାସି ପ୍ରାୟ ୫ ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି। ତେବେ ଭୁବନେଶ୍ୱର-ଝାରସୁଗୁଡ଼ା ମଧ୍ୟରେ ମାସିକ ୨୫୦୦ରୁ ୩ ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି।

ଚଳିତ ବର୍ଷ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ୬ ଲକ୍ଷରୁ ଅଧିକ ଯାତ୍ରୀ ଯିବା ଆସିବା କରିଥିଲେ। ୨୦୧୯ରେ କୋଭିଡ୍‌‌ ପୂର୍ବରୁ ଓଡ଼ିଶାର ଏହି ପ୍ରମୁଖ ବିମାନବନ୍ଦରରେ ସମୁଦାୟ ଯାତ୍ରୀ ସଂଖ୍ୟା ୩୬ ଲକ୍ଷରେ ସୀମିତ ରହିଥିଲା। ୨୦୧୪-୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ୧୫ ଲକ୍ଷରୁ କିଛି ଅଧିକ ରହିଥିଲା। ଏଏଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିମାନ ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼଼ୁଛି। ଅଧିକ ସଂଖ୍ୟକ ବିମାନ ଚାଲିବା ଦ୍ୱାରା ଟିକଟ ମୂଲ୍ୟ ଅପେକ୍ଷାକୃତ ହ୍ରାସ ପାଉଛି। ଅଧିକାଂଶ ସମୟରେ ଟ୍ରେନ୍‌‌ରେ ଟିକଟ ମିଳିବା କଷ୍ଟକର ହେଉଥିବାରୁ ସାଧାରଣ ବର୍ଗର ଯାତ୍ରୀ ମଧ୍ୟ ବିମାନରେ ଯିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ଦୃଷ୍ଟିରୁ ଲିଙ୍କ୍‌‌ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଯଦିଓ ଅଧିକ ସଂଖ୍ୟକ ଯାତ୍ରୀଙ୍କ ପରିଚାଳନା ପାଇଁ ଟର୍ମିନାଲ-୧ ସକ୍ଷମ ତଥାପି ଆଗକୁ ବାର୍ଷିକ ଯାତ୍ରୀ ସଂଖ୍ୟା ଦୁଇ ଗୁଣା ବଢ଼଼ିବା ସମ୍ଭାବନା ଅଛି। ସେଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।

ଆଜିଠୁ ଭୁବନେଶ୍ୱର-ଦୁବାଇ ବିମାନ ସେବା; ନିଜ ଉଦ୍ୟମରେ ବିଦେଶକୁ ବିମାନ ଉଡ଼ାଣରେ ଓଡ଼ିଶା ପ୍ରଥମ ରାଜ୍ୟ
ଭୁବନେଶ୍ୱର: ଶେଷ ହୋଇଛି ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଯାତ୍ରାର ପ୍ରତୀକ୍ଷା। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ, ଆର୍ଥିକ ସହଯୋଗ ଭୁବନେଶ୍ୱର-ଦୁବାଇ ବିମାନ ଯାତ୍ରା ପାଇଁ ପଥ ପରିଷ୍କାର କରିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ। ଏହି ପଦକ୍ଷେପ ପରେ ନିଜ ଉଦ୍ୟମରେ ବିଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି।

ଆଜି ସନ୍ଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିବ ଓ ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ। ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଉକ୍ତ ବିମାନରେ ପ୍ରମୁଖ ବିଭାଗର ଅଧିକାରୀ, ମିଶନଶକ୍ତି ମହିଳା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ବୈଜ୍ଞାନିକମାନଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ମଧ୍ୟ ଗସ୍ତ କରିବେ। ସେହିଭଳି ମଙ୍ଗଳବାର ଦୁବାଇରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଦୁବାଇରେ ରହୁଥିବା ଭାରତର କନସୁଲ ଜେନେରାଲ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ଯାତ୍ରୀଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବ। ଦୁବାଇରୁ ଆସୁଥିବା ଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ଉପସ୍ଥିତ ରହିବେ। ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ସହ ଯୋଡ଼ିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ମଧ୍ୟପ୍ରାଚ୍ୟ, ୟୁରୋପ ଏବଂ ପଶ୍ଚିମ ଦେଶକୁ ଯିବା ପାଇଁ ଦୁବାଇ ପ୍ରବେଶ ଦ୍ୱାର ହୋଇଥିବା ବେଳେ ପୂର୍ବ ଏସୀୟ ଦେଶକୁ ଯିବା ଆସିବା ପାଇଁ ସିଙ୍ଗାପୁର ଓ ବ୍ୟାଙ୍କକ୍‌‌ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ସରକାର ସିଙ୍ଗାପୁର ଓ ଦୁବାଇ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି।

ଦୁବାଇଗସ୍ତ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ମୁଖ୍ୟମନ୍ତ୍ରୀ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌‌କୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛନ୍ତି। ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ୱର-ସିଙ୍ଗାପୁର-ବ୍ୟାଙ୍କକ୍‌‌ ବିମାନ ସେବା ଆରମ୍ଭ ହେବ। ଏଥିପାଇ ଇଣ୍ଡିଗୋ ଏୟାର ଲାଇନ୍ସ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଛି। ଭୁବନେଶ୍ୱର-ଦୁବାଇ ମଧ୍ୟରେ ଯିବା ଆସିବା ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସପ୍ତାହରେ ତିନି ଦିନ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ କରିବ। ସୋମବାର, ବୁଧବାର ଓ ଶୁକ୍ରବାର ଦିନ ବିମାନ ଚଳାଚଳ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨କୁ ପ୍ରସ୍ତୁତ କରାଯାଇଛି। ଇମିଗ୍ରେସନ୍‌‌ ଓ କଷ୍ଟମ ବିଭାଗର କାଉଣ୍ଟର ଖୋଲାଯାଇଛି।

ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ବିକାଶର ଏକ ବଡ଼ ଭାଗ। ଏମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ସହ ଯୋଡ଼ିବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଏଭଳି ଉଦ୍ୟମ କରାଯାଉଛି। ସେହିଭଳି ପ୍ରବାସୀ ଓଡ଼ିଆମାନଙ୍କ ମାଧ୍ୟମରେ ରାଜ୍ୟକୁ ବିଦେଶୀ ମୁଦ୍ରା ଆସିଥାଏ। ବିଦେଶୀ ମୁଦ୍ରାର ଆମଦାନୀ ବଢ଼଼ିଲେ ରାଜ୍ୟର ପ୍ରଗତିଶୀଳ ହେବ। ଏହା ବ୍ୟତୀତ ପ୍ରବାସୀ ଭାରତୀୟମାନଙ୍କ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ଦୁବାଇ ବାସିନ୍ଦାମାନେ ଜାଣିପାରିବେ। ବିଶ୍ୱର ପଶ୍ଚିମ ଭାଗକୁ ଯାତ୍ରା କରୁଥିବା ଏସୀୟ ଦେଶଗୁଡ଼ିକ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଦେଇ ଯାତ୍ରା କରନ୍ତି। ସେହିଭଳି ପୂର୍ବୀୟ ଦେଶଗୁଡ଼ିକୁ ଯିବା ପାଇଁ ସିଙ୍ଗାପୁର ଏକ ପ୍ରମୁଖ ମାଧ୍ୟମ। ଏହି ଦୁଇ ଦେଶକୁ ବିମାନ ଚଳାଚଳ ପର୍ଯ୍ୟଟନ ବିଭାଗକୁ ଉତ୍ସାହିତ କରିଛି। ସେଠାରେ ଥିବା ଓଡ଼ିଆ ସମାଜ ସହ ଆମେ ସୁଦୃଢ଼ ଯୋଗାଯୋଗ ସ୍ଥାପନ କରିବାକୁ ଚାହୁଁଛି। ସ୍ଥାନୀୟ ଟୁରିଷ୍ଟ ଏଜେଣ୍ଟମାନଙ୍କ ସହାୟତାରେ ଏକ ଇକୋ ସିଷ୍ଟମ ଡେଭଲପ୍‌‌ କରାଯାଉଛି। ଏଥିପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ସ୍ୱତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରିଛି। ଯାତ୍ରୀମାନେ ଆସି ରହିବାଠାରୁ ଆରମ୍ଭ କରି ରହଣି, ଖାଦ୍ୟପେୟ ଓ ଫେରିବା ପର୍ଯ୍ୟନ୍ତର ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। ସେହିଭଳି ଦୁବାଇରେ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପର ପ୍ରଚାର ପ୍ରସାର କରାଯିବା ସହ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଦେଶ ଭାବେ ଜଣାଶୁଣା ସିଙ୍ଗାପୁର ସହ ସମ୍ପର୍କ ସାଧନ ସମ୍ଭବପର ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।

ଉତ୍କଳ ଦିବସରୁ ଦୁବାଇ ବିମାନ ଯାତ୍ରା ପାଇଁ ଟିକେଟ୍ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ମେ ୧୫ରେ ଭୁବନେଶ୍ବରରୁ ଉଡିବ ପ୍ରଥମ ବିମାନ
ଭୁବନେଶ୍ବର : ସଫଳ ହେବ ରାଜ୍ୟ ସରକାରଙ୍କ ଆଉ ଏକ ସ୍ବପ୍ନ। ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଭୁବନେଶ୍ବରରୁ ସିଧାସଳଖ ଆରମ୍ଭ ହେବ ଦୁବାଇକୁ ବିମାନ ଉଡ଼ାଣ। ଆସନ୍ତାକାଲି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ଉଡିବାକୁ ଥିବା ବିମାନ ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରିବେ। ମେ ୧୫ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡାଣ ଭରିବାକୁ ଥିବା ବେଳେ କାଲିଠୁ ଏଥିପାଇଁ ଟିକେଟ ବୁକିଂ ଆରମ୍ଭ କରାଯିବ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଖୁବ୍‌ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବା ସହ ଚଳିତ ବର୍ଷ ମେ ୧୫ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡାଣ ଭରିବ। ଏହା ପରେ ପରେ ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌‌କୁ ମଧ୍ୟ ଇଣ୍ଡିଗୋ ବିମାନ ସିଧାସଳକଖ ଉଡ଼ାଣ ଆରମ୍ଭ ହେବ ବୋଲି କୁହାଯାଇଛି।

View this post on Instagram

A post shared by VK Pandian (@vkpandian.odisha)

ବିଭିନ୍ନ ଦୃଷ୍ଟିକୋଣରୁ ରାଜ୍ୟର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଯଥେଷ୍ଟ ଆବଶ୍ୟକତା ରହିଥିଲା। ଅପରପକ୍ଷେ ଦୁବାଇ ଗସ୍ତ ସମୟରେ ସେଠାକାର ପ୍ରବାସୀ ଓଡ଼ିଆ ସଂଗଠନଙ୍କ ଅନୁରୋଧ ରକ୍ଷା କରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟ ସରକାର ଦୁବାଇ, ବ୍ୟାଙ୍ଗକକ୍‌‌ ଏବଂ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଇବା ପାଇଁ ଟେଣ୍ଡର ଜରିଆରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ୱ ଦେଇଛନ୍ତି। ଗତ ଡିସେମ୍ବର ୨୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌‌ ଏହି ନିଷ୍ପତ୍ତି ଉପରେ ମୋହର ମାରିଥିଲା।

ତେବେ କୋଭିଡ୍‌‌ ପରଠାରୁ ଅନ୍ତର୍ଜାତୀୟ ବିମାନ ପାଇଁ ବ୍ୟବହାର ହେଉଥିବା ଟର୍ମିନାଲ-୨ ବନ୍ଦ ହୋଇ ରହିଥିଲା। କିଛି ମାସ ତଳେ ସ୍ଥାନୀୟ ଏଏଆଇ କର୍ତ୍ତୃପକ୍ଷ ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଆରମ୍ଭ କରିଥିଲେ। ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ମେ ୧୫ ତାରିଖରୁ ଦୁବାଇକୁ ବିମାନ ଉଢ଼ାଣ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ଡିଜିସିଏକୁ ସ୍ଲଟ୍‌‌ ମାଗିଥିବା ବେଳେ ତାହା ମିଳି ସାରିଛି। କାଲିଠୁ ଏଥି ପାଇଁ ଅନ୍‌ଲାଇନ୍‌ ଟିକେଟ୍ ବୁକିଂ ଆରମ୍ଭହେବ।

ସୂଚନାଯୋଗ୍ୟ ଯେ, ପ୍ରଥମଥର ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ତିନିଟି ଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛନ୍ତି। ପର୍ଯ୍ୟାୟକ୍ରମେ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‌‌କୁ ଯଥାକ୍ରମେ ତିନିଟି ଏବଂ ଦୁଇଟି ୧୮୬ ସିଟ୍‌‌ ଥିବା ବିମାନ ଉଡ଼ାଣ କରିବ। ରାଜ୍ୟ ସରକାର ବିମାନର ଚଳାଚଳର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ଏବଂ ଟିକଟ ମୂଲ୍ୟ ରାଜ୍ୟ ସରକାର ରଖିବେ। ଫଳରେ ଟିକଟ ମୂଲ୍ୟ ଅପେକ୍ଷାକୃତ ଶସ୍ତା ହେବା ସମ୍ଭାବନା ଅଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିମାନ ଇନ୍ଧନ ଏଭିଏସନ୍‌‌ ଟର୍ବାଇନ୍‌‌ ଫ୍ୟୁଏଲ୍‌‌ (ଏଟିଏଫ୍‌‌) ଉପରୁ ଭାଟ୍‌‌ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ପୂର୍ବରୁ ଏହାକୁ ୫%କୁ ହ୍ରାସ କରିଥିଲେ। ବାଣିଜ୍ୟ, ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇଟି ଦୃଷ୍ଟିରୁ ଏହି ଅନ୍ତର୍ଜାତୀୟ ଉଡ଼ାଣ ବେଶ୍‌‌ ମହତ୍ୱ ବହନ କରୁଛି। ୨୦୧୭ ମସିହାରେ ଏୟାର ଏସିଆ ହବ୍‌‌ ଆଣ୍ଡ ସ୍ପୋକ୍‌‌ ମଡେଲ୍‌‌ରେ ଭୁବନେଶ୍ୱର-କୁଆଲାଲୁମ୍ପୁର ମଧ୍ୟରେ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲା। ତେବେ ୨୦୨୦ ମାର୍ଚ୍ଚରେ କୋଭିଡ୍‌‌ ସଂକ୍ରମଣ ଦୃଷ୍ଟିରୁ ଏହି ସେବାକୁ ବନ୍ଦ ହୋଇଯାଇଥିଲା।

ଭୁବନେଶ୍ବର ଏୟାରପୋର୍ଟର ହେବ ଘରୋଇକରଣ, ୨୦୨୫ ସୁଦ୍ଧା ଘରୋଇ କମ୍ପାନିମାନଙ୍କୁ ଲିଜ୍‌ରେ ଦିଆଯିବ ୨୫ ଏୟାରପୋର୍ଟ
ନୂଆଦିଲ୍ଲୀ : ଖୁବଶୀଘ୍ର ଘରୋଇକରଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଭୁବନେଶ୍ଵର ସମେତ ଦେଶର ୨୫ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ବାରା ପରିଚାଳିତ ଭୁବନେଶ୍ବର ଏୟାରପୋର୍ଟ ସମେତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୫ ସୁଦ୍ଧା ଏଗୁଡ଼ିକୁ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ଲିଜରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ ।

ସୋମବାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍‌ ଭି.କେ.ସିଂ କହିଛନ୍ତି ଯେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପରିଚାଳିତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ର ସରକାରଙ୍କ ଜାତୀୟ ମନେଟାଇଜେସନ ପାଇପଲାଇନ (ଏନଏମପି) ଅନୁସାରେ ଏସବୁ ଏୟାରପୋର୍ଟ ଗୁଡ଼ିକୁ ଲିଜ ସୁତ୍ରରେ ଦିଆଯିବ।

ଘରୋଇ କମ୍ପାନିମାନଙ୍କୁ ଲିଜ୍‌ରେ ଦିଆଯିବାକୁ ଥିବା ଏୟାରପୋର୍ଟ ଗୁଡିକ ମଧ୍ୟରେ ଭୁବନେଶ୍ୱର, ବାରାଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭଦୋଦରା, ଭୋପାଳ, ତିରୁପତି, ହବଲି, ଇମ୍ଫାଲ, ରାଜତାଲ, ଉଦୟପୁର ବିମାନବନ୍ଦର ରହିଛି। ଏହି ସବୁ ବିମାନମନ୍ଦରକୁ ୨୦୨୨ରୁ ୨୦୨୫ ମଧ୍ୟରେ ଲିଜ୍‌ ସୁତ୍ରରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍‌ ଭି.କେ.ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଏୟାରପୋର୍ଟଗୁଡ଼ିକୁ ଘରୋଇ କ୍ଷେତ୍ରର ନିବେଶ ଓ କାର୍ଯ୍ୟଦକ୍ଷତା ଆସିବା ପରେ ସେଗୁଡ଼ିକର ଉତ୍ତମ ପରିଚାଳନା ହୋଇପାରିବ । ପିପିପି ମୋଡରେ ଏୟାରପୋର୍ଟଗୁଡ଼ିକର ବିକାଶ ହେଲେ ତଦ୍ବାରା ଯାତ୍ରୀ ଓ ରାଜ୍ୟ ସରକାରମାନେ ଉପକୃତ ହୋଇପାରିବେ। ବର୍ତ୍ତମାନ ସୁଦ୍ଧା ୮ଟି ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଘରୋଇ କମ୍ପାନିମାନଙ୍କୁ ଲିଜ୍ ଦିଆଯାଇସାରିଛି । ସେଗୁଡ଼ିକ ହେଉଛି ଦିଲ୍ଲୀର ଇନ୍ଦିରାଗାନ୍ଧୀ ଏୟାରପୋର୍ଟ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ, ଲକ୍ଷ୍ନୌର ଚୌଧିୁରୀ ଚରଣ ସିଂ ଏୟାରପୋର୍ଟ, ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ଏୟାରପୋର୍ଟ, ମାଙ୍ଗାଲୁରୁ ଏୟାରପୋର୍ଟ, ଜୟପୁର ଏୟାରପୋର୍ଟ, ଲୋକପ୍ରିୟ ଗୁଆହାଟୀର ଗୋପୀନାଥ ବର୍ଦ୍ଦୋଲୋଇ ଏୟାରପୋର୍ଟ ଓ ତିରୁଅନନ୍ତପୁରମ ଏୟାରପୋର୍ଟ ।

ବେସରକାରୀ କ୍ଷେତ୍ରର ଦକ୍ଷତା ଏବଂ ବିନିଯୋଗକୁ ବ୍ୟବହାର କରି ସେମାନଙ୍କର ଉତ୍ତମ ପରିଚାଳନା ପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ବିମାନବନ୍ଦରଗୁଡିକ ଜନସାଧାରଣଙ୍କ ସ୍ୱାର୍ଥରେ ଲିଜ୍ ଦିଆଯାଇଛି। ରାଜ୍ୟ ଏବଂ ଯାତ୍ରୀମାନେ ଉନ୍ନତ ବିମାନ ବନ୍ଦର ଭିତ୍ତିଭୂମି ଏବଂ ବେସରକାରୀ ସହଭାଗୀ ଦ୍ବାରା ସୃଷ୍ଟି ହୋଇଥିବା ସୁବିଧାଗୁଡ଼ିକର ଲାଭ ପାଇପାରିବେ। ପିପିପି  ମୋଡ୍‌ରେ ଲିଜ୍ ହୋଇଥିବା ବିମାନ ବନ୍ଦର ଗୁଡିକ ପରିଚାଳନା, ବିକାଶ ଭଲ ଭାବରେ ହୋଇପାରିବ। ଲିଜ୍ ହୋଇଥିବା ବିମାନବନ୍ଦରରୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆକୁ ପ୍ରାପ୍ତ ରାଜସ୍ୱରେ ଦେଶର ବିମାନବନ୍ଦର ଭିତ୍ତିଭୂମି ବିକାଶରେ ବ୍ୟବହୃତ ହେବ ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍‌ ଭି.କେ.ସିଂ କହିଛନ୍ତି।

ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଂକକ୍‍କୁ ଉଡ଼ିବ ବିମାନ; ନିଜ ଆଡୁ ଉଦ୍ୟମ ଆରମ୍ଭ କଲେ ରାଜ୍ୟ ସରକାର
ଭୁବନେଶ୍ୱର: କୋଭିଡ୍‍ ମହାମାରୀ ପ୍ରକୋପ ହ୍ରାସ ପାଇବା ପରେ ଦେଶର ବିଭିନ୍ନ ରାଜ୍ୟରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଛି; କିନ୍ତୁ ଭୁବନେଶ୍ୱରରୁ ନୂଆ ସ୍ଥାନକୁ ଉଡ଼ାଣ ଆରମ୍ଭ ହେବା ଦୂରର କଥା ଏ ପର୍ଯ୍ୟନ୍ତ ପୁରୁଣା ସ୍ଥାନକୁ ଅନ୍ତର୍ଜାତୀୟ ଉଡ଼ାଣ କଥା ବିଚାରକୁ ନିଆଯାଇ ନାହିଁଁ। ଏପରି ଅବସ୍ଥାରେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ ରାଜ୍ୟ ସରକାର ନିଜ ତରଫରୁ ଉଦ୍ୟମ ଆରମ୍ଭ କରିଛନ୍ତି। ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‍କୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ପାଇଁ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରାଧିକୃତ ବିମାନ ଚଳାଚଳ କମ୍ପାନୀ ଠାରୁ ଟେଣ୍ଡର ଆହ୍ୱାନ କରାଯାଇ ଥିବା ବେଳେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି।

ରାଜ୍ୟ ସରକାର କହିଛନ୍ତି ଯେ ଶିକ୍ଷା, ଶିଳ୍ପ, ଆଇଟି, କ୍ରୀଡ଼ା, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଓଡ଼ିଶା ଇତିମଧ୍ୟରେ ଅନେକ ସଫଳତା ପାଇଛି। ଓଡ଼ିଶାର ବହୁ ଲୋକ ବିଦେଶରେ ରହିଥିବା ବେଳେ ବିଦେଶାଗତ ଲୋକଙ୍କ ସଂଖ୍ୟା କିଛି କମ୍‍ ନାହିଁ। ଗମନାଗମନକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି। ଏପରିସ୍ଥଳେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକ୍‍କୁ ସିଧାସଳଖ ବିମାନ ଉଡ଼ାଣର ଆବଶ୍ୟକତା ରହିଛି। ବିମାନ ଚଳାଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିମାନ ଇନ୍ଧନ ଉପରୁ ମୂଲ୍ୟ ଯୁକ୍ତ ଟିକସ ସମ୍ପୂର୍ଣ୍ଣ ଛାଡ଼ କରିଥିବା ବେଳେ ଭାୟାବଲ୍‍ ଗ୍ୟାପ୍‍ ଫଣ୍ଡିଂ ମଧ୍ୟ ପ୍ରଦାନ କରୁଛନ୍ତି; ତେଣୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି। ଇଛୁକ କମ୍ପାନୀ ଏଥିପାଇଁ ୭୦ କିମ୍ବା ତଦୁର୍ଦ୍ଧ ସିଟ୍‍ ବିଶିଷ୍ଟ ବିମାନ ବ୍ୟବହାର କରିବେ। ବିମାନ କମ୍ପାନୀ ରବିବାର ସହିତ ସପ୍ତାହରେ ଅନ୍ତତଃ ତିନିଦିନ ଭୁବନେଶ୍ୱରରୁ ବିଦେଶକୁ ଉଡ଼ାଣ କରିବା ଆବଶ୍ୟକ। ଟେଣ୍ଡର ଦାଖଲ ପାଇଁ ସମୟସୀମା ଚଳିତ ମାସ ୨୮ ତାରିଖ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ କୋଭିଡ୍‍ ପରଠାରୁ ଭୁବନେଶ୍ୱର ଓ ମାଲେସିଆୟା ମଧ୍ୟରେ ଉଡ଼ାଣ କରୁଥିବା ଏୟାର ଏସିଆ କମ୍ପାନୀ ବନ୍ଦ ରଖିଛି। କୋଭିଡ୍‍ କଟକଣା ହଟିବା ପରେ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହି ବିମାନ ସେବା ଆରମ୍ଭ ହୋଇପାରି ନାହିଁ। ସେହିପରି ଦୁବାଇ ଓ ବ୍ୟାଙ୍ଗକକ୍‍କୁ ଉଡ଼ାଣ ଆରମ୍ଭ କେବଳ ପ୍ରସ୍ତାବରେ ଅଟକିଛି। ସେହିପରି କତାର, ଅବୁଧାବିକୁ ବିମାନ ଉଡ଼ାଣ ପ୍ରସ୍ତାବ ରହିଥିଲେ ସୁଦ୍ଧା ଏ ନେଇ କୌଣସି ଅଗ୍ରଗତି ହୋଇ ନାହିଁ। ଏପରିସ୍ଥଳେ ରାଜ୍ୟ ସରକାର ନିଜ ଆଡ଼ୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଦେଶର ଉତ୍କୃଷ୍ଟ ବିମାନବନ୍ଦର: ଶ୍ରେଷ୍ଠ ୭ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏୟାରପୋର୍ଟସ୍‍ କାଉନସିଲ ଇଣ୍ଟରନ୍ୟାସନାଲ(ଏସିଆଇ) ଦ୍ୱାରା ୨୦୨୧ ମସିହା ପାଇଁ ‘ଭଏସ ଅଫ୍‍ କଷ୍ଟମର’ ମାନ୍ୟତା ପାଇଛି। ଏସିଆଇ-ଏଏସକ୍ୟୁ ସର୍ଭେ ୨୦୨୧ ଅନୁଯାୟୀ କରୋନା ମହାମାରୀ ସତ୍ତ୍ବେ ଯାତ୍ରୀ ସେବା ପ୍ରତି ପ୍ରତିବଦ୍ଧତା କାରଣରୁ ଦେଶର ମୋଟ ୭ଟି ବିମାନ ବନ୍ଦରକୁ ଚିହ୍ନଟ କରାଯାଇଛି। ଚେନ୍ନାଇ, କୋଲକାତା, ଗୋଆ, ପୁଣେ, ପାଟନା ଓ ଚଣ୍ଡିଗଡ଼଼ ସହ ଏହି ତାଲିକାରେ ଭୁବନେଶ୍ୱର ସ୍ଥାନୀତ ହୋଇଛି। ସାଧାରଣତଃ ଯାତ୍ରୀମାନଙ୍କର ସୁବିଧା ଏବଂ ସେମାନଙ୍କର ଆବଶ୍ୟକତାକୁ ଅଗ୍ରାଧିକାର ଦେବା, ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ନେଇ ଯାତ୍ରୀଙ୍କର ମତାମତ ଭିତ୍ତିରେ ଏହି ମାନ୍ୟତା ପ୍ରଦାନ କରାଯାଇଥାଏ।

ଏସିଆଇ ଦ୍ୱାରା ବିଶ୍ୱବ୍ୟାପୀ ଏୟାରପୋର୍ଟ କ୍ୱାଲିଟି ସର୍ଭେ(ଏଏସକ୍ୟୁ)ନାମରେ ବିମାନବନ୍ଦରରେ ଉପଲବ୍ଧ ହେଉଥିବା ଯାତ୍ରୀ ସୁବିଧା ନେଇ ପ୍ରତିବର୍ଷ ଆକଳନ କରାଯିବା ସହ ଉପରୋକ୍ତ ମାନ୍ୟତା ପ୍ରଦାନ କରାଯାଇଥାଏ। ଏପରିକି କରୋନା ମହାମାରୀ ସମୟରେ ଏହି ବିମାନ ବନ୍ଦରଗୁଡ଼ିକରେ ଆବଶ୍ୟକୀୟ ସୁବିଧା ଉପଲବ୍ଧତାକୁ ନେଇ ଯାତ୍ରୀମାନଙ୍କଠାରୁ ମତାମତ ନିଆଯାଇଥିଲା। ଏହି ମତାମତ ଭିତ୍ତିରେ ଭୁବନେଶ୍ୱର ବିମାନବନ୍ଦରକୁ ଏହି ସମ୍ମାନଜନକ ମାନ୍ୟତା ମିଳିଛି। ଦେଶର ୭ଟି ବିମାନବନ୍ଦର ସହ ସମଗ୍ର ବିଶ୍ୱର ମୋଟ ୧୪୦ଟି ବିମାନବନ୍ଦରକୁ ଏହି ମାନ୍ୟତା ମିଳିଥିବା ଜଣାପଡ଼ିଛି।